Terrorist - The Sakala
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ସ୍କେଚ ଜାରି କରାଯାଇଛି । ଆକ୍ରମଣ ସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ CCS ବୈଠକ ଅନୁଷ୍ଠିତ ହେବ ।
ଅନ୍ୟପଟେ, ଆତଙ୍କୀ ହମଲା ପଛରେ ଲସ୍କର-ଏ-ତଏବାର ରେଜିଷ୍ଟାନ୍ସ ଫ୍ରଣ୍ଟର ହାତ ଥିବା ଜଣାଯାଇଛି। ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କାସୁରୀ ଓରଫ ଖାଲିଦ ବୋଲି ସୂଚନା ମିଳିଛି।
NIAର ମୋଷ୍ଟ ୱାଣ୍ଟେଡ ତଥା ଲସ୍କର-ଏ-ତୋଏବା ଆତଙ୍କବାଦୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା
ନୂଆଦିଲ୍ଲୀ: ଲସ୍କର ଆତଙ୍କୀ ଅବୁ କତାଲ ନିହତ । ଲସ୍କର-ଏ-ତୋଏବା ଆତଙ୍କବାଦୀ ଅବୁ କତାଲକୁ ହତ୍ୟା । NIAର ମୋଷ୍ଟ ୱାଣ୍ଟେଡ ତଥା ହାପିଜ ସଇଦର ଘନିଷ୍ଠ ଥିବା ଆତଙ୍କବାଦୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ପ୍ରାଣ ହରାଇଛି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ କତାଲ। ଶନିବାର ରାତି ୮ଟାରେ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । କାଶ୍ମୀରରେ ହୋଇଥିବା ଅନେକ ଆକ୍ରମଣରେ ଜଡ଼ିତ ଥିଲା କତାଲ । NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ଆତଙ୍କୀ ଅବୁ କତାଲ । ଭାରତରେ ତୀର୍ଥଯାତ୍ରୀଙ୍କ ଏକ ବସ୍ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହାର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ ସିଂଘି।
କତାଲ ପିଓକେରେ ବସି ଲସ୍କରକୁ ଅପରେଟ୍ କରୁଥିଲା । କାଶ୍ମୀର ଅଶାନ୍ତି ସୃଷ୍ଟି କରିବାର ମୁଖ୍ୟ କାରଣ ଥିଲା ଅବୁ କତାଲ । ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା ପାଇଁ ଅବୁକୁ ଦାୟିତ୍ବ ଦେଇଥିଲା ହାଫିଜ୍ ସାଈଦ୍ । ଲସ୍କରର ଚିଫ୍ ଅପରେସନାଲ କମାଣ୍ଡର ଥିଲା ଅବୁ କତାଲ । ଗତବର୍ଷ ଜୁନ୍ ୯ ତାରିଖରେ କାଶ୍ମୀରରେ ହୋଇଥିବା ହମଲାର ମାଷ୍ଟରମାଇଣ୍ଡ୍ ଥିଲା । ଭାରତୀୟ ସେନାକୁ ଅନେକ ସମୟରେ ଚ୍ୟାଲେଞ୍ଜ ଦେଉଥିଲା ଅବୁ ।
ଜୁନ୍ ୯ ତାରିଖରେ, ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାର ଶିବ-ଖୋରୀରୁ ଫେରୁଥିବା ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଥିଲେ, ଯାହା ପାଇଁ ଏନଆଇଏନ ଆବୁ କତାଲକୁ ଦାୟୀ କରିଥିଲା। ଆବୁ କତାଲ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଥିଲା। ୨୦୨୩ ରଜୌରୀ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ୍ ଥିଲା ଆବୁ କତାଲ।
କ୍ରିପ୍ଟୋକରେନ୍ସିରେ ହେଉଛି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଜମ୍ମୁ ଓ କାଶ୍ମୀର ପୁଲିସର ବିଟ୍‌ କଏନ୍‌ କାରବାର ଉପରେ ଚଢ଼ଉ
ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ କ୍ରିପ୍ଟୋକରେନ୍ସି କାରବାର ଢ଼େର ବଢ଼ିଯାଇଛି। ଏହି କ୍ରିପ୍ଟୋକରେନ୍ସି ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଉପଯୋଗ କରାଯାଉଥିବା ଜଣାଯାଇଛି। ଜାମ୍ମୁ କାଶ୍ମୀର ପୋଲିସର ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି (ଏଆଇଆଇ) ବୁଧବାର ବିଟ୍‌ କଏନ୍ କାରବାର ସହ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ତଦନ୍ତକାରୀ ଏଜେନ୍ସି ଡିଜିଟାଲ୍ ଉପକରଣ, ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ​​ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ବିଟ୍‌କଏନ୍‌ର ବହୁ ମାତ୍ରାରେ ବ୍ୟବହାର କରାଯାଉଥିବାକୁ ସୂଚାଉଛି। ଏହି ଘଟଣା ଥରେ ବିଟ୍‌ କଏନ୍‌ ଭଳି କ୍ରିପ୍ଟୋକରେନ୍ସିଗୁଡିକ ଆତଙ୍କବାଦୀ ପାଣ୍ଠି ସହିତ ଜଡିତ ଥିବା ଖୁଲାସା ହୋଇଥିବାବେଳେ ଏହା ସାରା ବିଶ୍ବ ପାଇଁ କେତେ ବିପଜ୍ଜନକ ତାହା ଅନୁମାନ କରାଯାଉଛି। ଏହାଛଡା କ୍ରିପ୍ଟୋ ବଜାରରେ ବିନିଯୋଗ ହୋଇଥିବା ଟଙ୍କା କେତେ ସୁରକ୍ଷିତ ତାହା ମଧ୍ୟ ଆଲୋଚନା ପରିସରକୁ ଆସିଛି।
ଭାରତ ସରକାର କୌଣସି ପ୍ରକାରର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇନାହାଁନ୍ତି। ଲୋକମାନେ କିନ୍ତୁ ଏ କ୍ଷେତ୍ରରେ ବଡ ଆକାରରେ ବିନିଯୋଗ କରୁଛନ୍ତି। ଭାରତରେ ବିଭିନ୍ନ କ୍ରିପ୍ଟୋକରେନ୍ସିରେ ମୋଟ ବିନିଯୋଗ ୧୫ ଗୁଣ ବୃଦ୍ଧି ଘଟି ୨୦୨୧ରେ ୪୩୮.୧୮ ନିୟୁତ ଡ଼ଲାରରେ ପହଞ୍ଚିଛି। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସିର ବ୍ୟବହାର ସମ୍ପର୍କାତି ରିପୋର୍ଟ ଏହା ସ୍ପଷ୍ଟ କରୁଛି ଯେ, କ୍ରିପ୍ଟୋକରେନ୍ସିରେ ଯାହା ବି ଅର୍ଥ ବିନିଯୋଗ ହେଉଛି ତାହା କେତେ ସୁରକ୍ଷିତ। ସମ୍ପ୍ରତି ସାରା ବିଶ୍ବର ଅଧିକାଂଶ ଦେଶରେ କ୍ରିପ୍ଟୋ ନିୟନ୍ତ୍ରଣ କରିବା ନେଇ କୌଣସି ନିୟମ ନାହିଁ | ଆର୍ଥିକ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ କିଛି ଦେଶ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଯାହାଫଳରେ ଡିଜିଟାଲ ମୁଦ୍ରାକୁ ଆତଙ୍କବାଦୀ ପାଣ୍ଠି ଯୋଗାଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବନାହିଁ। ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋ ବ୍ୟବହାରକୁ ନେଇ ବ୍ୟାଙ୍କ ଇଣ୍ଡୋନେସିଆ ଚିନ୍ତା ପ୍ରକଟ କରିଥିଲା। ବ୍ୟାଙ୍କ ଇଣ୍ଡୋନେସିଆର ପେମେଣ୍ଟ ସିଷ୍ଟମ ବ୍ଲୁ ପ୍ରିଣ୍ଟ ୨୦୨୫ ଅନୁଯାୟୀ, କ୍ରିପ୍ଟୋକରେନ୍ସିଗୁଡିୁକ ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଇପାରିବ। ଏହି ବ୍ଲୁ ପ୍ରିଣ୍ଟରେ ଦର୍ଶାଯାଇଛି ଯେ କ୍ରିପ୍ଟୋ ମାଧ୍ୟମରେ କାରବାର କରିବା ପାଇଁ ଆଇନର ଅତ୍ୟଧିକ ଆବଶ୍ୟକତା ରହିଛି।
ଇଣ୍ଡୋନେସିଆରେ ବର୍ତ୍ତମାନ ଏପରି ସାଇବର ନିୟମର ଅଭାବ ରହିଛି। ଫିଲିପାଇନ୍ସରେ କ୍ରିପ୍ଟୋ ବ୍ୟବହାର କରି ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଇଥିଲା। ଏଥିସହିତ ଫିଲିପାଇନ୍ସର ଆଣ୍ଟି ମନିଲଣ୍ଡରିଂ କାଉନସିଲ ଆତଙ୍କବାଦ ଏବଂ ଆତଙ୍କବାଦ ଫାଇନାନ୍ସ ରିସ୍କ ଆକଳନ ୨୦୨୧ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୧.୭୭ ନିୟୁତ ଫିଲିପାଇନ୍ସ ପେସୋ କ୍ରିପ୍ଟୋ ଆକାରରେ ସନ୍ଦେହଜନକ ଭାବେ କାରବାର କରାଯାଇଥିଲା। ଭାରତରେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ଠୋସ୍ ନିୟମର ମଧ୍ୟ ଅଭାବ। ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆତଙ୍କବାଦୀକୁ ମିଳୁଥିବା ପାଣ୍ଠିରେ କ୍ରିପ୍ଟୋକ୍ୟୁରେନ୍ସି ବ୍ୟବହାରର ପ୍ରମାଣ ପାଇସାରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସିର ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି, କାରଣ ଏହା ମାଧ୍ୟମରେ କରାଯାଇଥିବା କାରବାରକୁ ଧରିବା ସହଜ ନୁହେଁ। ଆତଙ୍କୀ ସଂଗଠନଗୁଡିକ ନୂତନ ଆତଙ୍କବାଦୀ ନିଯୁକ୍ତି, ଅସ୍ତ୍ରଶସ୍ତ୍ର ଦେବା ପାଇଁ କ୍ରିପ୍ଟୋ ବ୍ୟବହାର କରୁଛନ୍ତି। ଆତଙ୍କବାଦ ପାଣ୍ଠି ପାଇଁ କ୍ରିପ୍ଟୋ ବ୍ୟବହାର ହେବାର ପ୍ରଥମ ମାମଲା ମେ’ ୨୦୨୦ରେ ରିପୋର୍ଟ କରାଯାଇଥିଲା। ସେତେବେଳେ ଫିଲିପାଇନ୍ସର ତଦନ୍ତକାରୀ ସଂସ୍ଥା ପିଆଇପିଟିଭିଆର୍‌ ଦୁନିଆର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ କ୍ରିପ୍ଟୋକରେନ୍ସିରେ କାରବାର କରାଯାଇଥିବା ଘଟଣା ଉନ୍ମୋଚନ କରିଥିଲା।
ଯଦି ଆତଙ୍କବାଦୀ ସଂଗଠନଗୁଡିକକ୍ରିପ୍ଟୋ ବଜାରକୁ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି, ତେବେ କ୍ରିପ୍ଟୋ କ୍ଷେତ୍ରରେ ଦେଖାଦେଉଥିବା ଉତ୍ସାହ କେତେବେଳେ ରସାତଳ ହୋଇଯିବ, ଯାହା କ୍ରିପ୍ଟୋ ନିବେଶକଙ୍କୁ ବଡ଼ ଝଟ୍‌କା ଦେବ। ବିଶ୍ୱ ବଜାରରେ ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ୨୨, ୮୨୪ ଆମେରିକୀୟ ଡଲାର (୧୮ ଲକ୍ଷ ଟଙ୍କା ଉପରେ) କାରବାର କରୁଛି।
ମାଆ ଡାକ ଶୁଣି ଅସ୍ତ୍ର ଛାଡିଲେ ଆତଙ୍କବାଦୀ
ଶ୍ରୀନଗର : ଜମ୍ମୁ-କାଶ୍ମୀର କୁଲଗାମର ହଦିଗାମ ଅଞ୍ଚଳରେ ପୁଲିସ ଏନକାଉଣ୍ଟର ଭୟରେ ୨ ଆତଙ୍କବାଦୀ ଆତ୍ମ ସମର୍ପଣ କରିଛନ୍ତି। ପୁଲିସ ଏହି ଦୁଇ ଜଣଙ୍କୁ ଘେରି ନେଇଥିଲା। ସେମାନଙ୍କୁ ଚିହ୍ନଟ କରି ପୁଲିସ ତାଙ୍କ ମାତାପିତାଙ୍କୁ ଡକାଇଥିଲା। ମାଆ କାନ୍ଦି କାନ୍ଦି ପୁଅକୁ ଅସ୍ତ୍ର ଛାଡିବା ପାଇଁ ଅନୁରୋଧ କରିଥିଲା। ଏହା ଶୁଣି ପୁଅ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମ ସମର୍ପଣ କରିଥିଲା। ପୁଲିସ ଆତଙ୍କବାଦୀ ନିକଟରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ସହିତ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।
ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତ, ସତର୍କ କଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଭାରତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ଖୁରାସାନ ଭାରତ ଉପରେ ଆକ୍ରମଣ କରିପାରେ । ଗୁଇନ୍ଦା ବିଭାଗ ଏନେଇ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରିଛି । ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଇସାରାରେ ଆକ୍ରମଣ କରିପାରେ ଇସଲାମିକ ଷ୍ଟେଟ ଖୁରାସାନ । ଏଥିପାଇଁ ଖୁରାସାନ କର୍ଣ୍ଣାଟକ ଓ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସହ ସମ୍ପର୍କ କରିଥିବା ଜଣାପଡ଼ିଛି ।
ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିବା ପରେ ଆଇଏସଆଇ ଇସାରାରେ ଆଉ ଏକ ରକ୍ତାକ୍ତ ସଂଘର୍ଷ ପାଇଁ ଉଦ୍ୟମ ଚଳାଇଛି ଏହି ଆତଙ୍କବାଦୀ ସଂଗଠନ । ଏଥିପାଇଁ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ସେମାନେ ସମ୍ପର୍କରେ ଅଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ, ଇସଲାମିକ ଷ୍ଟେଟ ଭାରତରେ ଥିବା ତାର ସହଯୋଗୀଙ୍କୁ ବିସ୍ଫୋଟକ ଓ ଛୋଟ ଅସ୍ତ୍ରଶସ୍ତ୍ର କିଣିବାକୁ କହିଛି । ଏଥିପାଇଁ ଆଇଏସ୍ ଟଙ୍କା ଯୋଗାଇ ଦେବ ।
ଷଡ଼ଯନ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ କର୍ଣ୍ଣାଟକ ଓ କାଶ୍ମୀରରୁ ଧରା ପଡ଼ିଥିବା ଲୋକଙ୍କୁ ଗୁଇନ୍ଦା ଓ ସୁରକ୍ଷା ଅଧିକାରୀ ପଚରାଉଚରା କରିଛନ୍ତି । ସମ୍ଭାବ୍ୟ ଆକ୍ରମଣ ନେଇ ହୋଇଥିବା ଷଡ଼ଯନ୍ତ୍ରରେ ସେମାନେ ସାମିଲ୍ ଥିବା ମାନିଛନ୍ତି । ଆଇଏସ୍- ଖୁରାସାନା ଟାର୍ଗେଟରେ ରାଇଟ୍ ୱିଙ୍ଗ ଲିଡର୍ସ, ମନ୍ଦିର, ପଶ୍ଚମ ଦେଶ ସହ ଜନଗହଳିପୂର୍ଣ୍ଣ ଅଞ୍ଚଳ ରହିଛି । ଖୁରାସାନ ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରିପାରେ ।
ଗୁଇନ୍ଦା ବିଭାଗ ଏନେଇ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରିଛି । ଟାର୍ଗେଟ୍ କିଲିଂ ସହ ଆଇଇଡି ବିସ୍ଫୋରଣ ପାଇଁ ଖୁରାସାନ ଯୋଜନା କରିଥିବା ଜଣାପଡ଼ିଛି । ବିଗତ ଦିନରେ ଏନଆଇଏ ଜମ୍ମୁକାଶ୍ମୀର ଓ କର୍ଣ୍ଣାଟକରୁ ଆଇଏସଆଇଏସ୍ ଲୋକଙ୍କୁ ଗିରଫ କରିଥିଲା । ସେବେଠୁ ହିଁ ଏଭଳି କିଛି ଷଡ଼ଯନ୍ତ୍ର ନେଇ ଆଶଙ୍କା କରାଯାଉଥିଲା ।