TuesdayHoroscope - The Sakala
ମଙ୍ଗଳବାର ରାଶିଫଳ ( ୨୯- ୦୭- ୨୦୨୫ )
ମେଷ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ନିବେଶରୁ ଦୂରେଇ ରହିବେ। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।
ବୃଷ: ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ଉଧାର ଧନ ଫେରିପାଇବେ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।
ମିଥୁନ: ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହେବ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ମନ ପ୍ରସନ୍ନ ରହିବ।
କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ ଏବଂ ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ।
ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ନୃତ୍ୟଶିଳ୍ପୀଙ୍କ ପାଇଁ ଦିନଟି ଭଲ।
କନ୍ୟା: ଯାତ୍ରାରୁ ଲାଭ ମିଳିବ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ।
ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ସରକାରୀ କାମ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦରୁ ଦୂରେଇ ରହିବେ।
ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନଙ୍କ ସଫଳତା ପାଇଁ ଖୁସି ହେବେ।
ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ।
କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବଡ଼ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ।
ମୀନ: କଥା ଓ କାମ ମଧ୍ୟରେ ଲୋକଙ୍କୁ ପ୍ରଭାବିତ କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମଠ ତଥା ମନ୍ଦିରରେ ଦାନ କରିବେ।
ମେଷ: ଆୟ କମ୍ ଓ ଖର୍ଚ୍ଚ ଅଧିକ ହେବ। କୋର୍ଟକଚେରୀ ମାମଲାରେ ଅସୁବିଧା ହୋଇପାରେ । ଘରୋଇ ସମସ୍ୟାର ସମାଧାନ ପାଇଁ ସାଙ୍ଗସାଥୀଙ୍କ ସାହାଯ୍ୟ ନେବେ । ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରିବେ।
ବୃଷ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ପୂରଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଚାକିରିରେ ବଦଳି ସୂଚନା ପାଇବେ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ।
ମିଥୁନ: ଆୟ ବୃଦ୍ଧି ପାଇଁ ନାନା ଯୋଜନା ପ୍ରସ୍ତୁତ କରିବେ। କଠିନ ପରିଶ୍ରମର ଫଳ ପାଇବେ। ପାରିବାରିକ ସ୍ଥିତି ଉତ୍ତମ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ।
କର୍କଟ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବାଲ୍ୟବନ୍ଧୁଙ୍କ ସହ ସାକ୍ଷାତ ହେବ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।
ସିଂହ: ଭାଇଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ଜଟିଳ ପରିସ୍ଥିତିରେ ପଡ଼ିଯାଇପାରନ୍ତି। ବ୍ୟବସାୟ କାର୍ଯ୍ୟରେ ରହି ପରିବାର ପ୍ରତି ଅଣଦେଖା କରିପାରନ୍ତି।
କନ୍ୟା: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ନିଜ ପ୍ରତିଭା ପାଇଁ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହେବେ। କିଛି ବିଶେଷ ମାମଲାକୁ ନେଇ ମନୋଭାବରେ ପରିବର୍ତ୍ତନ ଦେଖାଦେବ।
ତୁଳା: ନିଜ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରନ୍ତୁ। ପ୍ରିୟବନ୍ଧୁଙ୍କଠାରୁ ମନପସନ୍ଦର ଉପହାର ପାଇବେ। ଶାନ୍ତ ମନରେ କାର୍ଯ୍ୟ କରି ସୁଫଳ ପାଇବେ। କର୍ମସ୍ଥଳୀରେ ପଦୋନ୍ନତିର ସୁଯୋଗ ରହିଛି।
