Bhowanipore bypolls - The Sakala

ଦିଦିଙ୍କ ଭବାନୀପୁର ବିଜୟ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ମମତା ବାନାର୍ଜୀଙ୍କ ମହାବିଜୟ। ଭବାନୀପୁର ଉପନିର୍ବାଚନରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ପରାସ୍ତ କରିଛନ୍ତି। ପ୍ରିୟଙ୍କାଙ୍କୁ ୫୮ ହଜାର ୮୩୨ ଭୋଟରେ ମାତ୍‌ ଦେଇ ମମତା ଭବାନୀପୁରରୁ ମହାବିଜୟ ହାସଲ କରିବା ସହ ବିଜେପିକୁ ମୁହଁ ତୋଡ ଜବାବ ଦେଇଛନ୍ତି। ଏଥି ସହିତ ଭବାନୀପୁରରେ ମମତା ବାନାର୍ଜୀଙ୍କ ରେକର୍ଡ ବିଜୟ । ୨୦୧୧ର ବିଜୟ ବ୍ୟବଧାନକୁ ମଧ୍ୟ ଅତିକ୍ରମ କରିଛନ୍ତି ମମତା ବାନାର୍ଜୀ । ୨୦୧୧ରେ ୫୪ ହଜାର ୨୧୩ ଭୋଟ ବ୍ୟବଧାନରେ ଜିତିଥିଲେ ମମତା । ହେଲେ ୨୦୨୧ ଉପନିର୍ବାଚନରେ ୫୮ ହଜାର ୮୩୨ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ। ଦିଦିଙ୍କ ବିଜୟ ପରେ ଟିଏମ୍‌ସିର କର୍ମୀମାନେ  ମମତା ବାନାର୍ଜୀଙ୍କ ଘର ସାମ୍ନାରେ ଉତ୍ସବ ମନାଇବା ସହ ବାଣ ଏବଂ ବାଜା ବଜାଇ ଖୁସିରେ ନାଚୁଥିବା ଦେଖିବାକୁ ମିଳୁଛି।