captain-amarinder-singh - The Sakala

ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ନୂଆ ଦଳ ଗଢିବେ କ୍ୟାପଟେନ ଅମରିନ୍ଦର ସିଂହ
ଚଣ୍ଡିଗଡ଼: ପ୍ରାୟ ଦୁଇ ଦଶନ୍ଧି ପରେ ପଞ୍ଜାବରେ କଂଗ୍ରେସରେ ଅସ୍ଥିରତା ଦେଖିବାକୁ ମିଳିଛି। କ୍ୟାପଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବାକୁ ଘୋଷଣା କରି ତାଙ୍କର ତୀକ୍ଷ୍ଣ ମନୋଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ କିଛି ବରିଷ୍ଠ  ଅସନ୍ତୁଷ୍ଟଥିବା କର୍ମୀମାନଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି କ୍ୟାପଟେନ।

ସୂଚନାନୁସାରେ, ନୂଆ ଦଳ ଗଢ଼ିବା ପାଇଁ କ୍ୟାପ୍‌ଟେନ୍ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଛନ୍ତି। କ୍ୟାପଟେନଙ୍କ ଦଳର ସମସ୍ତଙ୍କ ସହ ଯୋଗାଯୋଗରେ ଅଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବା ପରେ ନିଜର ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ନିର୍ବାଚନରେ ​​ନବଜୋତ ସିଂ ସିଦ୍ଧୁ କ୍ୟାପଟେନଙ୍କ ନିକଟତରଥିବା ଅନେକ ନେତାଙ୍କ ଟିକେଟ୍ କାଟି ପାରନ୍ତି। ଏଭଳି ପରିସ୍ଥିତିରେ କ୍ୟାପଟେନ ସେହି ନେତା ଏବଂ ସହକର୍ମୀଙ୍କୁ ତାଙ୍କ ଦଳରେ ସାମିଲ କରିବେ। ଅନେକ ରାଜନେତା କ୍ୟାପଟେନଙ୍କ ସହ ଜୋଡି ହୋଇ ପାରନ୍ତି ବୋଲି ଜଣାପଡ଼ିଛି। କ୍ୟାପଟେନଙ୍କ ନିକଟବର୍ତ୍ତୀ  ଗୁରୁପ୍ରୀତ ସିଂ କଙ୍ଗଡ଼, ସୁନ୍ଦର ଶ୍ୟାମ ଆରୋଡା, ସାଧୁ ସିଂହ ଧରମସୋତ, ବଲବୀର ସିଂହ ସିଦ୍ଧୁଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ସାମିଲ ଅଛନ୍ତି। ସମସ୍ତେ ସିଦ୍ଧୁଙ୍କ ଉପରେ ଖପ୍ପାଥିବା ଜପାପଡ଼ିଛି। ତେଣୁ କ୍ୟାପଟେନ ଉକ୍ତ ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ନିଜ  ଦଳ ଆରମ୍ଭ କରିବାକୁ ଯାଉଥିବା ସୂଚନା ।

ବୁଧବାର କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ତେଣୁ ସେ ବିଜେପିରେ ଯୋଗ ଦେବେ ବୋଲି ଆକଳନ କରାଯାଉଥିଲା। ତେବେ ଗତକାଲି ଚଣ୍ଡିଗଡ଼ ଫେରିବା ପରେ ସେ ସ୍ପଷ୍ଟ କରିଥିଲେ ଯେ ସେ ବିଜେପିକୁ ଯିବେ ନାହିଁ। ଏହା ସହିତ ସେ କଂଗ୍ରେସ ସହିତ ବି ସଂପର୍କ ଚ୍ଛିନ୍ନ କରିଛନ୍ତି। ସେ କହିଥିଲେ, ମୁଁ ଆଜି କଂଗ୍ରେସ ଛାଡ଼ୁଛି। କିନ୍ତୁ ମୁଁ ବିଜେପି ଯାଉ ନାହିଁ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଁ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କରିଥିଲି। ଗତକାଲି କ୍ୟାପ୍‌ଟେନ୍‌ ଆହୁରି କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ସେ ନବଜୋତ ସିଂହ ସିଦ୍ଧୁଙ୍କୁ ଜିତିବାକୁ ଦେବେ ନାହିଁ।

ସୂଚନାଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ହେବା ପରେ ନିକଟରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେବାର ଅଳ୍ପ କେଇ ଦିନ ମଧ୍ୟରେ ଅପ୍ରତ୍ୟାଶିତ ଘଟଣାକ୍ରମେ ମଙ୍ଗଳବାର ସିଦ୍ଧୁ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି। ଏହି ଆଲୋଚନା ପରେ ସିଦ୍ଧୁଙ୍କ ମନ ବଦଳିଥିବା କୁହାଯାଉଛି।

ଅମିତ ଶାହଙ୍କ ଘରେ କ୍ୟାପଟେନ୍‌ ଅମରିନ୍ଦର ସିଂହ, ବିଜେପିରେ ଯୋଗ ଦେଇ କୃଷିମନ୍ତ୍ରୀ ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଘରେ ଭେଟିଛନ୍ତି। ନୂଆଦିଲ୍ଲୀର ୬ଏ, କୃଷ୍ଣ ମେନନ୍‌ ମାର୍ଗରେ ଥିବା ଶାହାଙ୍କ ବାସଭବନରେ ଶାହାଙ୍କୁ କ୍ୟାପ୍‌ଟେନ୍‌ ସାକ୍ଷାତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଆଜିର ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ଅନ୍ୟପଟେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଲେ ତାଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯିବା ସହ କୃଷି ମନ୍ତ୍ରଣାଳୟ ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ପଞ୍ଜାବର ବିଧାନସଭା ନିର୍ବାଚନ ରହିଥିବା ବେଳେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପି ପାଇଁ ଏକ ବଡ ଚେହେରା ହୋଇପାରିବେ । ଏଥି ସହିତ କ୍ୟାପଟେନ୍‌ ଅମରିନ୍ଦର ସିଂହ କୃଷି ଆଇନକୁ ନେଇ କୃଷକମାନଙ୍କ ସହ ଆଲୋଚନା କରି ସମାଧାନର ଏକ ରାସ୍ତା ବାହାର କରିପାରନ୍ତି। ଯାହା ବିଜେପି ପାଇଁ ପଞ୍ଜାବରେ ଶୁଭଙ୍କର ସାବ୍ୟସ୍ତ ହେବ। ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ବିଜେପି ଯାହା କ୍ୟାପଟେନ୍‌ ଅମରିନ୍ଦର ସିଂହ ଦଳରେ ଯୋଗଦାନ ପରେ ସମ୍ଭବ ହେବ ବୋଲି ଆଶା ରଖିଛି ବିଜେପି।

#WATCH | Former Punjab CM and Congress leader Captain Amarinder Singh reaches the residence of Union Home Minister Amit Shah in New Delhi pic.twitter.com/787frIaou7

— ANI (@ANI) September 29, 2021

ଅନ୍ୟପଟେ କ୍ୟାପଟେନ ଅମରିନ୍ଦର ସିଂ ଉଭୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ରହିଆସିଛନ୍ତି । ତାଙ୍କ ରାଷ୍ଟ୍ରବାଦୀ ଶୈଳୀକୁ ବିଜେପିର ଶୀର୍ଷ ନେତୃତ୍ୱ ପସନ୍ଦ କରନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ କ୍ୟାପଟେନ୍‌ ଅନେକ ଥର କଂଗ୍ରେସର ପାର୍ଟି ଲାଇନ୍‌ ଭାଙ୍ଗିଛନ୍ତି । ଯେତେବେଳେ ବି ଦେଶ ତଥା ସେନା କଥା ଆସେ, ସେ କେନ୍ଦ୍ରର ବିଜେପି ସରକାରଙ୍କ ସହିତ ଛିଡ଼ା ହୁଅନ୍ତି । ସେହି ଦୃଷ୍ଟିରୁ କ୍ୟାପଟେନ୍‌ ବିଜେପି ପ୍ରତି ଆକୃଷ୍ଠ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ନିଜର ଆଗାମୀ ପଦକ୍ଷେପ ବିଷୟରେ କିଛି ମୁହଁ ଖୋଲି କହି ନାହାନ୍ତି। ହେଲେ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପଞ୍ଜାବ ରାଜନୀତିରେ ଚହଳ ପକାଇଛି। ଇସ୍ତଫା ଦେବା ପରେ କ୍ୟାପଟେନ୍ କହିଥିଲେ ଯେ, ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି। ସେ ନିଜର ସହଯୋଗୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ।