B.J.B. (Autonomous) College - The Sakala

ଶିକ୍ଷାନୁଷ୍ଠାନ ଖୋଲୁ ଖୋଲୁ ଗୋଷ୍ଠୀ ସଂଘର୍ଷ: ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟରେ ଆଜି ବିଜେବି କଲେଜ
ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲୁ ଖୋଲୁ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଘଟଣାକୁ ୨୪ ଘଣ୍ଟା ପୁରି ନ ଥିବା ବେଳେ ଆଜି ପୁଣି ବିଜେବି କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କମେଣ୍ଟ ମରାକୁ କେନ୍ଦ୍ର କରି ଆଜି ବିଜେବି କଲେଜ ପରିସରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।

ଏଥିରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ବଡଗଡ଼ ଥାନା ପକ୍ଷରୁ ୩୦ ଜଣଙ୍କୁ ଅଟକ ରଖାଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ହୋଇଥିବା ଜଣାପଡିଛି। ଏହାସହ ଜାତିଆଣ ଆକ୍ଷେପ ଯୋଗୁ ସଂଘର୍ଷ ତୀବ୍ରତର ହୋଇଛି। କଲେଜ ସାମ୍ନାରେ ଧାରଣାରେ ବସି ରହିଛନ୍ତି ଶତାଧିକ ଛାତ୍ରଛାତ୍ରୀ।

ଏବେ ଦେଖିବାକୁ ମିଳୁଛି କିଛି ଶିକ୍ଷିତ ଆସାଧୁ ଛାତ୍ରଛାତ୍ରୀ ଜାତିଆଣର ଫାଇଦା ନେବାକୁ ଅପଚେଷ୍ଟା କରୁଛନ୍ତି। ଜାତିଆଣ ନାଁ ନେଇ ମିଛି କେସ ମଧ୍ଯ ଦେଉଛନ୍ତି।