IMD Weather - The Sakala

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି
ଭୁବନେଶ୍ବର: ପୁଣି ଭିଜିବ ଓଡିଶା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିଛି । ପୂର୍ବା ପବନ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଆକାଶ ମେଘୁଆ ରହିଛି । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଗତକାଲି ଅପରାହ୍ନରୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଭୁବନେଶ୍ବର ଓ କଟକରେ ଆଜି ପାଗ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି। ଏବେ ରାଜ୍ୟର ପାଗ ମେଘୁଆ ରହିବ । ଫଳରେ ଶୀତ ବଢ଼ିବାର ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇପାରେ । ୪ ଦିନ ପରେ ଧୀରେଧୀରେ ରାଜ୍ୟର ପାରଦ ଖସିବ ଓ ଶୀତ ଆରମ୍ଭ ହେବ ବୋଲି କେନ୍ଦ୍ର କହିଛି ।

ଆସନ୍ତାକାଲି ଯାଏଁ ପ୍ରବଳ ବର୍ଷା: ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି, ୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନାରେ ଆସନ୍ତାକାଲି ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ମୟୁରଭଞ୍ଜ-ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ।  ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ସୋନପୁର, ବୌଦ୍ଧ ଓ  ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଉକ୍ତ ସମସ୍ତ ଜିଲ୍ଲାକୁ ୱେଲୋ ୱାର୍ଣ୍ଣଂ ଜାରି କରାଯାଇଛି।

#PressRelease: Well Marked #LowPressureArea and Heavy rainfall activity over Odisha.#Monsoon2021 #Monsoon pic.twitter.com/HHTTfxwO2N

— Meteorological Centre, Bhubaneswar (@mcbbsr) July 29, 2021

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୫ଦିନ ଯାଏଁ ବର୍ଷିବ
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ଯନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ବଢିଥିବାବେଳେ ଆଗାମୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିପାଇଁ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକକୁ ସତର୍କତା ଜାରି ହୋଇଛି । ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଅଗଷ୍ଟ ୨ତାରିଖ ପର୍ଯ୍ଯନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ଏହାସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । ୩୦ ତାରିଖ ପର୍ଯ୍ଯ ନ୍ତ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଜୁଲାଇ ୨୭ ପର୍ୟ୍ୟନ୍ତ ରାଜ୍ୟରେ ୪୦୨.୧ ମିଲିମିଟର ବର୍ଷା ହୋଇଛି । କିନ୍ତୁ ଏହି ସମୟରେ ୫୧୧ଦଶମିକ ୬ ପ୍ରତିଶତ ବର୍ଷା ହେବା କଥା । ରାଜ୍ୟରେ ଏବେ ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲା ବେଳେ ବାକି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ରାଜ୍ୟର ୧୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଘଡଘଡି ସହ ବର୍ଷା ପବନ ସମ୍ଭାବନା
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ୧୭ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁୀର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା ଆଦି ଜିଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଜିଲ୍ଲାରେ ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ । କେତେକ ସ୍ଥାନରେ ପବନର ବେଗ ୩୦ରୁ ୪୦ କି.ମି ହୋଇପାରେ ବୋଲି ସୂଚନା ଦେଇଛି ବିଭାଗ ।

#Warning for Day-1 & Day-2 pic.twitter.com/eb1p3VyBgE

— Meteorological Centre, Bhubaneswar (@mcbbsr) May 13, 2021

ଟ୍ୱିନସିଟିରେ ଆଜି କାଳବୈଶାଖୀ ବର୍ଷା ହୋଇଛି । କେନ୍ଦୁଝର, ମୟରୂଭଞ୍ଜର ୨ଟି ସ୍ଥାନରେ ବର୍ଷା ସହ ୪୦ର ୫୦ କି.ମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସୁନ୍ଦରଗଡ, ଦେବଗଡ ଆଦି ଅଞ୍ଚରେ ସ୍ୱଳ୍ପରୁ ମଧ୍ୟମ ଧରରଣ ବର୍ଷା ହେବା ଆକଳନ କରାଯାଇଛି ।

ବର୍ଷା ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କେନ୍ଦୁଝର ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ୬ ଜିଲ୍ଲାକୁ ଚେତାବନୀ ଜାରି କରିଛି । ସ୍ଥାନୀୟ ଅଞ୍ଚଳର ପାଣିପାଗ ସହିତ ଅବଗତ ରହିବା ସହ ବିଜୁଳି-ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନକୁ ଯାଇ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପାଣିପାଗ ବିଭାଗ କହିଛି।

ସାଟେଲାଇଟ ରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ଘଣ୍ଟା ମଧ୍ୟରେ #ମୟୁରଭଞ୍ଜ #କନ୍ଧମାଳ #କଳାହାଣ୍ଡି #ରାୟଗଡା #ନୂଆପଡା #କେନ୍ଦୁଝର #ଜିଲ୍ଲାରେ #ବିଜୁଳି-ଘଡଘଡି ସହ #ବର୍ଷା #ସମ୍ଭାବନା #ଚେତାବନୀ ଜାରିହୋଇଥିବା #ଅଞ୍ଚଳରେ #ପାଣିପାଗ ସହିତ #ଅବଗତ #ରହିବା ସହ #ବିଜୁଳିଘଡଘଡି #ସମୟରେ #ନିରାପଦ ସ୍ଥାନରେ ନିଜକୁ #ସୁରକ୍ଷିତ କରନ୍ତୁ pic.twitter.com/sDvpjxHZSC

— Meteorological Centre, Bhubaneswar (@mcbbsr) April 3, 2021

ରାଜ୍ଯରେ କମିବ ତାତି, କାଲିଠୁ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ସାମାନ୍ଯ ଆଶ୍ୱସ୍ତିକର ଖବର ଆସିଛି।  ଆସନ୍ତାକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇପାରେ। ଭାରତୀୟ IMD  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବ। କାଲିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ତାତି କମିପାରେ। ଗତ ୨ ଦିନ ଧରି ଓଡ଼ିଶା, ଆନ୍ଧ୍ରପ୍ରଦେଶରେ ପ୍ରବଳ ତାତି ହେଉଛି। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁ ନ ଥିବାରୁ ଏହି ତାତି ବଢ଼ୁଛି।

ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ସତର୍କ ରୁହନ୍ତୁ।

ଆସନ୍ତାକାଲି ଠାରୁ ପାରଦ ଖସିବ। ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ଖସିବ। ୨ ତାରିଖରେ କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏନେଇ ଗ଼ଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୩ ତାରିଖରେ କାଳବୈଶାଖୀ ବର୍ଷା ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ  ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

#Warning for Day-2 To Day-4

(Valid from 0830 hrs IST of 02.04.2021 to 0830 hrs IST of 05.04.2021) pic.twitter.com/jYsRCxB6oV

— Meteorological Centre, Bhubaneswar (@mcbbsr) April 1, 2021

୪ ତାରିଖରେ ମଧ୍ଯ  କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବାରିପଦା ବିଶ୍ୱର ସବୁଠୁ ତତଲା ସହର , ୩ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ହିଟ୍‍ୱେଭ୍‍ ୱାର୍ଣ୍ଣିଂ
ଭୁବନେଶ୍ୱର: ମଙ୍ଗଳବାର ବାରିପଦା ବିଶ୍ୱର ସବୁଠୁ ତତଲା ସହରର ମାନ୍ୟତା ପାଇଛି। ୱାର୍ଲଡ ୱେଦର ଟୁଡେ (ଡଟ୍‍) ଇନ୍‍ଫୋ ପକ୍ଷରୁ ପ୍ରକାଶିତ ଦୈନିକ ତାପମାତ୍ରା ତାଲିକାରେ ବାରିପଦା ୪୪.୬ ଡିଗ୍ରୀ ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସହରର ପାଲଟିଛି। ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ସହ ଭାରତର ଚନ୍ଦ୍ରପୁର, ଚୁରୁ, ମିଦନାପୁର, ବ୍ରହ୍ମପୁରୀ, ଫାଲୋଡ଼ି, ଜାମସେଦପୁର ସ୍ଥାନ ପାଇଛି।

ବାରିପଦା ପଛକୁ ରହିଛି ପାକିସ୍ତାନର ନୱାବଶାହା ସହର। ଏଠାରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ଼ ହୋଇଛି। ଚନ୍ଦ୍ରପୁରର ତାପମାତ୍ରା ୪୩.୬ ଡିଗ୍ରୀ, ସେନେଗାଲର ମାତମ ସହରର ତାପମାତ୍ରା ୪୩.୬ ଡିଗ୍ରୀ, ରାଜସ୍ଥାନର ଚୁରୁର ତାପମାତ୍ରା ୪୩.୩ ଡିଗ୍ରୀ, ପଶ୍ଚିମବଙ୍ଗ ମିଦନାପୁରର ତାପମାତ୍ରା ୪୩.୧ ଡିଗ୍ରୀ, ବ୍ରହ୍ମପୁରୀର ତାପମାତ୍ରା ୪୩ ଡିଗ୍ରୀ, ଫାଲୋଦିର ତାପମାତ୍ରା ୪୩ ଡିଗ୍ରୀ, ମାଲି ଦେଶର ୟାଲିମେନର ତାପମାତ୍ରା ୪୩ ଡିଗ୍ରୀ ଓ ବିହାର ରାଜ୍ୟର ଜାମସେଦପୁରର ତାପମାତ୍ରା ୪୨.୯ ରେକର୍ଡ଼ କରାଯାଇଥିବା ୱାର୍ଲଡ଼ ୱେଦର ଟୁଡେ ପକ୍ଷରୁ କୁହାଯାଇଛି। ଶିମିଳିପାଳ ପରି ବିଶାଳ ଜୈବମଣ୍ଡଳ ମୟୂରଭଞ୍ଜ ଜିଲାରେ ଥିବା ସତ୍ତ୍ବେ ବାରିପଦାର ତାପମାତ୍ରା ଆକସ୍ମିକ ବୃଦ୍ଧି ଜଳବାୟୁ ପରିବର୍ତ୍ତନକୁ ପ୍ରମାଣିତ କରିଛି। ନିକଟରେ ଶିମିଳିପାଳ ବନାଗ୍ନି ରାଜ୍ୟ ସରକାରଙ୍କ ପାଇଁ ଶିରପୀଡ଼ା ହୋଇଥିବାବେଳେ ବାରିପଦା ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପୁଣି ବନାଗ୍ନି ବ୍ୟାପିବା ଆଶଙ୍କା ଦ୍ୱିଗୁଣିତ କରିଛି। ଅନ୍ୟପକ୍ଷରେ କେବଳ ବାରିପଦା ନୁହେଁ, ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ବାରିପଦାରେ ତାତି ୪୪.୬ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ୧୬ ସହର ମଧ୍ୟରେ ୫ ଟି ସହର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହିତ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୦ଟି ଜିଲ୍ଲାରେ ଖରାର ପ୍ରକୋପ ଅଧିକ ରହିବ। ଏହି ୨୦ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରହିଛି। ଏହି ୨୦ ଜିଲ୍ଲାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ହିଟ୍‍ୱେଭ୍‍ ଆଲର୍ଟ ଜାରି କରାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ମଙ୍ଗଳବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବୁଧବାର ସକାଳ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏପ୍ରିଲ୍‍ ୧ ରେ ଏହା ୱେଲ୍‍ମାର୍କ ଲଘୁଚାପରେ ପରିଣତ ହୋଇ ଉତ୍ତର ଆଣ୍ଡାମାନ ସାଗର ଦେଇ ମିଁଁଆମାର ଆଡ଼କୁ ମୁହାଁଇବ। ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଏପ୍ରିଲ ୫ ତାରିଖ ମିଆଁମାରର ରାଜଧାନୀର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ। ସେତେବେଳକୁ ଏହା ଦୁର୍ବଳ ହୋଇଯାଇଥିବା ବେଳେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ବର୍ଷାର ସମ୍ଭାବନା ରହିଛି। ମାତ୍ର ଓଡ଼ିଶାରେ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ନାହିଁ। ଫଳରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏକ ପ୍ରକାର ଜାରି ରହିବ। ପ୍ରଫେସର ପଶୁପାଳକଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସାରା ରାଜ୍ୟକୁ ରାଜସ୍ଥାନରୁ ଗରମ ପବନ ସିଧା ବହୁଛି। ରାଜସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି। ଏହାସହିତ ପବନ ଓଡ଼ିଶା ଆସିବା ବାଟରେ ଉତ୍ତାପ ସଂଗ୍ରହ କରୁଥିବା ହେତୁ ରାଜ୍ୟରେ ଗରମ ଅସହ୍ୟ ହେଉଛି। ସେହିପରି ଉପକୂଳର କୂଳେକୂଳେ ବହୁଥିବା ବଙ୍ଗୋପସାଗରୀୟ ପବନ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ମୁହାଁଇଥିବାରୁ ସାମୁଦ୍ରିକ ପବନ ରାଜ୍ୟରେ ପ୍ରବେଶ କରିପାରୁ ନାହିଁ। ଫଳରେ ସମଗ୍ର ଉପକୂଳ ମଧ୍ୟ ଉତ୍ତପ୍ତ ହୋଇଯାଉଛି। ଓଡ଼ିଶା ସହିତ ଛତିଶଗଡ଼, ଆନ୍ଧ୍ର ଉପକୂଳ, ତେଲେଙ୍ଗାନା ଓ ଦକ୍ଷିଣ ପଶ୍ଚିମବଙ୍ଗ ଦେଶର ସବୁଠାରୁ ଉତ୍ତପ୍ତ ଭୂଖଣ୍ଡରେ ପରିଣତ ହୋଇଛି।

ଆକଳନ କରାଯାଉଛି ଯେ ଏପ୍ରିଲ୍‍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ଫସିୟସରୁ ଅଧିକ ହେବ ଓ କେତେକ ସ୍ଥାନରେ ୪୪ ଡିଗ୍ରୀ ସେଲ୍‌ଫସିୟସ ହୋଇପାରେ। ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ଫସିୟସ ରହିପାରେ। ତେବେ ଏପ୍ରିଲ୍‍ ୨ ତାରିଖ ପରେ ପାରଦ କମିବାର ସମ୍ଭାବନା ରହିଛି। ପଶ୍ଚିମା ଗରମ ପବନ ସିଧା ବହିବାରେ ପ୍ରତିବନ୍ଧକ ସୃଷ୍ଟି ହେତୁ ତାପମାତ୍ରା ସାମୟିକ ଭାବେ ପ୍ରାୟ ୨ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୨ରୁ ୪ ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ୫ ତାରିଖରୁ ପୁଣି ତାପାମାତ୍ର ବୃଦ୍ଧି ପାଇବ। ଅନ୍ୟପଟେ କାଳବୈଶାଖୀର ସମ୍ଭାବନା ନ ଥିବାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବାର ସମ୍ଭାବନା ଦେଖାଯାଉ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିଛି। ଫଳରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ସେହିପରି ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସ୍‍ଆର୍‍ସି ସତର୍କ କରାଇଛନ୍ତି। ୨୦ ଜିଲ୍ଲାରେ ହିଟ୍‍ୱେଭ୍‍ ଯୋଗୁଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯଇଛି। ତେଣୁ ଏହି ଜିଲ୍ଲାର ଲୋକଙ୍କ ମଧ୍ୟରେ ସତର୍କତା ବାର୍ତ୍ତା ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲ୍‍ାପାଳମାନଙ୍କୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ତତାଇବ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୭ା୩ (ସମିସ): ରାଜ୍ୟରେ ପାରଦ ଉପରମୁହାଁ ହୋଇରହିଛି। ଆଜି ଭୁବନେଶ୍ୱର ସମେତ ଚାରିଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ନିକଟରେ ରହିଥିଲା। ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ ଘଡ଼ି ସହ ଝଡ଼ ବର୍ଷାର ସମ୍ଭାବନା ରହିଛି। ଆଜି ସଂଧ୍ୟା ସମୟରେ ଅଧିକାଂଶ ଜିଲ୍ଲାରେ ପାଗ ବଦଳିଛି। କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି। ଆଗକୁ ମଧ୍ୟ ଏପରିସ୍ଥିତି ଲାଗି ରହିବ। ଏବେ ରାଜ୍ୟରେ ପ୍ରାକ୍‍ ମୌସୁମି ଘଡ଼ଘଡ଼ି ବର୍ଷା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଆସନ୍ତା କିଛି ଦିନ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ବଲାଙ୍ଗିର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା।  ଭୁବନେଶ୍ୱର, ସମ୍ବଲପୁର, ତାଳଚେର, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ କମ୍‍ ରହିଥିଲା। ଦିନ ତମାମ୍‍ ଅସହ୍ୟ ଗୁଳୁଗୁଳିରେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଖୋଲା ଆକାଶ ତଳେ କିଛି ସମୟ ଛିଡ଼ା ହେବା କାଠିକର ପାଠ। ତେବେ ସଂଧ୍ୟା ସମୟରେ କଟକ ଓ ଭୁବନେଶ୍ୱରରେ ଦେଖା ଦେଇଥିଲା କାଳ ବୈଶାଖୀ। ପ୍ରାୟ ୧୫ ମିନିଟ୍‍ ଧରି ଚାଲିଥିଲା କାଳବୈଶାଖୀର ତାଣ୍ଡବ। ଏଥିରେ ଦୈତନଗରୀରେ ଗଛ ଭାଙ୍ଗିବା ସହ ହୋର୍ଡିଂ ପଡ଼ିଥିବା ସୂଚନା ମିଳିଛି। ଏଥିରେ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା। ପବନ ପରେ ବେଶ୍‍ କିଛି ସମୟ ଧରି ବର୍ଷା ହେବାରୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି। ସେହିପରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିଥିଲା। କିନ୍ତୁ ବର୍ଷାର ଦେଖା ଦର୍ଶନ ମିଳିନଥିଲା।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍ଆର ବିଶ୍ୱାସ କହିଛନ୍ତି, କାଳବୈଶାଖୀ ବର୍ଷା ସତ୍ତ୍ବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତିନି ଦିନ ପରେ ଦିନ ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ପରେ ପୁନର୍ବାର କିଛି ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଅଛି। ଆସନ୍ତା କାଲି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ କାଳବୈଶାଖୀ ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କୋରାପୁଟ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ବୌଦ୍ଧ ଆଦି ଜିଲ୍ଲାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ସମ୍ବଲପୁର, ଅନୁଗୁଳ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଡ଼ ବିଶ୍ୱାସ କହିଛନ୍ତି।

୨୮ରେ ରାଜ୍ଯର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା
ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିଛି। ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପାରଦ ଉପର ମୁହାଁ ହୋଇଛି। ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆଗକୁ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର କାରଣ ରହିଛି। ଅନ୍ୟପଟେ ୨୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହିତ କିଛି ସ୍ଥାନରେ ପବନର ବେଗ ମଧ୍ୟ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପାଡ଼ାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୮ ତାରିଖ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ତାପମାତ୍ରା ବୃଦ୍ଧି ହେତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ରାତିର ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ଓ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବଦଳିବ ପାଣିପାଗ, ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ବେଳେ ମଙ୍ଗଳବାର ସାମନ୍ଯ ହ୍ରାସ ପାଇଛି। ଦୁଇ ଦିନ ପରେ ରାଜ୍ୟରେ ପାଣିପାଗ ବଦଳିବ ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଓଡ଼ିଶାକୁ ସାମୁଦ୍ରିକ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ।

ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ଯନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆଜି ରାଜ୍ୟରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍ ରହିଛି । ଭୁବନେଶ୍ୱରରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ କଟକରେ ପାରଦ ୩୮.୨ ଡିଗ୍ରୀ, ତାଳଚେରରେ ୩୮.୧ ଡିଗ୍ରୀ, ମାଲକାନଗିର-ନୟାଗଡ଼-ବଲାଙ୍ଗିର-ସୁନ୍ଦରଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।