ବିଛା: ଭୂସଂପତ୍ତି କ୍ରୟ କରିପାରନ୍ତି। ଶିକ୍ଷାର୍ଥୀମାନେ ଉତ୍ତମ ମାର୍ଗଦର୍ଶନ ପାଇବେ। ମହିଳାମାନଙ୍କର ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।
ଧନୁ: ଭଲ ଭାବରେ ବିଚାର କରି କାର୍ଯ୍ୟ କରିବେ। ଗୁରୁଜନଙ୍କ ସମର୍ଥନ କ୍ରମେ ଆଗକୁ ବଢ଼ିବେ। ଆର୍ଥିକକ୍ଷେତ୍ର ମଜଭୁତ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।
ମକର: କୌଣସି ନୂତନ ନିବେଶ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ରଖି କାର୍ଯ୍ୟ କରିବେ। ଶିକ୍ଷାର୍ଥୀଙ୍କ ପାଇଁ ନୂତନ ସୁଯୋଗ ମିଳିପାରେ ।
କୁମ୍ଭ: ପ୍ରିୟଜନଙ୍କ ବ୍ୟବହାରେ କଷ୍ଟ ପାଇ ପାରନ୍ତି। ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ି ଯାଇପାରନ୍ତି। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।
ମୀନ: ଦିନଟି ଆନନ୍ଦ ଉଲ୍ଲାସ ମଧ୍ୟରେ କଟିବ। ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନଦେଇ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି । ଗୃହିଣୀମାନେ ସତର୍କ ରହି କାର୍ଯ୍ୟ କରନ୍ତୁ।
ମଙ୍ଗଳବାର ରାଶିଫଳ ( ୧୭ – ୦୧ – ୨୦୨୩ )
ମେଷ: ବିଶ୍ବାସ କରି ଧୋକା ପାଇପାରନ୍ତି। ସାଙ୍ଗସାଥୀଙ୍କ ସହ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବେ। କିଛି ନୂତନ କାର୍ଯ୍ୟରେ ନିେୟାଜିତ ହୋଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
ବୃଷ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଅଧିକରୁ ଅଧିକ ସମୟ ସାଙ୍ଗସାଥୀଙ୍କ ସହ କଟାଇବେ। ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବାକୁ ଲାଗିବ। ବ୍ୟବସାୟୀମାନେ ଅଧିକ ଲାଭବାନ ହୋଇପାରନ୍ତି।
ମିଥୁନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟୀମାନେ ଦୂରଯାତ୍ରା କରି ଲାଭାନ୍ବିତ ହେବେ। ଅକସ୍ମାତ୍‌ ଧନଲାଭ ହୋଇପାରେ।
କର୍କଟ: ନିକଟତମ ବ୍ୟକ୍ତିଙ୍କ ପାଇଁ ସମସ୍ୟାରେ ପଡ଼ିଯାଇପାରନ୍ତି। ଆଳସ୍ୟତା ହେତୁ କାର୍ଯ୍ୟ କରିବା ସମୟରେ ଏକାଗ୍ରତା ହରାଇବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।
ସିଂହ: ପାରିବାରକ ସମସ୍ୟା ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ଲୋଡ଼ିବେ। ମହିଳାମାନେ ସ୍ବାଧୀନଭାବରେ କାର୍ଯ୍ୟ କରିବେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବେ।
କନ୍ୟା: ଆଶାଠାରୁ ଅଧିକ ଲାଭବାନ ହୋଇପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ। ଅଳ୍ପ ପରିଶ୍ରମ କରି ମଧ୍ୟ ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ।
ତୁଳା: ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ପାଇବେ। କୋର୍ଟକଚେରୀ ମାମାଲା ଆପଣଙ୍କ ସପକ୍ଷରେ ରହିବ। ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ଛାତ୍ରଛାତ୍ରୀ ଲୋଖାପଢ଼ାରେ ମନୋନିବେଶ କରିବେ।
ବିଛା: ପାରିବାରିକ ସମସ୍ୟାରେ ଫସି ରହିବେ। ଅଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି। କାର୍ଯ୍ୟସ୍ଥଳୀରେ ଦୀର୍ଘ ସମୟ ଧରି ଲାଗିରହିଥିବା ସମସ୍ୟାର ସମାଧାନ କରିବେ। ଭ୍ରମଣ ସନ୍ତୋଷଜନଙ୍କ ରହିବ।
ଧନୁ: ପରିବାରଲୋକଙ୍କ ସଂପୂର୍ଣ୍ଣ  ସହାୟତା ପାଇବେ।  କାର୍ଯ୍ୟସ୍ଥଳୀରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ପଦୋନ୍ନତିର ସୁଯୋଗ ରହିଛି।
ମକର: ପାରିବାରିକ ସମ୍ପର୍କ ମଜଭୁତ ହେବ। କାର୍ଯ୍ୟମନ୍ଥର ଯୋଗୁ ଅସୁବିଧାରେ ପଡ଼ିପାରନ୍ତି। କୌଣସି କ୍ଷେତ୍ରରେ ଠକାମିର ଶିକାର ହୋଇପାରନ୍ତି। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ନୂତନ ସୁଯୋଗ ପାଇବେ।
କୁମ୍ଭ: କୌଣସି କଥାକୁ ନେଇ ବ୍ୟସ୍ତତା ଭିତରେ ରହିବେ । ପରିବାରବର୍ଗଙ୍କ ସହ ଉତ୍ତମ ସମୟ କଟାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଭଲଭାବରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ମୀନ: ବିଭିନ୍ନ ସମସ୍ୟା ଦେଇ ଗତି କରିପାରନ୍ତି। ମହିଳାମାନେ ଧର୍ମପରାୟଣ ହେବେ। ପୁରୁଣା କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିପାରନ୍ତି। ବ୍ୟୟବହୁଳତା କାରଣରୁ ଅଭାବ ଅସୁବିଧା ଲାଗି ରହିବ।
ମେଷ: ନିଜ ଲକ୍ଷ୍ୟକୁ ସାଧନ କରିବେ। ପାରିବାରିକ ସମସ୍ୟାରେ ଫସି ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆୟ ବଢ଼ିବାର ସୁଯୋଗ ରହିଛି। ଧାର୍ମିକସ୍ଥଳୀ ପରିଭ୍ରମଣରେ ଯାଇପାରନ୍ତି।
ବୃଷ: ପାରିବାରିକ କଳହ ଉପୁଜିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ। ନୂତନ ନିବେଶରୁ ଦୂରେଇ ରୁହନ୍ତୁ।
ମିଥୁନ: ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପୁରୁଣା କଥାକୁ ଚିନ୍ତା କରି କଷ୍ଟ ପାଇବେ। ପାରିବାରିକ ସମ୍ପର୍କ ମଜଭୁତ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ସମୟର ସଦୁପଯୋଗ କରନ୍ତୁ।
କର୍କଟ: ଯାତ୍ରା କରି ଥକ୍କା ଅନୁଭବ କରିବେ। କୌଣସି କ୍ଷେତ୍ରରୁ ଲାଭବାନ ହେବେ। ଉଚ୍ଚଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ଗୁରୁଜନ ଅଶାନ୍ତି ହୋଇପାରନ୍ତି।
ସିଂହ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅନ୍ୟର ଦୁଃଖରେ ଦୁଃଖୀ ହେବେ। ପୂର୍ବରୁ କରିଥିବା ନିବେଶରୁ ଲାଭବାନ ହେବେ।
କନ୍ୟା: ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ପୁରଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ବର୍ଗଙ୍କ ସହ ଭ୍ରମଣ ଯୋଗ ରହିଛି।
ତୁଳା: ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।
ବିଛା: ଅସମ୍ଭବ କାର୍ଯ୍ୟକୁ କରି ଦେଖାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।
ଧନୁ: ଆତ୍ମବିଶ୍ବାସର ସହ କାର୍ଯ୍ୟ କରନ୍ତୁ। ଗୁରୁଜନଙ୍କ ଅାଶୀର୍ବାଦ ରହିବ। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ। ନକାରାତ୍ମକ ଚିନ୍ତାଧାରା ଯୋଗଁୁ ଅବସାଦରେ ରହିବେ।
ମକର: ପରିସ୍ଥିତି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ବ୍ୟସ୍ତ ବିବ୍ରତ ରହିବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଯିବ। ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।
କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ।
ମୀନ: ଅଯଥା କାର୍ଯ୍ୟରେ ମନୋନିବେଶ କରନ୍ତୁ ନାହିଁ। ଅଚାନକ ଧନଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।
ମେଷ: ସ୍ୱାସ୍ଥ୍ୟ ପାଇଁ ଅଧିକ ଯତ୍ନବାନ ହେବେ। ପରିବାର ସଦସ୍ୟଙ୍କ ସହିତ ଏକ ଆରାମଦାୟକ ଏବଂ ଶାନ୍ତିପୂର୍ଣ୍ଣ ଦିନ ଉପଭୋଗ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।
ବୃଷ: ପରିବାରରେ ଖୁସିର ପରିବେଶ ରହିବ। ଜମି କ୍ରୟ ଏବଂ ବିକ୍ରୟରୁ ଲାଭ ପାଇପାରିବେ। ଜୀବନସାଥୀଙ୍କ ସହିତ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରିବେ।
ମିଥୁନ: ଦୀର୍ଘ ଦିନର ସମସ୍ୟା ଦୂର ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଜୀବନସାଥୀଙ୍କ ସହଯୋଗରେ କଠିନ ପରିସ୍ଥିତିରୁ ମୁକୁଳିପାରିବେ। ଜୀବନରେ ନୂତନ ଅବସର ପାଇବେ।
କର୍କଟ : ପାରିବାରିକ କାର୍ଯ୍ୟରେ ଦିନସାରା ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଚାପ ରହିପାରେ। ନିଜ ଦକ୍ଷତା ବଳରେ କାର୍ଯ୍ୟରେ ସଫଳତା ପାଇବେ।
ସିଂହ: ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ଖୁସି ଖବର ପାଇପାରନ୍ତି। ଅଧିକ ଆୟ କରିବାର ସୁଯୋଗ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।
କନ୍ୟା: ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଛି । ଅସାବଧାନତା ଆର୍ଥିକ କ୍ଷତି ଘଟାଇପାରେ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ।
ତୁଳା: କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ପରିଚିତ ହୋଇପାରନ୍ତି। କଠୋର ମନ୍ତବ୍ୟ ଦେବାଠାରୁ ଦୂରେଇ ରୁହନ୍ତୁ। ପୁରୁଣା କଥାକୁ ମନେ କରି ଅବସାଦରେ ରହିବେ।
ବିଛା: ଆଶା କରିଥିବା ଦିଗରୁ ଲାଭବାନ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକର ଯତ୍ନ ନେବା କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ କରିବେ। ନୂତନ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ।
ଧନୁ: ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ। ମହିଳାମାନେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ। ଇଚ୍ଛାଶକ୍ତିର ଅଭାବରୁ ବିଫଳତାର ଶିକାର ହୋଇପାରନ୍ତି।
ମକର: ଛାତ୍ରଛାତ୍ରୀ ନିଜ ପ୍ରୟାସରେ ସଫଳ ହେବ । ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ଅଶାନ୍ତ ମନୋଭାବ ପାଇଁ ବ୍ୟଥିତ ରହିପାରନ୍ତି।ବୈବାହିକ ଜୀବନରେ ସୁଖଶାନ୍ତି ଦେଖାଦେବ।
କୁମ୍ଭ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଘରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସାମଜିକ ସ୍ତରରେ ମାନସମ୍ମାନ ବଢ଼ିବାକୁ ଲାଗିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ।
ମୀନ: ସାମାଜିକ କାର୍ଯ୍ୟକ୍ଷେତ୍ରରେ ଭାଗ ନେଇପାରନ୍ତି। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଆକର୍ଷଣୀୟ ସୃଜନଶୀଳତା ଘରର ପରିବେଶକୁ ସୁନ୍ଦର କରିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମେଷ: ଦିନଟିରେ ଉତ୍ସାହିତ ରହିବେ। ନୂତନ ନିବେଶ ପୂର୍ବରୁ ସଠି୍‌କ ଯୋଜନା କରନ୍ତୁ। କୋର୍ଟକଚୋରୀ ମାମଲାରେ ଆପଣଙ୍କ ସପକ୍ଷରେ ହେବ। ଧୈର୍ଯ୍ୟରଖି କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ।
ବୃଷ: କୌଣସି ଶୁଭ ଖବର ପାଇଁ ଆନନ୍ଦିତ ହେବେ। ବେରୋଜଗାରୀମାନଙ୍କୁ ରୋଜଗାରର ଅବସର ପ୍ରାପ୍ତି ହେବ। ସମାଜରେ ସମ୍ମାନ ବଢ଼ିବ। ପ୍ରେମୀଯୁଗଳଙ୍କ ପାଇଁ ଦିନିଟି ଉତ୍ତମ ରହିବ।
ମିଥୁନ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦୂରଯାତ୍ରା କରି ଲାଭବାନ ହେବେ। ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ହେବ।
କର୍କଟ: ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ଧାର ଦେବାରୁ ଦୂରେଇ ରହିବା ଉଚିତ ହେବେ। ବନ୍ଧୁବାନ୍ଧବଙ୍କ ସହ ନିବିଡ଼ତା ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।
ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ। ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ କରି କଷ୍ଟ ପାଇପାରନ୍ତି। ପରିବାରର ସହଯୋଗ ପାଇବେ।
କନ୍ୟା: କୌଣସି କାରଣରୁ ମନ କ୍ରୋଧିତ ହୋଇପାରନ୍ତି। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖିନ୍ତୁ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ।
ତୁଳା: ଅତ୍ୟଧିକ ଚିନ୍ତା କରି ମାନସିକ ଅବସାଦରେ ରହିବେ। ଆୟ ବଢ଼ାଇବାର ଇଚ୍ଛା ଦ୍ବିଗୁଣିତ ହେବ। କର୍ମକ୍ଷେତ୍ରରେ ଦକ୍ଷ ହେବା ସହ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବେ।
ବିଛା: ନିଜ ପ୍ରତିଭାକୁ ବିକଶିତ କରିବାକୁ ସୁେଯାଗ ପାଇବେ। କର୍ମକ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟ କରିପାରନ୍ତି। ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗ୍ରହି ହେବେ।
ଧନୁ: ପୈତୃକ ସମ୍ପତ୍ତିରେ ଭାଗୀଦାରି ହୋଇ ପାରନ୍ତି। ଅବିବାହିତମାନଙ୍କ ଜୀବନରେ ପରିବର୍ତ୍ତନ ଦେଖା ଯାଇପାରେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଟିବେ।
ମକର: ଆତ୍ମବିଶ୍ବାସ ଓ ଉତ୍ସାହ ସହ କାର୍ଯ୍ୟ କରି ସଫଳତା ପାଇବେ। ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।
କୁମ୍ଭ: ଜୀବନରେ କିଛି ନୂଆ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।
ମୀନ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାରଠାରୁ ଆର୍ଥିକ ସହାୟତା ପାଇବେ। ଭାବନାରେ ଭାସିଯାଇ କିଛି ଭୁଲ୍‌ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।
ମେଷ: ନିଜ ଚିନ୍ତାଧାରା ପରିବର୍ତ୍ତନ କରିବା ପାଇଁ ସାମାଜିକ ମିଳାମିଶା ବଢ଼ାନ୍ତୁ। ଆର୍ଥିକ ଅନଟନ ଦେଖାଦେବ। ପରିବାର ବର୍ଗଙ୍କୁ ଅଧିକ ସମୟ ଦିଅନ୍ତୁ। ବୈବାହିକ ଜୀବନରେ ତିକ୍ତତା ଦେଖାଦେବ।
ବୃଷ: କଠିନ ପରିଶ୍ରମ ବଳରେ ଉନ୍ନତି କରିବେ। ପରିବାର ବର୍ଗଙ୍କ ସ୍ନେହ ଓ ଭଲପାଇବା ପାଇ ଆଗକୁ ବଢ଼ିବେ। ପରିବର୍ତ୍ତନର ଭିନ୍ନ ଧାରା ନଜରକୁ ଆସିବ।
ମିଥୁନ: ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ସମୟ ବିତିବ। ଅନ୍ୟର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟଭାର ପାଇପାରନ୍ତି।
କର୍କଟ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମମୟ ଜୀବନରୁ ବିରତି ନେବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ।
ସିଂହ: ଦିନଟି ଭଲରେ କଟିବ। ମନରେ ପ୍ରସନ୍ନତା ବୃଦ୍ଧି ପାଇବାକୁ ଲାଗିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ସହ ସମାଜରେ ମାନ ସମ୍ମାନ ମଧ୍ୟ ପାଇବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବଢ଼ିବ।
କନ୍ୟା: ନିଜ ସୃଜନଶୀଳତାର ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଭୂସମ୍ପତ୍ତି କିଣିବାର ସୁଯୋଗ ରହିଛି। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।
ତୁଳା: ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ଉନ୍ନତି ମଧ୍ୟ ଦେଖାଦେଇ ପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରନ୍ତି।
ବିଛା: ଅକାରଣରେ ଦେଖା ଦେଉଥିବା ବାଧା ଗୁଡ଼ିକର ଅନ୍ତ ଘଟିବ। ମନରେ ଉତ୍ସାହ ଭରି ରହିବ। ଅକସ୍ମାତ୍‌ କୌଣସି ସମାରୋହ ପାଇଁ ନିମନ୍ତ୍ରିତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ବଢୁଥିବା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।
ମକର: ମନୋରଞ୍ଜନରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ପ୍ରତିଭାବାନ ପ୍ରମାଣିତ ହୋଇପାରନ୍ତି। କୌଣସି ପରିସ୍ଥିତିରେ ପଡ଼ି ମାନସିକ ଶାନ୍ତି ହରାଇ ପାରନ୍ତି। ଏକୁଟିଆପଣ ଅନୁଭବ କରିପାରନ୍ତି।
କୁମ୍ଭ: କୌଣସି ବିଦେଶୀ କମ୍ପାନୀ ସହ ଚୁକ୍ତିସ୍ବାକ୍ଷର କରିପାରନ୍ତି। ସମାଜିକ କାର୍ଯ୍ୟ କରି ସନ୍ତୋଷ ପାଇବେ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ପ୍ରିୟଜନଙ୍କ ପାଇଁ ଚିନ୍ତାରେ ରହିପାରନ୍ତି।
ମୀନ: ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ କରିବେ।
ମଙ୍ଗଳବାର ରାଶିଫଳ ( ୦୭-୦୯-୨୦୨୧ )
ମେଷ:ନୂତନ ଯୋଜନା କରି ସଫଳ ହେବେ। ସନ୍ତାନସନ୍ତତିଙ୍କ ଦ୍ବାରା ଉପକୃତ ହେବେ। ଚାକିରିରେ ନିଷ୍ଠାପର ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ।  ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି
ବୃଷ:ଦିନଟିରେ ଖର୍ଚ୍ଚାନ୍ତ ଓ ଅଭାବ ଦେଖାଦେବ। ମହିଳାମାନେ ବିରକ୍ତିମନା ରହିବେ।ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ।ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ।  ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍
ମିଥୁନ:ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ଚାକିରିରେ ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ।ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
କର୍କଟ:କୌଣସି ଆର୍ଥିକ କଥାକୁ ନେଇ ଚିନ୍ତାରେ ରହିବେ। ଚାକିରିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟରେ ଉତ୍ତେଜନା ସ୍ଥିତି ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍
ସିଂହ:ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ରାଜନୀତିରେ ସୁନାମ ପାଇବେ। ପ୍ରଶାସନିକ ଉଚ୍ଚ ପ୍ରଶଂସା ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ।  ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
କନ୍ୟା:ବ୍ୟୟ ବହୁଳତା ଭିତରେ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
ତୁଳା:କର୍ମକ୍ଷେତ୍ରରେ ସୁଖ ସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍
ବିଛା:ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ।  ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି
ଧନୁ:ଶୃଙ୍ଖଳିତ ଧାରାରେ କାର୍ଯ୍ୟ ତୁଲାଇବେ।ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଧର୍ମପରାୟଣା ହେବେ। ବାଣିଜ୍ୟରେ ଲାଭ ମିଳିବ।  ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ମକର:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ।  ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ
କୁମ୍ଭ:ଦିନଟିରେ ଆଶାନୁରୂପ ଫଳ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ପ୍ରସିଦ୍ଧି ପ୍ରାପ୍ତି ହେବ। ବାଣିଜ୍ୟ ଲାଭଜନକ ରହିବ।  ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ
ମୀନ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ଦୃଢ଼ମନା ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ।  ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା