Odisha Adarsh ​​Vidyalaya - The Sakala

ଆସନ୍ତା ବର୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠପଢ଼ା
ଭୁବନେଶ୍ୱର,୩୦।୧(ସମିସ): ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ବାଣିଜ୍ୟ ବିଭାଗ ଖୋଲିବ। ଏଣିକି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ରାଜ୍ୟର ଛାତ୍ରଛାତ୍ରୀ ବାଣିଜ୍ୟରେ +୨ ଅଧ୍ୟୟନ କରିବେ। ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରାଥମିକ ଭାବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ୩୦ଟି ଆଦର୍ଶ ବିଦ୍ୟାଳୟରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼଼ିବେ। ପ୍ରତି ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକସନ୍‍ ରହିବ। ପ୍ରାଥମିକ ସ୍ତରରେ ରାଜ୍ୟର ୩୦ ଆଦର୍ଶ ବିଦ୍ୟାଳୟରେ ମୋଟ ୨୪ଶହ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରିବେ। ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବାବେଳେ ଖୁବ୍‍ ଶିଘ୍ର ପ୍ରକ୍ରିୟା ଶେଷ ହେବ। ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟର ୬୦ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ଦ୍ୱାଦଶ ଅଧ୍ୟୟନ କରୁଛନ୍ତି। ଆଗାମି ବର୍ଷରୁ ୩୦ଟି ବିଦ୍ୟାଳୟରେ ୨୪ଶହ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ +୨ ଅଧ୍ୟୟନ କରିବେ। ଏଥି ସହିତ ବିଜ୍ଞାନ ବିଭାଗର +୨ ସିଟ୍‍ ମଧ୍ୟ ବୃଦ୍ଧି କରାଯାଇଛି।

କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୮୦ ଛାତ୍ର ଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଗତ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୮୦ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ରୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ଏଭଳି ସ୍କଲାରସିପ ପ୍ରଦାନ ପ୍ରଥମ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ ଅର୍ଥ ୫୪.୮୦ ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରୁ ପ୍ରଦାନ କରାଯାଇଛି। ଦରବାର ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ତ୍ରିପାଠୀ ଭିଡିଓ କନ୍ଫରେନ୍ସି ଜରିଆରେ ଯୋଗଦେଇ ଏଭଳି ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ଓ ଡିଏମ ଏଫ କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏବଂ ଏହା ଓଡ଼ିଶାର ଅନ୍ୟ ଡ଼ିଏମ ଏଫ ଜିଲ୍ଲାପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲାପାଳ ତଥା ଡିଏମ ଏଫ ର ଅଧକ୍ଷ ଆଶିଷ କୁମାର ଠାକରେ ଆଧକ୍ଷତା କରି ଓଡ଼ିଶାରେ କେନ୍ଦୁଝର ଜିଲ୍ଲାର ମନ ବଢ଼ାଇ ଥିବାରୁ ଛାତ୍ରଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡିଏମ ଏଫ ସି ଇ ଓ ତଥା ପିଡି ଡ଼ିଆରଡିଏ ବିଷ୍ଣୁ ପ୍ରାସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ,ସମଗ୍ର ଶିକ୍ଷା ପ୍ରକଳ୍ପ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଏଥିରେ ଯୋଗ ଦେଇଥିଲେ। ସୂଚନା ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ ଏହି ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ବିଦ୍ୟାଳୟ ର ୧୦ମ ପରୀକ୍ଷାରେ ୯୯.୪୦% ନମ୍ବର ରଖି ପ୍ରଥମ ହୋଇଥିବା ସାଳପଡା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମୃତରାଜ ବିଶ୍ୱାଳ ଙ୍କ ସମେତ ସାହରପଡା ବିଶ୍ୱଜିତ ସାହୁ,ତେଲକୋଇ ର ଜ୍ୟୋତିର୍ମୟୀ ମହାନ୍ତ,ହରିଚନ୍ଦନପୁରର ପାୟଲ ପ୍ରିୟା ସାହୁ, ଝୁମ୍ପୁରା ର ଜଜ୍ଞପ୍ରସାଦ ମହାନ୍ତ,ଘଟଗାଁ ର ଅଙ୍କିତ କୁମାର ସାହୁ ଓ ଲୋକେଶ ରଞ୍ଜନ ମହାନ୍ତ, ଯୋଡ଼ା ର ଆକାଶ ଚନ୍ଦ୍ର ପାତ୍ର, ଚମ୍ପୁଆ ର ଧର୍ମେନ୍ଦ୍ର ପ୍ରଧାନ ଏବଂ ବାଂଶପାଳ ର ପ୍ରକାଶ ପ୍ରଧାନ ସମେତ କାର୍ଯ୍ୟକ୍ରମ ରେ ୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ସ୍କଲାରସିପ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଛି। ମୋଟ ୨୮୦ ଛାତ୍ରଛାତ୍ରୀ ଙ୍କୁ ସ୍କଲାରସିପ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। କାର୍ଯ୍ୟକ୍ରମ ରେ ଡ଼ି ଏମ ଏଫର ଲୋକ ସମ୍ପର୍କ ଅଧିକାରୀ ସୁମନ୍ତ ମୁଦୁଲି ଙ୍କ ସମେତ ଅନ୍ୟ ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବିଭିନ୍ନ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ,ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।