Pipili vote count - The Sakala

ପିପିଲିରେ ଉଡିଲା ବିଜେଡିର ବିଜୟ ବାନା, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ରୁଦ୍ରପ୍ରତାପ ମହାରଥୀ ବିଜୟୀ
ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନଭେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ହେଉଥିଲା ଭୋଟ୍‌ ଗଣତି। ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି ରହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ।

ଅନ୍ୟପଟେ ପିପିଲିରେ ମଧ୍ୟ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ । ତେବେ ତାଙ୍କ ପୁଅ ରୁଦ୍ର ଏହି ଉପନିର୍ବାଚନରେ ୯୬,୧୯୬ ଭୋଟ୍‌ ମିଳିଛି। ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୧୯୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୫୮୯ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି।

ପିପିଲି ଭୋଟ୍‌ ଗଣତି : ୧୯ତମ ରାଉଣ୍ଡ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ ବିଜେଡି
ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି। ୧୯ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୬୦୮ ଭୋଟରେ ଆଗୁଆ ଅଛନ୍ତି। ୧୯ ତମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୭୪ ହଜାର ୪୯୮ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୫୩ ହଜାର ୮୯୦ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଛି ।

ତେବେ ୧୯ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୨୩୨ ଖଣ୍ଡ ଭୋଟ ହାତେଇବା ସହ ପ୍ରଥମ ଥର ପାଇଁ ୧୪୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୯ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୦୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬୭ ଖଣ୍ଡ ଭୋଟ । ୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୬୦୮ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୫ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡି ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି। ଉପନିର୍ବାଚନ ବିଜୟ ଟ୍ରେଣ୍ଡ ଜାରି ରଖି ବିଜେଡି ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି।

ପିପିଲିରେ ବୃହତ ବିଜୟ ଅଭିମୁଖେ ବିଜେଡି, ୧୫ ରାଉଣ୍ଡ ସୁଦ୍ଧା ୧୬ ହଜାର ଭୋଟ ଆଗରେ ରୁଦ୍ର ପ୍ରତାପ
ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୪୨ ହଜାର ୫୪୪ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୩ ଖଣ୍ଡ ଭୋଟ୍ ପାଇଛି । ୧୫ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୩୮୩୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୬୪୯ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୭୬୬ ଖଣ୍ଡ ଭୋଟ ।

ପିପିଲି ଉପନିର୍ବାଚନ :ବିଜୟ ମୁହାଁ ବିଜେଡି
୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୬୪୦ ଭୋଟରେ ଆଗୁଆ, #ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୫୯,୧୮୫ ଭୋଟ,
#ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୪୨,୫୪୫ ଭୋଟ,#କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ୩,୦୦୩ ଭୋଟ୍#PipiliByPollResult #PipiliBypoll #PipiliLive #TheSakala pic.twitter.com/QluR6DeZ46

— The Sakala (@TheSakala) October 3, 2021

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ମୋଟ୍‌ ୯୨୪ଟି ପୋଷ୍ଟାଲ ବାଲଟ୍ ଭୋଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ବିଜେଡିକୁ ୫୭୨, ବିଜେପିକୁ ୨୭୧, କଂଗ୍ରେସ ୨୪, ସ୍ବାଧିନ ୩ ଟି ଭୋଟ୍‌ ମିଳିଛି। ମୋଟ୍‌ ପୋଷ୍ଟାଲ ବାଲଟ୍ ଭୋଟ୍‌ରୁ ୫୪ଟି ଭୋଟ୍‌ ରିଜେକ୍ଟ ହୋଇଛି।ତ ତେବେ ପିପିଲି ଉପନିର୍ବାଚନର ଶେଷ ଫଳାଫଳ ଆସିବାକୁ ଆହୁରି ୯ ରାଉଣ୍ଡ ଗଣତି ବାକି ଥିବା ବେଳେ ପୂର୍ବ ୧୫ ରାଉଣ୍ଡରେ ବିଜେଡି ଆଗୁଆ ରହିଥିବାରୁ ବିଜେଡି କର୍ମୀ ମାନେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି।

ପିପିଲି ଭୋଟ୍‌ ଗଣତି : ୯୨୪ ପୋଷ୍ଟାଲ ବାଲଟ୍ରୁ ବିଜେଡିକୁ ସର୍ବାଧିକ ୫୭୨ ଭୋଟ୍
ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ତେବେ ଏହାରି ମଧ୍ୟରେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, ସ୍ବାଧିନ ୩ ଟି  ଭୋଟ୍ ମିଳିଛି। ଏହାଛଡ଼ା ୫୪ ଖଣ୍ଡ ଭୋଟ୍ ନାକଚ ହୋଇଛି।

ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।