jignesh mewani - The Sakala

କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର ଓ ଜିଗ୍ନେଶ୍‌ ମେଓ୍ବାନୀ
ନୂଆଦିଲ୍ଲୀ : କଂଗ୍ରେସରେ ଯୋଗଦେଇଛନ୍ତି ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ସ୍ବାଧୀନ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ। ଆଜି ଦିଲ୍ଲୀ ମୁଖ୍ୟାଳୟକୁ ଆସି  ବିଧିବଦ୍ଧ ଭାବେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କହ୍ନେୟା କୁମାର ଓ ଜିଗ୍ନେଶ୍‌ ମେଓ୍ବାନୀ କଂଗ୍ରେସରେ ଯୋଗଦେଇଛନ୍ତି ।

LIVE: Special Press Conference by Shri @kcvenugopalmp, Shri @rssurjewala and Shri @BHAKTACHARANDAS at the AICC HQ. https://t.co/cwYVpZXvRH

— Congress (@INCIndia) September 28, 2021

କହ୍ନେୟା କୁମାର ଓ ଜିଗ୍ନେଶ୍‌ ମେଓ୍ବାନୀ କଂଗ୍ରେସରେ ଯୋଗ ଦେବା ନେଇ ପୂର୍ବରୁ ଚର୍ଚ୍ଚା ଲାଗିରହିଥିଲା। ଯାହା ଆଜି ସତରେ ପରିଣତ ହୋଇଛି। ଦେଶର ଏହି ଦୁଇ ଚର୍ଚ୍ଚିତ ଯୁବନେତାଙ୍କୁ କଂଗ୍ରେସରେ ଦଳରେ ସାମିଲ କରି ଯୁବ ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉଥିବା ନେଇ  ସଂକେତ ଦେଇଛି । ଏହାଛଡା ଏହି ଦୁଇ ନେତାଙ୍କୁ ସାମିଲ କରି ବିହାର ଓ ଗୁଜୁରାଟରେ ଦଳକୁ ଆହୁରି ଶକ୍ତିଶାଳୀ କରିଛି କଂଗ୍ରେସ । ଆସନ୍ତାବର୍ଷ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଉଭୟ କହ୍ନେୟା ଓ ଜିଗ୍ନେଶଙ୍କୁ ବଡ ଦାୟିତ୍ୱ ଦେଇପାରେ କଂଗ୍ରେସ । ଏଥି ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ କଂଗ୍ରେସ ଏକ ଜାତୀୟ ଆନ୍ଦୋଳନ ରଣନୀତି କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଭାବଶାଳୀ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ରାହୁଲ ଗାନ୍ଧୀ ଏହି ଯୁବ ନେତାଙ୍କ ଏକ ଟିମ୍ ଗଠନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଭାରି ଭୋଟ୍ ଆଧାରକୁ ପ୍ରତିହତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ କହ୍ନେୟା କୁମାର ଓ ଜିଗ୍ନେଶ୍‌ ମେଓ୍ବାନୀ କଂଗ୍ରେସରେ ଯୋଗଦେବା ପଛରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଛି ବୋଲି ଶୁଣାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ମତ ଦେଇଛନ୍ତି ଯେ ପୁରୁଣା ନେତାଙ୍କ ପାଇଁ ବର୍ତ୍ତମାନ କଂଗ୍ରେସ ଦଳ ତଳକୁ ତଳକୁ ଯାଉଛି, ତେଣୁ ବର୍ତ୍ତମାନ ଯୁବକମାନଙ୍କୁ ଏକ ସୁଯୋଗ ଦିଆଯାଉ। ସେ କହିଛନ୍ତି ଯେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନିଙ୍କ ପ୍ରବେଶ ଦ୍ୱାରା ଏହି କ୍ଷତିପୂରଣ ହୋଇପାରିବ। ନିର୍ବାଚନ ବୈତରଣୀ ପାର୍‌ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ​‌ଷ୍ଟ୍ରୋକ‌ ଖେଳିବାକୁ ଯାଉଛି । ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍‌ ମେଓ୍ବାନୀଙ୍କୁ ଦଳରେ ସାମିଲ କରିବା ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଶୁଭଙ୍କର ହୋଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି।