UPI - The Sakala
ମାର୍ଚ୍ଚରୁ ଲାଗୁହେବ ଇପିଏଫ୍‌ ଟଙ୍କା ଏଟିଏମ୍‌ କିମ୍ବା ୟୁପିଆଇରେ ଉଠାଣ ସୁବିଧା...
ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ( ଇପିଏଫ୍‌ଓ)ସଦସ୍ୟଙ୍କ ପାଇଁ ଟଙ୍କା ଉଠାଣ ଏଟିଏମ୍‌ କିମ୍ବା ୟୁପିଆଇ ଜରିଆରେ କରିବାର ସୁବିଧା ପ୍ରଦାନ କରିବାକୁ ଯାଉଛି। ଏହି ପରିବର୍ତ୍ତନ ୨୦୨୬ ମାର୍ଚ୍ଚରୁ କାର୍ଯ୍ୟକାରୀ ହୋଇପାରେ। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଅନୁଯାୟୀ, ସଦସ୍ୟମାନେ ଏବେ ବି ସେମାନଙ୍କର ଇପିଏଫ୍‌ ବାଲାନ୍ସର ୭୫ ପ୍ରତିଶତ ଉଠାଣ କରିପାରିବେ। ଭବିଷ୍ୟତରେ ଏହି ଉଠାଣ ପ୍ରକ୍ରିୟାକୁ ଆହୁରି ସରଳ କରାଯିବ। ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ସେମାନଙ୍କର କଠିନ ପରିଶ୍ରମର ଟଙ୍କା ଶୀଘ୍ର ଏବଂ ସହଜରେ ଉପଲବ୍ଧ କରାଇବା।
ମନ୍ତ୍ରଣାଳୟ ମଧ୍ୟ ଇପିଏଫ୍‌ ଉଠାଣକୁ ୟୁପିଆଇ ସହିତ ଲିଙ୍କ୍ କରିବ। ଏହି ନୂତନ ପଦକ୍ଷେପର ଲକ୍ଷ୍ୟ ସଦସ୍ୟମାନଙ୍କ ପାଇଁ ପାଣ୍ଠି ଉଠାଣକୁ ଯଥାସମ୍ଭବ ସହଜ କରିବା। ଲୋକମାନେ ଆଜିକାଲି ଦୈନନ୍ଦିନ ଆର୍ଥିକ କାରବାର ପାଇଁ ଏଟିଏମ୍‌ ଏବଂ ୟୁପିଆଇ ବ୍ୟବହାର କରନ୍ତି, ତେଣୁ ଇପିଏଫ୍‌କୁ ସମାନ ଭାବରେ ଲିଙ୍କ୍ କରିବା ଯୋଜନା ରହିଛି।  ସେ କହିଛନ୍ତି ଯେ, ଏହା ସଦସ୍ୟମାନଙ୍କୁ ଅନଲାଇନ୍ ପୋର୍ଟାଲ୍ କିମ୍ବା ନିଯୁକ୍ତିଦାତାଙ୍କ ଉପରେ ନିର୍ଭର କରିବାଠାରୁ ମୁକ୍ତ କରିବ। ଦାବି ସମାଧାନରେ ବିଳମ୍ବ ମଧ୍ୟ ହ୍ରାସ ପାଇବ। ବର୍ତ୍ତମାନ, ଇପିଏଫ୍‌ ଉଠାଣ ପାଇଁ ଏକାଧିକ ଫର୍ମ ପୂରଣ କରିବାକୁ ପଡୁଛି।  ଅନେକ ସଦସ୍ୟ ଏହି ପ୍ରକ୍ରିୟାକୁ କଷ୍ଟକର ମନେ କରନ୍ତି, ଯାହା ଉଠାଣରେ ବିଳମ୍ବ କରେ। ଏହି ସମସ୍ୟାର ସମାଧାନ ପାଇଁ, ସରକାର ଏଟିଏମ୍‌ ଏବଂ ୟୁପିଆଇ ଉଠାଣ ବିକଳ୍ପ ପ୍ରଚଳନ କରୁଛନ୍ତି। ଏହି ବୈଶିଷ୍ଟ୍ୟ ଦୈନନ୍ଦିନ ବ୍ୟାଙ୍କିଙ୍ଗ ଅଭ୍ୟାସ ସହିତ ସମନ୍ୱିତ ହେବ। ସଦସ୍ୟମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ କିମ୍ବା ଅନେକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବନାହିଁ। ପାଣ୍ଠି ସିଧାସଳଖ ସେମାନଙ୍କ ପଞ୍ଜିକୃତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।
ଖୁବ୍‌ ଶୀଘ୍ର ଆସିବ ନୂଆ ବ୍ୟବସ୍ଥା: ଫେସ୍ ଆଇଡି ,ଫିଙ୍ଗର ପ୍ରିଣ୍ଟରେ ୟୁପିଆଇ ପେମେଣ୍ଟ
ନୂଆଦିଲ୍ଲୀ: ଏଣିକି ବିନା ପିନ୍‌ରେ ହେବ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ପେମେଣ୍ଟ। ଫେସ୍ ଆଇଡି ଏବଂ ଫିଙ୍ଗରପ୍ରିଣ୍ଟ ଜରିଆରେ ୟୁଜର କରିବେ କାରବାର। କାରଣ ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍ ଶୀଘ୍ର ଏକ ନୂଆ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି। ନ୍ୟାଏଥିପାଇଁ ସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇରେ ଏକ ପ୍ରମୁଖ ଅପଡେଟ୍ ଆଣିବାକୁ ପ୍ରସ୍ତୁତ ହେଉଛି। ଏହା ବ୍ୟବହାରକାରୀମାନଙ୍କୁ ପ୍ରତ୍ୟେକ ଥର ପିନ୍‌ ଏଣ୍ଟ୍ରି କରିବା ପରିବର୍ତ୍ତେ ପେସ୍‌ ରେକଗ୍‌ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଭଳି ବାୟୋମେଟ୍ରିକ୍ସ ବ୍ୟବହାର କରି କାରବାରକୁ ପ୍ରମାଣିତ କରିବାକୁ ଅନୁମତି ଦେବ।
ଏହି ନୂତନ ବୈଶିଷ୍ଟ୍ୟର ବର୍ତ୍ତମାନ ସମୀକ୍ଷା କରାଯାଉଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିୟାମକ ଅନୁମୋଦନ ଆବଶ୍ୟକ ହେବ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ୟୁପିଆଇର ସୁରକ୍ଷାକୁ ଆହୁରି ମଜବୁତ କରିବ। ଏହି ନୂଆ ବ୍ୟବସ୍ଥାକୁ ଆଗାମୀ ୨୦୨୫ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟରେ ପ୍ରଦର୍ଶନ କରାଯାଇପାରିବ। ଏହି ଅପଡେଟ୍ କାର୍ଯ୍ୟକାରୀ କରିବା ପରେ ବ୍ୟବହାରକାରୀମାନେ ପିନ୍‌ ଏଣ୍ଟ୍ରି ନ କରି କାରବାର ପାଇଁ ଫେସ୍ ଆଇଡି ଏବଂ ସେମାନଙ୍କର ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। ଏକ ସୂତ୍ରରୁ ହୋଇଛି ଯେ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଏହି ଫିଚରର ବିବରଣୀ ୟୁପିଆଇ ଇକୋସିଷ୍ଟମର ଅଂଶଗ୍ରହଣକାରୀମାନଙ୍କ ସହିତ ସେୟାର କରିଛି, ଯାହା କାର୍ଯ୍ୟକାରୀ କରିବା ପୂର୍ବରୁ ସମୀକ୍ଷା, ମତାମତ ଏବଂ ପ୍ରସ୍ତୁତି ସୁନିଶ୍ଚିତ କରିବ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଏକ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ କାମ କରୁଛି। ଏକ ସୂତ୍ର କୁହାଯାଇଛି ଯେ ଏହି ବୈଶିଷ୍ଟ୍ୟ ଉପରେ କାମ ଏବେ ବି ଚାଲିଛି। ନୂଆ ବ୍ୟବସ୍ଥା ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ, ଯାହା ଓଟିପି ଅପେକ୍ଷା ଭଲ। ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଜାତୀୟ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ଷ୍ଟିଅରିଂ କମିଟି ଏବଂ ସମଗ୍ର ଇକୋସିଷ୍ଟମରୁ ସବୁଜ ସଙ୍କେତ ପାଇବା ପରେ କାର୍ଯ୍ୟକାରୀ କରାଯିବ।
ଶିଳ୍ପ ସୂତ୍ରରୁ କୁହାଯାଇଛି ଯେ, ଏହି ବୈଶିଷ୍ଟ୍ୟ ଅନେକ ଉପାୟରେ ପାରମ୍ପରିକ ୱାନ୍-ଟାଇମ୍ ପାସୱାର୍ଡ (ଓଟିପି) କିମ୍ବା ପିନ୍‌ ଅପେକ୍ଷା ଅଧିକ ସୁରକ୍ଷିତ ସାବ୍ୟସ୍ତ ହେବ। ପିନ୍‌ର ବିକଳ୍ପ ଭାବରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ସୁରକ୍ଷାକୁ ଅଧÒକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବାୟୋମେଟ୍ରିକ୍ସ ମାଧ୍ୟମରେ କରାଯାଇଥିବା କାରବାରର ଅତିରିକ୍ତ ସୁରକ୍ଷା ପାଇଁ ମୂଲ୍ୟ ସୀମା ଥାଇପାରେ ବୋଲି ସମ୍ଭାବନା ରହିଛି। ଫୋନ୍‌ ପେ , ଗୁଗୁଲ୍‌ ପେ, ପେଟିଏମ୍‌, ଭୀମ୍‌ ଭଳି ଅନ୍ୟ ଆପ୍ ପାଇଁ ବାୟୋମେଟ୍ରିକ୍-ଆଧାରିତ ପ୍ରାଧିକରଣକୁ ପୃଥକ ଭାବରେ ସେଟ୍ ଅପ୍ କରିବାକୁ ପଡିବ କି ନାହିଁ ତାହା ଏବେ ଦେଖିବା ବାକି ଅଛି।
ନୂଆଦିଲ୍ଲୀ: ପୁଣି ଡାଉନ୍ ହେଲା ୟୁପିଆଇ ପେମେଣ୍ଟ ସିଷ୍ଟମ । ଗୋଟିଏ ମାସରେ ଅଟକିଲାଣି ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ୟୁପିଆଇ ସେବା ଠପ ହୋଇଯାଇଥିଲା। ତେବେ କିଛି ସମୟ ପରେ ଏହା ପୁଣି ଥରେ ଆକ୍ଟିଭ ହୋଇଥିଲା। ତେବେ ହଠାତ ସେବା ବ୍ୟାହତ ହେବାରୁ ଲୋକମାନେ କାରବାର କରିବାରେ ଅସୁବିଧା ଭୋଗିଥିଲେ। ଏ ନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ପେଟିଏମ, ଫୋନ ପେ, ଗୁଗଲ ପେରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ମଧ୍ୟାହ୍ନ ୧୨ଟାରୁ ଏହି ଅସୁବିଧା ଗ୍ରାହକ ସାମ୍ନା କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଂମ୍ପାନୀମାନଙ୍କୁ ଅଭିଯୋଗ କରିଥିଲେ । ଗ୍ରାହକ ପେମେଣ୍ଟ କରିବା ପରେ ବଫରିଙ୍ଗ ହୋଇ ୫ ମିନିଟ ପରେ ପ୍ରକ୍ରିୟା ଫେଲ ବୋଲି ପେମେଣ୍ଟ ଆପ ଦର୍ଶାଉଥିଲା ।
ୟୁପିଆଇ-ରୁପେ କାର୍ଡ ବ୍ୟବହାର ଉପରେ ଦେବାକୁ ହେବ ଚାର୍ଜ, ପୁଣି ଥରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ ସରକାର
ନୂଆଦିଲ୍ଳୀ : ବର୍ତ୍ତମାନ ଦେଶରେ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ (ଏମ୍‌ଡିଆର୍‌) ଲାଗୁ କରାଯାଉନାହିଁ। କିନ୍ତୁ ଏବେ ସରକାର ଏହି କାରବାର ଉପରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ।
ସରକାର ବଡ଼ ବ୍ୟବସାୟୀଙ୍କ ପାଇଁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଫି’ ପୁନଃ ଲାଗୁ କରିବାକୁ ବିଚାର କରୁଛନ୍ତି। ଏହି ଶୁଳ୍କ ସରକାର ୨୦୨୨ ମସିହାରେ ଛାଡ଼ କରିଦେଇଥିଲେ। କିନ୍ତୁ ଏବେ ଫିନଟେକ୍ କମ୍ପାନୀଗୁଡ଼ିକ କହୁଛନ୍ତି ଯେ ବଡ଼ ବ୍ୟବସାୟୀମାନେ ସେଠାରେ ମର୍ଚ୍ଚାଣ୍ଟ ଫି’ ଆଦାୟ କରିବାର କ୍ଷମତା ରଖିଛନ୍ତି। ତେଣୁ, ଏପରି ବ୍ୟବସାୟୀଙ୍କଠାରୁ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ମର୍ଚ୍ଚାଣ୍ଟ ରିଆତି ହାର ଆଦାୟ କରାଯିବା ଉଚିତ। ଏଠାରେ ସୂଚନାଯୋଗ୍ୟ ଯେ, ଏମ୍‌ଡିଆର୍‌ ଅର୍ଥ ହେଉଛି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍। ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ହେଉଛି ସେହି ଚାର୍ଜ ଯାହା ଦୋକାନୀମାନେ ପେମେଣ୍ଟ ପ୍ରକ୍ରିୟାକରଣ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକୁ ଦେଇଥାନ୍ତି। ଏହି ଫି’ ସରକାର ଛାଡ଼ କରିଥିଲେ କିନ୍ତୁ ଏବେ ଏହାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ବିଚାର କରାଯାଉଛି। ବ୍ୟାଙ୍କିଙ୍ଗ ଶିଳ୍ପ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ସେହି ପ୍ରସ୍ତାବରେ କୁହାଯାଇଛି ଯେ ଯେଉଁ ବ୍ୟବସାୀମାନଙ୍କ ବାର୍ଷିକ କାରବାର ୪୦ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କ ଉପରେ ଏମ୍‌ଡିଆର୍‌ ଲାଗୁ କରାଯିବା ଉଚିତ। ଛୋଟ ବ୍ୟବସାୟୀଙ୍କଠାରୁ ଏମ୍‌ଡିଆର୍‌ ନିଆଯିବନାହିଁ।
ବ୍ୟାଙ୍କିଙ୍ଗ ଶିଳ୍ପ ପକ୍ଷରୁ କୁହାଯାଇଛି ଯେ ଯଦି ବଡ଼ ବ୍ୟବସାୟୀମାନେ ଭିସା ଏବଂ ମାଷ୍ଟରକାର୍ଡ, ଡେବିଟ୍ କାର୍ଡ ଭଳି ସମସ୍ତ ପ୍ରକାରର ଅନ୍ୟାନ୍ୟ ପେମେଣ୍ଟ ଉପକରଣରେ ଏମ୍‌ଡିଆର୍‌ ଦେଉଛନ୍ତି, ତେବେ ସେମାନେ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ପାଇଁ କାହିଁକି ଦେୟ ଦେବେ ନାହିଁ। ୨୦୨୨ରେ ଏମ୍‌ଡିଆର୍‌ ହଟାଇବା ପୂର୍ବରୁ କାରବାର ପରିମାଣର ଗୋଟିଏ ପ୍ରତିଶତରୁ କମ୍ ବାଣିଜ୍ୟ ଶୁଳ୍କ ଭାବରେ ପ୍ରଦାନ କରାଯାଉଥିଲା। ଏହାପରେ ୟୁପିଆଇ ପେମେଣ୍ଟର ସବୁଠାରୁ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଫିନଟେକ୍ କମ୍ପାନୀଗୁଡ଼ିକ ଏମ୍‌ଡିଆର୍‌ପୁନଃ କାର୍ଯ୍ୟକାରୀ କରିବା ପାଇଁ ଓକିଲାତି କରୁଛନ୍ତି। କମ୍ପାନୀଗୁଡ଼ିକ କହିଛନ୍ତି ଯେ ବଡ଼ ବ୍ୟବସାୟୀମାନେ ସହଜରେ ଏକ ଛୋଟ ଆକାରର ଶୁଳ୍କ ଦେଇପାରିବେ। ଏମ୍‌ଡିଆର୍‌ ଫେରାଇ ଆଣିବା ସେମାନଙ୍କ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ନୂତନ ନିୟମ ଯୋଗୁଁ ଅନୁପାଳନର ମୂଲ୍ୟ ବୃଦ୍ଧି ପାଇଛି। ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ବିନା, ଏହି କ୍ଷେତ୍ରର ଅନେକ ବ୍ୟବସାୟ ଲାଭଜନକ ରହିବା ପାଇଁ ସଂଘର୍ଷ କରିବେ।
ଏନ୍‌ପିସିଆଇକୁ ଆରବିଆଇର ନିର୍ଦ୍ଦେଶ: ବଜାୟ ରହିବ ପେଟିଏମ୍‌ର ୟୁପିଆଇ ସେବା !
ନୂଆଦିଲ୍ଲୀ: ଶେଷରେ ପେଟିଏମ୍‌ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ପେଟିଏମ୍‌ର ୟୁପିଆଇ ସେବା ବଜାୟ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ନିର୍ଦ୍ଦେଶନାମା ଜାରି କରିଛି। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଘଟଣାକ୍ରମେ ଆଜି ପେଟିଏମର ମୂଳ କମ୍ପାନୀ ୱାନ୍‌୯୭ କମ୍ୟୁନିକେସନ୍ସ ପକ୍ଷରୁ  ଥାର୍ଡ ପାର୍ଟି ଆପ୍‌ ହେବାକୁ ଆର୍‌ବିଆଇକୁ ଅନୁରୋଧ କରାଯାଇଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ।
ପେଟିଏମ୍‌ର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।   ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛି। ଏହାସହ ଆରବିଆଇ ଏନ୍‌ପିସିଆଇକୁ ଜଣେ ପରାମର୍ଶଦାତା ନିଯୁକ୍ତ କରିବାକୁ କହିଛି। ଏନପିସିଆଇକୁ ଆରବିଆଇ ଜାରି କରିଥିବା ଏକ ମାର୍ଗଦର୍ଶିକାରେ  କହିଛି ଯେ, ପେଟିଏମ ଆପ୍‌ରେ ୟୁପିଆଇ ସେବା ଜାରି ରଖିବା ପାଇଁ ଏନପିସିଆଇ ଉଚ୍ଚ ନେଣଦେଣ କ୍ଷମତା ରଖୁଥିବା ୪-୫ ବ୍ୟାଙ୍କର ସୁବିଧା ଦେଉ। ଯଦି ଏ ନେଇ ଏନ୍‌ପିସିଆଇର ଅନୁମୋଦନ ପ୍ରଦାନ କରେ ତେବେ ପେଟିଏମ୍ ଆପ୍ ମାଧ୍ୟମରେ ୟୁପିଆଇ କାରବାର ଅକ୍ଷୁର୍ଣ୍ଣ ରହିବ। ସୂଚନାଯୋଗ୍ୟ ଯେ ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମାର୍ଚ୍ଚ ୧୫ରୁ ବନ୍ଦ ରହିବ। ଏପରି ପରିସ୍ଥିତିରେ, କୌଣସି ପ୍ରକାର ବିନା ପ୍ରତିବନ୍ଧକରେ ୟୁପିଆଇ ସେବା ବଜାୟ ରଖିବାକୁ ଆରବିଆଇ ଏନ୍‌ପିସିଆଇକୁ ନିର୍ଦ୍ଦେଶ ଦେଇଛି। କାରବାରକୁ ବଜାୟ ରଖିବା ପାଇଁ ପେଟିଏମକୁ ଏକ ତୃତୀୟ ପକ୍ଷ ଆବେଦନ ପ୍ରଦାନକାରୀ (ଟିପିଏପି) ହେବାକୁ ପଡିବ, ଯାହାର ସୁବିଧା ଏନ୍‌ପିସିଆଇ ଅନୁମୋଦିତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯିବ।
ଆର୍‌ବିଆଇ ଏହାର ନିର୍ଦ୍ଦେଶନାମାରେ କହିଛି ଯେ, ୱାନ୍‌୯୭ କମ୍ୟୁନିକେସନ୍ସ ଟିପିଏପିର ଷ୍ଟାଟସ୍‌ ଦେବ। ଅପରପକ୍ଷେ ପେଟିଏମ୍ କ୍ୟୁଆର୍‌ କୋଡ୍ ବ୍ୟବହାର କରୁଥିବା ବ୍ୟବସାୟୀମାନେ  ୱାନ୍‌୯୭ କମ୍ୟୁନିକେସନ୍ସ କିମ୍ବା ଅଧିକ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସ୍‌ପି) ବ୍ୟାଙ୍କ ସହ ସେଟେଲମେଣ୍ଟ ଆକାଉଣ୍ଟ ଖୋଲିପାରିବେ। ଆରବିଆଇ ଆହୁରିମଧ୍ୟ କହିଛି ଯେ ଉପରୋକ୍ତ ୟୁପିଆଇ ହ୍ୟାଣ୍ଡେଲର ସ୍ଥାନାନ୍ତରଣ କେବଳ ଏପରି ଗ୍ରାହକ ଏବଂ ବଣିକମାନଙ୍କ ପାଇଁ ପ୍ରଯୁଜ୍ୟ, ଯେଉଁମାନଙ୍କ ପାଖରେ ୟୁପିଆଇ ହ୍ୟାଣ୍ଡେଲ ‘@ ପେଟିଏମ୍’ ରହିଛି। ତେବେ ଅନ୍ୟମାନେ ଅର୍ଥାତ୍‌ ଯେଉଁମାନଙ୍କର ୟୁପିଆଇ ଆଇଡି ଅଛି କିମ୍ବା ‘‘@ପେଟିଏମ୍ ‘ ବ୍ୟତୀତ ଅନ୍ୟ କୌଣସି ହ୍ୟାଣ୍ଡେଲ ରହିଛି, ସୋମନଙ୍କ ପାଇଁ କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟ ଆବଶ୍ୟକ ନାହିଁ।  ଏହାର ଅର୍ଥ ହେଉଛି ଯେ ‘@ପେଟିଏମ୍’ ହ୍ୟାଣ୍ଡେଲକୁ ଅନ୍ୟ ବ୍ୟାଙ୍କକୁ କୌଣସି ଅସୁବିଧା ବିନା ସ୍ଥାନାନ୍ତର କରାଯାଇପାରିବ। ଏଥିପାଇଁ ଏନ୍‌ପିସିଆଇ ୪-୫ ବ୍ୟାଙ୍କର ପ୍ରମାଣପତ୍ର ଦେଇପାରେ।
ୟୁପିଆଇ ଜରିଆରେ ଡିଜିଟାଲ କରେନ୍ସି କାରବାର
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାକୁ ୟୁପିଆଇ ସହିତ ସଂଯୋଗ କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ମୁଦ୍ରା କାରବାର କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଇ-ରୁପି ବାଏ ଏସ୍ବିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏସ୍ବିଆଇ ପୂର୍ବରୁ ଦେଶର ୬ ଟି ବଡ ବ୍ୟାଙ୍କ ୟସ୍ ବ୍ୟାଙ୍କ, ଆକ୍ସିସ୍, ଏଚ୍‌ଡିଏଫ୍‌ସି, କାନାରା, କୋଟାକ୍ ମହିନ୍ଦ୍ରା ଏବଂ ବ୍ୟାଙ୍କ ଅଫ୍ ବରୋଦା ଏହି ସେବା କାର୍ଯ୍ୟକାରୀ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଇ-ରୁପୀ ବା ଡିଜିଟାଲ ମୁଦ୍ରା (ସିବିଡିସି) କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।
ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ସମୟରେ ଶ୍ରୀଲଙ୍କାରେ ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ବ୍ୟବହାର ପାଇଁ ନେଟୱାର୍କ ଟୁ ନେଟୱାର୍କ ଚୁକ୍ତି ସ୍ବାକ୍ଷର ହୋଇଛି। ୟୁପିଆଇ ଆପ୍‌ ଦ୍ବାରା ଡିଜିଟାଲ କାରବାର ପାଇଁ ଏନଆଇପିଏଲ ଏବଂ ଲଙ୍କାପେ ମଧ୍ୟରେ ଚୁକ୍ତି ହୋଇଛି। ଫ୍ରାନ୍ସ, ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସିଙ୍ଗାପୁର ପରେ ଏବେ ଶ୍ରୀଲଙ୍କାରେ ଭାରତୀୟ ୟୁପିଆଇ ବ୍ୟବହାର କରାଯିବ।
ସୂଚନାଯୋଗ୍ୟ ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ୟୁପିଆଇ ସେବାକୁ ସମ୍ପ୍ରସାରଣ କରିବା ପାଇଁ ଆମେରିକା, ୟୁରୋପ ଏବଂ ପଶ୍ଚିମ ଏସିଆ ଦେଶଙ୍କ ସହ ଆଲୋଚନା ଜାରି ରଖିଛି। ଦ୍ବିପାକ୍ଷିକ ବୈଠକ ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ। ମୋଦୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଆର୍ଥିକ କାରାବାରକୁ ଅଧିକ ବ୍ୟାପକ କରିବା ପାଇଁ ଚୁକ୍ତି ହୋଇଛି। ଏଥିରେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସାମୁଦ୍ରିକ, ଆକାଶମାର୍ଗ, ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଯୋଗାଯୋଗ ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ କାନ୍ଧରେ କାନ୍ଧ ମିଶାଇ ଶ୍ରୀଲଙ୍କା ସହ ଛିଡ଼ା ହୋଇଛି।
ଅନ୍ୟପକ୍ଷରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଦିଲ୍ଲୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ କଲମ୍ବୋ ପୋର୍ଟ ୱେଷ୍ଟ କଣ୍ଟେନର ଟର୍ମିନାଲ (ଡବ୍ଲ୍ୟୁସିଟି)ର ବିକାଶ ସହିତ ଅନ୍ୟ ବିକାଶ ପ୍ରକଳ୍ପ ଉପରେ ଚର୍ଚ୍ଚା ହୋଇଥିଲା। ଆଦାନୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଦାନୀ ଗ୍ରୁପର ‘ୱିଣ୍ଡ ପାୱାର ପ୍ରୋଜେକ୍ଟ’ ପାଇଁ ଶ୍ରୀଲଙ୍କାରେ ୩୬୨୫ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପକୁ ଫେବୃଆରୀରେ ମଞ୍ଜୁରି ମିଳିଥିଲା।
ରିଜର୍ଭ ବ୍ୟାଙ୍କ, ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବୁଝାମଣା: ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇହେବ ଟଙ୍କା
ଆବୁଧାବି: ସ୍ଥାନୀୟ କରେନ୍ସି(ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍‌(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାଏଦଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖଲିଦ ମହମ୍ମଦ ବାଲାମାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇପାରିବ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ଥନୈତିକ ସହଯୋଗକୁ ଆହୁରି ସୁଦୃଢ କରାଯାଇପାରିବ।
ଏଥିମଧ୍ୟରୁ ଗୋଟିଏ ବୁଝାମଣାପତ୍ର ଅନୁଯାୟୀ, ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିପାରିବେ। ଏହିକ୍ରମରେ ଉଭୟ ଦେଶ ମଧ୍ୟରେ ‘ଲୋକାଲ କରେନ୍ସି ସେଟଲମେଣ୍ଟ ସିଷ୍ଟମ୍‌(ଏଲସିଏସଏସ୍‌) କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଦିରହାମ(ଏଇଡି)ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ। ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ।ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।
ଏଥିପାଇଁ ଭାରତର ଫାଷ୍ଟ ପେମେଣ୍ଟ ସିଷ୍ଟମ ଭାବେ ପରିଚିତ ୟୁପିଆଇ ଏବଂ ୟୁଏଇର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଳାଟଫର୍ମ(ଆଇପିପି) ମଧ୍ୟରେ ଉତ୍ତମ ସମନ୍ବୟ ରଖି କାରବାର କରାଯାଇପାରିବ।ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୟୁଏଇ ଗସ୍ତର ମୁଖ୍ୟ ଲକ୍ଷ୍ୟ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବୁଝାମଣା ଲାଗି ଉଦ୍ଦିଷ୍ଟ ରହିଛି ବୋଲି ଜଣାପଡିଛି । ଏହି ସମୟରେ ଉଭୟ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ।
ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ନିକଟରେ ଏକ ସର୍କୁଲାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ରେ କାରବାର ହୋଇଥିବା ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପରେ ଚାର୍ଜ ଲାଗୁ କରିବାକୁ ଯାଉଛି। ଏହା ହେଲେ ଏପ୍ରିଲ୍ ପହିଲାରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହୋଇଯିବ। ତେବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏନ୍‌ପିସିଆଇ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ ଆକାଉଣ୍ଟ-ରୁ-ଆକାଉଣ୍ଟକୁ କାରବାର କରୁଥିବା ସାଧାରଣ ଗ୍ରାହକଙ୍କ ପାଇଁ ୟୁପିଆଇ ପେମେଣ୍ଟ ମାଗଣା ରହିବ। ଆହୁରିମଧ୍ୟ ସର୍କୁଲାରରେ ଏନ୍‌ପିସିଆଇ କହିଛି ଯେ, ୨୦୦୦ ଟଙ୍କାରୁ ଅଧିକ ପରିମାଣର ପ୍ରିପେଡ୍ ପେମେଣ୍ଟ ଉପକରଣ ବ୍ୟବହାର କରିବା କ୍ଷେତ୍ରରେ କାରବାର ମୂଲ୍ୟର ୧.୧ ପ୍ରତିଶତ ଫି ଦେବାକୁ ହେବ।
ଇଣ୍ଟରଚେଞ୍ଜ ବା ଅଦଳବଦଳ ଫି ସାଧାରଣତଃ କାର୍ଡ ପେମେଣ୍ଟ ସହିତ ଜଡିତ ଏବଂ କାରବାର ଗ୍ରହଣ, ପ୍ରକ୍ରିୟାକରଣ ଏବଂ ଅଧିକୃତ କରିବା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ବହନ କରିବାକୁ ଆଦାୟ କରାଯାଇଥାଏ। ତେବେ ଏହି ସର୍କୁଲାର ଆଧାରରେ ଗଣମାଧ୍ୟମ ରିପୋର୍ଟରେ ୟୁପିଆଇ ଉପରେ ଚାର୍ଜ ଆଦାୟ ଖବର ଆସିବା ପରେ ଏନ୍‌ପିସିଆଇ ଏହାର ସ୍ଥିତି ସ୍ପଷ୍ଟ କରିଛି। ଏନ୍‌ପିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ ୟୁପିଆଇ ଅଧୀନରେ ୯୯.୯% କାରବାର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି। ପ୍ରସ୍ତାବିତ ଶୁଳ୍କ ଦ୍ୱାରା ଏହିପରି କାରବାର ପ୍ରଭାବିତ ହେବ ନାହିଁ। ସାଧାରଣ ଗ୍ରାହକଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବନାହିଁ |
ପିପିଆଇ ଅଧୀନରେ ବ୍ୟବସାୟ କାରବାର ପାଇଁ ବ୍ୟବସାୟୀଙ୍କ ଉପରେ ୦.୫-୧.୧ ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇନ୍ଧନ ପାଇଁ ଇଣ୍ଟରଚେଞ୍ଜ ପ୍ରତିଶତ ୦.୫%, ଟେଲିକମ୍, ୟୁଟିଲିଟି/ଡାକଘର, ଶିକ୍ଷା, କୃଷି ପାଇଁ ୦.୭%, ସୁପରମାର୍କେଟ୍ ପାଇଁ ୦.୯ ପ୍ରତିଶତ ଏବଂ ମ୍ୟୁଚୁଆଲ୍ ଫଣ୍ଡ, ସରକାରୀ, ବୀମା ଏବଂ ରେଳ ପାଇଁ ୧ ପ୍ରତିଶତ ଚାର୍ଜ ଲାଗୁଥାଏ। ଏହି ଫି ଏପ୍ରିଲ ପହିଲାରୁ ଲାଗୁ ହେବ। ଏନ୍‌ପିସିଆଇର ସର୍କୁଲାରରେ କୁହାଯାଇଛି ଯେ, ଚଳିତବର୍ଷ ସେପ୍ଟେମ୍ବର ପରେ କିମ୍ବା ତା’ ପୂର୍ବରୁ ଏହି ଘୋଷିତ ମୂଲ୍ୟର ସମୀକ୍ଷା କରାଯିବ।
କେଉଁମାନେ ହେବେ ପ୍ରଭାବିତ
ଏନ୍‌ପିସିଆଇ ସର୍କୁଲାର ଅନୁଯାୟୀ, ଏପ୍ରିଲ୍ ପହିଲାଠାରୁ ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ମାଧ୍ୟମରେ ଆପଣ ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପଯୋଗ କରି ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ସେଥିପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ। ଯଦିଓ ଏହିପରି କାରବାର ବର୍ତ୍ତମାନ ୟୁପିଆଇ ଅଧୀନରେ ଥିବା ମୋଟ କାରବାରର ମାତ୍ର ୦.୧ ପ୍ରତିଶତ। ଏହା ସାଧାରଣ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ୟୁପିଆଇ ପେମେଣ୍ଟ ମାଗଣା ରହିବ ବୋଲି ସରକାର ଅନେକ ଥର ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ଡିଜିଟାଇଜେସନ୍‌ରେ ୟୁପିଆଇ ପେମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏପରି ପରିସ୍ଥିତିରେ, ୟୁପିଆଇ କାରବାର ଉପରେ ଫି’ ଆଦାୟ ହେତୁ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ।
ନୂଆଦିଲ୍ଲୀ: ଏଣିକି ଆଧାର ବ୍ୟବହାର କରି ଆପଣ ୟୁପିଆଇ କାରବାର କରିପାରିବେ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସେବା ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି କାରବାର କରିହେବ। ଏଥିରେ ଆଧାର ସାହାଯ୍ୟରେ ଓଟିପି ଭେରିଫାଇ ହୋଇ କାରବାର ସମ୍ପନ୍ନ ହେବ। ବର୍ତ୍ତମାନ ୟୁପିଆଇ ସର୍ଭିସ ପାଇଁ ୟୁଜରଙ୍କୁ ବାଧ୍ୟତାମୂଳକ ଭାବରେ ଏକ ବୈଧ ଡେବିଟ୍ କାର୍ଡ ନମ୍ବର ଦେବାକୁ ପଡ଼ିଥାଏ। ଓଟିପି ଭେରିଫାଇ ପାଇଁ ଡେବିଟ୍ କାର୍ଡ ଆବଶ୍ୟକ ହୋଇଥାଏ। ପୁଣି ଏହାଦ୍ବାରା ୟୁପିଆଇ ଆପ୍ଲିକେସନ ଆରମ୍ଭ ହୋଇଥାଏ। କିନ୍ତୁ ଫୋନ୍ ପେ ଆଧାର ଦ୍ବାରା ୟୁପିଆଇ କାରବାର ଆରମ୍ଭ କରିବାର ସୁବିଧା ଦେଉଛି। କାରଣ ଗୋଟିଏ ଆଧାରରେ ଅନେକ ବ୍ୟାଙ୍କ ଯୋଡ଼ି ହୋଇଥାଏ ଯାହାର ଫାଇଦା ୟୁପିଆଇରେ ମିଳିଥାଏ।
ଏ ସମ୍ପର୍କରେ ଫୋନ୍ ପେ ପକ୍ଷରୁ କୁହାଯାଇଛି ଯେ ଆଧାର କାର୍ଡ ଅଥଣ୍ଟିକେସନ ଦ୍ବାରା ଡେବିଟ୍ କାର୍ଡର ବାଧ୍ୟତା ଶେଷ ହୋଇଥାଏ। ଏଥିରେ କେବଳ ୟୁପିଆଇ ସହ ଆଧାର ନମ୍ବର ଯୋଡ଼ିବାକୁ ପଡ଼ିଥାଏ। ଏହାର ଫାଇଦା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାଇପାରିବେ, ଯେଉଁଠାରେ ବ୍ୟାଙ୍କ ଶାଖା ଖୁବ୍‌ କମ୍ ରହିଥାଏ ବା ଦୂରରେ ରହିଥାଏ। ଏଭଳି ଲୋକ ଆଧାର ସହ ଡିଜିଟାଲ କାରବାରର ଲାଭ ଉଠାଇପାରିବେ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୟୁଜରଙ୍କୁ ୟୁପିଆଇ ଆପ୍‌ରେ ନିଜର ଆଧାର ନମ୍ବର ଦେବାକୁ ହେବ। ଏହାପରେ ୟୁପିଆଇ ତରଫରୁ ଫୋନ୍‌ରେ ଏକ ଓଟିପି ମିଳିବ। ଆଧାର ସହ ସଂଯୋଗ ଥିବା ବ୍ୟାଙ୍କରୁ ମଧ୍ୟ ଓଟିପି ଆସିବ ଯାହାକୁ ଭେରିଫିକେସନ ଦେବାକୁ ହେବ। ଭେରିଫିକେସନ ହେବା ପରେ ଫୋନ ପେ’ ରେ ପେମେଣ୍ଟ ସେବା ଆରମ୍ଭ ହୋଇଯିବ। ତେବେ ଏକଥାର ଧ୍ୟାନ ରଖିବାକୁ ହେବ ଯେ ଆଧାର ସହ ୟୁପିଆଇ ଚଳାଇବା ପାଇଁ ୟୁଜରଙ୍କ ମୋବାଇଲ ନମ୍ବର ତାଙ୍କ ଆଧାର ସହ ଲିଙ୍କ୍ ହୋଇଥିବା ଦରକାର। ଏହ ସହ ବ୍ୟାଙ୍କ ଖାତା ସହ ମଧ୍ୟ ଆଧାର ଲିଙ୍କ୍ ହୋଇଥିବା ଦରକାର।
ଭାରତର ୟୁପିଆଇ ପ୍ଲାଟଫର୍ମ ଉପଯୋଗ କରିବାରେ ନେପାଳ ପ୍ରଥମ ରାଷ୍ଟ୍ର
ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଡିଜିଟାଲ କାରବାର ବୃଦ୍ଧି ପାଇ ଚାଲିଥିବା ବେଳେ ଭାରତରେ ଖୁବ୍‌ କମ୍‌ ସମୟ ଅନ୍ତରରେ ଡିଜିଟାଲ କାରବାର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଏହିକ୍ରମରେ ପଡ଼ୋଶୀ ରାଷ୍ଟ୍ର ନେପାଳ ଭାରତର ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌) ପ୍ଲାଟଫର୍ମ ଉପରେ ଭରସା କରିଛି। ନେପାଳ ଏହି ପ୍ଲାଟଫର୍ମକୁ ଉପଯୋଗ କରି ନିଜ ଦେଶରେ ଡିଜିଟାଲ କାରବାର କରିବାକୁ ବଢାଇବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏକ୍ଷେତ୍ରରେ ନେପାଳ ପ୍ରଥମ ରାଷ୍ଟ୍ର ହେବ ବୋଲି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ପକ୍ଷରୁ କୁହାଯାଇଛି। ଏନପିସିଆଇ ଗେଟୱେ ପେମେଣ୍ଟସ ସର୍ଭିସ(ଜିପିଏସ୍‌) ଏବଂ ମନମ ଇନଫୋଟେକ୍‌ ସହ ମିଳିତ ଭାବେ ଡିଜିଟାଲ ସେବା ନେପାଳରେ ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଜିପିଏସ ସଂସ୍ଥା ନେପାଳର ସ୍ବୀକୃତିପ୍ରାପ୍ତ ପେମେଣ୍ଟ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ମନମ ଇନଫୋଟେକ୍‌ କମ୍ପାନୀ ଦ୍ବାରା ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ନେପାଳରେ ୟୁପିଆଇ କାର୍ଯ୍ୟକାରୀ ହେଲେ ସେଠାରେ ଲୋକମାନଙ୍କୁ ଭାରତ ଭଳି ଡିଜିଟାଲ କାରବାର କ୍ଷେତ୍ରରେ ଯଥେଷ୍ଟ ସୁବିଧା ଉପଲବ୍ଧ ହେବ। ୨୦୨୧ ଶେଷ ସୁଦ୍ଧା ୟୁପିଆଇ ବ୍ୟବସ୍ଥା ମାଧ୍ୟମରେ ମୋଟ ୩୯୦୦ କୋଟି ସଂଖ୍ୟକ ଏବଂ ୯୪୦ ବିଲିୟନ ଡଲାର ମୂଲ୍ୟର କାରବାର କରାଯାଇଥିବା ବେଳେ ଏହି ପରିମାଣ ଭାରତର ମୋଟ ଜିଡିପିର ୩୧ ପ୍ରତିଶତ ବୋଲି କୁହାଯାଇଛି।
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ଏବେ ଏକ ସୁବିଧାଜନକ ମାଧ୍ୟମ। ଏହା ଜରିଆରେ ୟୁଜର୍ସ ଯେକୌଣସି ସ୍ଥାନରେ ପାଖରେ ଟଙ୍କା ନ ଥିଲେ ବି ଟଙ୍କା ପୈଠ କରିପାରୁଛନ୍ତି। ୟୁପିଆଇ ପେମେଣ୍ଟ କରିବାକୁ ହେଲେ ଫୋନ୍‌ରେ ଇଣ୍ଟରନେଟ୍ ସଂଯୋଗ ଥିବା ଜରୁରୀ। ଅନେକ ସମୟରେ ଇଣ୍ଟରନେଟ ସଂଯୋଗ ନ ଥିଲେ କିମ୍ବା ମନ୍ଥର ଥିଲେ ଅନ୍‌ଲାଇନ୍ ପେମେଣ୍ଟ କରିବା ମୁସ୍କିଲ ହୋଇଯାଏ। ଯଦି କୌଣସି ସମୟରେ ଆପଣ ଏମିତି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କୁ କିଛି ଖାସ୍ ଟ୍ରିକ୍ ଜାଣିବାକୁ ହେବ। ଏହି ଟ୍ରିକ୍ ଜରିଆରେ ଫୋନ୍‌ରେ ଇଣ୍ଟରନେଟ୍ ସଂଯୋଗ ନ ଥିଲେ ମଧ୍ୟ ଆପଣ ୟୁପିଆଇ ପେମେଣ୍ଟ କରିପାରିବେ ।
*୯୯# ସର୍ଭିସ୍ ମାଧ୍ୟମରେ ୟୁପିଆଇ ପେମେଣ୍ଟ
ୟୁପିଆଇ ପେମେଣ୍ଟ କରିବାକୁ ହେଲେ ସବୁଠୁ ଜରୁରୀ ଆପଣଙ୍କ ବ୍ୟାଙ୍କ ରେ ପଞ୍ଜୀକୃତ ଏବଂ ୟୁପିଆଇ ସହ ଲିଙ୍କ୍ ହୋଇଥିବା ଫୋନ୍ ନମ୍ବର ଦରକାର । ଏହାପରେ ଆପଣଙ୍କ ଫୋନ୍‌ରେ *୯୯# ସର୍ଭିସ୍ ଆକ୍ଟିଭ୍ ଅଛି କି ନାହିଁ ଯାଞ୍ଚ କରିନିଅନ୍ତୁ। *୯୯# ଡାଏଲର କୋଡ୍ ଭାରତରେ ସମସ୍ତ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହାର ଅର୍ଥ ଆପଣ ୟୁପିଆଇ ଇକୋସିଷ୍ଟମର ଏକ ଅଂଶ ।
ଆସନ୍ତୁ ଜାଣିବା ବିନା ଇଣ୍ଟରନେଟ୍‌ରେ କିଭଳି କରିବେ ପେମେଣ୍ଟ -:
ସର୍ବପ୍ରଥମେ ଫୋନ୍‌ରେ *୯୯# ଡାଏଲ କରନ୍ତୁ ।
ଏହାପରେ ଆପଣଙ୍କୁ ଅନେକ ମେନ୍ୟୁ ଦେଖାଯିବ । ଏଥିରେ ଆପଣ ପ୍ରଥମ ମେନ୍ୟୁ (ସେଣ୍ଟ ମନି) ଉପରେ କ୍ଲିକ୍ କରନ୍ତୁ ।
ଯାହାଙ୍କୁ ଟଙ୍କା ପଠାଇବେ ତାଙ୍କର ସବିଶେଷ ତଥ୍ୟ ଦିଅନ୍ତୁ ।
ୟୁପିଆଇ ଆକାଉଣ୍ଟ ସହ ଲିଙ୍କ୍ ନମ୍ବର ଦିଅନ୍ତୁ ।
କେତେ ଟଙ୍କା ପଠାଇବେ ଟାଇପ୍ କରନ୍ତୁ। ପରେ ସେଣ୍ଟ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଟ୍ରାଞ୍ଜାକ୍ସନ ପୁରା କରିବାକୁ ଆପଣଙ୍କୁ ୟୁପିଆଇ ପିନ୍ ଦେବାକୁ ହେବ।