Corona Postive - The Sakala

ପୁଣି ଡରାଇଲାଣି କରୋନା: ରାଜ୍ଯରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ ଆକ୍ରାନ୍ତ
ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୭୩୧ କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଆଜି ୫ ହଜାର ୬୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦଶରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ଯା ୩୭, ୦୯୩ କୁ ବୃଦ୍ଧି ହୋଇଛି।

କରୋନା କବଳରେ ହଂକଂ: ବିଶ୍ବ ତୁଳନାରେ ମୃତ୍ୟୁ ୫ ଗୁଣ ଅଧିକ, ଶବ ରଖିବାକୁ ମିଳୁନି ସ୍ଥାନ
ଭିକ୍ଟୋରିଆ: କରୋନା ମହାମାରୀ ହଂକଂରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଭୂତାଣୁ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦକ୍ଷିଣ କୋରିଆ ପରେ ହଂକଂ ବିଶ୍ବର ଦ୍ବିତୀୟ ହଟସ୍ପଟ ବନିଯାଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ଏଥିରୁ ୭ ଲକ୍ଷ ସଂକ୍ରମିତ ଚଳିତ ମାସରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁସଂଖ୍ୟା ଦେଶର ଚିନ୍ତା ବଢାଇଛି। ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଅନ୍ତିମ ସଂସ୍କାର ପାଇଁ କଫିନ ଅଭାବ ଦେଖାଦେଇଛି। ଶବ ରଖିବାକୁ ମଧ୍ୟ ସ୍ଥାନନାହିଁ । ଏଥୁଯୋଗୁଁ ରେଫ୍ରିଜେରେଟର ସିଫି କଣ୍ଟେନରରେ ଶବ ରଖାଯାଉଛି । ମଶାଣି ୨୪ ଘଣ୍ଟା ଖୋଲା ରହିଛି । ୨୩୦୦ ଶବକୁ ରଖିବା ପାଇଁ ପାର୍କିଂ ନିକଟରେ ୫୦ କଣ୍ଟେନରର ସୁବିଧା କରାଯାଇଛି।

ଦେଶରୁ ଦିନକୁ ହରାହାରି ୨୨ ହଜାର ନୂଆ ମାମଲା ଆସୁଛି। ଅକ୍ସଫୋର୍ଟ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ହଂକଂ ମୃତ୍ୟୁହାର ଆମେରିକାର ଶୀର୍ଷ ସଂକ୍ରମଣ ସମୟଠାରୁ ତିନି ଗୁଣ ଅଧିକ। ନୂଆ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୧୪ ପ୍ରତିଶତ ଅଧିକ। ଏହ। ବିଶ୍ବର (୦.୨୮ ପ୍ରତିଶତ) ଠାରୁ ୫ ଗୁଣ ଅଧିକ ।

ଦକ୍ଷିଣ କୋରିଆରୁ ସବୁଠାରୁ ଅଧିକ ୩.୮୫ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି, କିନ୍ତୁ ସେଠାରେ ମୃତ୍ୟୁହାର ମାତ୍ର ୦.୦୮ ପ୍ରତିଶତ ରହିଛି। ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ ହଂକଂରେ ୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ପ୍ରାଣ ହରାଇଲେଣି । ଏହା ପୂର୍ବରୁ ୨୦୨୦ ଏବଂ ୨୦୨୧ରେ ମାତ୍ର ୨୦୦ ଲୋକ ପ୍ରାଣ ହରାଇଥିଲେ । ଏହି ଲହରରେ ୭୦ ବର୍ଷରୁ ଊର୍ଦ୍ଧ୍ବ ୮୭ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌ରେ ମଧ୍ୟ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଏଠାରେ ଗତ ୧୫ ତାରିଖରେ ସର୍ବାଧୂକ ୫,୦୨୮ ମାମଲା ଚିହ୍ନଟ ହୋଇଥିଲା। କରୋନାର ନୂଆ ଭାରିଆଣ୍ଟ ବିଏ.୨ ଚୀନ୍‌ର ନିଦ ହଜାଇ ଦେଇଛି। ଯେକୌଣସି ଉପାୟ ଅବଲମ୍ବନ କରି ସଂକ୍ରମଣ ରୋକିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ୩ଶହ ପୁଲିସ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କରୋନା ।  ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ  ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୋମବାର ଦିଲ୍ଲୀ ପୁଲିସର ପ୍ରାୟ ୩ଶହ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କର ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୋୟ ବିଶ୍ୱାଳ କରେନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀ ପୁଲିସରେ ମୋଟ କର୍ମଚାରୀ ୮୦ ହଜାର କର୍ମଚାରୀ କାର୍ଯ୍ଯରତ ଅଛନ୍ତି । ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣକୁ ରୋକିବା ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହା ଅନୁଯାୟୀ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ଏଥିସହିତ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଡ୍ୟୁଟି ସମୟରେ ବାରମ୍ୱାର ହାତ ଧୋଇବା ସହିତ ପରିବାର ଲୋକଙ୍କ ଟିକାକରଣ କରାଇବା ନେଇ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୮ ଜଣ କରୋନା ପଜିଟିଭ୍
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ୍ । କରୋନା ସଂକ୍ରମଣ ହ୍ରାସ ପାଇଲେ ମଧ୍ୟ ଆମକୁ ସର୍ବଦା ସଚେତନ ହୋଇ ରହିବାକୁ ପଡିବ । ନିୟମିତ ମାସ୍କ ପନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ଏବଂ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ପଡିବ । ତେବେ ଯାଇ ଆମେ କରୋନାକୁ ହରେଇପାରିବା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୭ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୧୩୬୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୪୭୨୭୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 12th December

New Positive Cases: 178

Of which 0-18 years: 37

In quarantine: 105

Local contacts: 73

(Details of local contacts will be shared by concerned District)

1. Angul: 2

2. Balasore: 3

3. Bargarh: 1

4. Bhadrak: 1

5. Cuttack: 13

6. Deogarh: 2

— I & PR Department, Odisha (@IPR_Odisha) December 13, 2021

New recoveries: 233

Cumulative tested: 24472701

Positive: 1051752

Recovered: 1041365

Active cases: 1898

— I & PR Department, Odisha (@IPR_Odisha) December 13, 2021

ଆଜି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୯୭ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୯୭ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୮୨ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୫ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୮୮୮୦ କୁ ବୃଦ୍ଧି ପାଇଥିବା ବେଳେ ୧୦୩୮୦୮୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୩୩୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 28th November

New Positive Cases: 197

Of which 0-18 years: 25

In quarantine: 115

Local contacts: 82

(Details of local contacts will be shared by concerned District)

1. Balasore: 2

2. Bargarh: 1

3. Bhadrak: 3

4. Cuttack: 6

5. Deogarh: 3

6. Dhenkanal: 4

— I & PR Department, Odisha (@IPR_Odisha) November 29, 2021

New recoveries: 221

Cumulative tested: 23677774

Positive: 1048880

Recovered: 1038085

Active cases: 2333

— I & PR Department, Odisha (@IPR_Odisha) November 29, 2021

କରୋନାର ନୂତନ ଭାରିଏଣ୍ଟ ଓମିକ୍ରନ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଦକ୍ଷିଣ ଆଫ୍ରିକା ସମେତ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି।କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କରୋନାର ଏହି ନୂଆ B.୧.୧.୫୨୯ ଭାଇରସକୁ ‘ଭାରିଏଣ୍ଟ ଅଫ କନର୍ସନ’ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାରୁ ବିଶ୍ବକୁ ବ୍ୟାପିଥିବା ଏହି ନୂଆ ଭାରିଏଣ୍ଟର ନାମ ‘ଓମିକ୍ରନ୍’। ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୨୨ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୮ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୪୦୪୧ କୁ ବୃଦ୍ଧି ପାଇଥିବା ବେଳେ ୧୦୩୨୫୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୩୦୫୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Covid-19 Report For 8th November

New Positive Cases: 296
Of which 0-18 years: 58
In quarantine: 174
Local contacts: 122

(Details of local contacts will be shared by concerned District)

1. Balasore: 4
2. Bhadrak: 4
3. Balangir: 2
4. Cuttack: 23
5. Deogarh: 5
6. Dhenkanal: 1

— I & PR Department, Odisha (@IPR_Odisha) November 9, 2021

21. Sundargarh: 23
22. State Pool: 36

New recoveries: 369
Cumulative tested: 22524398
Positive: 1044041
Recovered: 1032566
Active cases: 3058

— I & PR Department, Odisha (@IPR_Odisha) November 9, 2021

ରାଜ୍ଯରେ ଚିହ୍ନଟ ହେଲେ ଆଉ ୬୮୧ ଜଣ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୮ ପଜିଟିଭ୍
ଭୁବନେଶ୍ୱର:ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୮୧ ଜଣ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୩୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୩ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରୁ ମୋଟ ୯ ଲକ୍ଷ ୯୫ ହଜାର ୪୭୪ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୭ ହଜାର ୧୮୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୮ ଜଣ ପଜିଟିଭ ରହିଛନ୍ତି।

Covid-19 Report For 3rd September

New Positive Cases: 681

Of which 0-18 years: 118

In quarantine: 398

Local contacts: 283

(Details of local contacts will be shared by concerned Dist Administration)

District Wise Cases:

1. Angul: 18

2. Balasore: 34

3. Bargarh: 14

— I & PR Department, Odisha (@IPR_Odisha) September 4, 2021

Covid-19 Report For 3rd September

New Positive Cases: 681

Of which 0-18 years: 118

In quarantine: 398

Local contacts: 283

(Details of local contacts will be shared by concerned Dist Administration)

District Wise Cases:

1. Angul: 18

2. Balasore: 34

3. Bargarh: 14

— I & PR Department, Odisha (@IPR_Odisha) September 4, 2021

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୬୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୨୨ ଜଣ, କଟକରୁ ୧୦୧ ଜଣ, ବାଲେଶ୍ବରରୁ ୩୪ ଜଣ, ଯାଜପୁରରୁ ୩୩ ଜଣ, ମୟୂରଭଞ୍ଜରୁ ୨୭ ଜଣ, ପୁରୀରୁ ୨୬ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, ଢ଼େଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ୧୯ ଜଣ ଲେଖାଏଁ, ଅନୁଗୁଳରୁ ୧୮ ଜଣ,ଗଞ୍ଜାମରୁ ୧୩ ଜଣ, ବରଗଡ଼ରୁ ୧୪ ଜଣ, ନୟାଗଡ, କେନ୍ଦୁଝର ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ, ଭଦ୍ରକ,ଦେବଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁଁ, ସୋନପୁରରୁ ୬ ଜଣ, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, କଳାହାଣ୍ଡି ୪ ଜଣ, ବୌଦ୍ଧ. କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ୩ ଜଣ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍‌ରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।