Panjab CM - The Sakala

ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ !
ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ନେଇ ଚାଲିଥିବା  ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୁଖଜିନ୍ଦର ସିଂ ରାନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସମସ୍ତଙ୍କ ମନରେ ସସ୍‌ପେନ୍ସ ଥିଲା । ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ସୁପାରିଶ୍‌ କରିଛି।

ଜଣେ ଦକ୍ଷ ରାଜନୀତିଜ୍ଞ ଓ ସର୍ବଗ୍ରହଣୀୟ ନେତା ଭାବେ ସୁଖଜିନ୍ଦର ହାଇକମାଣ୍ଡଙ୍କ ଆସ୍ଥାଭାଜନ ହୋଇପାରନ୍ତି । ସେ ଡେରା ବାବା ନାନକ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଜେଲ୍ ଓ ସମବାୟ ବିଭାଗ ମନ୍ତ୍ରୀ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ସେ ଜଣାଶୁଣା । ସେ ୧୯୫୯ ଏପ୍ରିଲ ୨୫ରେ ଡେରାବ ବାବା ନାନକ ଅନ୍ତର୍ଗତ ଧାରୋଓ୍ୱାଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନ୍ତୋକ ସିଂ ରାଜ୍ୟ ପିସିସିର ଦୁଇ ଦୁଇ ଥର ସଦସ୍ୟ ଥିଲେ । ୨୦୦୨ରେ ରାନ୍ଧୱା ଫତେଗଡ ଚୁରିଆନରୁ ବିଜୟୀ ହୋଇଥିଲେ । ୨୦୧୨ରେ ସେ ଡେରା ବାବା ନାନକ ଆସନରୁ ବିଜୟୀ ହୋଇଥିଲେ । ବିଧାୟକ ଦଳ ବୈଠକରେ ତାଙ୍କ ନାଁ ସୁପାରିସ କରାଯାଇଥିବା ସୂଚନା ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂହ
ଚଣ୍ଡିଗଡ଼: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା । ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଅମରିନ୍ଦର ସିଂହ । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି । ସିଦ୍ଧୁଙ୍କ ସହ କ୍ୟାପଟେନଙ୍କର ଦୀର୍ଘ ଦିନ ଧରି ବିବାଦ ରହିଥିଲା ।

ଇସ୍ତଫା ପରେ ଅମରିନ୍ଦର ସିଂ ଗଣମାଧ୍ୟମକୁ କହିଛନ୍ତି କି ““ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକ ଦଳ ବୈଠକ ବସୁଛି। ବିଧାୟକ ଦଳ ବୈଠକ କରି ମନଇଚ୍ଛା ନିଷ୍ପତ୍ତି ନିଆଯାଉଛି। ଏସବୁରେ ମୁଁ ଅପମାନିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି।

ତେବେ କ୍ୟାପଟେନ ଅମରିନ୍ଦର ସିଂ ଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ସେ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ଏହା ମଧ୍ୟରେ ଆଜି ପଞ୍ଜାବରେ କଂଗ୍ରେସ ବିଧାୟକ ଦଳର ବୈଠକ ମଧ୍ୟ ବସୁଛି । ଯେଉଁଥିରେ ପ୍ରଭାରୀ ହରିଶ ରାୱତଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ମଧ୍ୟ ସାମିଲ ହେବେ । କୁହାଯାଉଛି ଏହି ବୈଠକରେ ଦଳର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।