Patia - The Sakala

ରାଜଧାନୀରେ ଚାଞ୍ଚଲ୍ୟ: ପଟିଆ ରେଲୱେ ଷ୍ଟେସନ ଠାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବର ପଟିଆ ଷ୍ଟେସନ ଠାରେ ୨ ନାବାଳିକା ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ। ୨ ଦୁର୍ବୃତ୍ତଙ୍କ ଦ୍ବାରା ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ୨ ନାବାଳିକାକୁ ବାନ୍ଧି ସାରାରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାଇଲଡଲାଇନ ଓ  ଇନୋଫସିଟି ଥାନା ପୁଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପୀଡିତା ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ ବୋଲି ଜଣାପଡ଼ିଛି। ପରିବାର ସହ ପଟିଆ ଷ୍ଟେସନ ନିକଟରେ ରହୁଥିଲେ ପୀଡିତା । ଘରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ମାମଲା ରଫାଦପା କରିବାକୁ ଅଭିଯୁକ୍ତକ ପରିବାର ପୀଡିତାଙ୍କ ପିରବାରଙ୍କୁ ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ ହେଇଛି। ଏ ନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ମାଆ ।

କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ପ୍ରକାଶ ବଳ ବୋଲି ସୂଚନା ମିଳିଛି । ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାଯାଇଛି। ପ୍ରକାଶ ଉକ୍ତ ମଣ୍ଡପର ଜଣେ କର୍ମଚାରୀ ଥିଲେ। ସେ ପ୍ରାୟ ୫ ବର୍ଷ ହେବ ଏହି ମଣ୍ଡପରେ କାମ କରିଆସୁଥିଲେ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସନ୍ଦେହ ଘନୀଭୂତ ହୋଇଛି । ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ସେପଟେ ମୃତ ପ୍ରକାଶ ବଳଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ତାଙ୍କ ମା ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ଇନନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି ।