NCB - The Sakala
ଭୁବନେଶ୍ବର: ରାଜଧାନୀରୁ ମାରାତ୍ମକ ସିଂଥେଟିକ ଡ୍ରଗ୍ସ ଠାବ । ୨୩ ବର୍ଷୀୟ ଯୁବକ ପାଖକୁ ଆସିଥିଲା ପାର୍ଶଲ। ଏହି ଘଟଣାରେ ଅଭିଯୁକ୍ତ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରିଛି NCB । ବିଦେଶରେ ବ୍ୟବହାର ହୁଏ ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ । ଓଡ଼ିଶାରେ ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର। ନୋଏଡା ରୁ ଇଞ୍ଜିନିୟରିଂ ପାସ କରିଥିବା NCB ର ସୂଚନା।
ନୌସେନା ଓ ଏନ୍‌ସିବି ଟିମ୍‌କୁ ବଡ଼ ସଫଳତା: କୋଚି ଉପକୂଳରୁ ୧୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ
କୋଚି(ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ। ପ୍ରଥମ ଥର ପାଇଁ ଭାରତୀୟ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ଏତେ ପରିମାଣର ମେଥାଫେଟାମାଇନ ଜବତ କରିଛନ୍ତି। ଏହି ମାମଲାରେ ଜଣେ ପାକିସ୍ତାନୀକୁ ଗିରଫ କରାଯାଇଛି। ଏକ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ତେବେ ଏହାକୁ ନେଇ ଯାଉଥିବା ବଡ଼ ଜାହାଜକୁ ଜବତ କରାଯାଇପାରି ନାହିଁ। କାରଣ ଏହା ସମୁଦ୍ରରେ ବୁଡି ଯାଇଛି।
ଶନିବାର କୋଚିରେ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିବି ଅଧିକାରୀ କହିଛନ୍ତି ଯେ ଭାରତୀୟ ସାମୁଦ୍ରିକ ସୀମାରୁ ଏହି ଡ୍ରଗ୍ସ ଜବତ କରାଯାଇଛି। ପାକିସ୍ତାନରୁ ଏକ ବଡ଼ ଜାହାଜରେ ଏହି ଡ୍ରଗ୍ସ ଆସିଥିଲା। ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପରେ ଏହା ବିକ୍ରି ହେବାର ଥିଲା। ଉକ୍ତ ଜାହାଜ ନିଜ ଯାତ୍ରା ସମୟରେ ଅନେକ ଡଙ୍ଗାକୁ ଡ୍ରଗ୍ସ ଯୋଗାଇ ଆସୁଥିଲା। ପାକିସ୍ତାନ ଏବଂ ଇରାନ ନିକଟରେ ଥିବା ମାର୍କନ ଉପକୂଳରୁ ଏହା ଯାତ୍ରା ଆରମ୍ଭ କରିଥିଲା। ଏଥିରୁ ୧୩୪ ପ୍ୟାକେଟ ମେଥାପେଟାମାଇନ, ଏକ ବୋଟ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇ କୋଚିର ମ୍ୟାଟନଚେରୀ ୱାର୍ଫକୁ ଅଣା ଯାଇଥିଲା। ପରେ ନୌସେନା ଏହାକୁ ଏନ୍‌ସିବିକୁ ହସ୍ତାନ୍ତର କରିଥିଲା।
୧୩୪ ପ୍ୟାକେଟରେ ଉଚ୍ଚ ମାନର ମେଥାଫେଟାମାଇନ ଥିବା ଯାଞ୍ଚରୁ ଜଣାପଡିଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ କେତେ ପରିମାଣର ଡ୍ରଗ୍ସ ଜବତ ହୋଇଛି ତାହା ସାମ୍ନାକୁ ଆସିନାହିଁ। ତେବେ ଏହା ପ୍ରାୟ ୨୫୦୦ କେଜି ହେବ ବୋଲି କୁହାଯାଉଛି। ଏବେ ବି ‘ସମୁଦ୍ରଗୁପ୍ତ’ ଅଭିଯାନ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ଭାରତୀୟ ସାମୁଦ୍ରିକ ସୀମା ଦେଇ ହେଉଥିବା ଡ୍ରଗ୍ସ ଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ୨୦୨୨ ଜାନୁଆରୀରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ଅଭିଯାନରେ ୩,୨୦୦ କେଜି ମେଥାଫେଟାମାଇନ, ୫୦୦ କେଜି ହେରୋଇନ ଏବଂ ୫୨୯ କେଜି ହସିସ ଜବତ କରାଗଲାଣି।
କେରଳର କୋଚି ଉପକୂଳରୁ ୧୨୦୦ କୋଟି ଟଙ୍କାର ହେରୋଇନ ଜବତ, ୬ ଗିରଫ
କୋଚି: କେରଳର କୋଚି ସମୁଦ୍ର କୂଳରୁ ପ୍ରାୟ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ଦାମ ୧୨,୦୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା।
ସୂଚନା ଅନୁସାରେ, ଏହି ନିଶା ଦ୍ରବ୍ୟ ପ୍ରଥମେ ପାକିସ୍ତାନରୁ ଇରାନ ଓ ସେଠାରୁ ଭାରତ ଅଣାଯାଉଥିବାର ସନ୍ଦେହ କରାଯାଉଛି । ଜବତ ହୋଇଥିବା ନିଶାଦ୍ରବ୍ୟ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ଏନସିବି ଓ ନୌସେନା ଅଧିକାରୀମାନେ ସନ୍ଦିଗ୍ଧ ବୋଟ ଠାବ କରିବା ପରେ ଏହାର ପିଛା କରିଥିଲେ । ଏହାକୁ ଦେଖି ଗିରଫ ୬ ଇରାନ ନାଗରିକ ନିଶା ପ୍ୟାକେଟ ସବୁ ପାଣି ଭିତରକୁ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ । ହେଲେ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।
ଅତି ସତର୍କତା ଓ ଚତୁରତାର ସହ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା। ୱାଟରପ୍ରୁଫ୍‌ ସିଷ୍ଟମରେ ୭ଟି ଲେୟର ଭିତରେ ଅତି ସାବଧାନତାର ସହ ଏହି ନିଶାଦ୍ରବ୍ୟକୁ ରଖାଯାଇଥିଲା । ଖବର ମିଳିବା ପରେ ଗୁରୁବାର ଉଭୟ ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ ଅପରେଶନ ଅରମ୍ଭ ହୋଇଥିଲା। ଗତ କିଛି ବର୍ଷ ହେବ ଆଫଗାନରୁ ଆସୁଥିବା ନିଶାଦ୍ରବ୍ୟ ଆରବ ସାଗର ଓ ଭାରତ ସାଗର ଦେଇ ଏସୀୟ ଦେଶ ଗୁଡ଼ିକୁ ଚାଲାଣ ମାତ୍ରା ବଢ଼ିଛି। ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏହା ଉପରେ କଡ଼ା ନଜର ରଖାଯାଇଥିବା ସଞ୍ଜୟ ସିଂହ କହିଛନ୍ତି।
ଏନ୍‌ସିବିର ଚାଞ୍ଚଲ୍ୟକର ଖୁଲାସା : ସୁଶାନ୍ତଙ୍କୁ ଡ୍ରଗ୍ସ ଓ ଗଞ୍ଜେଇ ଖାଇବା ଅଭ୍ୟାସ କରାଇଥିଲେ ରିୟା
ମୁମ୍ବାଇ : ପୁଣି ଥରେ ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ। ଏନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ‘ଡ୍ରଗ୍‌ ମାମଲା’ରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ‘ଏନ୍‌ସିବି’ ମଙ୍ଗଳବାର ଦିନ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି।
ସୁଶାନ୍ତ ସିଂହ ରାଜପୁତଙ୍କ ସେ ସମୟର ବାନ୍ଧବୀ ୧୦ ନମ୍ବର ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଗ୍ରହଣ ତାହାକୁ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଦେଇବା ସହ ୨୦୨୦ ମାର୍ଚରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଦେୟ ମଧ୍ୟ ପୈଠ କରିଥିଲେ।ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରାଗ୍ସ ଖାଇବା ଅଭ୍ୟାସ କରାଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି।
ଏନସିବିର ରିପୋର୍ଟ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ବଲିଉଡ ତଥା ଅନ୍ୟାନ୍ୟ ଉଚ୍ଚ ସମାଜରେ ନିଶା କାରବାର ତଥା ବିକ୍ରି ପାଇଁ ଷଡଯନ୍ତ୍ର କରିଥିଲେ। ଏହା ସହ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଡ୍ରଗ୍‌ସର ଚୋରା ବେପାରକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କାରବାର କରୁଥିଲେ।ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ। ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଛନ୍ତି। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଛନ୍ତ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ଚରସ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।
ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।
ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ରୋଚକ ମୋଡ଼ : ଲାଞ୍ଚ ଅଭିଯୋଗରେ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ
ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର ଡିଲ ହୋଇଥÒଲା। ହେଲେ ପରବର୍ତ୍ତୀ ସମୟରେ ଏହା ୧୮ କୋଟି ଟଙ୍କାରେ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ହେଲେ ଏବେ ଗୋସାୱି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି। ଏପରି ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହେବା ସହ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ବହୁ ନେତା ବାହାରିଛନ୍ତି।
ଏପରି ଅଭିଯୋଗ ଆସିବା ‘ଏନ୍‌ବିସି’ ସୀମରଙ୍କ ବିପକ୍ଷରେ ଭିଜିଲାନ୍ସ ତଦନ୍ତ କରିବାକୁ ଆଦେଶ ଦେଇଛି। ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ। ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି ।
ସେପଟେ ଏସବୁ ଅଭିଯୋଗକୁ ନାର୍କୋଟିକ୍ସ କଣ୍ଟ୍ରୋଲ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ମାମଲାରେ କୌଣସି ବି ହେରଫେର ହୋଇନଥିବା ସେ କହିଛନ୍ତି। ସମୟ ଆସିଲେ ସେ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ଏହି ଦାବିକୁ ଭିତ୍ତିହୀନ ବୋଲି ଏଜେନ୍ସି କହିଛି। ଏନ୍‌ସିବିର ଛବି ଖରାପ କରିବାକୁ ଏଭଳି ମିଥ୍ୟା ଦାବି କରାଯାଉଛି। ସମୀର ୱାଙ୍ଖଡେ ତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍‌ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ଏଥିରେ ସେ “ମୋତେ ଗିରଫ କରନି’ ବୋଲି ଉଲ୍ଲେଖ କରିଛନ୍ତି।
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଶାହରୁଖ ଖାନଙ୍କ ଘରେ ଏନସିବି ରେଡ୍
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଂଚିଛନ୍ତି। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ଥିଲେ। ଏନସିବି ଦି’ପହର ଦୁଇଟାରେ ଅନନ୍ୟାଙ୍କୁ ଅଫିସକୁ ଆସିବାକୁ କହିଛି।
ଅନନ୍ୟାଙ୍କ ପରେ ଏନସିବିର ସେହି ଏକା ଟିମ୍ ଶାହରୁଖଙ୍କ ଘର ମନ୍ନତରେ ପହଂଚିଥିଲା। ମନ୍ନତ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ଯାହାକୁ ନେଇ ଏନସିବି ଟିମରେ ସାମିଲ ଥିବା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ନତ ଗେଟ୍ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ଶାହରୁଖଙ୍କ ମ୍ୟାନେଜର ଟିମକୁ ଭିତରକୁ ନେଇଥିଲେ। ସୂଚନା ଅନୁସାରେ ଟିମ୍ ଆର୍ୟନ ଖାନଙ୍କ ରୁମର ତଲାସି ନେଇଛି। ଏନସିବି ଆର୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପର୍କର ଅଭିଯୋଗ ଆଣିଛି। ଏମିତିରେ ଏନସିବି ଆର୍ୟନଙ୍କ ଘରୁ କିଛି ସୁରାକ ପାଇବ ବୋଲି ଆଶା ରଖିଛି।
ମୁମ୍ବାଇ:  କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ଯନ୍‌ ଖାନ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆର୍ଯ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ହେପାଜତରେ ଥିବାବେଳେ ସେ ଏନ୍‌ସିବିକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେ ଭଲ କାମ କରିବେ। ଦିନେ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ସେ ଏନ୍‌ସିବି ଅଧିକାରୀଙ୍କୁ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ  ଆର୍ଯ୍ଯନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି, ଜେଲ୍‌ରୁ ବାହାରିବା ପରେ ସେ ଭଲ ମଣିଷ ହେବେ। ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ। ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ। ଭୁଲ୍‌ରେ ମଧ୍ୟ ଆଉ ଡ୍ରଗ୍ସ ଛୁଇଁବିନି ବୋଲି ଆର୍ଯ୍ଯନ ଏନସିବି ଅଧିକାରୀଙ୍କୁ କହିଛନ୍ତି।
ଆର୍ୟନ ଖାନ ଏବେ ଆର୍ଥର ରୋଡ ଜେଲ୍‌ର  ଅଛନ୍ତି। ଅନ୍ୟପଟେ ଜେଲ୍‌ରେ ବାହାର ଖାଦ୍ୟକୁ ଅନୁମତି ନାହିଁ।
ଜାହଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି: ଏନସିବି ପକ୍ଷରୁ ଚଢାଉ, ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଅଟକ
ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ରେଭ ପାର୍ଟିରୁ ୧୩ ଜଣଙ୍କୁ ଅଟକ ରଖିଛି ଏନସିବ (ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ )। ଏଥିରେ ତିନିଜଣ ମହିଳା ମଧ୍ୟ ଅଛନ୍ତି। ସୂଚନାନୁସାରେ, ଏନସିବି ଚଢାଉରେ ବଲିଉଡର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନାଁ ମଧ୍ଯ ସାମ୍ନାକୁ ଆସୁଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏନସିବି ଟିମ୍ ।
ସୂଚନା ଅନୁଯାୟୀ, ଏନସିବି ଚଢାଉରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଏହି ତିନିଜଣ ମହିଳା ଦିଲ୍ଲୀର ବାସିନ୍ଦା।  ଏହି ତିନି ମହିଳାଙ୍କୁ ରବିବାର ମୁମ୍ବାଇର ଏନସିବି କାର୍ଯ୍ୟାଳୟକୁ ଅଣାଯାଇ ସେମାନଙ୍କୁ ପଚରାଉଚରା କରାଯାଉଛି।
ପାର୍ଟି ଆୟୋଜକଙ୍କୁ ଏନସିବି ପକ୍ଷରୁ ମଧ୍ଯ ସମନ କରାଯାଇଛି। ରବିବାର ଦିନ ସକାଳ ୧୧ଟାରେ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି।  ଏନସିବି ପଚରାଉଚୁରାରେ ଅନେକ ବଡ଼ ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି। ଖବର ଅନୁଯାୟୀ, ସାତ ଘଣ୍ଟା ଧରି ଚାଲିଥିବା ଏହି ଚଢାଉରେ ଏନସିବି ଚାରି ପ୍ରକାରର ଡ୍ରଗ୍ସ କୋକେନ, ହାଶିଶ, MDMA ଏବଂ ମେଫେଡ୍ରାଇନ୍ ଜବତ କରିଛି।
ରିପୋର୍ଟ ଅନୁଯାୟୀ, ଜୋନାଲ ଅଫିସର ସମୀର ୱାନଖେଡେ ଏହି ଅପରେସନ୍ କରିଥିଲେ। ସେ ତାଙ୍କ ଦଳ ସହିତ କ୍ରୁଜରେ ଚଢିଥିଲେ। ଯେତେବେଳେ ସମୁଦ୍ର ମଧ୍ୟ ଭାଗରେ କ୍ରୁଜ୍ ପହଞ୍ଚିଲା, ପାର୍ଟି ଆରମ୍ଭ ହେଇଥିଲା। ଏଥିସହ ଏନସିବି ମଧ୍ୟ ସକ୍ରିୟ ହେଇଥିଲା। ପାର୍ଟି ଆରମ୍ଭ ହେବା ମାତ୍ରେ ଏନସିବି ଟିମ୍ ଅପରେସନ୍ ଆରମ୍ଭ କରିଥିଲା। ଦଳ ଅଭିଯୁକ୍ତମାନଙ୍କୁ ଘଟାଣସ୍ଥଳରୁ ରଙ୍ଗେ ହାତରେ ଧରିଥିଲା। ପ୍ରଥମ ଥର ପାଇଁ ଏନସିବି ପକ୍ଷରୁ ଏକ କ୍ରୁଜ୍ ଉପରେ ଆକ୍ରମଣ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର ମୁମ୍ବାଇ ଅଣାଯିବ।
ଏନସିବି ଦ୍ୱାରା କରାଯାଇଥିବା ଏହି ଚଢାଉରେ ବଲିଉଡ, ଫ୍ୟାଶନ ଏବଂ ବ୍ୟବସାୟୀ ଲୋକମାନେ ଜଡିତ ଥିବା ଜଣାପଡ଼ିଛି। ସୂଚନାନୁସାରେ, ଏହି ଜାହାଜ ଶନିବାର ଦିନ ଛାଡିବାକୁ ଥିଲା। ଏହି ପୁଲ୍ ପାର୍ଟି ଫ୍ୟାଶନ୍ ଟିଭି ଦ୍ୱାରା ଆୟୋଜିତ ହୋଇଥିଲା ।
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଦୀର୍ଘ ଦିନ ଧରି ଫେରାରଥିବା ହୋଟେଲ ବ୍ଯବସାୟୀ କୁନାଲ ଜାନୀକୁ ଗିରଫ କଲା ଏନସିବି
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୁରୁବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ମୁମ୍ବାଇର ଖର ଅଞ୍ଚଳରୁ ହୋଟେଲ ବ୍ଯବସାୟୀ କୁନାଲ ଜାନୀଙ୍କୁ ଗିରଫ କରିଛି। ସେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଦୀର୍ଘ ସମୟ ଧରି ଫେରାରଥିଲେ।
Drugs cases related to the death of actor Sushant Singh Rajput | Narcotics Control Bureau (NCB) arrested hotelier Kunal Jani (in file pic) from Mumbai’s Khar area. He was a close friend of Rajput and was absconding. pic.twitter.com/fxecPkv8rW
— ANI (@ANI) September 30, 2021
ବର୍ତ୍ତମାନ, ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି। ଏହି ମାମଲାରେ ଆହୁରି ଅନେକଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ପିଠାନି ରାଜପୁତର ଜଣେ ବନ୍ଧୁ ଥିଲେ।
ସୁଶାନ୍ତଙ୍କ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ଦ୍ୱାରା ଅନେକ ବଲିଉଡ ତାରକାଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏଥିରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲପ୍ରୀତ ସିଂଙ୍କ ପରି ଅନେକ ଅଭିନେତ୍ରୀଙ୍କ ନାମ ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ଜୁନ୍ ୧୪ ରେ ସୁଶାନ୍ତ ସିଂଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହା ପରେ ମୁମ୍ବାଇ ପୁଲିସ ଏବଂ ପରେ ପାଟନା ପୁଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଏଥି ସହିତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ଅନେକ ଲୋକ ଏହି ମାମଲାରେ ଡ୍ରଗ୍ସ  ଲିଙ୍କ ସାମ୍ନାକୁ ଆସିବା ପରେ ନାରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା।