Thunderstorms - The Sakala

ଆକାଶରୁ ଖସିଲା ମୃତ୍ୟୁ, ୩ ଶ୍ରମିକଙ୍କ ଚାଲିଗଲା ଜୀବନ
ନୀଳଗିରି: ଆଜି ଅପରାହ୍ନରେ ବାଲେଶ୍ବର ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ଯରେ ୨ ଜଣ ମହିଳା ଓ ଜଣେ ପୂରୁଷ ରହିଛନ୍ତି। ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଛତ୍ରପୁର ନିକଟ ଏକ କେନାଲ କାମ କରୁଥିବାବେଳେ ବଜ୍ରପାତରେ ଉକ୍ତ ୩ ଶ୍ରମିକ ଟଳି ପଡ଼ିଥିଲେ।

୨୦ ପରେ ବଢ଼ିବ ତାତି, ଆଜି ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା..
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ତାତି ହ୍ରାସ ପାଇଛି। ୩ ଦିନ ପରେ ବର୍ଷାର ପ୍ରଭାବ କମିବ ଓ ପୁଣି ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବ। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ନିମ୍ନ ଚାପ ରେଖା ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି।

ଶୁକ୍ରବାର ମାଲକାନଗିରି, କୋରାପୁଟ,ରାୟଗଡା,ଗଜପତି, ଗଞ୍ଜାମ, ରାୟଗଡା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଏଥିନିମନ୍ତେ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନର ବେଗ ୩୦ ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି।

ଗୁରୁବାର ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୦.୫ ଡିଗ୍ରୀ ସହ ଟିଟଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭବାନୀପାଟଣା ୪୦.୪ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୦.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପୃଥକ ସ୍ଥାନରେ ବଜ୍ରାପାତ, ୨ ମହିଳାଙ୍କ ମୃତ୍ୟୁ
କୋଣାର୍କ: ପୃଥକ ସ୍ଥାନରେ ବଜ୍ରାପାତରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଦଶାହ କର୍ମରେ ଯୋଗଦେବାକୁ ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ମୃତ ହୋଇଛି।

ବଜ୍ରପାତ ନେଲା ଜୀବନ: ପୃଥକ ପୃଥକ ସ୍ଥାନରେ ୩ ମୃତ
ବାଙ୍କୀ/ ପିପିଲି/ ହାଟଡ଼ିହି: ବଜ୍ରାପାତ ନେଲା ଜୀବନ। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଡମପଡ଼ା ବ୍ଲକ ପଦନପୁର ଗାଁରେ ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ କୁଲୁ ଦାସ ।  ସେହପରି, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡ଼ିହି ଗ୍ରାମରେ ବିଲରେ କାମ କରାଉଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ ପଦ୍ମନାଭ ପହି ବୋଲି ଜଣାପଡ଼ିଛି।

ପିପିଲି ଥାନା ଅନ୍ତର୍ଗତ ଦାଣ୍ଡ ମୁକୁନ୍ଦପୁର ନିକଟ ବାହାବଜାର ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘର ବାହାରେ କୌଣସି କାର୍ଯ୍ୟ କରୁଥିବା ସମୟରେ ଘଟିଛି ଅଘଟଣ। ମୃତ ମହିଳାଙ୍କ ନାମ ବୁଦ୍ଧି ବେହେରା ବୋଲି ଜଣାପଡ଼ିଛି।

ରାଜ୍ୟରେ ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୪ ମୃତ
ଜୟପୁର/ ଅନୁୁୁଗୁଳ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଜୟପୁରରେ ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାଆ ଓ ପୁଅ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା । ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ଘଟି ଉଭୟଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ, ଅନୁଗୁଳରେ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଅଘଟଣ ଘଟିଛି । ମୃତ ମହିଳା ହେଲେ ସୁଷମା ବେହେରା ଓ ବେଣି ବେହେରା ।

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୧୯ ଗୋରୁ ମୃତ
ଭଞ୍ଜନଗର: କାଳ ବୈଶାଖୀର ତାଣ୍ଡବ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରାଘାତରେ ୧୯ ଗୋରୁଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଫଳରେ ଏଣେ ତେଣେ ବୁଲୁଥିବା ଗୋରୁ ମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ସେଠାରେ ଗଛକୁ ବଜ୍ରାଘାତ ହୋଇଥିଲା। ଫଳରେ ଆଶ୍ରୟ ନେଇଥିବା ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

କଣ୍ଟିଲୋରେ ତାଣ୍ଡବ ରଚିଲା କାଳବୈଶାଖୀ, ଶ୍ରମିକ ମୃତ
ନୟାଗଡ଼/କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାଳବୌଶାଖୀ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରଚଣ୍ଡ କୁଆପଥର ବୃଷ୍ଟି ସାଙ୍ଗକୁ ପ୍ରବଳ ବେଗରେ ଝଡ଼ ବହିବାକୁ ଲାଗିଥିଲା । କାମସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ଭାପୁର ବ୍ଲକ୍ ଧାନଚାଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଲଡ଼ୁଗୋଛୀଙ୍କ ଉପରେ ଡାଳ ମଡ଼ି ମୃତ୍ୟୁ ଘଟିଛି । କମେଇସେତୁ ନିକଟ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ଡ଼ାଳ ପଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରିବାରର ସମେତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ।

ସେହିପରି କଣ୍ଟିଲୋ ବାଣପୁର ରାଜପଥ ରାସ୍ତାରେ ନୀଳମାଧବ କଲେଜ ନିକଟରେ ଏକାଧିକ ବୃକ୍ଷ ରାସ୍ତାରେ ପଡ଼ି ରହିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କଣ୍ଟିଲୋ ହାଟମୁଣ୍ଡ ପାଟଣା ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ ଅସ୍ୱସ୍ଥ ଗଛ ଖସି ପଡ଼ିବାରୁ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏଥିସହ ନୀଳମାଧବଙ୍କ ବଗିଚା, କଲେଜ ପରିସରରେ ଅନେକ ଗଛ ଭାଙ୍ଗିକ୍ଷତି ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେହିଭଳି କଣ୍ଟିଲୋ କୁଞ୍ଜବିହାରୀ ହାଇସ୍କୁଲ ନିକଟ ବସ୍ତିରେ ଘରର ଟିଣ ଛାତ ଉପୁଡ଼ି କ୍ଷତିଗ୍ରସ୍ତ ହୋଇଛି ।

ରାଜ୍ୟରେ ମୌସୁମୀ ସ୍ଥିର, ସପ୍ତାହେ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ; ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା
ଭୁବନେଶ୍ୱର: ମୌସୁମୀ ବ୍ରେକ୍‍ ଯୋଗୁଁ ରାଜ୍ୟରେ ବର୍ଷା ଉଭାନ ହୋଇଯାଇଛି। ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଗଲା ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସୋମବାର ରାଜ୍ୟର ୬ ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ତାପମାତ୍ରା ସାଙ୍ଗକୁ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ଜନଜୀବନ ଅସ୍ତବ୍ୟସ୍ତ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଛି। ଏହା ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି।

ଅନ୍ୟପଟେ ମୌସୁମୀ ବ୍ରେକ୍‍ ସମୟରେ ଅଧିକ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି। ତେଣୁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୩୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୋଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନ ହେବା ପର୍ଯ୍ୟନ୍ତ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରି ନ ଥାଏ। ମାତ୍ର ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ଏହି ସ୍ଥିତି ଜାରି ରହିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ମୌସୁମୀ ଜନିତ ବର୍ଷା ନ ହେଲେ ମଧ୍ୟ ଗରମ ଗୁଳୁଗୁଳି ଯୋଗୁଁ ବିଭିନ୍ନ ସମୟରେ ଉପରବେଳା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା ରହିଛି।

ଦାଉ ସାଜିଲା ବଜ୍ରପାତ: ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ୪ ଗୁରୁତର
ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲ ଉପରେ ବଜ୍ରପାତ । ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ହଠାତ ବଜ୍ରପାତ ହୋଇଥିବା ଜଣାପଡ଼ିଛି । ଏହି ବଜ୍ରପାତରେ ୪ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟା, ପୁଟୁରାପଶି ୟୁପି ସ୍କୁଲରେ ପାଠପଢ଼ା ଚାଲୁଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶ୍ରେଣୀଗୃହରେ ମୋଟ ୧୫ ଜଣ ଛାତ୍ରଛାତ୍ରୀ ରହିଥିଲେ।

ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ
ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ’ ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି। ଏଭଳି ଅଭବାନୀୟ ଘଟଣା ଅନୁଗୁଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଟିଛି।

ବଜ୍ରଘାତରେ ଚାଷୀ ମୃତ୍ୟୁ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କେଶଳା ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସଞ୍ଜୟ ବେହେରା। ସେ ଆଜି ପ୍ରବଳ ବର୍ଷା ହେଉଥିବା ବେଳେ ଅପରାହ୍ନରେ କିଛି ସମୟ ପାଇଁ ବର୍ଷା ଛାଡି ଜାଇଥିଲା । ତେବେ ସଞ୍ଜୟ ସେହି ସମୟରେ ଘର ପଛକାଖରେ ଥିବା ତାଙ୍କ ନିଜ ଧାନ ବିଲରୁ ପାଣି କାଟିବାକୁ ଯାଇଥିଲେ। ଏହି ସମୟରେ ପୁଣି ବର୍ଷା ସହିତ ଘଡଘଡି ଓ ବଜ୍ରପାତ ହୋଇଥିଲା ଫଳରେ ସଞ୍ଜୟକୁ ବଜ୍ରଘାତ ଲାଗି ବିଲରେ ପଡି ଜାଇଥିଲେ। ଫଳରେ ପାଖରେ ଥିବା କିଛି ଲୋକ ସଞ୍ଜୟଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ସଞ୍ଜୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଗୁପାଳପୁର ଗ୍ରାମର ଗନ୍ଧର୍ବ ବେହେରା ( ୫୭)  ପିତା  ମାୟାଧର ବେହେରାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ଗନ୍ଧର୍ବ ପ୍ରତିଦିନ ଭଳି ବୁଧବାର ମଧ୍ୟ ଗାଁ ପାଖ ଜଙ୍ଗଲକୁ ଗୋରୁ ଚରେଇବାକୁ ଯାଇଥିଲେ ।ଅପରାହ୍ନ ସମୟରେ ଆସିଥିବା ଅଦିନିଆ ବର୍ଷା ସହ ଘଡଘଡି ମାରିବାରୁ ସେ ପ୍ରାୟ ୪ଟାବେଳେ ଗୋରୁସହ ଘରକୁ ଫେରିଥିଲେ। ଆଉ କିଛି ସମୟ ମଧ୍ୟରେ ଘରେ ପହଞ୍ଚିଥାଆନ୍ତେ କିନ୍ତୁ ଘରଠାରୁ କିଛି ଦୂରତା ବଜ୍ରାଘାତ ହେବାରୁ ତାଙ୍କର ସେହିଠାରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା। ସ୍ଥାନୀୟ ଲୋକେ ଏଘଟଣା ଦେଖି ବନ୍ତଳାଥାନାକୁ ଖବର କରିଥିଲେ। ଘଟଣା ସ୍ଥଳରେ ବନ୍ତଳା ପୁଲିସ୍ ପହଞ୍ଚି ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

ବଜ୍ରପାତରେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ବଡ଼ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଉକ୍ତ ଗ୍ରାମର ସୁଶାନ୍ତ ଗିରି ଅପରାହ୍ନ ସମୟରେ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବଜ୍ରାଘାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ସେହିପରି, ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଛେଳି ଚରାଉଥିବା ବେଳେ ବଜ୍ରଘାତରେ ମୃତ୍ଯୁ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଉଭୟ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ରହିଥିଲେ। ହଠାତ ବଜ୍ରାଘାତ ହେବାରୁ ଉଭୟ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

୨୦ ଜିଲ୍ଲାକୁ କାଳବୈଶାଖୀ ଭୟ : ଜାରି ହେଲା ୟେଲୋ ଓ୍ଵାର୍ଣ୍ଣିଂ, ରାଜଧାନୀରେ ବଜ୍ରପାତ ସହ ହେବ ବର୍ଷା
ଭୁବନେଶ୍ବର : ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ରାଜ୍ୟର ବହୁତ ଅଞ୍ଚଳରେ ଆକାଶ ମେଘୁଆ ରହିଛି। ଏହାରି ମଧ୍ୟରେ ରାଜ୍ୟରେ ୨୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତରପ୍ରଦେଶ, ବିହାର ମଧ୍ୟ ଦେଇ ଉତ୍ତର-ବଙ୍ଗଳାଦେଶ ଯାଏଁ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯ କିମି ଯାଏଁ ଲମ୍ବିଥିବା ନିମ୍ନ ଚାପ ରେଖା ତଥା ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୧.୫ କିମି ଉଚ୍ଚତାରେ ଥିବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଏହାର ପ୍ରଭାବରେ ଆକାଶ ମେଘୁଆ ରହିବା ସହ ତାପମାତ୍ର କମ୍ ରହିଛି।

#Warning for Day-1 to Day-3
Day-4 & Day-5: No Warning pic.twitter.com/atsfd4A3AA

— Meteorological Centre, Bhubaneswar (@mcbbsr) May 30, 2022

ଏଥି ସହିତ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୩୧ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୦ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏଥି ସହିତ କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି ।

ସେହିପରି ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଓଡିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ସନ୍ଧ୍ୟା/ ରାତି ବେଳକୁ ଆକାଶ ମେଘୁଆ ରହିବା ବଜ୍ରପାତ ସହ ବର୍ଷା ହୋଇପାରେ।ଅନ୍ୟପକ୍ଷରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।

ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ, ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ
ଭୁବନେଶ୍ବର : ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ଝଡ଼ବର୍ଷା, ବଜ୍ରପାତ ହେବାର ବ୍ୟାପକ ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୯ ତାରଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲଫ୍‌ କମିଶନର(ଏସ୍‌ଆର୍‌ସି)।

Satellite image reveals Thunderstorm with lightening continuing over some parts of #Nawarangpur, #Nuapada, #Kalahandi, #Baragarh, #Sundaragarh, #Mayurbhanj and #Boudh pic.twitter.com/y9CscPkNJ1

— Meteorological Centre, Bhubaneswar (@mcbbsr) April 8, 2022

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି କି ଆଜିଠୁ ଆସନ୍ତାକାଲି ୯ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟର ବାକି ଜିଲ୍ଲାର ପାଗ ସାଧାରଣତଃ ଶୁଖିଲା ରହିବ। ଘଡ଼ଘଡ଼ି ଓ ବଜ୍ରପାତ ନେଇ କୋରାପୁଟ୍‌, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।୭ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

#Warning for Day-1 & Day-3
Day-2, Day-4 & Day-5 : Nil pic.twitter.com/R28tqWOYW5

— Meteorological Centre, Bhubaneswar (@mcbbsr) April 8, 2022

ଅନ୍ୟ ପକ୍ଷରେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସାଢ଼େ ୮ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ଓ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି।

pic.twitter.com/V4VrKfFluo

— Meteorological Centre, Bhubaneswar (@mcbbsr) April 8, 2022

ସେପଟେ ଓଡ଼ିଶାରେ ଆସନ୍ତା ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୪-୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରି ସେଲସିୟସ ପର୍ୟ୍ୟନ୍ତ ଅଧିକା ରହିପାରେ। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରି ସେଲସିୟସ ବଲାଙ୍ଗୀର ଠାରେ ରେକର୍ଡ କରାଯାଇଥିଲା ବେଳେ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ସେଲସିୟସ ଛତ୍ରପୁରରେ ରେକର୍ଡ କରା ଯାଇଥିଲା।