Train Derailed - The Sakala

ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି
ଯାଜପୁର: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ଟ୍ରାକ୍‌ରୁ ୩ଟି ବଗି ଖସି ପଡ଼ିଛି । ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଟ୍ରାକ୍‌ରୁ ଖସିଛି। ଉଦ୍ଧାର ପାଇଁ ଭଦ୍ରକରୁ ଯାଇଛି ଗୋଟିଏ ରେସକ୍ୟୁ ଟିମ୍ । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଟ୍ରେନ୍‌ ଦୁର୍ଘଟଣା ଲାଗି ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଜମ୍ମୁ ତୱି ଏକ୍ସପ୍ରେସ ଲାଇନଚ୍ୟୁତ
ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁ ତୱି ଏକ୍ସପ୍ରେସ  ଲାଇନଚ୍ୟୁତ । ସମ୍ବଲପୁର ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଜମ୍ମୁ ତୱି ଏକ୍ସପ୍ରେସର ପେଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ଗାଡିଟି ଖାଲି ଥିବାରୁ କାହାରି କୌଣସି କ୍ଷତି ହୋଇନାହି । ଘଟଣା ସ୍ଥଳରେ ସମ୍ବଲପୁର ରେଳ ବିଭାଗ କମଚାରୀ ପହ| ଟ୍ରାକ ମରାମତି କରି ରେଳ ଚଳାଚଳ ସ୍ବଭାବିକ କରିଛନ୍ତି ।

ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକରୁ ଖସିଛି ୪ଟି ବଗି
କୋରାପୁଟ: ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ । ଜୟପୁର ଷ୍ଟେସନ ଠାରୁ ୨ କିଲୋମିଟର ଦୂର ଛତ୍ରିପୁଟ ନିକଟରେ ଏହି ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରାକରୁ ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା ବୋଲି ଜଣାପଡିଛି |

ଅନୁଗୁଳ ଓ ତାଳଚେର ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍‌, ୧୨ ଟ୍ରେନ ବାତିଲ
ଅନୁଗୁଳ: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନ୍ । ଅନୁଗୁଳ-ତାଳଚେର ରୋଡ୍‌ ଷ୍ଟେସନ ମଧ୍ୟରେ ଗତ ରାତି ପ୍ରାୟ ୨ଟା ୫୦ରେ ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଫଳରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ ଅଧିକ ବଗି ଟ୍ରାକ୍ରୁ ଖସି ଯାଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଟ୍ରେନର ବଗି ଗୁଡ଼ିକ ଟ୍ରକ୍ ଉପରେ ପଡିଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଳୱେର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି ଏବଂ ଏହି ରୁଟ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ପାଇଁ ମରାମତି କାର୍ଯ୍ୟ ଜାରି ରହିଛି।