RedLadyfinger - The Sakala

ଭେଣ୍ଡିର ଦାମ୍‌ କିଲୋ ପିଛା ୮୦୦
ସାଧାରଣତଃ ଭେଣ୍ଡି କିଲୋ ୨୦ଟଙ୍କାରୁ ୬୦ ଟଙ୍କା ଭିତରେ ହୋଇଥାଏ। କିନ୍ତୁ ମଧ୍ୟପ୍ରଦେଶରେ ଏଭଳି ଭେଣ୍ଡି ମିଳୁଛି ଯାହାର ଦାମ୍ ସମସ୍ତଙ୍କୁ ଚକିତ କରିଦେଇଛି। ଏଠାରେ ଭେଣ୍ଡି କିଲୋ ୮୦୦ ଟଙ୍କାରେ ବିକ୍ରି ସା କରାଯାଉଛି। ଏହି ଭେଣ୍ଡିର ରଙ୍ଗ ପୂରା ଲାଲ୍। ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାର କୃଷକ ମିଶ୍ରିଲାଲ ରାଜପୁତ ଲାଲ ରଙ୍ଗର ଭେଣ୍ଡି ଚାଷ କରିଛନ୍ତି। ଯାହାର ଦାମ୍ କିଲୋ ପିଛା ୮୦୦ ଟଙ୍କା ରହିଛି। ତେବେ ଏଠାରେ ପ୍ରଶ୍ନ ଉଠେ। ଏହି ଭେଣ୍ଡିର ଦାମ୍ କାହିଁକି ଏତେ ଅଧିକ? ଏହାର ବିଶେଷତ୍ଵ କ’ଣ? ସାଧାରଣତଃ ଭେଣ୍ଡିର ରଙ୍ଗ ସବୁଜ ହୋଇଥିବା ବେଳେ ଏହା ଲାଲ୍ ରଙ୍ଗର ଅଟେ। ହୃଦ୍‌ରୋଗୀ ରକ୍ତଚାପ, ମଧୁମେହ ରୋଗୀଙ୍କ ପାଇଁ ଲାଲ୍ ରଙ୍ଗର ଭେଣ୍ଡି ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି।

ସେଥିପାଇଁ ଏହି ଭେଣ୍ଡିର ଦାମ ଏତେ ଅଧିକା। ଏହି ଲାଲ୍ ଭେଣ୍ଡି ଚାଷକୁ ନେଇ ମିଶ୍ରିଲାଲ ରାଜପୁତ୍ କୁହନ୍ତି,  ମୁଁ ବାରାଣସୀର କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଏହି ଭେଣ୍ଡି ମଞ୍ଜିରୁ ୧କେଜି କିଣିଥିଲି। ଜୁଲାଇର ପ୍ରଥମ ସପ୍ତାହରେ ମୁଁ ଏହାକୁ ବୁଣିଥିଲି। ୪୦ ଦିନ ପରେ ଭେଣ୍ଡି ଫଳିଥନ୍ତା। ମୁଁ ଏହି ଭେଣ୍ଡରେ କୌଣସି କୀଟନାଶକ ମଧ୍ୟ ପ୍ରୟୋଗ କରିନଥିଲି । ସେ ଏହା ମଧ୍ୟ କହିଛନ୍ତି ଯେ ଏକରେ ଜମିରେ ଏହି ଭେଣ୍ଡି ପ୍ରାୟ ୪୦-୮୦ କ୍ରିଣ୍ଟାଲ ଉତ୍ପାଦନ କରାଯାଇ ପାରିବ ।