senior journalist - The Sakala

ପରଲୋକରେ ବିଶିଷ୍ଟ ସାମ୍ୱାଦିକ ବାସୁଦେବ ମହାପାତ୍ର, ଶୋକପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘଦିନ ଧରି ସାମ୍ବାଦିକତା କରିଆସୁଥିଲେ ବାସୁଦେବ ମହାପାତ୍ର । ପରିବେଶ ଓ ବିଜ୍ଞାନ ସମ୍ପର୍କିତ ଖବର ପାଇଁ ସେ ସୁନାମ ଅର୍ଜନ କରିଥିଲେ । ବାସୁଦେବଙ୍କ ଦେହାନ୍ତରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ସାମ୍ବାଦିକତା ଓ ପରିବେଶ କ୍ଷେତ୍ର ପ୍ରତି ତାଙ୍କ ଅବଦାନ ପାଇଁ ବାସୁଦେବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ସେ କହିଛନ୍ତି । ସାମ୍ବାଦିକ ଜଗତ ପାଇଁ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ ଅପୂରଣୀୟ କ୍ଷତି ।

Left so soon… Deeply saddened to know about the demise of Senior JournalistShri Basudev Mahapatra.

His immense contribution to the fields of journalism, environment and social welfare, will be remembered forever. It’s a big loss for all of us.

My deep condolences to the… pic.twitter.com/upz55v2MtP

— Manas Mangaraj (@manasrmangaraj) May 1, 2023

ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ଯ ହେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି
ବାଲେଶ୍ଵର: ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ତଥା ଜାତୀୟ ସାମ୍ବାଦିକ ୟୁନିଅନ(ଆଇ)ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମହାନ୍ତି ଇଣ୍ଡସ ଭେଲି  ଟାଇମ୍ସ ଇଂରାଜୀ ସମ୍ବାଦ ପତ୍ରର ସାମ୍ବାଦିକ ହୋଇଥିବାରୁ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ଗେଜେଟରେ ଏହା ପ୍ରକାଶିତ ହୋଇଛି। ଓଡ଼ିଶାର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟ କରି ଚାଲିଥିବା ଶ୍ରୀ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ ସଭ୍ୟ ଭାବେ ମନୋନୀତ ହୋଇଥିବାରୁ ରାଜ୍ୟର ସାମ୍ବାଦିକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଆଗାମୀ ଦିନରେ ସଂଘ ମାଧ୍ୟମରେ ଶ୍ରୀ ମହାନ୍ତି ଅନେକ କିଛି କାର୍ଯ୍ୟ କରିବାକୁ ସୁଯୋଗ ପାଇବେ ବୋଲି ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସଭାପତି ଗଙ୍ଗାଧର ରାଉତ, ସଂପାଦକ ବିବେକାନନ୍ଦ ଦାସଙ୍କ ସମେତ ସମସ୍ତ ସଦସ୍ୟ ଆଶା ପ୍ରକାଶ କରିଛନ୍ତି।