fake-currency - The Sakala

STF ପଞ୍ଝାରେ ଜାଲ ନୋଟ୍ ରାକେଟ୍: ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଗିରଫ
ସୋନପୁର: STF ଜାଲରେ ଜାଲ୍‌ ନୋଟ୍‌ ରାକେଟ୍ । ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍ ଜବତ କରିଛି ଏସଟିଏଫ । ଜାଲ୍‌ ନୋଟ୍‌ ପ୍ରସ୍ତୁତ ହେଉଥିବା ସରଞ୍ଜାମ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।

ବାଂଲାଦେଶରୁ ଓଡ଼ିଶା ଆସୁଛି ଜାଲ୍‍ ନୋଟ୍‍
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଜାଲ୍‍ ନୋଟ୍‍ କାରବାର ବଢ଼଼ିବାରେ ଲାଗିଛି। ବାଲେଶ୍ୱରରୁ ଆରମ୍ଭ କରି ବରଗଡ଼଼, ବାରିପଦା, ଦେବଗଡ଼଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧାକୁ ଏହି ଜାଲ ନୋଟ ଚେର ଲମ୍ବିଛି। ବାଂଲାଦେଶରୁ ବିଭିନ୍ନ ମାଧ୍ୟମରେ ଏହି ଜାଲ୍‍ ନୋଟ ଓଡ଼ିଶା ବଜାରକୁ ଆସୁଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ଏସ୍‍ଟିଏଫ୍‍। ଜାଲ୍‍ନୋଟ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ବଳରାମ ମେହେର ଏବଂ ଉତ୍ତରପ୍ରଦେଶର ପଟ୍ଟୁ ଯାଦବଙ୍କୁ ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପଟ୍ଟୁ ଯାଦବ ବିଭିନ୍ନ ସମୟରେ ବାଂଲାଦେଶ ଯାଇ ସେଠାରୁ ଜାଲ ନୋଟ ଆଣିଥିବା ଓ ଏହାକୁ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶା ବଜାରେ ଛାଡ଼ିଥିବା ସ୍ୱୀକାର କରିଛି।

ତେଣୁ ଦେଶ ବାହାରକୁ ଲମ୍ବିଥିବା ଅପରାଧର ଚେରକୁ ଉପାଡ଼ିବାକୁ ଏହାର ଏନ୍‍ଆଇଏ ତଦନ୍ତ ଆବଶ୍ୟକତା ରହିଛି ବୋଲି ଏସ୍‍ଟିଏଫ୍‍ର ଜଣେ ଅଧିକାରୀ କହିଛନ୍ତି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ ପକ୍ଷରୁ ଏନ୍‍ଆଇଏ ଏବଂ ସିବିଆଇକୁ ଏହି ମାମଲାର ତଦନ୍ତ କରିବା ପାଇଁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଜାଲ ନୋଟ କାରବାର ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଏସ୍‍ଟିଏଫ କୋର୍ଟରେ ଆବେଦନ କରିଛି। ସେମାନଙ୍କୁ ଜେରା କରାଗଲେ ଏହି ରାକେଟ୍‍ର ଅନେକ ଗୁମର ଖୋଲିବ ବୋଲି ବରପଲ୍ଲୀ ପୁଲିସ କହିଛି।

ଏସ୍‍ଟିଏଫ ସୂଚନା ଅନୁସାରେ ଗତ ୧୦ ବର୍ଷରେ ରାଜ୍ୟରୁ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍‍ ଜବତ ହୋଇଛି। ପଡୋଶୀ ରାଜ୍ୟରେ ରହି ମାଷ୍ଟରମାଇଣ୍ଡ ଏହି ରାକେଟ୍‍କୁ ଅପରେଟ୍‍ କରୁଛନ୍ତି।

ରାଜ୍ୟରେ ଜାଲ ନୋଟ କାରବାରକୁ ନେଇ ରାଜ୍ୟରେ୧୮୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରାଯିବା ସହ ୩୨୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବରଗଡ଼଼, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଜାଲ୍‍ନୋଟ୍‍ ଜବତ କରାଯାଇଛି। ୨୦୨୧ ମସିହାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରୁ ସର୍ବାଧିକ ୭ କୋଟି ୯୦ ଲକ୍ଷ ଜାଲ ନୋଟ ଜବତ ହୋଇଛି। ଏହି ଜାଲ ନୋଟ କାରବାର ଅଭିଯୋଗରେ ରବୀନ୍ଦ୍ର ମାନହୋର ,ହରକୁମାର ସାହୁ, ମନହରଣ ଲେହେର ହୋଇଥିଲେ ଗିରଫ ହୋଇଥିଲେ। ୨୦୧୨ ମସିହାରେ ୧୫ ଟି ମାମଲା ରଜୁ କରାଯିବା ସହ ୧୯ ଜଣ ଅଭିଯୁକ୍ତ ଜାଲ୍‍ନୋଟ୍‍ କାରବାରରେ ଗିରଫ ହେବା ସହ ୫ ଲକ୍ଷ ୬୮ ହଜାର ୫୭୦ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା।

ସେହିପରି ୨୦୧୩ରେ ୨୩ଟି ମାମଲା ରୁଜୁ କରାଯିବା ସହ ୩୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ୧ କୋଟି ୯ ଲକ୍ଷ ୬୭ ହଜାର ୩୮୦ ନକଲି ନୋଟ ଜବତ ହୋଇଥିଲା। ୨୦୧୪ ମସିହାରେ ୨୧ ମାମଲାରେ ୨୮ ଅଭିଯୁକ୍ତ ଗିରଫ ସହ ୮ ଲକ୍ଷ ୯୩ ହଜାର ୫୮୦ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା। ୨୦୧୫ ମସିହାରେ ୨୬ ମାମଲାରେ ୪୬ ଗିରଫ ସହ ୧୫ ଲକ୍ଷ ୬୫ ହଜାର ୫୫୦ ଟଙ୍କାର ନକଲି ନୋଟ ଜବତ ହୋଇଛି। ୨୦୧୬ ମସିହାରେ ୨୧ ମାମଲାରେ ୩୮ ଅଭିଯୁକ୍ତ ଗିରଫ ସହ ୪ ଲକ୍ଷ ୯୩ ହଜାର ୫୭୦ ଟଙ୍କାର ଜାଲ ନୋଟ୍‍ ଜବତ ହୋଇଥିଲା।

୨୦୧୭ ମସିହାରେ ୧୭ ମାମଲାରେ ୩୮ ଅଭିଯୁକ୍ତ ଗିରଫ ସହ ୪୧ ଲକ୍ଷ ୪୧ ହଜାର ୮୫୦ ଟଙ୍କାର ନକଲି ନୋଟ ଜବତ। ୨୦୧୮ ମସିହାରର ୨୬ ମାମଲାରେ ୬୧ ଗିରଫ ସହ ୧୬ ଲକ୍ଷ ୪୦ ହଜାର ୩୫୦ ଟଙ୍କାର ଜାଲ ନୋଟ୍‍ ଜବତ। ୨୦୧୯ ମସିହାରେ ୧୬ ମାମଲାରେ ୨୭ ଅଭିଯୁକ୍ତ ଗିରଫ ସହ ୨୮ ଲକ୍ଷ ୫୭ ହଜାର ୮୮୦ ଜାଲ ନୋଟ ଜବତ କରାଯାଇଥିଲା। ୨୦୨୦ ମସିହାରେ ୧୩ ମାମଲାରେ ୨୩ ଅଭିଯୁକ୍ତ ଗିରଫ ସହ ୬ ଲକ୍ଷ ୪୧ ହଜାର ୫୧୦ ଜାଲ ନୋଟ୍‍ ଜବତ ହୋଇଛି। ୨୦୨୧ ମସିହାରେ ୨ ମାମଲାରେ ୪ ଅଭିଯୁକ୍ତ ଗିରଫ ସହ ସର୍ବାଧିକ ୭ କୋଟି ୯୦ ଲକ୍ଷ ୩ ହଜାର ୫୦୦ ଟଙ୍କା ଜବତ।

ବର୍ଷକରେ ନକଲି ନୋଟ୍‌ କାରବାର ୩ ଗୁଣ ବଢ଼ିଛି
ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା। ତେବେ କୌତୂହଳର ବିଷୟ ହେଉଛି, ଜାଲିଆତି କମ୍‌ କରିବା ଲାଗି ସରକାର ପୁରୁଣା ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ ଜାରି କରୁଥିବାବେଳେ ନୂଆ ସିରିଜ୍‌ ନୋଟ୍‌ର ଅଧିକ ନକଲ କରାଯାଉଥିବା ଜଣାଯାଇଛି। ବିଗତ ବର୍ଷକ ମଧ୍ୟରେ ଦେଶରେ ନକଲି ନୋଟ୍‌ କାରବାର ୩ ଗୁଣ ବୃଦ୍ଧି ପାଇଛି। ତେବେ ୨୦୦ ଟଙ୍କିଆ ନୋଟ୍‌ କ୍ଷେତ୍ରରେ ନକଲ ମାତ୍ରା ୧୫୧% ବୃଦ୍ଧି ଘଟିଥିବାବେଳେ ୫୦୦ ଟଙ୍କିଆ ନୋଟ୍‌ରେ ଏହା ୩୭% ବଢ଼ିଯାଇଛି। ୨୦୨୦ରେ ଦେଶରେ ମୋଟ ୮,୩୪,୯୪୭ ଲକ୍ଷ ନକଲି ନୋଟ୍‌ ଜବତ କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ୨୮୦ % ଅଧିକ। ୨୦୧୬ ନୋଟ୍‌ବନ୍ଦୀ ପରେ ପ୍ରଥମ ଥର ପାଇଁ ଦେଶରେ ନକଲି ନୋଟ୍‌ ସଂଖ୍ୟାରେ ଏଭଳି ବୃଦ୍ଧି ହୋଇଛି। ନୂଆ ନୋଟ୍‌ ଛାପିବା ସମୟରେ କେନ୍ଦ୍ର ସରକାର ପୂର୍ବ ନୋଟ୍‌ ତୁଳନାରେ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ନୋଟ୍‌ ବଜାରକୁ ଛାଡିବାକୁ ଯାଉଥିବା କହିଥିଲେ। ତେବେ ବର୍ତ୍ତମାନ ଏହି ନୂଆ ସିରିଜ୍‌ର ନୋଟ୍‌ଗୁଡିକୁ ଅପରାଧିମାନେ ଅଧିକ ଟାର୍ଗେଟ୍‌ କରିଛନ୍ତି।

ଯାହା ଫଳରେ ନୂଆ ସିରିଜ୍‌ର ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଜାଲିଆତି କରାଯାଇଥିବା ଜଣାଯାଇଛି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ,୨୦୧୮ରେ ୨,୬୧,୮୬୦ ଖଣ୍ଡ ଏବଂ ୨୦୧୯ରେ ୨,୧୯,୯୩୮ ଖଣ୍ଡ ନକଲି ନୋଟ୍‌ ଜବତ କରାଯାଇଛି। ନକଲି ନୋଟ୍‌ ସଂଖ୍ୟାରେ ଅଚାନକ ଏଭଳି ବୃଦ୍ଧି ଦେଶର ସୁରକ୍ଷା ଏଜେନ୍ସି ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଚିନ୍ତା ବଢ଼ାଇଦେଇଛି। ଯଦିବା ଆର୍‌ବିଆଇ ବାରମ୍ବାର ନୂଆ ନୋଟ୍‌ରେ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆପଣାଇଥିବା କଥା କହୁଛି ଜବତ ନୋଟ୍‌ ସଂଖ୍ୟାରେ ବୃଦ୍ଧି ଏହାର ବିପରୀତ କଥା ଦର୍ଶାଉଛି।

କୋରାପୁଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଅଟକ
କୋରାପୁଟ : କରୋପୁଟରୁ ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍। ମଙ୍ଗଳବାର ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ ବେଳେ ପଟାଙ୍ଗୀ ପୁଲିସ ଏକ କାରରୁ ଏହି ଜାଲ୍ ନୋଟ୍‌ ଜବତ କରିଛି। ଏନେଇ  ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଦେଇଛନ୍ତ।

ସୂଚନାଯୋଗ୍ୟ ମଙ୍ଗଳବାର ପଟାଙ୍ଗୀ ପୁଲିସ ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ କାରକୂ ଯାଞ୍ଚ କରିବାରୁ ସେଥିରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବଦ କରାଯାଇଥିଲା। ପୁଲିସ ଜାଲ୍‌ ନୋଟ୍‌ ସହ କାର ଓ ୩ ଜଣଙ୍କୁ ଅଟକ ରଖିଛି।