Debagarh - The Sakala

ଘର କାନ୍ଥ ଭାଙ୍ଗି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ
ଦେବଗଡ଼: ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ। ଟିପିରିସିଙ୍ଗା ଗ୍ରାମରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ। ଘଟଣା ସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତି କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ। ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଦେବଗଡ଼ରୁ ଅପହୃତ ୬ ବର୍ଷୀୟା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର, ଅପହରଣର କାରଣ ଅସ୍ପଷ୍ଟ
ଦେବଗଡ଼: ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି।  ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ।

ସୂଚନାଯୋଗ୍ୟ, ଦେବଗଡ଼ ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୁତ୍ତ। ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ଜଣାପଡ଼ିଥିଲା।  ଏହି ଘଟଣା ପରେ ସହରରେ ଚଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା। କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ ତାର କାରଣ ଅସ୍ପଷ୍ଟ ରହିଛି।

ପୁଲିସକୁ ଧକ୍କା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ
ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ  ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।

ବିଲ୍ ପାସ ପାଇଁ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ
ଦେବଗଡ଼: ଭିଜିଲାନ୍ସ ପଞ୍ଝାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର। ଅଙ୍ଗନବାଡି କୋଠା ନିର୍ମାଣ ପରେ ବିଲ୍ ପାସ ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜେନ୍ଦ୍ର। ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ ମାଡି ବସିଥିଲା ଭିଜିଲାନ୍ସ।

ରିଆମାଳ ବ୍ଲକ ଅଧୀନ ଟିଙ୍କବୀର ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ଏହି କୋଠାର ବିଲ ପାସ ପାଇଁ ଠିକାଦାର ବିଜୟ ନାୟକଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ରାଜେନ୍ଦ୍ର। ଏନେଇ ବିଜୟଙ୍କ ଅଭିଯୋଗ ପରେ ଦେବଗଡ଼ ଦୁର୍ନୀତି ନିବାରଣ ବିଭାଗ ଡିଏସପି ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ବରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଆଜି ଠିକାଦାର ବିଜୟଙ୍କ ଠାରୁ ଆକାଉଣ୍ଟ ଅଫିସର ରାଜେନ୍ଦ୍ର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ରାଜେନ୍ଦ୍ରଙ୍କ ବେଆଇନ ସମ୍ପତି ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ନବଜାତ ଶିଶୁକନ୍ୟାକୁ ଜଙ୍ଗଲରୁ ଉଦ୍ଧାରକଲେ ସ୍ଥାନୀୟଲୋକେ
ଦେବଗଡ଼: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ରିଆମାଳ ଥାନା ଟିଂକବିର ଗ୍ରାମ ଜଙ୍ଗଲରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଙ୍ଗଲରେ ଏକ ଶିଶୁକନ୍ୟା ପଡିଥିବାର ଦେଖି ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କୁ ସୂଚନା ଦେଇଥିଲେ। ପରେ ଅଙ୍ଗନବାଡି ଦିଦିଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଅଙ୍ଗନବାଡି ଦିଦିଙ୍କ ସୂଚନା କ୍ରମେ ରିଆମାଳ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନବଜାତକୁ ଉଦ୍ଧାର କରାଯାଇ ଛତାବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟାଳୟ ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଛି। ଶିଶୁ କନ୍ୟା ମୁଣ୍ଡରେ ଆଘାତ ଥିବା ସୂଚନା

ଗିରଫ ହେଲେ ନକଲି ଡାକ୍ତର, ଲକ୍ଷାଧିକ ଟଙ୍କାର ଔଷଧ ଜବତ
ଦେବଗଡ଼: ରାଜ୍ୟ ସରକାର ମେଡିକାଲଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଦେବଗଡ଼ ଜିଲ୍ଲା ଟିପିସିଙ୍ଗା ଗାଁରୁ ଜଣେ ନକଲି ଡାକ୍ତର ବନ୍ଧା ହୋଇଛନ୍ତି । ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗର । ଗିରଫ ଅଭିଯୁକ୍ତର ନାଁ ଅର୍ଣ୍ଣବ ମଣ୍ଡଳ ବୋଲି ଜଣାପଡ଼ିଛି। ଅର୍ଣ୍ଣବଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ । କୌଣସି ମେଡିକାଲ ପାଠପଢ଼ି ନାହାନ୍ତି। ତାଙ୍କୁ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛି ପୁଲିସ ।

4 ଲକ୍ଷ ଟଙ୍କାର ବିଲ କରାଇବାକୁ 8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବାସିଲା ଭିଜିଲାନ୍ସ
ଦେବଗଡ଼ – 4 ଲକ୍ଷ ଟଙ୍କାର ବିଲ କରାଇବାକୁ ଠିକାଦାର ଠାରୁ 8000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ପୌର ପରିଷଦର ଏକ ଠିକା କାମର 4 ଲକ୍ଷ ଟଙ୍କା ବିଲ କରାଇବାକୁ ଦାବୀ କରିଥଲେ ଅର୍ଥ । ଠିକାଦାର କଳିତ କୁମାର କରଙ୍କ ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଗିରଫ କରିଛି ଦେବଗଡ଼ ଭିଜିଲାନ୍ସ । ଡିଏସପି ଯୋଗେଶ ପଟେଲ ଓ ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲି ସ୍ଥିତ ବାସ ଭବନରେ ଚାଲିଛି ରେଡ।

ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ
ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣଙ୍କ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଲିଭିନଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ଏହା ସମ୍ପୂର୍ଣ୍ଣରୂପେ ଜଳି ସାରିଥିଲା । ପ୍ରବଳ ଖରା ଯୋଗୁଁ ଗରମ ହୋଇ କିମ୍ବା ସର୍ଟ ସର୍କିଟ ଯୋଗୁଁ ମଟରସାଇକଲରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଜାମଡିହି ଗ୍ରାମର ଗୋପବନ୍ଧୁ ଓରାମ ନାମକ ଜଣେ ବ୍ୟକ୍ତି ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ ଯୋଗେ ଲହୁଣୀପଡା ପଟୁ ବାହାଡାପୋଷି ଅଭିମୁଖେ ଆସୁଥିଲେ ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି ।

ଆଜି ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ କିଛି ଜମିଜମା କାଗଜପତ୍ର ଓ ନଗଦ ୪ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡ଼ି ଜବତ ହୋଇଛି । ବିକାଶଙ୍କର ବଳମରେ ଦୁଇ ମହଲା କୋଠା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ମିଳିଛି ଜଣା ପଡିନି । ଚଢ଼ାଉ ସରିବା ପରେ ସ୍ପଷ୍ଟ ହେବ।

ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା
ଭୁବନେଶ୍ୱର: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଦେବଗଡ଼ ବିଜେପି ନେତା । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କକ ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ବିଜେପିର ନେତା ଓ କର୍ମୀ । ଆଜି ଜିଲ୍ଲାର ୪୦ ରୁ ୪୫ ଜଣ ବିଜେପି ନେତା ବିଜେଡିରେ ହୋଇଛନ୍ତି ସାମିଲ । ଭୁବନେଶ୍ୱର ସ୍ଥିତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ସାମିଲ ହୋଇଛନ୍ତି ସମସ୍ତେ ।

ତେବ ନୂଆକରି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏକ୍ସ ଚେୟାରମ୍ୟାନ ଓ ବିଜେପି ନେତା ଅଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲଗାତାର ଭାବେ ଦୁର୍ବଳ ହେବାରେ ଲାଗିଛି ବିରୋଧୀଙ୍କ ଶିବିର । ଉଭୟ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜୁ ଜନତା ଦଳର ଯୋଗ ଦେଉଛନ୍ତି । ନିକଟ ଅତୀତରେ ରାଉରକେଲା, ଧର୍ମଗଡ଼, ଯାଜପୁର, ବାରିପଦା ଓ ପୋଲସରାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିରୋଧୀ ଦଳର ବିଭିନ୍ନ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।