Maa Samaleswari - The Sakala
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମା’ ସମଲେଇ
ସମ୍ବଲପୁର: ଆସନ୍ତା ୨୧ତାରିଖ‌ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ପାଇଁ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ଧବଳମୁଖୀ ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଅର୍ଜନ କରିବା ସହ ଗଙ୍ଗା ଦର୍ଶନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର ମହାଳୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କର ମିଳିତ ନିଷ୍ପତ୍ତିକ୍ରମେ ଚଳିତବର୍ଷର ଦର୍ଶନ ସମୟ ନିର୍ଘଣ୍ଟ ହୋଇଛି। ୨୧ତାରିଖ ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତି ହୋଇ ଭୋର୍‌ ୫ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପୂର୍ବାହ୍ଣ ୧୧ଟା ୪୫ ମିନିଟରୁ ଅପରାହ୍ଣ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅନ୍ନଭୋଗ ଲାଗିବ ଓ ଦର୍ଶନ ବନ୍ଦ ରହିବ। ପରେ ସନ୍ଧ୍ୟା ମହାଆଳତି ପାଇଁ ଦର୍ଶନ ରାତି ୭ଟା ୪୫ ମିନିଟରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ଏବଂ ପରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ହେବ ବୋଲି ଶ୍ରୀଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି। ମହାଳୟା, ୨୧ତାରିଖ ରବିବାରଠାରୁ ଆରମ୍ଭ କରି ୨୩ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ।
ଆସନ୍ତାକାଲି ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ଵରୀ
ସମ୍ବଲପୁର: ପବିତ୍ର ମହାଳୟା ପାଇଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜାରି ହେଲା ଗାଇଡଲାଇନ। ଆସନ୍ତାକାଲି ପବିତ୍ର ମହାଳୟାରେ ସକାଳ ୫ଟା ପରେ ସାଧାରଣ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ଵରୀ। ସକାଳ ୫ଟା ରୁ ୧୧.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ୧୧ ଟା ୪୫ରୁ ୧୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ ଦର୍ଶନ। ଏହା ପରେ ପୁଣି ୧୨.୩୦ରୁ ସନ୍ଧ୍ୟା ୭.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ପୁଣି ସନ୍ଧ୍ୟା ୭.୪୫ ରୁ ରାତି ୮.୩୦ ଦର୍ଶନ ବନ୍ଦ ରହିବ। ଏହାପରେ ପୁଣି ରାତି ୧୦.୩୦ ଟା ଯାଏଁ ମାଙ୍କ ଧବଳମୁଖୀ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କେବଳ ୪ ନମ୍ବର ଗେଟ ଦେଇ ଦର୍ଶନ କରିପାରିବେ ଭକ୍ତ। ପୁରୁଣା ଗେଟ ସମ୍ପୂର୍ଣ ଭାବରେ ବନ୍ଦ ରହିବ। ଏ ନେଇ ସୂଚନା ଦେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ
ସମ୍ବଲପୁର: କୁମାରପୂର୍ଣ୍ଣିମା ଉପଲକ୍ଷେ ମାଆ ସମଲେଶ୍ଵରୀଙ୍କ ପୀଠରେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି।
୧- ପ୍ରାତ ନୀତିକାନ୍ତି ଓ ମଙ୍ଗଳ ଆଳତି ସକାଳ ୫:୦୦ ଘଟିକା ।
୨- ସାଧାରଣ ଦର୍ଶନ ସକାଳ ୬:୦୦ ଘଟିକାରୁ ଦିବା ୧୧:୪୫ ପର୍ଯ୍ୟନ୍ତ।
୩- ଦିବା ୧୧:୪୫ ରୁ ଅପରାହ୍ନ ୨: ୦୦ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।
କ -ଏହି ସମୟରେ ମାଙ୍କ ଅନ୍ନଭୋଗ ଲାଗି ହେବ।
ଖ – ମାଙ୍କ ସିଙ୍ଗାର ଓ ରାଜରଜେଶ୍ୱରି ବେଶ ଅନୁଷ୍ଠିତ ହେବ।
ଗ – ମାଙ୍କ ମନ୍ଦିର ରେ ଧ୍ୱଜରୋହଣ ପର୍ବ ଓ ମହାଦୀପ ଉଠିବ।
୪- ଅପରାହ୍ନ ୨:୦୦ ଘଟିକା ରୁ ଅପରାହ୍ନ ୩:୧୫ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଦର୍ଶନ ସୁଯୋଗ ରହିବ।
ଏହାପରେ ଚନ୍ଦ୍ରଗ୍ରହଣ ହେତୁ ମନ୍ଦିର ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ।
ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ
ସମ୍ବଲପୁର: ପବିତ୍ର ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀଙ୍କ ସ୍ୱତନ୍ତ୍ର ବେଶ । ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି ଧବଳମୁଖି ବେଶ ଦର୍ଶନ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା’ ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲି କୁହାଯାଇଥାଏ ।
ଏହି ବେଶକୁ ଦେଖିବା ପାଇଁ ସମଲେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା’ଙ୍କୁ ଦର୍ଶନ କରିପାରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ।
ପ୍ରେମିକ ସହ ବିବାହ କରାଇଦେବାକୁ ମାଁ ସମଲେଇଙ୍କୁ ଗୁହାରି; ହୁଣ୍ଡିରୁ ବାହାରିଲା ପ୍ରେମିକାଙ୍କ ପ୍ରେମଭରା ଚିଠି
ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ ।
ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ। ମାଆ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ, ମାଆ ସମକିରର ସହମତିରେ। ଜୟ ମା’ ଜଗତଜନନୀ କି ଜୟ। ଆଜି ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଛି ଏହି ଚିଠି। ଚିଠିରେ ରହିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ। ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା। ତାଙ୍କ ଗୁହାରୀର ମାଧ୍ୟମ ହେଉଛି ଏ ହାତଲେଖା ଚିଠି। ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି।
ତେବେ ମାଆଙ୍କ ଦାନ ହୁଣ୍ଡିରୁ ଦୁଇଟି ଚିଠି ମିଳିଥିବାବେଳେ, ଗୋଟିଏ ଚିଠି ଓଡ଼ିଆରେ ଲେଖାଅଛି । ଅନ୍ୟଟି ବଙ୍ଗଳା ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । ସିନ୍ଦୂର ବୋଳା ହୋଇ ଚିଠିଟି ମା’ଙ୍କ ହୁଣ୍ଡିରେ ପଡ଼ିଥିଲା।
ମାଆ ସମଲେଇ ପୀଠର ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ
ସମ୍ବଲପୁର: ପଶ୍ଚିମ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍ । ଏଥିସହିତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି।
ମନ୍ଦିର ସୌନ୍ଦଯ୍ୟକରଣର ସମୀକ୍ଷା କରିଛନ୍ତି ଉଭୟ ସଚିବ । ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଏହି ଡ୍ରିମ ପ୍ରୋଜେକ୍ଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ ହେଉଛି । ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତର କରି ଦୁର୍ଗାପାଲିର ଏକ କଲୋନୀରେ ଲୋକଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି ।
ଏହା ପୂର୍ବରୁ ପ୍ରଥମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଭିସୁଟର ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସ୍କୁଲ ରେଜଲ୍ଟ ଭଲ ହେବା ନେଇ ଶିକ୍ଷକ ଓ ଛାତ୍ରଙ୍କଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।