UP Congress - The Sakala

ୟୁପି ନିର୍ବାଚନ: କଲେଜ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ବିଦ୍ୟୁତ ଚାଳିତ ସ୍କୁଟି ଦେବ କଂଗ୍ରେସ
ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ​​କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ପୂର୍ବରୁ ଘୋଷଣା  କରିଥିବା ବେଳେ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।

कल मैं कुछ छात्राओं से मिली। उन्होंने बताया कि उन्हें पढ़ने व सुरक्षा के लिए स्मार्टफोन की जरूरत है।

मुझे खुशी है कि घोषणा समिति की सहमति से आज UP कांग्रेस ने निर्णय लिया है कि सरकार बनने पर इंटर पास लड़कियों को स्मार्टफोन और स्नातक लड़कियों को इलेक्ट्रानिक स्कूटी दी जाएगी। pic.twitter.com/hoW5DfhS3f

— Priyanka Gandhi Vadra (@priyankagandhi) October 21, 2021

ପ୍ରିୟଙ୍କା ଗାନ୍ଧୀ ଆଜି ଏକ ଟ୍ବିଟ କରି କହିଛନ୍ତି ଯେ, “ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କୁ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଛି। ମୁଁ ଖୁସି ଯେ ଇସ୍ତାହାର ପ୍ରସ୍ତୁତି କମିଟିର ସହମତି କ୍ରମେ ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବାକୁ ୟୁପି କଂଗ୍ରେସ ନିଷ୍ପତ୍ତି ନେଇଛି।

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଘଟଣାସ୍ଥଳକୁ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ ରାସ୍ତାରେ ଅଟକାଇଲେ ୟୁପି ପୁଲିସ
ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୁଲିସ। ଲକ୍ଷ୍ନୀପୁର ଖେରୀ ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୁଲିସ। ସକାଳ ସମୟରେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୁଲିସ।

ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି।

लखीमपुर किसान नरसंहार पर कांग्रेस महासचिव श्रीमती @priyankagandhi जी का बयान#लखीमपुर_खीरी_नरसंहार pic.twitter.com/06WTEEGXiI

— UP Congress (@INCUttarPradesh) October 3, 2021

ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା। ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି। ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୁଲିସ ।