Badminton - The Sakala

ଜାପାନ ଓପନ୍ ୨୦୨୬: ଦୁଇ ବର୍ଷ ପରେ ଫାଇନାଲରେ ପିଭି ସିନ୍ଧୁ, ଅଲିମ୍ପିକ୍ ଚାମ୍ପିଅନ୍ ଚେନ୍ ୟୁଫେଇଙ୍କୁ କଲେ ପରାସ୍ତ
ଭାରତୀୟ ବ୍ୟାଡମିଣ୍ଟନ ତାରକା ତଥା ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଫର୍ମକୁ ଫେରିଛନ୍ତି। ସେ ଚୀନ୍‌ର ଅଲିମ୍ପିକ୍ ଚାମ୍ପିଅନ୍ ଚେନ୍ ୟୁଫେଇଙ୍କୁ ସେମିଫାଇନାଲରେ ପରାସ୍ତ କରି ଜାପାନ ଓପନ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛନ୍ତି।

ଦୁଇ ବର୍ଷ ପରେ ଫାଇନାଲ୍‌ରେ ଏଣ୍ଟ୍ରି

ଦୀର୍ଘ ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପିଭି ସିନ୍ଧୁ କୌଣସି ବିଡବ୍ଲ୍ୟୁଏଫ୍ (BWF) ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶେଷ ଥର ପାଇଁ ସେ ୨୦୨୪ ମସିହାରେ ସୟଦ ମୋଦି ଇଣ୍ଟରନ୍ୟାସନାଲ୍ ଟୁର୍ନାମେଣ୍ଟର ଫାଇନାଲ ଖେଳିଥିଲେ। ଜାପାନ ଓପନ୍‌ର ଏହି ସେମିଫାଇନାଲ୍ ମ୍ୟାଚ୍‌ରେ ସିନ୍ଧୁ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛନ୍ତି।

ଆହତ କାରଣରୁ ଓହରିଲେ ଚେନ୍ ୟୁଫେଇ

ସେମିଫାଇନାଲ୍ ମ୍ୟାଚ୍‌ରେ ସିନ୍ଧୁ ଦମଦାର ଆରମ୍ଭ କରି ପ୍ରଥମ ଗେମ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ୱିତୀୟ ଗେମ୍‌ରେ ସିନ୍ଧୁ ୧୫-୧୦ରେ ଆଗୁଆ ଥିବା ବେଳେ ବିଶ୍ୱର ୪ ନମ୍ବର ଖେଳାଳି ଚେନ୍ ୟୁଫେଇ ହାମଷ୍ଟ୍ରିଙ୍ଗ୍ ଆହତ ସମସ୍ୟା କାରଣରୁ ମ୍ୟାଚ୍‌ରୁ ଓହରି ଯାଇଥିଲେ। ଫଳରେ ସିନ୍ଧୁଙ୍କୁ ବିଜୟୀ ଘୋଷଣା କରାଯିବା ସହ ସେ ଫାଇନାଲ୍ ଟିକେଟ୍ ହାତେଇଛନ୍ତି।

ଭାଙ୍ଗିଲା ୭ ବର୍ଷର ଅପେକ୍ଷା

ଏହି ବିଜୟ ସିନ୍ଧୁଙ୍କ ପାଇଁ ଅନେକ ମାଇନେ ରଖୁଛି। କାରଣ ଦୀର୍ଘ ୭ ବର୍ଷ ପରେ ସେ ଚେନ୍ ୟୁଫେଇଙ୍କୁ କୌଣସି ମ୍ୟାଚ୍‌ରେ ହରାଇବାରେ ସଫଳ ହୋଇଛନ୍ତି। ଶେଷ ଥର ପାଇଁ ସେ ତାଙ୍କୁ ୨୦୧୯ ମସିହାରେ ପରାସ୍ତ କରିଥିଲେ। ଏଥିସହିତ ଚୀନ୍ ଖେଳାଳିଙ୍କ ବିପକ୍ଷରେ ଥିବା ତାଙ୍କର କ୍ରମାଗତ ୫ଟି ମ୍ୟାଚ୍‌ର ପରାଜୟ ଧାରାରେ ବ୍ରେକ୍ ଲାଗିଛି।

ଟାଇଟଲ୍ ପାଇଁ ହେବ ଜୋରଦାର ଲଢ଼େଇ

ରବିବାର ଖେଳାଯିବାକୁ ଥିବା ଫାଇନାଲ୍ ମୁକାବିଲାରେ ଟାଇଟଲ୍ ହାତେଇବା ପାଇଁ ପିଭି ସିନ୍ଧୁ କୋର୍ଟକୁ ଓହ୍ଲାଇବେ। ଜାପାନର ଆକାନେ ୟାମାଗୁଚି ଏବଂ ଇଣ୍ଡୋନେସିଆର ପୁତ୍ରୀ କୁସୁମା ୱାର୍ଦାନୀଙ୍କ ମଧ୍ୟରୁ ଯିଏ ସେମିଫାଇନାଲ୍ ଜିତିବେ, ତାଙ୍କ ସହ ସିନ୍ଧୁଙ୍କର ଫାଇନାଲ୍ ଲଢ଼େଇ ହେବ। ଦୁଇ ବର୍ଷ ପରେ ଟାଇଟଲ୍ ଜିତିବା ଆଶାରେ ଭାରତୀୟ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ସିଙ୍ଗଲରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ୍
ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି।ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲସ ଫାଇନାଲରେ ଜିତିବା ସହ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

ଆଜି ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଥମ ଗେମ୍ ହାରିଯାଇଥିଲେ ଲକ୍ଷ୍ୟ। ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ । ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି । ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ମୋଟ ୨୦ଟି ସୁନାପଦକ ଜିତିଥିବାବେଳେ, ୧୫ଟି ରୌପ୍ୟ ପଦକ ଓ ୨୨ଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାର ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନଙ୍କର ଏହା ପ୍ରଥମ ମେଡାଲ । ବିଶ୍ୱର ୧୦ ନମ୍ବର ସଟଲର କମନୱେଲଥରେ ଏହା ଦ୍ୱିତୀୟ ପଦକ । ସେ ମିକ୍ସଡ୍ ଡବଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି । ଆଉ ଏବେ ସେ ସ୍ୱର୍ଣ୍ଣପଦକ ଜିତିବା ସହିତ ଇତିହାସ ରଚିଛନ୍ତି ।ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟଙ୍କ ପୂର୍ବରୁ ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଛନ୍ତି। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ, ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌
ନୂଆଦିଲ୍ଲୀ : ଥୋମାସ୍‌ କପ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ଇତିହାସ ରଚିଛି। ଭାରତୀୟ ଟିମ୍‌ ପ୍ରଥମ ଥର ପାଇଁ ଫାଇାନାଲରେ ଟାଇଟଲ୍‌ ଜିତିଛି। ରବିବାର ଥୋମାସ୍ କପ୍ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ଭାରତ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଛ। ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡୋନେସିଆର ଏହି ଟୁର୍ନାମେଣ୍ଟରେ ଏକ ଭଲ ରେକର୍ଡ ଥିଲା ଏବଂ ଦଳ ବର୍ତ୍ତମାନର ଟୁର୍ନାମେଣ୍ଟରେ ଅପରାଜିତ ରହିଥିଲା ​​। ଭାରତୀୟ ପୁରୁଷ ଦଳ ପ୍ରଥମ ଥର ପାଇଁ ମାଲେସିଆ ଏବଂ ଡେନମାର୍କ ଭଳି ଦଳକୁ ପରାସ୍ତ କରି ଫାଇନାଲରେ ଇଣ୍ଡୋନେସିଆକୁ ୩-୦ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ।

HISTORIC FEAT 🚨#TeamIndia defeats 14-time #ThomasCup Champions Indonesia (🇮🇳3-0🇮🇩) in a dominating fashion to win its 1️⃣st ever #ThomasCup2022 🔥🔥

Fantastic effort from our BOYS displaying Masterclass Game & TEAM SPIRIT 🙇‍♂️🙇‍♀️

Job Done Guys
MISSION ACHIEVED 😎#IndiaontheRise pic.twitter.com/B5Y3n5myEk

— SAI Media (@Media_SAI) May 15, 2022

ପ୍ରଥମ ମ୍ୟାଚରେ ଲକ୍ଷ୍ମୀ ସେନ୍ ଏବଂ ସତ୍ୟଭିକ୍ ଚିରାଗଙ୍କ ଯୋଡି ଭାରତକୁ ବିଜୟ ଦେଇଥିଲା । ଏହା ପରେ କିଦାମ୍ବୀ ଶ୍ରୀକାନ୍ତ ତୃତୀୟ ମ୍ୟାଚ୍ ଜିତି ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଚାମ୍ପିଅନ୍ କରିଥିଲେ। ଉଦଘାଟନୀ ମ୍ୟାଚରେ ଲକ୍ଷ୍ମୀ ସେନ୍ ଇଣ୍ଡୋନେସିଆର ଡିଫେଣ୍ଡିଂ ଚାମ୍ପିଅନ୍ ଆଣ୍ଟୋନି ସିନିସୁକାଙ୍କୁ ୮-୨୧, ୨୧-୧୭, ୨୧-୧୬ ରେ ପରାସ୍ତ କରିଛନ୍ତି । ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ସତଭିକ୍ ଚିରାଗଙ୍କ ଯୋଡି ମଧ୍ୟ ୧୮-୨୧, ୨୩-୨୧, ୨୧-୧୯ ରେ ଜିତିଥିଲେ | ତୃତୀୟ ମ୍ୟାଚ୍‌ରେ ଶ୍ରୀକାନ୍ତ ଖ୍ରୀଷ୍ଟଙ୍କୁ 2୨୧-୧୫,୨୩-୨୧ ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ |

The Indian badminton team has scripted history! The entire nation is elated by India winning the Thomas Cup! Congratulations to our accomplished team and best wishes to them for their future endeavours. This win will motivate so many upcoming sportspersons.

— Narendra Modi (@narendramodi) May 15, 2022

ଥୋମାସ୍ କପ୍ ର ୭୧ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଚାମ୍ପିଅନ୍ ହେଲା। ଏହି ଟୁର୍ନାମେଣ୍ଟ ୧୯୪୯ ପରଠାରୁ ଖେଳାଯାଉଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡୋନେସିଆ, ଡେନମାର୍କ ଏବଂ ମାଲେସିଆ ଭଳି ଦଳ ଏହି ଟୁର୍ନାମେଣ୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ଯାହା ଭାରତ ଶେଷ କରିଛି। ଏହି ଟୁର୍ନାମେଣ୍ଟ ଜିତିବାରେ ଭାରତ ହେଉଛି ଚତୁର୍ଥ ଦଳ । ମାଲେସିଆ ଏବଂ ଡେନମାର୍କ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା, ଯେତେବେଳେ ଗ୍ରୁପ୍ ପର୍ଯ୍ୟାୟରେ ଚାଇନାର ତାଇପେଇକୁ ପରାସ୍ତ କରିଥିଲା ​​| ଏଥି ସହିତ ଇଣ୍ଡୋନେସିଆର ଦଳ ଫାଇନାଲ ପୂର୍ବରୁ ଏହି ଟୁର୍ନାମେଣ୍ଟରେ ଅପରାଜିତ ରହିଥିଲା ​​| ଏହି ବିଜୟ ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।

ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି: ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ବ୍ୟାଡମିଣ୍ଟନରେ ଜିତିଲେ ରୌପ୍ୟ
ଟୋକିଓ: ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରଖିଛି । ରବିବାର ପୁଣି ଏକ ପଦକ ଭାରତକୁ ମିଳିଛି। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସୁହାସ ୟାଥିରାଜ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତ ପଦକ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି।

ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍‌ରେ ଟପ୍ ସିଡ୍ ତଥା ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି। ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥଲେ। ସେମି ଫାଇନାଲ୍‌ରେ ସୁହାସ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ।

ସୁହାସଙ୍କ ଘର କର୍ଣ୍ଣାଟକାରେ। ଇଞ୍ଜିନିୟରିଂ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ଯ କରୁଛନ୍ତି। ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ।  ପାରାଲିମ୍ପିକ୍ସରେ ଏହି ସଫଳତା ପାଇଁ ସୁହାସଙ୍କୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

ପାରା ଅଲିମ୍ପିକ୍ସରେ ଆଉ ଏକ ପଦକ ପକ୍କା କଲେ ଓଡ଼ିଆ ପୁଅ; ବ୍ୟାଡମିଣ୍ଟନ ଫାଇନାଲରେ ପହଁଚିଲେ ପ୍ରମୋଦ ଭଗତ
ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲକୁ ପ୍ରବେଶ କରି ପଦକ ସୁନିଶ୍ଚିତ କଲେ ପ୍ରମୋଦ । ଆଜି ଏସଏଲ -୩ ବର୍ଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି। ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ ।

ଟୋକିଓ ପାରା ଅଲିମ୍ପିକ୍ସରେ ଆଜିର ଦିନ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଆଜି ଭାରତର ବହୁ ଆଥଲେଟ୍ ଶୁଟିଂ, ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି।