Shooting - The Sakala

ପୁଣି ଅଶାନ୍ତ ଯାଜପୁର: ଗୁଳିମାଡ଼ରେ ଯୁବକ ମୃତ, ପୋଲିସର ତଦନ୍ତ ଜାରି
ଯାଜପୁର: ଯାଜପୁର ସହରରେ ଗୁଳି ମାଡ଼। ଗୁଳି ମାଡ଼ରେ ଯୁବକ ମୃତ l ଘଟଣା ସ୍ଥଳଳେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ l ଯାଜପୁର ସହର ର କାଳିମେଘା ନିକଟରେ ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।  ଗୁରୁତର ଯୁବକ ଜଣକ ହେଲେ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲ । ଅଭିଯୁକ୍ତ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁରୁତରର ସୋମ୍ୟ ରଞ୍ଜନ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଲୟ ଓ ପରେ କଟକ ସ୍ଥାନାନ୍ତର  କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବଂ କିଏ ଏହି ଗୁଳିକାଣ୍ଡ କରିଛି ତାହା ମଧ୍ୟ୍ୟ ଜଣାପଡି ନାହିଁ । ଯାଜପୁର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ସ୍ଥଳଳେ ସକଳୁ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି l ଟିକ ନିକ ଯାଞ୍ଚ କରୁଛି ସାଇଣ୍ଟିଫିକ l କିଏ ଏବଂ କେଉଁ କାରଣରୁ ଏହି ଗୁଲୁକାଣ୍ଡ କରାଯାଇଛି ତାହାକୁ ନେଇ ଯାଜପୁର ପୋଲିସର ତଦନ୍ତ ଜାରି ରହିଛି ।

ବେଆଇନ ଖଣି କାରବାରକୁ ନେଇ ଖୋର୍ଦ୍ଧାରେ ଫୁଟିଲା ଗୁଳି ! ଜଣେ ବ୍ୟବସାୟୀ ମୃତ, ଦୁର୍ବୃତ୍ତ ଫେରାର
ଖୋର୍ଦ୍ଧା: ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଘଟିଛି ଗୁଳିକାଣ୍ଡ । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ। ଗତକାଲି ରାତିରେ ବାସୁଦେବ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଖୋକା ପଡ଼ିଛି । ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି । ବେଆଇନ ଖଣି କାରବାର ଘଟଣାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୮ଟାରେ ଦଲକ ଗାଁ ନିକଟ ଏକ ସ୍ଥାନରେ କେହି ଦୁର୍ବୃତ୍ତ ବାସୁଦେବଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲା । ତାଙ୍କ ଛାତିରେ ଗୋଟିଏ ଏବଂ ମୁଣ୍ଡରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ରାତି ପ୍ରାୟ ୯ଟାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ବେଗୁନିଆ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ ଘଟଣାସ୍ଥଳରେ ଗୋଟିଏ ଖୋକା ଏବଂ ଏକ ବୁଲେଟ୍ ଗାଡ଼ି ଥୁଆ ହୋଇଥିବା ପୁଲିସ ଦେଖିବାକୁ ପାଇଛି। ତେଣୁ ୨ ଦୁର୍ବୃତ୍ତ ବୁଲେଟ୍ ଆସି ଗୁଳିମାଡ଼ ପରେ ଧରାପଡ଼ିବା ଭୟରେ ବୁଲେଟ୍ ଛାଡ଼ି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର
ଭୁବନେଶ୍ବର: ରାଜଧାନୀରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ରାଜଧାନୀ ଭୁବନେଶ୍ବରର ବଡଗଡରେ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ଆହତ ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସକୁ ଦେଖି ଗୁଳି ଚଳାଇଥିଲା ଦୀପକ । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ୩ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍‌ ହାଉସ୍‌ ଭିତରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୁତ୍ତ । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ମୃତ । ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ ଘଟିଛି ଏପରି ହତ୍ୟାକାଣ୍ଡ । ସୂଚନା ମୁତାବକ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କିଛି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତ ମାନେ ଗୁଳି କରିଥିଲେ । ଯାହାଦ୍ୱାରା ଗୋବିନ୍ଦ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ଏନେଇ ସଦରଥାନା ପୋଲିସ ତଦନ୍ତ ଜାରି ରଖିଛି।।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, କାନରେ ଗୁଳି ବାଜିଥିବା ସୂଚନା
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବା ସୂଚନା ମିଳିଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।

ଗୁଳି ମାଡ଼ ପରେ ବି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଜନତାଙ୍କ ଆଡ଼କୁ ହାତ ହଲାଇ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା । ମଞ୍ଚରୁ ଟ୍ରମ୍ପ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି । ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ଼, ଶରୀରରେ ବାଜିଛି ଏକାଧିକ ଗୁଳି
ନୂଆଦିଲ୍ଲୀ: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ  ଗୁଳିମାଡ଼ ହୋଇଛି। ତାଙ୍କ ଶରୀରରେ ଏକାଧିକ ଗୁଳି ବାଜିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାବାରୁ ପ୍ରାୟ ୧୫୦ କିଲୋମିଟର ଦୂର ହ୍ୟାଣ୍ଡଲୋବା ସହରରେ ଏହି ଘଟଣା ଘଟିଛି। ସେଠାରେ କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କଲ୍‌ଚର ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସୋଶିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ପୁଲିସ ନିଜ କବଜାକୁ ନେଇଛି।

ମଝି ରାସ୍ତାରେ ଗୁଳିମାଡ, ଦୁଇ ଆହତ
ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ ନେଇ ସ୍ପଷ୍ଟ ଜଣାପଡ଼ି ନାହିଁ।

ଜଣଙ୍କ ଛାତିରେ ଗୁଳିମାଡ ହୋଇଥିବାବେଳେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି। ଖବରପାଇ ଆହତଙ୍କ ଘରଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏସୀୟ କ୍ରୀଡ଼ା ୨୦୨୩: ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।

ପୁରୁଷ ଟେନିସ ଡବଲ୍ସରେ ଭାରତ ରୌପ୍ୟ ପଦକ  ଜିତିଛି। ସାକେତ୍‌-ରାମନାଥନ୍‌ ଯୋଡ଼ି ଏହି ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ପଦକ ମିଳିଛି ।

‘ପଠାନ୍’ ସୁଟିଂ ପାଇଁ ସ୍ପେନ୍‌ ଯିବେ ଶାହାରୁଖ୍-ଦୀପିକା
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହରି ଖେଳିଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।  ମାର୍ଚ୍ଚ ମାସରେ ପୂରା ଟିମ୍‌ ସ୍ପେନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାର ଏକ ରୋମାଣ୍ଟିକ୍‌ ଗୀତର ସୁଟିଂ ମଲୋର୍କାରେ କରାଯିବ। ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ନିୟମିତ ଆସିଥାନ୍ତି। କେବଳ ସେତିକି ନୁହେଁ ୧୭ ଦିନର ଏହି ସୁଟିଂରେ ଏହି ତିନି କଳାକାର କିଛି ଆକ୍ସନ୍‌ ସିନ୍‌ର ମଧ୍ୟ ସେଠି ସୁଟିଂ କରିବେ। ଫିଲ୍ମର ସୁଟିଂରେ ବିଳମ୍ବ ଯୋଗୁଁ ଏହା ୨୦୨୩ରେ ରିଲିଜ୍‌ ହେବ ବୋଲି ଏବେ ଚର୍ଚ୍ଚା ହେଉଛି।

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ଶୁଟିଂରେ ଡବଲ ମେଡାଲ; ମନୀଷ ଜିତିଲେ ସ୍ଵର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ
ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସର ଏକାଦଶତମ ଦିବସରେ ଭାରତ ଉପରେ ପଦକ ବର୍ଷା ହୋଇଛି । ସୁଟିଂରେ କମାଲ କରିଛନ୍ତି ଭାରାତୀୟ ପାରାସୁଟର । ସୁଟିଂରେ ଦୁଇଟି ପଦକ ପାଇଛି ଭାରତ । ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି। ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ ଜିତିଛନ୍ତି। ୩ଟି ସ୍ଵର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି।

ସୂଚନା ଅନୁଯାୟୀ, ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି। ଏହି ମେଡାଲକୁ ହାତେଇଛନ୍ତି ସିଘଂରାଜ ଅଧାନା । ମନୀଷ ଏବଂ ସିଂରାଜଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଏକ ଜବରଦସ୍ତ ଲଢେଇ ହୋଇଥିଲା, ଯେଉଁଥିରେ ୧୯ ବର୍ଷୀୟ ଭାରତୀୟ ସୁଟର ମନୀଷ ନରୱାଲ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ଦେଶ ପାଇଁ ଗୌରବ ଶୁଟର୍ ଅବନୀ ଲଖେରା: ଟୋକିଓ ପାରାଲିମ୍ପିକ୍ସରେ ଜିତିଲେ ଦ୍ବିତୀୟ ପଦକ, ସ୍ବର୍ଣ୍ଣପରେ ଆଜି ପୁଣି ଆଣିଲେ ବ୍ରୋଞ୍ଜ
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି। ମୋଟ ପଦକ ମଧ୍ଯରେ ୨ଟି ଗୋଲ୍ଡ, ୬ଟି ରୌପ୍ଯ ଓ ଟି ୪ବ୍ରୋଞ୍ଜ ପଦକ ରହିଛି।

ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।