CoronPositive - The Sakala

ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୪୭୮ ନୂଆ ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୫୭ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୭୮ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୯୭ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୭୪୩୧ କୁ ବୃଦ୍ଧି ପାଇଥିବା ବେଳେ ୧୦୧୩୮୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୫୩୩୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ପଜିଟିଭ ରହିଛନ୍ତି।

Covid-19 Report For 1st October

New Positive Cases: 478
Of which 0-18 years: 57
In quarantine: 281
Local contacts: 197

(Details of local contacts will be shared by concerned Dist Administration)

District Wise Cases:

1. Angul: 7
2. Balasore: 25
3. Bhadrak: 4
4. Cuttack: 57

— I & PR Department, Odisha (@IPR_Odisha) October 2, 2021

21. Sundargarh: 10
22. State Pool: 47

New recoveries: 691
Cumulative tested: 20103496
Positive: 1027431
Recovered: 1013833
Active cases: 5336

— I & PR Department, Odisha (@IPR_Odisha) October 2, 2021