Sri Mandira - The Sakala

ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଗଣପର୍ବ। ଏହାଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ  ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତାଲାଗି କରନ୍ତି ।

ଆଜି ଶ୍ରୀକ୍ଷେତ୍ର ଲେଖିବ ନୂଆ କାହାଣୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ପୌଷ ଶୁକ୍ଲସପ୍ତମୀ ତିଥିରେ ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ। ଅନୁରୂପ ଭାବରେ ତ୍ରିଦିନାତ୍ମକ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ହେବ ଏକ ସ୍ମରଣୀୟ ଦିନ।

ଗତକାଲି ଅର୍ଥାତ ମଙ୍ଗଳବାର ସକାଳ ସାଢେ ୭ଟାରେ ଦ୍ୱିତୀୟ ଦିନର ଯଜ୍ଞ କର୍ମ ଆରମ୍ଭ ହୋଇଛି। ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଦ୍ୱାରପାଳ ପୂଜା, ବରୁଣ ପୂଜା, ଗୋ ପୂଜା କରାଯାଇଥିଲା। ଶାଲା ପ୍ରବେଶରେ ଦେବତାଙ୍କ ଆବାହନ ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଅଧିବାସ କଳସ ଜଳ, ଚନ୍ଦନ, ହଳଦୀ, ରକ୍ଷାସୂତ୍ର, ଲାଜା, ପଞ୍ଚଗବ୍ୟ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଶୋଧନ କରିଛନ୍ତି। ପରେ ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଏବଂ ପ୍ରଦକ୍ଷିଣ କରାଯାଇ ସନ୍ଧ୍ୟାରେ ଦ୍ୱିତୀୟ ଦିନର ଯଜ୍ଞକର୍ମ ଶେଷ କରାଯାଇଛି। ବୁଧବାର ଯଜ୍ଞ ପୂର୍ଣ୍ଣାହୁତି ସହ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ।

ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗତକାଲି ସନ୍ଧ୍ୟାରେ ପୁରୀ ଆସି ସବୁ ପ୍ରସ୍ତୁତି ଏବଂ ପରିକ୍ରମା ପ୍ରକଳ୍ପର ତଦାରଖ କରିଥିଲେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯଜ୍ଞସ୍ଥଳ, ସମ୍ବର୍ଦ୍ଧନା ମଞ୍ଚ ବୁଲି ଦେଖିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସବୁ ସ୍ଥାନକୁ ଟିକିନିଖି ପରଖିଛନ୍ତି। ଯଜ୍ଞସ୍ଥଳରେ ପହଞ୍ଚି ଆଳତି ଦର୍ଶନ ଓ ଗ୍ରହଣ କରିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଲ ସିଂଙ୍କ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ।

ତେବେ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ ସମ୍ପନ୍ନ ହେବ। ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ଚାଲିବ । ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆହୁତି ସମାପ୍ତ କରାଯିବ । ସାଢେ ୧୨ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞସ୍ଥଳରେ ପହଞ୍ଚିବେ । ଅପରାହ୍ନ ୧ଟା ୧୫ରୁ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ। ଅପରାହ୍ନ ସାଢେ ୧ଟାରୁ ୨ଟା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି ପରେ ଆରତି ଓ ପୁଷ୍ପାଞ୍ଜଳି, ଅପରାହ୍ନ ୨ଟାରୁ ସାଢେ ୨ଟା ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଓ ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ଗହଣରେ ପ୍ରକଳ୍ପ ପ୍ରଦକ୍ଷିଣ କରିବେ। ଏହାପରେ ସାଢେ ୨ଟାରୁ ୩ଟା ମଧ୍ୟରେ ଉତ୍ତର ପାର୍ଶ୍ୱ ମଠ ନିକଟସ୍ଥ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ସହଯୋଗ ଏବଂ ସହଭାଗିତା ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ । ଏଥିସହ ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ । ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କୁ ପରିକ୍ରମା ମାର୍ଗକୁ ବୁଲିବା ପାଇଁ ଛଡାଯିବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍‌ ଏବଂ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁରୀର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌ (ଶ୍ରୀସେତୁ), ଶ୍ରୀମାର୍ଗ ଅନ୍ୟତମ । ବୁଧବାର ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା ଶ୍ରୀମାର୍ଗ ଲୋକାର୍ପଣ ପରେ ଏହା ଉପରେ ଗାଡ଼ି ଚଳାଚଳ ଆରମ୍ଭ କରିବ । ଏବେ ଭକ୍ତଙ୍କ ଅପେକ୍ଷାରେ ରହିଛି ରହିଛି ଶ୍ରୀକ୍ଷେତ୍ରର ଏହି ଦୁଇ ବୃହତ୍‌ ପ୍ରକଳ୍ପ ଶ୍ରୀସେତୁ ଓ ଶ୍ରୀମାର୍ଗ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ପରିଚାଳନା କମିଟିର ଅନୁମୋଦନ, ଐଶାନ୍ୟ କୋଣରେ ହେବ ଯଜ୍ଞ
ପୁରୀ: ନୀଳାଦ୍ରି ଭକ୍ତ ନିବାସ ପରିସରରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ହେବ । ନୀତି ସବ୍ କମିଟିରେ ପ୍ରତିଷ୍ଠା ଉତ୍ସବରେ ଯେଉଁ ନୀତିକାନ୍ତି ସ୍ଥିର କରାଯାଇଥିଲା ତାହାକୁ ପରିଚାଳନା କମିଟି ଅନୁମୋଦନ ଦେଇଛି । ଏ ନେଇ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ପ୍ରତିଷ୍ଠା ଉତ୍ସବ ପାଇଁ ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀକୁ ପୁରୀ ଆସିବାକୁ ନିମନ୍ତ୍ରଣ କରାଯିବ । ୪ଟି ସ୍ଥାନରେ ଦାନବାକ୍ସ ରହିବ । ଭକ୍ତ ନିବାସରେ ଟିଭି ଲାଗିବ । ସେବକଙ୍କ କଲ୍ୟାଣ ଯୋଜନାର ଅର୍ଥରାଶି ବୃଦ୍ଧି ନେଇ ମଧ୍ୟ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏ ନେଇ ଏଏସ୍‌ଆଇକୁ ଅନୁମତି ଦିଆଯାଇଛି । ସେମାନେ ତାଙ୍କ ସୁବିଧା ଅନୁସାରେ ଲେଜର ସ୍କାନିଂ କରି ଏହାର ରିପୋର୍ଟ ପ୍ରଦାନ କରିବେ । ଏହାବ୍ୟତୀତ ଆଦର୍ଶ ଗୁରୁକୂଳ ଏବଂ ସେବକଙ୍କ ବାସଗୃହ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ବାଉଳୀ ମଠର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଆରସିଏମ ଫାସିଲିଟି ସୁବିଧା ରହିବ । ରିଏମ୍ବର୍ସ କଷ୍ଟ୍ ଅଫ ମେଡିସିନ ବ୍ୟବସ୍ଥା କରାଯିବ । ୧୨ ହଜାର ଟଙ୍କାର ସିଲିଂରେ ବ୍ୟବସ୍ଥା କରାଯିବ । ସେବକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେବକଙ୍କ କନ୍ୟାଙ୍କ ବିବାହ ସହାୟତା ପରିମାଣ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବ୍ରତ ଘର ସହାୟତା ୩୦ ହଜାର ଟଙ୍କାକୁ ବୃଦ୍ଧି । ଶୁଦ୍ଧିକ୍ରିୟାରେ ସହାୟତା ୨୦ ହଜାର ଟଙ୍କାକୁ ବୃଦ୍ଧି ।

ଶିକ୍ଷାବୃତ୍ତି ୫ଜଣ ପୁଅ ଓ ୫ଜଣ ଝିଅଙ୍କୁ ଦିଆଯିବ । ପଞ୍ଚକ ସମୟରେ ଭିଡ ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯିବ । ମନ୍ଦିରର ମାଲିକାନାରେ ଥିବା ବିଭିନ୍ନ ଅବ୍ୟବହୃତ ସମ୍ପତ୍ତିକୁ ଡିସପୋଜ କରି ସ୍ଥାୟୀ ସମ୍ପତ୍ତିରେ ପରିଣତ ଲାଗି ପ୍ରସ୍ତାବ ଦିଆଯାଇଛି । ରତ୍ନଭଣ୍ଡାର ସମ୍ପର୍କରେ ଏଏସଆଇ ସହ ଆଲୋଚନା । ଲେଜର ସ୍କାନିଂ ଲାଗି ଏଏସଆଇକୁ ଦିଆଯାଇଛି ଅନୁମତି । ସ୍କାନିଂ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆଉ କିଛି ସମୟ ପରେ ଏଏସଆଇ ସହ ଏନେଇ ବୈଠକ ହେବ ।

ଗର୍ଭଗୃହକୁ ପଶି ସିଂହାସନ ଛୁଇଁଲେ ଭକ୍ତ
ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ବର୍ତ୍ତମାନ ଶ୍ରୀମନ୍ଦିରରେ କଟକଣାଯୁକ୍ତ ଦର୍ଶନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ। ମଙ୍ଗଳବାର ମଙ୍ଗଳ ଆଳତି ପରେ ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ବାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ।