durgapuja - The Sakala
ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।
ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମାଆ। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି। ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଆଗମନକୁ ନେଇ ଧରାଧାମରେ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି ।
ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ ଶାରଳାଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଅନ୍ୟପଟେ କଟକ ଚଣ୍ଡି ମାଆ ହରଚଣ୍ଡି ବେଶରେ ଦର୍ଶନ ଦେବେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଗଡ଼ଚଣ୍ଡି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମାଙ୍କ’ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ନବରାତ୍ରି ଅବସରରେ ମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ। ସେହିପରି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା। ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା। ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଏହି ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି। ବଲାଙ୍ଗିର ମନ୍ତ୍ର ଯନ୍ତ୍ର ଓ ତନ୍ତ୍ରର ମାଟି ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ୱତନ୍ତ୍ରତା ରହିଛି।
NOC ନ ନେଲେ କଟକରେ ପୂଜା ମଣ୍ଡପ ମନା
କଟକ: NOC ନ ହେଲେ ଦୁର୍ଗା ପୂଜା ବନ୍ଦ। ଏଭଳି କଡା ଆଭିମୁଖ୍ୟ ନେଇଛି କଟକ ଜିଲ୍ଲା ପ୍ରଶାସନ। କଟକରେ ୧୫୭ ପୂଜା ମଣ୍ଡପରୁ ୧୧୭ ପୂଜା ମଣ୍ଡପ ନେଇଛନ୍ତି NOC। ବାକି ୪୦ ପୂଜା କମିଟି NOC ନେବା ପାଇଁ ଆଉ ଗୋଟିଏ ଦିନ ଧାର୍ଯ୍ଯ ହେବ। ସେହିଦିନ ଯେଉଁ ପୂଜା କମିଟି NOC ନେବେ ନାହିଁ ସେମାନେ ପୂଜା କରିପାରିବେ ନାହିଁ। ଜିଲ୍ଲାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ  ଏଭଳି ସୂଚନା ଦେଇଥିବା ଜଣାପଡ଼ିଛି।
ଦୁର୍ଗା ପୂଜାକୁ ନେଇ BMC ର ବୈଠକ: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା, ପାର୍କିଂକୁ ଗୁରୁତ୍ତ୍ବ
ଭୁବନେଶ୍ବର: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏ ନଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ସାମାନ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂଜାରେ ପାର୍କିଂକୁ ଗୁରୁତ୍ତ୍ବ ଦିଆଯାଇଛି। ପାର୍କିଂ ନ ଥିଲେ ପଡିବନି ମିନା ବଜାର । ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜାକମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ବାର୍ତ୍ତା ବାଣ୍ଟିବ ପୁଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦିଆଯାଇଛି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, ୱାଟକୋ, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।
ଏଥର ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ କମିଟି ସଦସ୍ୟ
ଭୁବନେଶ୍ବର: ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ପ୍ରଥମ ଥର ପାଇଁ ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୁଲିସ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଳପୂଜା। ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବବର୍ଷ ଭଳି ଧୂମଧାମରେ କିପରି ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୁଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ।
ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି। ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଭସାଣୀ ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି। ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି।
ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଛି। ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବ‌େଳେ ଏହା ରାତିଯାଏଁ ଚାଲିବ।
ଆସୁଛନ୍ତି ମହାମାୟା: ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା
ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ ।
ଏହାପରେ ରବିବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ । ସେହିପରି ବଗଲାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି ।
ଦୁଇବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଚଳିତବର୍ଷ ଉତ୍ସାହିତ ଅଛନ୍ତି ଭକ୍ତ । ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ ।
କଟକରେ ଦଶହରା ନେଇ ବ୍ୟାପକ ବ୍ୟବସ୍ଥା: ପୂଜା ଓ ଭସାଣ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ
କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୁଲିସ କମିଶନରଙ୍କ ସହ କଟକ ଡିସିପି, ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ କର୍ମଚାରୀମାନେ ଯୋଗ ଦେଇଥିଲେ।
ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ସହରର ୩୨ଟି ସ୍ଥାନରେ ପୁଲିସ ଏଡ଼ ପୋଷ୍ଟ କରାଯାଇଛି।
ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୁଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା । ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ।
କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ମିଳିତ ଶାନ୍ତି କମିଟିର ବୈଠକ, ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା
କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସହର ସବୁ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପୂଜା କିପରି ସମାପନ କରାଯିବ ସେ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।
ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଦୁର୍ଗାପୂଜା । କଟକ ଶାରଦୀୟ ପୂଜା ପାଇଁ ମିଳିତ ଶାନ୍ତି କମିଟି ବୈଠକ । ଚଳତବର୍ଷ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଜଗତ ଜନନୀ । ୨୯ ମେଢରେ ଚାନ୍ଦିରେ ଝଟକିବେ ମାଆ । ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ପର୍ୟ୍ୟନ୍ତ କଟକ ଶାରଦୀୟ ଦୁର୍ଗାପୂଜା । ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସହରର ୧୭୦ ରୁ ଅଧିକ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ବୈଠକରେ ବିଭିନ୍ନ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଯୋଗ ଦେଇ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଏଥର ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବା ସହ ନିଶାମୁକ୍ତ ତଥା ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।
ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ରସୁଲଗଡ଼ରେ ଦିଲ୍ଲୀର ଅକ୍ଷରଧାମର ତୋରଣରେ ବିରାଜିବେ ମା’ ଦୁର୍ଗା
ଭୁବନେଶ୍ୱର:  ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ବିଭିନ୍ନ ଡିଜାଇନ୍‍ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ପ୍ରାୟ ସବୁ ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଛନ୍ତି। ରାଜଧାନୀର ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ଦିଲ୍ଲୀର ଅକ୍ଷରଧାମର ତୋରଣରେ ବିରାଜିବେ ମା’ ଦୁର୍ଗା। ଦୀର୍ଘ ୩୦ବର୍ଷ ଧରି ଚାଲିଆସୁଥିବା ଏହି ପୂଜାମଣ୍ଡପରେ ପ୍ରତିବର୍ଷ ଭିନ୍ନଭିନ୍ନ ଡିଜାଇନ୍‍ର ତୋରଣ ଅନୁଷ୍ଠିତ ହୁଏ।
ଦୁଇବର୍ଷ ଧରି ମହାମାରୀ ଯୋଗୁଁ ନିରାଡ଼ମ୍ବରରେ ପୂଜା କରାଯାଇଥିଲା। ଚଳିତବର୍ଷ ଅକ୍ଷରଧାମ ଡିଜାଇନ୍‍ରେ ନିର୍ମାଣ କରାଯାଉଛି ତୋରଣ। ୧୨୦ଫୁଟ୍‍ ଓସାର ଓ ୮୦ଫୁଟ୍‍ ଉଚ୍ଚତା ବିଶିଷ୍ଟ ଏହି ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ପଶ୍ଚିମବଙ୍ଗରୁ କାରିଗରମାନେ ଏହି ତୋରଣ ନିର୍ମାଣ କରିବେ। ପୂଜା କମିଟି ପକ୍ଷରୁ ୨୫ଫୁଟ୍‍ ମୂର୍ତ୍ତି ନିର୍ମାଣ କରାଯିବ। ଆଖିଦୃଶିଆ ତୋରଣ ନିର୍ମାଣ ସାଙ୍ଗକୁ ଲାଇଟ୍‍ ଲଗାଇବାର ବ୍ୟବସ୍ଥା କରାଯାଉଛି। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପାରମ୍ପରିକ ଢୋଲ ବାଜାର ଆୟୋଜନ କରାଯାଇଛି। ଏଥିପାଇଁ ଷଷ୍ଠୀରେ କଳସଯାତ୍ରା ଅନୁଷ୍ଠିତ ହେବ। ୬ଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତିରେ ମା’ଙ୍କ ପୂଜା କରାଯିବ। ମା’ଙ୍କ ନିକଟରେ ବିଭିନ୍ନ ରକମର ଖେଚୁଡ଼ି ଭୋଗ ଅର୍ପଣ କରାଯିବ। ଏହାସହିତ ମା’ଙ୍କ ନିକଟରେ ଚରୁ ଅନ୍ନ ଓ ଦହି ପଖାଳ ଭୋଗ ଲାଗି ହେବ। ପଞ୍ଚମ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ସେହିପରି ନବମୀ ପୂଜା ସନ୍ଧ୍ୟାରେ ମେଲୋଡି ମଧ୍ୟ ଅନୁଷ୍ଠିତ ହେବ। ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଆଗାମୀଦିନରେ ସ୍ୱେଚ୍ଛାକୃତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମହିଳା ଭକ୍ତଙ୍କ ସୁରକ୍ଷା ପାଇଁ ମହିଳା ଓ ପୁରୁଷ ଅଲଗା ଧାଡ଼ି କରାଯିବ ଏବଂ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୨୫-୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାରମ୍ପରିକ ବାଦ୍ୟ ଓ ଆତସବାଜିରେ ଭସାଣ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ହେବାର ଯୋଜନା ରହିଛି।
ଆସୁଛି ଦୁର୍ଗାପୂଜା: ମେଢ଼ ନିର୍ମାଣରେ ବ୍ୟସ୍ତ କାରିଗର, କରୋନା କଟକଣା ଯୋଗୁଁ ମାନ୍ଦା ବ୍ୟବସାୟ
କଟକ: ଆସୁଛି ଦୁର୍ଗାପୂଜା। ଚଳିତବର୍ଷ ମଧ୍ୟ କରୋନା କଟକଣା ମେଧ୍ୟରେ ଶାରଦୀୟ ପୂଜା ପାଳନ ହେବ। ମୂର୍ତ୍ତି ଉଚ୍ଚତା ନେଇ ବିବାଦ ତୁଟିବା ପରେ ଏବେ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ମେଢ କାରିଗରମାନେ ମଧ୍ୟ ମେଢ କାରୁକାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ କରୋନା କଟକଣା ଯୋଗୁ ୪ଫୁଟର ମୂର୍ତ୍ତି ନିର୍ମାଣ ହେଉଥିବାରୁ ମେଢର ଉଚ୍ଚତା ମଧ୍ୟ ହ୍ରାସ ପାଇଛି। ଫଳରେ ଛୋଟ ମେଢ ନିର୍ମାଣ ହେଉଥିବାରୁ କାରିଗରମାନେ ପୂର୍ବପରି କାମ ପାଉନାହାନ୍ତି। ଫଳରେ ବହୁ କାରିଗର ଏବେ ହାତବାନ୍ଧି ବସିଛନ୍ତି। ମୂର୍ତ୍ତିର ଉଚ୍ଚତା ଅନୁଯାୟୀ ମେଢର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା କାରିଗରମାନେ କହିଛନ୍ତି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ଛୋଟ ହୋଇଥିବାରୁ କେତେକ ପୂଜା ମଣ୍ଡପରେ ଚାନ୍ଦିମେଢ ପରିବର୍ତ୍ତେ ଜରିମେଢ ନିର୍ମାଣ କରାଯାଉଛି। ତାରକସୀ ନଗରୀରେ ଏବେବି ଜରିମେଢର ଚାହିଦା ରହିଥିବା ଦେଖିବାକୁ ମିଳିଛି।
କଟକ ସହରରେ ଜରିମେଢ ନିର୍ମାଣ କ୍ଷେତ୍ରରେ କାରିଗରମାନଙ୍କ ନିପୂଣତା କୌଣସି ଗୁଣରେ କମ୍‍ ନୁହେଁ। ଜରିମେଢ ତିଆରି କରୁଥିବା କାରିଗରମାନେ ପ୍ରଥମେ ବାଉଁଶରେ ତିଆରି ଫ୍ରେମ୍‍ରେ କାର୍ଡବୋର୍ଡକୁ ନକ୍ସା ଅନୁଯାୟୀ କାଟି ଏହା ଉପରେ ରଙ୍ଗ ଦେଇଥାନ୍ତି। ପରେ ଚୁମ୍‍କି ପ୍ଲେଟ, ବୁରହା, ଜିକ୍‍ଜାକ୍‍ ଆଦି ଦିଆଯାଇ ମେଢର ସୌନ୍ଦର୍ଯ୍ୟକରଣ କରାଯାଇଥାଏ। ପୂର୍ବରୁ ୧୪ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଜରିମେଢ ପ୍ରସ୍ତୁତ କରାଯାଉଥିଲା। ମାତ୍ର କରୋନା କଟକଣା ଯୋଗୁ ଏବେ ଏହା ୮ଫୁଟ ମଧ୍ୟରେ ସୀମିତ ରହୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବରୁ ବଡ ମେଢ ନିର୍ମାଣ ଲାଗି ୫୦ହଜାରରୁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରିଗରମାନେ ନେଉଥିଲେ। ମାତ୍ର ଏବେ ଛୋଟ ମେଢ ହେଉଥିବାରୁ ୧୦ହଜାରରୁ ୪୦ହଜାର ଟଙ୍କା ମଧ୍ୟରେ ଜରିମେଢ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ବିଶାଳ ମେଢ ନିର୍ମାଣ ପାଇଁ ନିୟୋଜିତ ହେଉଥିଲେ ୧୫ରୁ ୨୦ କାରିଗର। ସମ୍ପ୍ରତି ଜଣେ ଦୁଇ ଜଣ କାରିଗରରେ ଏହି କାମ ଚାଲୁରହିଛି। ଦଶହରା ସମୟରେ କାରିଗରମାନେ ଯେତିକି ରୋଜଗାର କରିଥାନ୍ତି ସେହି ପାରିଶ୍ରମିକରେ ସେମାନେ ବେଶ ଦୁଇ ପଇସା ପାଇଥାନ୍ତି। ଦୁଇବର୍ଷ ହେବ କରୋନା ବାଧକ ସାଜିଥିବାରୁ ପୂର୍ବପରି କାମ ମିଳୁନଥିବାରୁ ଆର୍ଥୀକ ସମସ୍ୟା ଦେଇ ଗତି କରୁଛନ୍ତି।
ଶରଦୀୟ ଦୁର୍ଗାପୂଜା ପୂର୍ବରୁ ମେଢ ତିଆରି କରୁଥିବା କାରଗର ମାନଙ୍କ ମଧ୍ୟରୁ ଯେଉଁ କେତେକ ନିଖୁଣ କାରିଗର ରହିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ମୁସଲମାନ କାରିଗର। ଯେଉଁମାନେ ବର୍ଷବର୍ଷ ଧରି ମା’ଙ୍କ ମେଢ ନିର୍ମାଣ କରିଆସୁଛନ୍ତି। ତାଙ୍କ ପରିବାର ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ଏହା ହେଉଛି କଟକ ଭାଇଚାରାର ନିଆରା ସମ୍ପର୍କ। ବାଙ୍କାବଜାର ଅଞ୍ଚଳର ଜହୁର ଖାନଙ୍କ ମେଢ କାରିଗର ଭାବେ ସୁଖ୍ୟାତି ରହିଛି। ସେ ୪୦ବର୍ଷରୁ ଅଧିକ ସମୟ ଧରି ମେଢ ନିର୍ମାଣ କରି ଆସୁଛନ୍ତି। ତାଙ୍କୁ ପୂରା ପରିବାର ଏଥିରେ ସହଯୋଗ କରିଥାନ୍ତି। ଜହୁର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ମେଢ ନିର୍ମାଣ କରିଥାନ୍ତି। ପୂର୍ବରୁ ଦଶହରାରେ ୧୫ରୁ ଅଧିକ ମେଢ ନିର୍ମାଣ କରୁଥିଲେ। ଏପରିକି ରାଜ୍ୟ ବହାରୁ ମଧ୍ୟ ମେଢ ନିର୍ମାଣ ପାଇଁ ଅର୍ଡର ଆସୁଥିଲା। ମାତ୍ର ଚଳିତବର୍ଷ ୮ଟି ମେଢ ନିର୍ମାଣ ଲାଗି ତାଙ୍କୁ ବରାଦ ମିଳିଛି। ଛୋଟ ମେଢ ନିର୍ମାଣ କରାଯାଉଥିବାରୁ ଏହାର ମୂଲ୍ୟ ମାତ୍ର ୨୦ରୁ ୪୦ହଜାର ଟଙ୍କା ମଧ୍ୟରେ ରହିଛି। କରୋନା କଟକଣା ଯୋଗୁ କାରିଗରମାନଙ୍କୁ ଉପଯୁକ୍ତ ପାଉଣା ମିଳିପାରୁ ନଥିବା ସେ କହିଛନ୍ତି। ସେହିପରି ସହରର ପ୍ରତିଷ୍ଠିତ ଜରିମେଢ କାରିଗର ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ, ଯେକି ସମସ୍ତଙ୍କ ଆଦରର ଜାପାନୀ ଭାଇ ନାମରେ ପରିଚିତ। ସେ ପ୍ରଥମେ ରୋଭରଷ୍ଟ୍ରିଟ୍‍ ଓ କାଜିବଜାର ପୂଜାମଣ୍ଡପରୁ ମେଢ ତିଆରି ଆରମ୍ଭ କରିଥିଲେ। ୬୪ ବର୍ଷ ଧର ଜରିମେଢ ନିର୍ମାଣ କରି ଆସୁଛନ୍ତି। ପ୍ରଥମେ ୬୫ ଟଙ୍କାରୁ ମେଢ ତିଆରି ଆରମ୍ଭ କରିଥିଲେ। ଚାନ୍ଦି ମେଢର ପ୍ରତିଯୋଗତା ମଧ୍ୟରେ ଏବେବି ଜରିମେଢର ସ୍ୱତନ୍ତ୍ର ଚାହିଦା ରହିଛି। ସେ ରାଣୀହାଟ, ବାଦାମବାଡି, ଶେଖବଜାର, ବାଖରାବାଦ ଭଳି କେତେକ ପୂଜା ମଣ୍ଡପରେ ଶୋଭାପାଉଥିବା ଚାନ୍ଦିମେଢର ସେ ଡିଜାଇନ୍‍ ଦେଇଛନ୍ତି। ମୂର୍ତ୍ତି ଉଚ୍ଚତା କମ ହେବା ଫଳରେ ଚଳିତବର୍ଷ ମେଢ ଓ ସାଜସଜା ପ୍ରତି ସେତେଟା ଗୁରତ୍ୱ ଦିଆଯାଉ ନାହିଁ। କରୋନା ପୂର୍ବରୁ ପ୍ରାୟ ୩୦ ମେଢ ପ୍ରସ୍ତୁତ କରୁଥିଲେ। ପ୍ରତ୍ୟେକ ମେଢ ଲାଗି ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜାମଣ୍ଡପ ପକ୍ଷରୁ ଖର୍ଚ୍ଚ କରାଯାଉଥିଲା। ଏଥିରେ ୨୫ଊର୍ଦ୍ଧ୍ବ କାରିଗର ନିୟୋଜିତ ହେଉଥିଲେ। ତଥାପି ସମୟ ଅଣ୍ଟୁ ନଥିଲା। ଏପରିକି ଦେଶର ବିଭିନ୍ନ ସ୍ଥାନରୁ ମେଢ ନିର୍ମାଣ କରିବା ଲାଗି ଡକରା ଆସୁଥିଲା। ମାତ୍ର କରୋନା କଟକଣା ମେଢ ବ୍ୟବସାୟକୁ ପୁରା ବରବାଦ କରି ଦେଇଛି। ଚଳିତବର୍ଷ ମାତ୍ର ୧୦ ମେଢ ପାଇଁ ଅଗ୍ରୀମ ଆସିଛି। ଫଳରେ ବହୁ କାରିଗର କାମ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜାପାନୀ ଭାଇ କହିଛନ୍ତି। ଏଣୁ ସରକାର ମଧ୍ୟ କାରିଗରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।