Building Collapsed - The Sakala

ହିମାଚଳପ୍ରଦେଶରେ ଭୂସ୍ଖଳନ, ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା
ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ।

ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପର୍ବତର ଫାଟ ଯୋଗୁଁ ଉପତ୍ୟକାର କୋଠାଗୁଡିକ କିପରି ତାସ ଘର ଭଳି ଭୁଶୁଡି ପଡୁଛି ତାହା ଦେଖାଯାଉଛି। ଭୂସ୍ଖଳନ ଭିଡ଼ିଓରେ ଅନେକ ବହୁ ମହଲା କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଗୁରୁବାରଠାରୁ ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହେଉଛି। ଜିଲାରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। କୁଲୁର ବରିଷ୍ଠ ପୋଲିସ ଅଧିକାରୀ ସାକ୍ଷୀ ବର୍ମା କହିଛନ୍ତି କୁଲୁ ଏବଂ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତା ନଷ୍ଟ ହୋଇଯାଇଛି। ପାଣ୍ଡୋହ ଦେଇ ଏକ ବିକଳ୍ପ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରାଫିକ ଚଳାଚଳ ବର୍ତ୍ତମାନ ସ୍ଥଗିତ ରହିଛି।

ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା, ବହୁ ଲୋକ ଫସିରହିଥିବା ଆଶଙ୍କା
ଦିଲ୍ଲୀ: ନୂଆଦିଲ୍ଲୀର ସବ୍‌ଜି ମଣ୍ଡି ଅଞ୍ଚଳରେ ଭୁଶୁଡ଼ିଲା ୪ ମହଲା ବିଶିଷ୍ଟ କୋଠା । ଅନେକ ଲୋକେ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ନର୍ଥ ଦିଲ୍ଲୀ ସ୍ଥିତ ପରିବା ମଣ୍ଡିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଦିଲ୍ଲୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି। କୋଠା ତଳେ କାମ ଚାଲୁଥିବାରୁ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି, ସ୍ଥିତି ଉପରେ ପୂରା ନଜର ରଖିଛି ବୋଲି ଟୁଇଟ୍‌ କରି କହିଛନ୍ତି କେଜ୍ରିୱାଲ । ପ୍ରବଳ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି।

#UPDATE | A total of 3 persons including 2 children have been rescued till now from under the debris after a four-storey building collapsed in Delhi’s Sabzi Mandi area: Fire Department, Delhi.

Rescue operation underway pic.twitter.com/BsSgtAq7k8

— ANI (@ANI) September 13, 2021