Digapahandi - The Sakala

କଲେଜ ସମ୍ମୁଖରେ +୨ ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁଇ ଯୁବକ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି କଲେଜ୍ ସମ୍ମୁଖରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଛି ବାହାର ଯୁବକ ଆକ୍ରମଣ କରିଥିବା ଜଣା ପଡିଛି l ସ୍ଥାନୀୟ ଲୋକେ ଓ ସହପାଠୀ ଛାତ୍ରଛାତ୍ରୀମାନେ ଆହତ ହୋଇଥିବା ଛାତ୍ରୀକୁ ପୋଡ଼ାମାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି  l ଖବର ପାଇ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ +୨ ଛାତ୍ରୀଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ
ଦିଗପହଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଛଣାମେରି ପଂଚାୟତ ପେଣ୍ଡୁରାଖାଳି ଗ୍ରାମରେ ଘଟିଛି ଏହି ଘଟଣା । ପେଣ୍ଡୁରାଖାଳି ଗାଁରେ ଆକ୍ରମଣ କରି ୨ ଦୁବୃର୍ତ୍ତ ଫେରାର୍ ହୋଇଯାଇଥିବା ସୂଚନା । ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ଘରେ ପଶି ଖଣ୍ଡା ଓ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟାଙ୍ଗିଆ ଚୋଟାରେ ସିମାଞ୍ଚଳ ଗୌଡ଼ ଓ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଚଳାଇଛି । ସ୍ୱାସ୍ତ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସ୍କୁଲରେ ପହଁଚିବା ପୂର୍ବରୁ ହଠାତ୍ ଟଳିପଡିଲେ ସପ୍ତମ ଶ୍ରେଣୀ ଛାତ୍ର, କାରଣ ଅସ୍ପଷ୍ଟ
ବ୍ରହ୍ମପୁର: ସ୍କୁଲରେ ପହଁଚିବା ପୂର୍ବରୁ ଟଳି ପଡିଲେ ସପ୍ତମ ଶ୍ରେଣୀ ଛାତ୍ର । ରାସ୍ତା ଉପରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଲେ ସ୍ଥାନୀୟ ଲୋକେ ଏବଂ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣା ପଡିଛି। ପୂର୍ବରୁ ଦେହ ଅସୁସ୍ଥ ହୋଇ ଥିବା ବେଳେ କିଭଳି ଛାତ୍ର ଜଣଙ୍କ ପଡି ଯିବାରୁ ମୃତ୍ୟୁ ହେଲା ତାହା କାରଣ ଅସ୍ପଷ୍ଟ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠରେ । ସେହି ଗାଁରେ ଥିବା ରାଧାମୋହନ ବିଦ୍ୟାପୀଠର ସପ୍ତମ ଶ୍ରେଣୀ ଛାତ୍ର ଆକାଶ ଗଉଡ଼ ଆଜି ସକାଳୁଆ ସ୍କୁଲ ହୋଇଥିବାରୁ ସ୍କୁଲ ଯିବାକୁ ବାହାରିଥିଲେ। ଯିବା ସମୟରେ ଅଧା ବାଟରେ ହଠାତ୍ ରାସ୍ତାରେ ଝୁଣ୍ଟି ପଡ଼ିଲେ । ଏହାପରେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କରୁ ମୃତ ଘୋଷଣା କରିଥିଲେ । ଆକାଶର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ।

ପଞ୍ଚୁକ ବୁଡ଼ ପକାଇବାକୁ ଯାଇ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ମହିଳା ମୃତ
ଦିଗପହଣ୍ଡି: ପଞ୍ଚୁକ ବୁଡ଼ ପାଇଁ ନଦକୁ ଯାଇଥିବା ବେଳେ ଅଘଟଣ। ବୁଡ଼ ପକାଇବାବେଳେ ନଦୀରେ ଭାସିଯାଇ ଦୁଇଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତକ ମହିଳା ଦୁଇଜଣ ହେଲେ ସବିତା ଗୌଡ଼ ଏବଂ ଲଳିତ ପାଢ଼ୀ । ଦିଗପହଣ୍ଡି ଖମାରିଗାଁ ପଞ୍ଚାୟତ ସେବକ ଟିକରପଡା ଘୋଡ଼ାହାଡ଼ ନଦୀରେ ବୁଡ଼ ପକାଉଥିବା ବେଳେ ଭାସି ଯାଇଥିଲେ ମହିଳା । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତକଙ୍କ ମୃତଦେହକୁ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାତି ତିନିଟାରେ ବୁଡ଼ ପାଇଁ ୪୦ଜଣ ମହିଳା ନଦୀକୁ ଯାଇଥିବା ବେଳେ ନଦୀ ଗଣ୍ଡରେ ଭାସି ଯାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଟିକରପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ନକଲି ଡାକ୍ତର ଗିରଫ, ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା
ଦିଗପହଣ୍ଡି: ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରି ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍‌‌ ପଣ୍ଡା। ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।

ଅଭିଯୁକ୍ତ ଶୁଭ୍ରଜିତ ଯୁକ୍ତ ୨ ପାଠ ପଢ଼଼ିଛନ୍ତି। ଗତ ୬ ବର୍ଷ ହେଲା ନିଜକୁ ଡାକ୍ତର ପରିଚୟ ଦେଇ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକରେ ରୋଗୀ ଚିକିତ୍ସା କରି ଆସୁଥିଲେ। ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍‌‌ରେ ଭର୍ତ୍ତି କରିଥିଲେ। ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌‌ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ନକଲି ଡାକ୍ତରଙ୍କ ନିକଟରୁ ବିଭିନ୍ନ ମେଡିକାଲ କଲେଜର ନକଲି ସାର୍ଟିଫିକେଟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେ ରହୁଥିବା ଘର ସମେତ କ୍ଲିନିକରେ ପୁଲିସ ଚଢ଼ଉ କରିବା ସହ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡ ଗ୍ରାମର ଘରେ ମଧ୍ୟ ଚଢ଼ଉ କରିଛି।

ନିଜକୁ ଦିଲ୍ଲୀ AIIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ପୂର୍ବରୁ 2020 ମସିହାରେ WHOର ସଦସ୍ୟ କହିବାରୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା । ଗୋଟିଏ ରୋଗୀକୁ ପାଞ୍ଚ ମିନିଟ୍‌ ଦେଖିବା ପାଇଁ 300 ଟଙ୍କା ଫିସ୍‌ ବି ନେଉଥିଲେ ।

ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ
ଦିଗପହଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର କାନ୍ହୁ ଚରଣ ପଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। କାନ୍ହୁ ଚରଣଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ ଚଢ଼ାଉ କରୁଛନ୍ତି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ କରିଛି ଚଢ଼ାଉ । ଗାଡ଼ିରେ ନଗଦ ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ଟଙ୍କା ଜବତ ହୋଇଥିବା ସୂଚନା । ତେବେ ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ ତଦନ୍ତ କରିଛନ୍ତି । ତେବେ ଆଜି ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ୭ ଲାଇନରେ ଚଢ଼ାଉ ପକ୍ରିୟା ଜାରି ରହିଥିବା ଜଣାପଡିଛି । ତେବେ ଟଙ୍କା କୋଉଠୁ ଆଣିଲେ ତାହା ପଚରାଉଚରା ସହ ସ୍ଥାବର ଅସ୍ତ।ବର ସମ୍ପତିର ଚାଲିଛି ତଦନ୍ତ ।

ଦିଗପହଣ୍ଡିରେ ଡବଲ ମର୍ଡର; ଦୁଇ ବିଜେଡି ନେତାଙ୍କୁ ହତ୍ୟା !
ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ଚଷାନିମଖଣ୍ଡି ଗାଁରେ ଦୁଇ ବିଜେଡି ନେତାଙ୍କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ । କାରଣ ଅସ୍ପଷ୍ଟ, ହତ୍ୟାକାରୀକୁ ଖୋଜୁଛି ପୋଲିସ । ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଉଭୟ। ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ତେବେ କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଥିଲେ ।

ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି
ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଶୁକ୍ରବାର ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ କିଛି ଦିନ ହେଲା ବଚସା ଲାଗି ରହିଥିଲା । ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାସ୍ଥଳରେ ପୋଲସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।