Opposition - The Sakala

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ କରିଛନ୍ତି ଅଭିନବ ପ୍ରତିବାଦ। ଦୁର୍ବଳ ମୁଖ୍ୟମନ୍ତ୍ରୀ- ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖାଥିବା କଲା ଟି-ଶାର୍ଟ ପିନ୍ଧି ହୋହଲ୍ଲା କରିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ କରିଛନ୍ତି ନାରାବାଜି। ହଟ୍ଟଗୋଳନ ହେବାରୁ ଗୃହକୁ ୧୧.୩୦ ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ କାହିଁକି ଇସ୍ତଫା ନଦେବେ, ସେନେଇ ପ୍ରଶ୍ନ କରିଛନ୍ତି ବିରୋଧୀ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । SCB ମେଡିକାଲରେ ନିଆଁ ଯୋଗୁଁ ରୋଗୀ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଗୃହ ମଧ୍ୟ ଭାଗରେ ପୋଷ୍ଟର, ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ବିରୋଧୀ । ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ଫଳରେ ଗୃହକୁ ମୁଲତବୀ କରିଖିଲେ ବାଚସ୍ପତି ।

ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା
ଭୁବନେଶ୍ୱର: ଦକ୍ଷିଣରେ ଆନ୍ଧ୍ର କୋଟିଆ ମାଡ଼ି ବସିବାକୁ ଷଡ଼ଯନ୍ତ୍ର ଚଳାଇଛି। କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି। ଉତ୍ତର ବାଲେଶ୍ୱରର ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ ତଟ ଅଞ୍ଚଳକୁ ପଶ୍ଚିମବଙ୍ଗ ଦଖଲକୁ ବୋକୁ ଉଦ୍ୟମ କରୁଛି। ଓଡ଼ିଶା ଅଞ୍ଚଳରେ ସଡ଼କ ନିର୍ମାଣ କରୁଛି। ଏବେ ପଡେ଼ାଶୀ ଛତିଶଗଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୩ କିଲୋମିଟର ରାସ୍ତା ଜବରଦଖଲ କରି ସାରିଛନ୍ତି। ମାତ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ, ଝାରସୁଗୁଡ଼ା ପ୍ରଶାସନ ମଧ୍ୟ ଏପରି ସ୍ପର୍ଶକାତର ପ୍ରସଙ୍ଗରେ ନିରବ ରହିଛି। ଯାହାକୁ ନେଇ ଗତକାଲି ଧାନସଭାରେ କ୍ଷୋଭ ପ୍ରକାଶ ସହ ସରକାରୀ ଅପାରଗତାକୁ ସମାଲୋଚନା କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତୁରନ୍ତ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ  ବହୁ ସଂଘର୍ଷ ପରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ୧୯୫୬ ମସିହା ସୀମା ନିର୍ଦ୍ଧାରଣ ସମୟରେ ଓଡ଼ିଶା ଅବହେଳାର ଶିକାର ହେଲା। ଖରସୁଅାଁ ଓ ଷଢେ଼ଇକଳା ଭଳି ବହୁ ଅଞ୍ଚଳ ଓଡ଼ିଶାରେ ରହିପାରିଲା ନାହିଁ। ଏହି ସମସ୍ୟା ସମାଧାନ ହୋଇନାହିଁ। ମାତ୍ର ଏହି ମୟରେ  ଓଡ଼ିଶାକୁ ବିକଳାଙ୍ଗ କରିବାକୁ  ପୁଣି ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ବେଆଇନ ପ୍ରବେଶ କରୁଛନ୍ତି। ତାଙ୍କ ସରକାରଙ୍କର ମନ୍ତ୍ରୀମାନେ ସେଠାରେ ସଭା ସମିତି କରୁଛନ୍ତି। ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରୟାସ କରୁଥିଲେ। ଏବେ ଛତିଶଗଡ଼ ମଧ୍ୟ ଏହି ଉଦ୍ୟମ ଆରମ୍ଭ କରିଛି। ଆମର ପଡେ଼ାଶୀ ଛତିଶଗଡ଼ ସହ ଝାରସୁଗୁଡ଼ା, ବରଗଡ଼ ଓ ଅନ୍ୟ ଜିଲ୍ଲାର ସୀମା ଲାଗି ରହିଛି। ଏବେ ଝାରସୁଗୁଡ଼ା ଜିଲ୍ଲାର କନକତୋରାରେ ଛତିଶଗଡ ସରକାର ବେଆଇନ ଅନୁପ୍ରବେଶ କରୁଛି। କନକତୋରା ଗାଁର ୩ କିଲୋମିଟର ରାସ୍ତାକୁ ଅକ୍ତିଆର କରାଯାଇଛି। କନକତୋରା-ଛତିଶଗଡ଼ର ଏକତାରା ପର୍ଯ୍ୟନ୍ତ ରାସ୍ତା ରହିଛି। ଏଠାରେ ଓଡ଼ିଶାର ପ୍ରାୟ ୩ କିମି ରାସ୍ତା ଅଛି। କନକତୋରା ଲୋକେ ୧୯୯୨-୯୩ରେ ନିଜ ଜମି ଦାନ କରିଥିଲେ। ଏହି ଦାନ ଜମିରେ ଓଡ଼ିଶା ସରକାର ରାସ୍ତା ନିର୍ମାଣ କରିଛନ୍ତି। ମାତ୍ର ସେହି ରାସ୍ତାରେ  ଏବେ ଛତିଶଗଡ଼ ଅନଧିକାର ପ୍ରବେଶ କରିଛି। ସେଠାରେ ଛତିଶଗଡ଼ ପ୍ରଶାସନ ପକ୍ଷରୁ ଗାଡ଼ି ଚେକିଂ କରାଯାଉଛି। ଧାନ ଗାଡ଼ିକୁ ମଧ୍ୟ ଅଟକାଯାଉଛି।

ଏବେ ସେଠାରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛି। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ତୁରନ୍ତ ତତ୍ପରତା ଦେଖାଇବା ଆବଶ୍ୟକତା ରହିଛି। ସେଠାରେ ଅନଧିକାର ପ୍ରବେଶକୁ ଅଟକାଯିବା ଦରକାର। ଉପ ମୁଖ୍ୟମନ୍ତ୍ରୀ ଗୃହରେ ଅଛନ୍ତି। ପ୍ରସଙ୍ଗରେ ସେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି। ଏହାସହିତ ବାଚସ୍ପତି ମଧ୍ୟ ଏହି ପ୍ରଙ୍ଗରେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିବା ସହ ଏହା ସରକାରଙ୍କ ପାଇଁ ସତର୍କବାଣୀ ବୋଲି ଶ୍ରୀ ଆଚାର୍ଯ୍ୟ କରିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗରେ ନିରବ ରୁହନ୍ତି, ତେବେ ଘାତକ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଚେତାଇଛନ୍ତି।

ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ
ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା ହୋଇଛି। ମୁହାଁମୁହିଁ ହୋଇଛନ୍ତି ସରକାର-ବିରୋଧୀ । ସରକାରଙ୍କ ବିଫଳତାକୁ ପ୍ରମାଣିତ କରିଛି ମନ୍ତ୍ରୀଙ୍କ ଉତ୍ତର। ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ମନ୍ତ୍ରୀ ନିଜେ ଯାହା କହିଥିଲେ ତାହାକୁ ରକ୍ଷା କରିନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ, ଏହାକୁ ନେଇ ପ୍ରଶ୍ନକାଳରେ ଶାସକ ବିରୋଧୀ ହଙ୍ଗାମା କରିଛନ୍ତି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ଗୃହରେ ଦାବି ହୋଇଛି। ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୬ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସରିଲାଣି। ଆହୁରି ୨୮ଟି ପ୍ରକଳ୍ପ ହେବ। ଆସନ୍ତ ୨୦୨୭ ମାର୍ଚ୍ଚ ସୁଦ୍ଧା ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଗାଁରେ ମୋଟ ୫ଲକ୍ଷ ୨୭ ହଜାର ୬୯୪ ଟ୍ୟୁବୱେଲ ଅଛି। ବର୍ଷକରେ ସରକାର ୨୬ ହଜାର ଟ୍ୟୁବୱେଲ ଲଗାଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ
ଭୁବନେଶ୍ୱର:  ବିଧାନସଭାରେ ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଆଇନ ଶୃଙ୍ଖଳା ଠିକ ନଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ । ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ ସୁନ୍ଦର ରାଜ୍ୟ ବୋଲି କହିଛନ୍ତି । ଓଡ଼ିଶାବାସୀ ଶାନ୍ତି ପ୍ରିୟ ଓ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି ଗୃହରେ କଡ଼ା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ଆଇନଶୃଙ୍ଖଳା ଠିକ ନାହିଁ କହିବା ଅର୍ଥ ଓଡ଼ିଶାବାସୀଙ୍କୁ ଅପମାନ କରିବା । ଶାନ୍ତିଶୃଙ୍ଖଳାର ସହ ସରିଛି ବିଶ୍ୱ କପ ହକି ଆୟୋଜନ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବେଶ ଶାନ୍ତି ସହକାରେ ସମାପନ ହେଉଛି । ସେହିପରି ପରୀକ୍ଷା ପରିଚାଳନା ମଧ୍ୟ ବେଶ ସୁରୁଖୁରୁରେ ହେଉଛି । ଏଥିରୁ ପ୍ରମାଣିତ ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି । ଏହି ଧାଡିକୁ ଦୁଇ ଥର ଦୋହରାଇ ବିରୋଧୀ ମିଛ କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା, ହାଇକୋର୍ଟରେ ଥିବା ଏକାଧିକ ମାମଲା ରଦ୍ଦ
କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାରାଧୀନ ଥିବା ଏକାଧିକ ମାମଲା ଆଜି ରଦ୍ଦ ହୋଇଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡିକୁ ରଦ୍ଦ କରିଛନ୍ତି। ଫଳରେ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ରୁଜୁ ମୂଳ ମାମଲା ସହ ଏହି ସମ୍ପର୍କିତ ଅନ୍ୟ କେତେଗୁଡିଏ ମାମଲାକୁ ମଧ୍ୟ ଆଜି ଖାରଜ କରିଦିଆଯାଇଛି। ସୁପ୍ରିମକୋର୍ଟ ଗତ ୩ତାରିଖରେ ଏହି ପ୍ରସଙ୍ଗ ସମ୍ପର୍କିତ ଦୁଇ ମାମଲାକୁ ଜନସ୍ୱାର୍ଥ ମାମଲା ବୋଲି ବିବେଚନା ନକରିବା ସହ ଏହାକୁ ଖାରଜ କରିଥିଲେ। ଏପରିକି ଅଦାଲତଙ୍କ ସମୟ ନଷ୍ଟ ପାଇଁ ଆବେଦନକାରୀଙ୍କ ଉପରେ ଜରିମାନା କରିଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା ହୋଇଥିଲା ବେଳେ ଆଜି ହାଇକୋର୍ଟରୁ ମଧ୍ୟ ଅନ୍ୟ ଆବେଦନକାରୀ ମାନେ ନିରାଶ ହୋଇଛନ୍ତି। ଯେହେତୁ ସୁପ୍ରିମକୋର୍ଟ ରାୟ ଆସିସାରିଛି ଏଣୁ ହାଇକୋର୍ଟରେ ଦାୟର ମାମଲାର ଆଉ ପ୍ରାସଙ୍ଗିକତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ମାମଲାକୁ ଆଉ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ଶୁଣାଣି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରକାଶଥାଉକି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବେଆଇନ ଦର୍ଶାଇ ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଉକ୍ତ କାର୍ଯ୍ୟ ନିଷିଦ୍ଧାଞ୍ଚଳରେ ହେଉଥିବା ତଥା ଏଥିପାଇଁ ଅନୁମତି ଦିଆଯାଇନଥିବା ଆବେଦନରେ ଦର୍ଶାଯାଇଥିଲା।

ଏହି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ), ଏନଏମଏ ଓ ରାଜ୍ୟ ସରକାର ପକ୍ଷ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରି ଗତ ସେପ୍ଟେମ୍ବର ୪ରେ ଏନଏମଏ(ନ୍ୟାସନାଲ ମନୁମେଣ୍ଟ ଅଥରିଟି)ଙ୍କ ପକ୍ଷରୁ ପ୍ରକଳ୍ପ ପାଇଁ ଏନଓସି ମିଳିଥିବା କହିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ ପ୍ରଦାନ ପ୍ରସଙ୍ଗରେ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରହିଥିବା ଆଦେଶକୁ କାର୍ଯ୍ୟକାରୀ କରାଯାଉଛି ବୋଲି ସରକାର କହିଥିଲେ। ହାଇକୋର୍ଟ କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଉପରେ ଆଦୌ ରହିତାଦେଶ ଦେଇ ନଥିଲେ।

ବିଧାନସଭାରେ ବିରୋଧୀ ଗୃହକୁ ଚଳାଇ ନଦେବାରୁ , ଗାନ୍ଧୀମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ
ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧବେଶନ। ହେଲେ ଶେଷ ଦିନରେ ବି ଠିକ୍‌ସେ ଚାଲିପାରିଲା ନାହିଁ ଗୃହ। ଆଜି ଶେଷ ବିଧାନସବା ମୌସୁମୀ ଅଧିବେଶନରେ ମଧ୍ୟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା ହୋଇଛି। ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଯାହାଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ହେଉନଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ରବିଋତୁରେ ଧାନର ଏମଏସପି ବୃଦ୍ଧି କରାଯାଉନଥିବାରୁ ବିଜେଡିର ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ବ୍ୟାନର ଧରି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସମସ୍ତ ବିଜେଡି ବିଧାୟକ।