elections in West Bengal - The Sakala

ଦିଦିଙ୍କ ଭବାନୀପୁର ବିଜୟ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ମମତା ବାନାର୍ଜୀଙ୍କ ମହାବିଜୟ। ଭବାନୀପୁର ଉପନିର୍ବାଚନରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ପରାସ୍ତ କରିଛନ୍ତି। ପ୍ରିୟଙ୍କାଙ୍କୁ ୫୮ ହଜାର ୮୩୨ ଭୋଟରେ ମାତ୍‌ ଦେଇ ମମତା ଭବାନୀପୁରରୁ ମହାବିଜୟ ହାସଲ କରିବା ସହ ବିଜେପିକୁ ମୁହଁ ତୋଡ ଜବାବ ଦେଇଛନ୍ତି। ଏଥି ସହିତ ଭବାନୀପୁରରେ ମମତା ବାନାର୍ଜୀଙ୍କ ରେକର୍ଡ ବିଜୟ । ୨୦୧୧ର ବିଜୟ ବ୍ୟବଧାନକୁ ମଧ୍ୟ ଅତିକ୍ରମ କରିଛନ୍ତି ମମତା ବାନାର୍ଜୀ । ୨୦୧୧ରେ ୫୪ ହଜାର ୨୧୩ ଭୋଟ ବ୍ୟବଧାନରେ ଜିତିଥିଲେ ମମତା । ହେଲେ ୨୦୨୧ ଉପନିର୍ବାଚନରେ ୫୮ ହଜାର ୮୩୨ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ। ଦିଦିଙ୍କ ବିଜୟ ପରେ ଟିଏମ୍‌ସିର କର୍ମୀମାନେ  ମମତା ବାନାର୍ଜୀଙ୍କ ଘର ସାମ୍ନାରେ ଉତ୍ସବ ମନାଇବା ସହ ବାଣ ଏବଂ ବାଜା ବଜାଇ ଖୁସିରେ ନାଚୁଥିବା ଦେଖିବାକୁ ମିଳୁଛି।

ଦିଦିଙ୍କୁ ଝଟକା : ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ରୋକ୍‌ ଲଗାଇଲେ ନିର୍ବାଚନ କମିଶନ
କୋଲକତା : ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କୌଣସି ନିର୍ବାଚନ ପ୍ରଚାର କରିପାରିବେନି ଦିଦି।  ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ । ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ।

Election Commission of India imposes a ban of 24 hours on West Bengal Chief Minister Mamata Banerjee from campaigning in any manner from 8 pm of April 12 till 8 pm of April 13 pic.twitter.com/FFNL2KvVxv

— ANI (@ANI) April 12, 2021

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ସେଠାରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବଳକୁ ଘେରାଉ କରିବା ପାଇଁ ଜନତାଙ୍କୁ ଉସୁକାଇବା ଏବଂ ମୁସଲିମ ‌ଭୋଟକୁ ନେଇ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ଏହି ଦଣ୍ଡ ତାଙ୍କୁ ଦିଆଯାଇଛି ବୋଲି ଜଣାପଡିଛି। ଏପ୍ରିିଲ ୭ ଏବଂ ୮ରେ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଏଭଳି ନକରିବାକୁ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।

ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।

ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି
କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି।

ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ କରାଯାଇଥିଲେ ହେଁ ଶୁକ୍ରବାର ମମତା କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରି ସେ  ହିଁ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି। କେବଳ ସେତିକି ନୁହେଁ, ନନ୍ଦିଗ୍ରାମରୁ ମମତା ହାରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି।

ସେ ଏହି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ବିଜେପି ଦଳର ସଦସ୍ୟ ନୁହେଁ। ତେଣୁ ମୁଁ ଅନ୍ୟ କେଉଁଠି ପ୍ରତିଦ୍ବନ୍ଦ୍ବିତା କରିବି କି ନାହିଁ ତାହା ମୋଦୀ ସ୍ଥିର କରିବା ଉଚିତ ନୁହେଁ। ବିଜେପି ଜାଣି ରଖିବା ଉଚିତ ଯେ ମୁଁ ହିଁ ନନ୍ଦିଗ୍ରାମରୁ ଜିତିବି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରେ ଏକ ନିର୍ବାଚନ ସଭାରେ ମୋଦୀ ଭାଷଣ ଦେଉଥିବା ବେଳେ ମମତା ନନ୍ଦିଗ୍ରାମରୁ ପରାଜିତ ହେବାକୁ ଯାଉଥିବାରୁ ଅନ୍ୟ କେଉଁ ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ।

ପଶ୍ଚିମବଙ୍ଗ, ଆସାମ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବା ସହିତ ଏଥିରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ସେହିପରି ଆସାମରେ ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ କରାଯିବ । ସେହିଭଳି ଆସାମରେ ଭୋଟିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ ।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ଯାୟରେ ନିର୍ବାଚନ ହେବ । ସେହିଭଳି ୧୨୬ ଆସନ ବିଶିଷ୍ଟ ଆସାମରେ ୩ଟି ପର୍ଯ୍ଯାୟରେ ଭୋଟ୍ ଗ୍ରହଣ ହେବ

ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ, ୩ ଆହତ
କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି ଦଳ। ଏହାକୁ ନେଇ ବିଜେପି କହିଛି ଯେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ତିଆରି ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି। ଆହତ ଟିଏମସି କର୍ମୀଙ୍କର ଶରୀର ପୋଡ଼ି ଜଳି ଯାଇଛି। ସମସ୍ତଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମମତାଙ୍କୁ ମୋଦୀଙ୍କ ଟାର୍ଗେଟ, କହିଲେ ଦିଦିଙ୍କ ଖେଲୋ ଶେଷ ହୋବେ ପଶ୍ଚିମବଙ୍ଗରେ ବିକାଶ ହୋବେ
କଲକାତା : ପଶ୍ଚିମବଙ୍ଗ ବ୍ୟାଟଲ୍ ପାଇଁ ବିଜେପି ଓ ଟିଏମସି ଚାଲିଛି ଭାଷଣ ଓ ପ୍ରତିଶ୍ରୁତିର ଲଢେଇ।  ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି ।  ସେପଟେ  ଆଜି ପୁରୁଲିଆରେ ପ୍ରଚାର ବେଳେ ମମତାଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି ମମତା ବାନାର୍ଜୀଙ୍କ ‘ଖେଲ ହୋବେ’ ନାରାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦିଦି କହୁଛନ୍ତି ଖେଲା ହୋବେ, ବିଜେପି ବୋଲେ ଚକ୍ରୀ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ବିକାଶ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ଶିକ୍ଷା ହୋବେ” ମୋଦି ମମତାଙ୍କୁ ଆକ୍ଷେପ କରି କହିଥିଲେ ଖେଲ ଶେଷ ହୋବେ, ବିକାଶ ଆରମ୍ଭ ହୋବେ।

ଏଥି ସହିତ ପୁରୁଲିଆ ପ୍ରଚାର ସଭାରେ ଜନକଲ୍ୟାଣକାରୀ ଯୋଜନା ପ୍ରସଙ୍ଗ ଉଠାଇ ମମତାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍‌-ଇଞ୍ଜିନ୍‌’ ବିଶିଷ୍ଟ  ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।

ମୋଦୀ ଆହୁରୀ ମଧ୍ୟ କହିଛନ୍ତି  ‘ଟିଏମସି’ର ଅର୍ଥ ହେଲା ‘ଟ୍ରାନ୍ସଫର ମାଇ କମିଶନ’।  ରାଜ୍ୟ ସରକାର ମାଓବାଦୀଙ୍କୁ ସମର୍ଥନ କରୁଥିବା ସେ ଆରୋପ ଲଗାଇଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ସବୁ ଅଞ୍ଚଳରୁ ରେଳ ସେବା ଯୋଗାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଲୋକଙ୍କୁ ଭରସା ଦେଇଛନ୍ତି ପଶ୍ଚିମବଙ୍ଗରେ ଡବଲ୍ ଇଞ୍ଜିନ ସରକାର ହେବ । ଏହାଦ୍ୱାରା ବିକାଶ ହେବ ଓ ଲୋକଙ୍କ ଜୀବନଧାରଣ ମାନ ଅଧିକ ସୁବିଧା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପଶ୍ଚିମବଙ୍ଗ ପଲିଟିକ୍ସ : ଜଣେ କେନ୍ଦ୍ରମନ୍ତ୍ରୀ ଓ ୪ ଜଣ ସାଂସଦଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କଲା ବିଜେପି
କଲକାତା : ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ଗରମ ହେବାରେ ଲାଗିଛି। ଘନ ଘନ ପ୍ରଚାର ଏବଂ ରୋଡ ଶୋ ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ୬୩ ଜଣ ପ୍ରାର୍ଥୀ ରହିଛନ୍ତି। ଆଉ ଏହି ୬୩ ଜଣଙ୍କ ମଧ୍ୟରେ ବିଜେପିର ଚାରି ସାଂସଦ, ଜଣେ କେନ୍ଦ୍ରମନ୍ତ୍ରୀ ଓ ଟଲିଉଡର ୪ କଳାକାର ରହିଛନ୍ତି। ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୋଲାଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

Swapan Das Gupta will contest from Tarakeswar Assembly seat, MP Nisith Pramanik from Dinhata, and Union Minister Babul Supriyo will contest from Tollygung Assembly seat. Actor Yash Das Gupta will contest from Chanditala: BJP National General Secretary Arun Singh pic.twitter.com/tkUHR6xAfL

— ANI (@ANI) March 14, 2021

ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଲାହିରି ଅଲିପୁରଦ୍ୱାର, ଡୋମଜୁରରୁ ରାଜୀବ ବାନାର୍ଜୀ, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ୟ୍ୟ, ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ତାରକେଶ୍ୱରରୁ ପ୍ରାର୍ଥୀ ହେବେ। ସାଂସଦ ନିଶିଥ ପ୍ରମାଣିକ ଦିନହାଟ ବିଧାନସଭା ଆସନରୁ, ତାଲିଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଅଭିନେତା ୟଶ ଦାସଗୁପ୍ତ ଚଣ୍ଡିତାଲାରୁ ପ୍ରାର୍ଥୀ ହେବେ। ଅଭିନେତ୍ରୀ ପାୟଲ ସରକାର ବେହାଲା ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଡକ୍ଟର ଇନ୍ଦ୍ରନିଲ ଖାନ କସବାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାଓ୍ୱାଡାର ଶ୍ୟାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସାଂସଦ ଲୋକେଟ୍ ଚାଟାର୍ଜୀ ଚୁଞ୍ଚୁଡାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନାରପୁର ଦକ୍ଷିଣରୁ ଅଞ୍ଜନା ବସୁ ପ୍ରାର୍ଥୀ ହେବେ। ସେହିପରି ହାଓ୍ୱାଡା ଦକ୍ଷିଣରୁ ରାତିସେନ ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ ।

ହ୍ବିଲ ଚେୟାରରେ ବସି ଦିଦିଙ୍କ ରୋଡ ଶୋ’, କହିଲେ ବାଘୁଣୀ ଘାଇଲା ହେଲେ ଅଧିକ ବିପଦଜ୍ଜନକ ହୋଇଥାଏ
କଲକାତା : ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିଛନ୍ତି ଦିଦି । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ଯ୍ୟନ୍ତ ରୋଡ ଶୋ’ କରିଛନ୍ତି  ।  ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଆଘାତ ପାଇଛି ଏବଂ ଅସୁସ୍ଥ ଅଛି, କିନ୍ତୁ ମୋର ଲକ୍ଷ୍ୟ ସ୍ଥିର ରହିଛି। ମୋ ଦେହରେ ଆଘାତ ଲାଗିଥିଲେ ମଧ୍ୟ ମୁଁ ଏହି ହୁଇଲଚେୟାରରେ ପଶ୍ଚିମବଙ୍ଗ ବୁଲିବା ଜାରି ରଖିବି। ଯଦି ମୁଁ ଶଯ୍ୟାରେ ବିଶ୍ରାମ ନେବି, ତେବେ ପଶ୍ଚିମବଙ୍ଗବାସୀଙ୍କ ନିକଟରେ କିଏ ପହଞ୍ଚିବ? ମୁଁ କେବେ କି ନଇଁବି ନାହିଁ। ମନେ ରଖ, ଜଣେ ଆଘାତ ପାଇଥିବା ବାଘୁଣୀ ବହୁତ ବିପଦଜ୍ଜନକ ହୋଇଥାଏ।

ରୋଡ ସୋ ପରେ ଦିଦି ହଜରାରେ ପହଞ୍ଚିବା ପରେ ମମତା ବାନାର୍ଜୀ ପୁଣି ଥରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଦିଦି କହିଛନ୍ତି, ‘ବିଜେପି ବେଙ୍ଗଲରେ ଶସ୍ତା ରାଜନୀତି କରୁଛି । ଜନତା ଏହାର ଜବାବ ଭୋଟ ମାଧ୍ୟମରେ ଦେବେ । ଆସନ୍ତା ନିର୍ବାଚନରେ ଟିଏମ୍‌ସି ପୁଣି ଥରେ ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିବ। ଆମେ ନିର୍ଭିକ ହୋଇ ଲଢିବୁ । ମୁଁ ଏବେ ବି ଯନ୍ତ୍ରଣାରେ ଅଛି, ହେଲେ ମୋତେ ନିଜ ଲୋକଙ୍କ କଷ୍ଟ ବି ଅଧିକ ଅନୁଭୂତ ହେଉଛି । ନିଜ ଜୀବନ ରକ୍ଷା କରିବା ପାଇଁ ଏହି ଲଢେଇରେ ଆମକୁ କ୍ଷତି ହୋଇଛି । ହେଲେ ବି ଆମେ ନଇଁବୁ ନାହିଁ ବୋଲି କହିଛନ୍ତି ଦିଦି ।

ମମତାଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ : ନିର୍ବାଚନ ଆୟୋଗ
କଲକାତା :  ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ଏଥିନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ ପରେ ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି। ନନ୍ଦୀଗ୍ରାମରେ ମମତାଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ, ଏହା ଏକ ଦୁର୍ଘଟଣା ଥିଲା ବୋଲି ଆୟୋଗ କହିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଲାଗିଥିବା ଆଘାତ ଏକ ଦୁର୍ଘଟଣା। ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଦେଇଥିବା ରିପୋର୍ଟରେ ଆକ୍ରମଣ କଥା ଉଲ୍ଲେଖ କରାଯାଇ ନାହିଁ ଏହାକୁ ଆଧାର କରି ନିର୍ବାଚନ ଆୟୋଗ କହିଛନ୍ତି, ଏହା ଆକ୍ରମଣ ନୁହେଁ, ଏକ ଦୁର୍ଘଟଣା ଥିଲା।

ସୂଚନାଯୋଗ୍ୟ  ମମତାଙ୍କୁ ଲାଗିଥିବା ଆଘାତ ଆକସ୍ମିକ ଥିଲା ବେଳେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଦୁଇ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକ ରିପୋର୍ଟ ଦେଇଛନ୍ତି। ମମତାଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ବିସ୍ତୁୃତ ରିପୋର୍ଟ ମଗାଯାଇଥିବା ବେଳେ ଦୁଇ ପର୍ଯ୍ୟବେକ୍ଷକ କମିସନଙ୍କୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟରେ ଆକ୍ରମଣ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ରିପୋର୍ଟରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି କହିଥିବା ବେଳେ ଘଟଣା ସମୟରେ ମମତା ପୁଲିସ ଛାଉଣୀ ଭିତରେ ପୂର୍ଣ୍ଣ ସୁରକ୍ଷିତ ଥିଲେ ବୋଲି କହିଛନ୍ତି।

ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମମତାଙ୍କ ପ୍ରସ୍ତୁତି, ୧୫ରୁ ପୁଣିଥରେ ଆରମ୍ଭ ହେବ ଦିଦିଙ୍କ ପ୍ରଚାର
କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମମତା ଆଗାମୀ ମାର୍ଚ୍ଚ ୧୫ରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମମତା ବାନାର୍ଜୀ ୧୫ ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । ୧୫ ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ ୧୬ ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ । ବର୍ତ୍ତମାନ ଦିଦିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହା ନିର୍ବାଚନ ପ୍ରଚାରକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ  ଗତ ୧୦ ତାରିଖ ଦିନ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଥିଲା ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ ।  ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ୨୯ ଏପ୍ରିଲ ମଧ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ନିର୍ବାଚନ ହେବ । ଏହାପରେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

ନିର୍ବଚନୀ ପୂର୍ବରୁ ଜୋର ଧରିଲାଣି ପ୍ରଚାର, ମୋଦୀଙ୍କ ରାଲିରେ ସାମିଲ ହେବେ ସୌରଭ ଗାଙ୍ଗୁଲି !
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହେବାକୁ ଯାଉଛି। ଏହି ନିିର୍ବାଚନୀ ପ୍ରଚାରରେ ​​ଅନେକ ସେଲିବ୍ରିଟି ମଧ୍ୟ ପ୍ରଚାର କରିବେ। ଚଳଚ୍ଚିତ୍ର ତାରକା ଠାରୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ​​ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏକ ବିଜେପି ରାଲିରେ ଯୋଗଦେବେ ବୋଲି କଳ୍ପନ ଚାଲିଛି।

ଗାଙ୍ଗୁଲି ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ଯ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ । ସେ ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବେ ଓ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବେ । କିନ୍ତୁ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ମାର୍ଚ୍ଚ ୭ରେ  କଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗଦେବାକୁ ଚାହୁଁଛନ୍ତି କି ନାହିଁ ତାହା ଜଣାପଡ଼ିବ।

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ସେ ୩ ଦିନ ହସ୍ପିଟାଲରେ ରହି ଜାନୁଆରୀ ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ । ଅପରେସନ ପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା ।

ତେବେ ଏହି ପ୍ରସଙ୍ଗରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି।