cancer and diabetic drugs - The Sakala

ଶସ୍ତା ହେବ ଡାଏବେଟିସ୍‌, କ୍ୟାନ୍ସର ଔଷଧ
ଆଗାମୀ ଦିନରେ ଡାଏବିଟିସ୍‌, କ୍ୟାନ୍ସର ଏବଂ ଯକ୍ଷ୍ମା ଭଳି କେତେକ ରୋଗର ଚିକିତ୍ସା କ୍ଷେତ୍ରରେ ରହିଥିବା ଔଷଧ ମୂଲ୍ୟ କମିବ। ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା(ଏନଏଲଇଏମ)ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯିବା ସହିତ ଏଥିରେ ଏହିସବୁ ଔଷଧକୁ ସାମିଲ କରିବାକୁ ନିଷ୍ପତ୍ତି କରାଯାଇଛି। ଫଳରେ ଏହିସବୁ ଔଷଧ ପୂର୍ବାପେକ୍ଷା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ପରିବର୍ତ୍ତିିତ ଅତ୍ୟାବଶ୍ୟକ ଔଷଧ ତାଲିକାରେ ୩୯ଟି ଔଷଧକୁ ସାମିଲ କରାଯାଇଥÒବା ବେଳେ ୧୬ଟି ଔଷଧକୁ ବାଦ୍‌ ଦିଆଯାଇଛି। ସାମିଲ ହୋଇଥିବା ଔଷଧ ମଧ୍ୟରେ ଆଣ୍ଟି ଡାଏବେଟିସ୍‌ ଏବଂ ଇନସ୍ୟୁଲିନ୍‌, ଯକ୍ଷ୍ମା ପ୍ରତିରୋଧକ ଔଷଧ, ଆଣ୍ଟିପାରାସିଟିକ୍‌ ଆଇଭରମେକ୍ଟିନ୍‌ ଏବଂ ରୋଟାଭାଇରସ୍‌ ଟିକା ଆଦି ରହିଛି। ବର୍ତ୍ତମାନ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏହି ପରିବର୍ତ୍ତିିତ ତାଲିକା ଅନୁଯାୟୀ କାର୍ଯ୍ୟ କରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଏଥିସହିତ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ୩୯ଟି ଔଷଧର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି। ପୂର୍ବରୁ କୋଭିଡ୍‌ ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଔଷଧଗୁଡ଼ିକର ମୂଲ୍ୟ ସରକାର ହ୍ରାସ କରିସାରିଛନ୍ତି।