death news - The Sakala
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ: ୭୧ ବର୍ଷ ବୟସରେ ଆଖି ବୁଜିଲେ 'ଯାଯାବର' ଗାୟିକା
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଦୁଃଖଦ ଖବର। ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ ତଥା ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କାଘାତର ଶିକାର ହୋଇଛନ୍ତି। ଗତ କିଛି ଦିନ ଧରି ସେ ଆଇସିୟୁ(ICU)ରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କ ସ୍ୱାମୀ ଗୋପାଳ ବାତ୍ରା ପୂର୍ବରୁ ତାଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଥିଲେ ମଧ୍ୟ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।
ଗୀତା ପଟ୍ଟନାୟକ ସତୁରୀ ଦଶକର ଜଣେ ଆଗଧାଡ଼ିର ଗାୟିକା ଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ସହ ଅନେକ ହିଟ୍‌ ଗୀତ ଗାଇଛନ୍ତି। ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଯାଯାବର'ର ଲୋକପ୍ରିୟ ଗୀତ 'ଫୁର୍‌ କିନା ଉଡିଗଲା ବଣି' ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାବ୍ୟତୀତ 'ବଡ଼ ବେଦରଦୀ ମୋ ନାଲି ପାନ ରଜା', 'ଏଇ ତାରାଭରା ଜହ୍ନ ରାତି', ଏବଂ 'ଦନେଇ ଦାସ କହେରେ ଭାଇ' ଭଳି ଅନେକ କାଳଜୟୀ ଗୀତରେ ସେ କଣ୍ଠଦାନ କରିଯାଇଛନ୍ତି।
ନୀରବି ଗଲା ଦୂରଦର୍ଶନର ପରିଚିତ ସ୍ୱର: ଆରପାରିରେ ପ୍ରଖ୍ୟାତ ସମ୍ବାଦ ପାଠିକା ସରଳା ମାହେଶ୍ୱରୀ
ନୂଆଦିଲ୍ଲୀ: ଦୂରଦର୍ଶନର ଜଣାଶୁଣା ନ୍ୟୁଜ୍ ରିଡର୍ ବା ସମ୍ବାଦ ପାଠିକା ସରଳା ମାହେଶ୍ୱରୀଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସହିତ ଟିଭି ସାମ୍ବାଦିକତାର ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି ବୋଲି କୁହାଯାଉଛି। ସରଳା ମାହେଶ୍ୱରୀଙ୍କ ପରିବାର ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୨ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ସ୍ୱତନ୍ତ୍ର ଅନ୍ଦାଜ ପାଇଁ ଥିଲେ ପରିଚିତ
ସରଳା ମାହେଶ୍ୱରୀ ତାଙ୍କର ସମ୍ବାଦ ପରିବେଷଣ ଶୈଳୀ ପାଇଁ ସର୍ବଦା ମନେ ରହିବେ। ତାଙ୍କ ସ୍ୱର ଏବଂ ଖବର ପଢିବାର ଢଙ୍ଗରେ ଏକ ନିଆରା ଶାନ୍ତି ଏବଂ ବିଶ୍ୱାସ ରହୁଥିଲା, ଯାହା ଦର୍ଶକଙ୍କୁ ବାନ୍ଧି ରଖୁଥିଲା। ସରଳା ସେହି ସମୟରେ ଖବର ପଢିବାକୁ ଏକ ସଂସ୍କାରୀ ଏବଂ ସମ୍ମାନଜନକ ପରିଚୟ ଦେଇଥିଲେ। ଏହା ସେହି ସମୟ ଥିଲା ଯେତେବେଳେ ଆଙ୍କର ବା ଉପସ୍ଥାପକ ହିଁ ଖବରର ବିଶ୍ୱସନୀୟତା ଥିଲେ। ଅଲ ଇଣ୍ଡିଆ ମହିଳା କଂଗ୍ରେସ ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରଳାଙ୍କ ବିଶ୍ୱସନୀୟତା ଏବଂ ଶାଳୀନତା ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହୋଇ ରହିବ।
दूरदर्शन की सुप्रसिद्ध न्यूज़ रीडर सरला माहेश्वरी जी का निधन टीवी पत्रकारिता के एक स्वर्णिम युग का अंत है।
उनकी विश्वसनीयता और शालीनता आने वाली पीढ़ियों के लिए हमेशा प्रेरणा रहेगी।
ईश्वर उनकी आत्मा को शांति प्रदान करे।
भावपूर्ण श्रद्धांजलि 🙏 pic.twitter.com/8n9QlyhTOI
— All India Mahila Congress (@MahilaCongress) February 12, 2026
ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି
ତାଙ୍କ ବିୟୋଗ ଭାରତୀୟ ଟେଲିଭିଜନ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ସେ ସେହି ସମୟରୁ ସମ୍ବାଦ ସହିତ ଜଡିତ ଥିଲେ ଯେତେବେଳେ ଖବରର ଅର୍ଥ ଡ୍ରାମା ନୁହେଁ ବରଂ ସ୍ପଷ୍ଟତା ଥିଲା। ଆଜିକାଲି ଏଭଳି ଗାମ୍ଭୀର୍ଯ୍ୟ ଆଉ ଦେଖିବାକୁ ମିଳୁନାହିଁ। ଅନେକ ଦର୍ଶକ କହିଛନ୍ତି ଯେ ସେମାନେ ସରଳା ମାହେଶ୍ୱରୀଙ୍କୁ ଶୁଣି ବଡ଼ ହୋଇଛନ୍ତି।
ବିଲ ମଝିରେ ପଡିଛି କ୍ଷତାକ୍ତ ମୃତଦେହ, କୁକୁର ଝୁଣି ଖାଉଛି ମଣିଷ ମାଂସ...
ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା। ବିଲ ମଝିରେ ପଡିଛି କ୍ଷତାକ୍ତ ମୃତଦେ। କୁକୁର ଝୁଣି ଖାଉଛି ମଣିଷ ମାଂସ। ଚନ୍ଦକା ଥାନା ଅନ୍ତର୍ଗତ ଘଙ୍ଗାପାଟଣା ପାଇକରାପୁର ଅଞ୍ଚଳରେ ପଡିଛି ମୃତଦେହ। ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଚନ୍ଦକା ଥାନା ପୁଲିସ। ମୃତକ ଜଣଙ୍କ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୪୦ ରୁ ୪୫ ହୋଇଥିବ ବୋଲି ସନ୍ଦେହ କରାଯାଉଛି।
ସହି ପାରିଲାନି ମାଆର ରୋଗ ଯନ୍ତ୍ରଣାର ଦୁଃଖ, କେନାଲକୁ ଡେଇଁ ଜୀବନ ହାରିଲା ପୁଅ...
ସମ୍ୱଲପୁର: ସମାଜରେ ବାପା ମାଆ ପ୍ରତି ପୁଅର ନିର୍ଯାତନା ସବୁବେଳେ ଦେଖିବାକୁ ମିଳିଥାଏ।  ସମ୍ବଲପୁର ବୁର୍ଲାରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ପୁଅ ତା ରୋଗୀଣି ମା’ର ଦୁଃଖ ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟ ପୂର୍ବରୁ ମାଆଙ୍କ ମୋବାଇଲକୁ ଶେଷ ମେସେଜ ମଧ୍ୟ ପଠାଇଛି। ଭିମସାରରେ ଚିକିତ୍ସିତ ହେଉଥିବା କୀଡନି ଖରାପ ରୋଗରେ ପୀଡିତ ମା'ଙ୍କ ଯନ୍ତ୍ରଣା ଦେଖି ଅସହ୍ୟ ହୋଇ ପଡ଼ିଛି ୨୨ ବର୍ଷର ପୁଅ ସୌରଭ ସମ୍ବିତ ତ୍ରିପାଠୀ। ଶେଷରେ ବୁର୍ଲା ପାଓ୍ବାର କେନାଲରେ ଡେଇଁ ଜୀବନ ହାରିଛି ପୁଅ ସୌରଭ ସମ୍ୱିତ ତ୍ରିପାଠୀ। ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗରପଡାର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତାଙ୍କ ମା' ଗତ କିଛି ମାସ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧୀନ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ପୁଅ ସୌରଭ ସବୁବେଳେ ମା'ଙ୍କ ପାଖରେ ରହି ସେବା କରୁଥିଲେ।କିଛି ଦିନି ତଳେ ଡାକ୍ତର ମାଆଙ୍କ ଦେହ ଭଲ ନଥିବା କହିଥିଲେ। ଏଥିପାଇଁ ସବୁ ବେଳେ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଗତ ୨୨ତାରିଖ  ସନ୍ଧ୍ୟା ସମୟରେ, ସେ ହଠାତ୍‌ ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇନଥିଲେ। କିନ୍ତୁ ତାଙ୍କ ମୋବାଇଲ ଫୋନରେ ଏକ ମେସେଜ ଆସିଥିଲା। ଯାହାକୁ ପଢି ମା' ମୁହଁରେ ଲୁହ ଝରି ପଡିଛି।
ମେସେଜରେ ଲେଖାଥିଲା, ‘ମା’ ମୁଁ ତମ ଦୁଃଖ ସହିପାରୁନି, ତେଣୁ କେନାଲରୁ ଡେଇଁ ଆତ୍ମହତ୍ୟା କରିବି’। ପରିବାର ସହ ସମଗ୍ର ୱାର୍ଡରେ ଏହି ଘଟଣା ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି। ଶେଷରେ ପରିବାର ପକ୍ଷରୁ ବୁର୍ଲା  ଥାନାରେ ଯୁବକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରାଯାଇଥିଲା। ବୁର୍ଲା ପୁଲିସ ବର୍ତ୍ତମାନ ବୁର୍ଲା ପାୱାର କେନାଲ ଓ ନିକଟସ୍ଥ ଅଞ୍ଚଳରେ ସୌରଭଙ୍କ ସନ୍ଧାନ ଜାରି ରଖିଥିଲା। ଶୁକ୍ରବାର ସକାଳୁ ପୁଲିସ ଏବଂ ବୁର୍ଲା ଅଗ୍ନିଶମ ବାହିନୀ ବୋଟରେ ସହରର ବିଷ୍ଣୁ ମନ୍ଦିର ପଡା ଘାଟରୁ ପାୱାର କେନାଲରେ ନିଖୋଜ ଯୁବକକୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜ ଯୁବକର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶେଷରେ ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରୁ ଉଦ୍ଧାର କରାଯାଇଛି।
ଭୁବନେଶ୍ବର: ତେଲେଙ୍ଗାନାର ଏକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ସେ ପ୍ରାର୍ଥାନା କରିଛନ୍ତି।
ଖବର ଅନୁଯାୟୀ, ତେେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ରାସାୟନିକ କାରଖାନାରେ ଗତକାଲି ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧିପାଇଛି। ଏହି ମୃତାହତ ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା, ୟୁପି, ବିହାର ଓ ପଶ୍ଚିମବଙ୍ଗର ରହିଥିବା ଜଣାପଡ଼ିଛି। ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିବାରୁ ଏବେ ବି ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ପୋତି ହୋଇରହିଛନ୍ତିି। ସେମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ଲାଗି ଓଡ଼ିଶା ସରକାର ଦୁଇ ଜଣ ଅଧିକାରୀଙ୍କୁ ତେଲେଙ୍ଗାନା ପଠାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ପ୍ରୀତିଶ ପଣ୍ଡା ଏବଂ ଡ. ଚନ୍ଦ୍ରଶେଖର ସାହୁ। ଦୁର୍ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ଓଡ଼ିଆ ଶ୍ରମିକଙ୍କ ପରିବାର ଓ ସଂପର୍କୀୟଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ଲାଗି ସେମାନଙ୍କୁ କୁହାଯାଇଛି।
ଏବେ ବି ଭଗ୍ନାବଶେଷ ତଳେ ଅନେକ ମୃତାହତ ଶ୍ରମିକ ପୋତି ହୋଇ ରହିଛନ୍ତି। ଅନେକ ମୃତଦେହ ସଂପୂର୍ଣ୍ଣ ରୂପେ ପୋଡ଼ି ହୋଇଯାଇଥିବାରୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ିଛି। କେତେକ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଛି। ତେଣୁ ଏଥିରେ କେତେଜଣ ଓଡ଼ିଆ ଶ୍ରମିକ ରହିଛନ୍ତି, ତାହା ଜଣାପଡ଼ି ନହିଁ । ତେବେ ବର୍ତ୍ତମାନ ସୁଦ୍ଧା ୪ ଓଡ଼ଆ ଶ୍ରମିକଙ୍କ ମୃତଦେହ ଚିହ୍ନଟ ହୋଇଛି।
ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ କୁହାଯାଇଛି। କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କେତେକ ଶ୍ରମିକ ୧୦୦ ମିଟର ଦୂରରେ ଯାଇ ଛିଟିକି ପଡ଼ିଥିଲେ।
ଉଦଳା: ଶବକୁ ଅସମ୍ମାନ। ଆପଣେଇଲେ ନାହିଁ ପୁଅ-ଝିଅ। ଟ୍ରଲିରେ ଶବ ଧରି ୫ ଘଣ୍ଟା ହେବ ଜଗି ବସିଛି ସ୍ୱାମୀ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜାର ନିକଟରୁ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମୃତକଙ୍କା ନାଁ ସୀତା ମୁର୍ମୁ। ଶବକୁ ଜଗି ରହିଛ ସ୍ୱାମୀ ବିଶ୍ୱନାଥ ମୁର୍ମୁ।
ଭୁବନେଶ୍ବର: ସାବିତ୍ରୀରେ ଅଘଟଣ । କେଉଁଠି ସ୍ବାମୀ ଜୀବନ ହାରିଥିବା ବେଳେ ଅନ୍ୟ କେଉଁଠି ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଦୁଇଟି ଅଭାବନୀୟ ଘଟଣା ପୃଥକ ପୃଥକ ସ୍ଥାନରୁ ଆସିଛି। ଗୋଟିଏ ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ହୋଇଥିବା ବେଳେ ଅନ୍ୟଟି ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମରୁ ଆସିଛି।
ସାବିତ୍ରୀରେ ଜୀବନ ହାରିଲେ ସ୍ୱାମୀ। ପତ୍ନୀ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜା କରିବାକୁ ଯାଇଥିବା ବେଳେ ସ୍ୱାମୀ ବେକରେ ଗାମୁଛା ଲଗାଇ କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣା ପଞ୍ଚାୟତ ମାଲଦାପଡା ଗ୍ରାମରେ। ମୃତକ ହେଲେ ପଦ୍ମଲୋଚନ ବେହେରା (୪୮)।  ପତ୍ନୀ ଜୟନ୍ତୀ ସାବିତ୍ରୀ ପୂଜା କରିବାକୁ ନିକଟସ୍ଥ ମନ୍ଦି କୁ ଯାଇଥିଲେ। ମନ୍ଦିରରେ ସ୍ୱାମ ଙ୍କ ନାମରେ ଶଙ୍ଖା, ଚୁଡି, ସିନ୍ଦୁର ପୂଜା ଚାଲିଥିବାବେଳେ ଘରେ ଘଟିଥିଲା ଅଘଟଣ। ସ୍ୱାମୀ ନିଜର ଶୋଇବା ଘରେ ଏକ ଗାମୁଛା ବେକରେ ଲଗାଇ ଜୀବନ ହାରିଦେଇଥିଲେ। ପରିବାରଲୋକେ ତାଙ୍କ ପତ୍ନୀଙ୍କୁ ଖବର ଦେବା ସହିତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିପରି।
ସେହିପରି, ସାବିତ୍ରୀ ବ୍ରତରେ ଜୀବନ ହାରିଲା ସ୍ତ୍ରୀ। ଚନ୍ଦକା ଥାନା ଅଧୀନ ପାଇକରାୟପୁର ଗ୍ରାମର ସ୍ୱାଗତ ସେଠୀଙ୍କ ପତ୍ନୀ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି।ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାରିବାରିକ କଳହକୁ ନେଇ ଘଟିଛି ଅଘଟଣ। ସ୍ୱାମୀ ତାମିନାଡୁରେ ରହୁଥିବାର ପୁଲିସ ଜାଣିବାକୁ ପାଇଛି।
ବାପାର ମୃତ୍ୟୁ ଖବର ଶୁଣି ପୁଅର ମୃତ୍ୟୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୬ ନମ୍ବର ୱାର୍ଡ଼ରେ ଅଭାବନୀୟ ଘଟଣା। ବାପାର ମୃତ୍ୟୁ ଖବର ଶୁଣି ପୁଅର ମୃତ୍ୟୁ ଘଟିଛି। ପୁଅ ରାଜେଶ ସାହୁ ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ। ସେହି ଚିନ୍ତାରେ ଆଜି ବାପା ଜଟିଆ ସାହୁଙ୍କର ପ୍ରଥମେ ମୃତ୍ୟୁ ଘଟିଥିଲା। ଏହି ଖବର ଶୁଣିବାପରେ ପୁଅଙ୍କର ମଧ୍ଯ ମୃତ୍ୟୁ ଘଟିଛି।
ମହାରାଷ୍ଟ୍ର: ମହାରାଷ୍ଟ୍ରର ପରଭଣି ଅଞ୍ଚଳରେ ଦେଖିବାକୁ ମିଳିଛି ଛାତିଥରା ଘଟଣା । କନ୍ୟାସନ୍ତାନ ଜନ୍ମ ହେବାରୁ ରାକ୍ଷସ ସାଜିଲା ସ୍ବାମୀ। ନିଜ ସ୍ବାମୀ ପତ୍ନୀଙ୍କୁ ଜୀବନ୍ତ ନିଆଁ ଲଗାଇଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଘଟଣାଟି ଗତ ଗୁରୁବାର ଅର୍ଥାତ ୨୬ ଡିସେମ୍ବର ରାତି ୮ଟା ସମୟରେ ଘଟିିଥିବା କୁହାଯାଉଛି। ନିଆଁ ଲାଗିଥିବା ମହିଳା ଜଣଙ୍କ ଜୀବନ ବଞ୍ଚାଇବାଇ ପାଇଁ ଜୀବନ ବିକଳରେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ଶେଷରେ ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି।
ପୁଲିସ ସୂଚନା ଅନୁଯାୟୀ, ସ୍ବାମୀ କୁଣ୍ଡଲିକ ନିଜ ପତ୍ନୀ ଓ ୨ ଝିଅଙ୍କ ସହ ପରଭଣି ଫ୍ଳାଏ ଓଭର ଅଞ୍ଚଳରେ ରହୁଥିଲେ। କୁଣ୍ଡଲିକ ୩ ୟ ଥର ପାଇଁ ପିତା ହୋଇଥିଲେ। ତାଙ୍କର ପୂର୍ବରୁ ଦୁଇଟି ଝିଅ ଥିଲେ। ଏଥର ମଧ୍ୟ କନ୍ୟାସନ୍ତାନ ଜନ୍ମ ହେବାରୁ ସେ ତାଙ୍କ ପତ୍ନୀଙ୍କ ଉପରେ ରାଗିଯାଇଥିଲେ। ସେ ତାଙ୍କୁ ନିର୍ଯ୍ୟାତନା ମଧ୍ଯ ଦେଉଥିଲେ। ଶେଷରେ ନିଷ୍ଠୁର ସ୍ବମୀ ଜଣଙ୍କ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଭଉଣୀ କୁଣ୍ଡଲିକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ପୁଲିସ ଅଭିଯୁକ୍ତ କୁଣ୍ଡଲିକଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।
ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ସଲିଳ ସମାଧି
ଭୁବନେଶ୍ବର: ବାଲିଅନ୍ତା ଥାନା ବଇଁଚୁଆ ନିକଟରେ ସୁବାଳ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡ଼ି  ଭାଇ-ଭଉଣୀଙ୍କ ମୃତ୍ଯୁ ଘଟିିଛି। ଖେଳୁଥିବା ସମୟରେ ୨ ଜଣ ପୋଖରୀରେ ପଡିଯାଇଥିଲେ।  ଖବର ପାଇ ଘଟଣା ସ୍ଥଳରେ ବାଲିଅନ୍ତା ପୁଲିସ ପହଞ୍ଚି ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
ଭସାଣିବେଳେ ଛୁରାମାଡ଼: ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର
ନବରଙ୍ଗପୁର: ନବରଙ୍ଗପୁର ସହରରେ ଭସାଣି ବେଳେ ଛୁରାମାଡ଼ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଛୁରାମାଡ଼ରେ ଅନ୍ୟଏକ ଗୋଷ୍ଠୀର ଦୁଇ ନାବାଳକ ଗୁରୁତର ହୋଇଥିଲେ। ଉକ୍ତ ୨ ନାବାଳକଙ୍କୁ ଉଦ୍ଧାର କରାଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦୁଇ ନାବାଳକ ଦଣ୍ଡାସୀ ସାହିର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଟାଉନ ପୁଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସନ୍ଦେହ ଜନକ ଅବସ୍ଥାରେ ପ୍ରାକ୍ତନ ସରପଞ୍ଚଙ୍କ ପୁଅ ମୃତଦେହ ଉଦ୍ଧାର
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରେ ସକାଳ ୬ଘଟିକା ସମୟରେ ଏକ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ମୃତକ ଜଣଙ୍କ ହେଲେ ବେତନଟୀର ପୂର୍ବତନ ସରପଞ୍ଚ ସ୍ଵର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କର ଏକମାତ୍ର ପୁତ୍ର ଆଶୁତୋଷ (ଗୁଡ଼ୁ) ବୟସ ୩୮। ସେ ଏକ ଦୁର୍ଗାପୂଜା କମିଟିର ସଦସ୍ୟ । ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ। ନିଜର ପଲସର ବାଇକଟି ମଧ୍ୟ ପୂଜା ମଣ୍ଡପ ପାଖରେ ଛିଡା ହୋଇଛି। ଭୋର ୪.୧୩ ମିନିଟରେ ଗୁଡୁ ନିଜ ମାଆ ପାଖକୁ ଫୋନ କରିଥିଲେ ମୁଁ ଘରକୁ ଯାଉଛି | ମାତ୍ର ଦେଢ ଘଣ୍ଟା ପରେ ଖବର ମିଳିଲା ବୈଶିଙ୍ଗା ଡାକ୍ତରଖାନାରେ ମୃତଦେହ ରହିଛି।
ଏହି ମୃତ୍ୟୁ ଏବେ ରହସ୍ୟ ଘେରରେ। ଏହା ହତ୍ୟାକାଣ୍ଡ ନା ଦୁର୍ଘଟଣା ପୁଲିସ ତଦନ୍ତ ଚଳାଇଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖବର ପାଇ ବେତନଟୀରୁ ତାଙ୍କର ପରିବାର ବର୍ଗ ତଥା ସାଙ୍ଗ ସାଥି ଓ ବ୍ୟବସାୟୀ ଗଣ ବୈଶିଙ୍ଗା ଡାକ୍ତରଖାନାରେ ରୁଣ୍ଡ ହୋଇଥବାର ଦେଖିବାକୁ ମିଳିଛି। ଜାତୀୟ ରାଜପଥ ମଝିରେ ତାଙ୍କ ମୃତଦେହ ପଡିଥିବା ବେଳେ ଦେହରେ ଘୋଷାଡି ହେବା କ୍ଷତଚିହ୍ନ ରହିଛି । ସମ୍ଭବତଃ ବାଇକ ପଛରୁ ସେ ଖସିପଡିବାରୁ ମୃତ୍ୟୁ ଘଟିଥାଇପାରେ ବୋଲି ଆଲୋଚନା ହେଉଛି। ତେବେ ବେତନଟୀରୁ ୮କିମି ଦୂର କେମିତି ପହଞ୍ଚିଲେ ଏବେ ତଦନ୍ତ ସାପେକ୍ଷ। ୩୦ବର୍ଷ ତଳେ ମୃତକଙ୍କ ବାପାଙ୍କ ମଧ୍ୟ ସେହି ସ୍ଥାନରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ୪ବର୍ଷ ତଳେ ଗୁଡୁ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାଯାଇଛି।