Organ Donor - The Sakala

ଅଙ୍ଗଦାନ କରି ଅମର ହୋଇଗଲେ କୁନିପୁଅ ଶୁଭୋଜିତ, ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ୮ ବର୍ଷୀୟ ପୁଅ ଶୁଭୋଜିତ ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବା ହଠାତ୍‌ ଚେତା ହରାଇ ତଳେ ପଡ଼ି ଯାଇଥିଲେ ଶୁଭୋଜିତ। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ମାତ୍ର ଗତ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ ଶରୀରରେ ପୁଅ ବଞ୍ଚୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ଶୁଭୋଜିତ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା । ପରେ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇ ଅନ୍ୟ ରାଜ୍ୟକୁ ପଠାଯାଇଛି।

ମୃତ୍ୟୁ ପରେ ବି ଅମର, ଅନ୍ୟକୁ ଜୀବନ ଦେଲେ ଶ୍ରୀଓମ ଶିବୁ
କେନ୍ଦ୍ରାପଡ଼ା: ମୃତ୍ୟୁ ପରେ ବି ଅମର । ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ ।  ଜୀବିତ ନ ଥାଇ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ ହୋଇଥାଏ। କେନ୍ଦ୍ରାପଡ଼ା ଡିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀଓମ୍ ଶିବୁଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିଛନ୍ତି ପରିବାର।

ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦେଢ଼ ମାସ ଧରି କଟକ ଏସସିବିରେ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶ୍ରୀଓମ ଶିବୁଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିଲା। ଏହାପରେ ତାଙ୍କ ବାପା, ମାଆ ଓ ପରିବାର ଲୋକ ଶ୍ରୀଓମ ଶିବୁଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ  କିଡିନୀ କଟକ ଏସସିବି ମେଡିକାଲ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି ।

ଅନ୍ୟପଟେ, କଟକ ବଡ଼ ମେଡିକାଲରେ ନିଶ୍ଚିନ୍ତକୋଇଲି ବଡ଼କ୍ଷୀର ଗ୍ରାମର ମଳୟ କୁମାର ସାମଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ମଳୟଙ୍କ ଚକ୍ଷୁଦାନ ପାଇଁ ଆଇବ୍ୟାଙ୍କ୍ ସହିତ ଯୋଗାଯୋଗ କରିଥିଲେ। ମଳୟଙ୍କ  ଚକ୍ଷୁଦାନ କରାଯାଇଛି। ମଳୟ ସିନା ଆରପାରିକୁ ଚାଲିଗଲେ, ହେଲେ ତାଙ୍କ ଆଖିରେ ଆଉ ଦୁଇଜଣ ଦୃଷ୍ଟିହୀନ ଦୁନିଆ ଦେଖିପାରିବେ। ଏଥିପାଇଁ ସମସ୍ତେ ମଳୟଙ୍କ ପରିବାରକୁ ପ୍ରଶଂସା କରିଛନ୍ତି।

ଅଙ୍ଗଦାନ କରି ୧୨ ଜଣଙ୍କ ଜୀବନ ରକ୍ଷାକଲେ ଦୁଇ ସାଙ୍ଗ
ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ସନ୍ତାନର ଅଙ୍ଗଦାନ କରିବା ବାପା ମା’ଙ୍କ ପାଇଁ କେତେ ଯେ କଷ୍ଟଦାୟକ ତାହା କଳ୍ପନା ବାହାରେ। ଗୁଜରାଟର ସୁରଟରେ  ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ର ଶିକାର ହୋଇଥିବା ଦୁଇ ବାଲ୍ୟବନ୍ଧୁଙ୍କ ଯୋଗୁଁ ଏବେ ୧୨ ଜଣ ଲୋକଙ୍କୁ ନୂଆ ଜୀବନ ମିଳିପାରିଛି।  ସୁରଟର ଅଞ୍ଚଳର ଦୁଇ ଯୁବକ ମୀତ୍‌ ପାଣ୍ଡ୍ୟା ଓ କ୍ରୀସ୍‌ ଗାନ୍ଧୀ( ଉଭୟଙ୍କ ବୟସ ୧୮ ବର୍ଷ)  ୨୪ ଅଗଷ୍ଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। କ୍ରୀସଙ୍କ ଜନ୍ମଦିନ ୨୪ ଅଗଷ୍ଟରେ ଥିଲା। ଜନ୍ମଦିନ ପାର୍ଟି ସେଲିବ୍ରେଟ୍ କରି ଘରକୁ ଫେରୁଥିବା ବେଳେ କାର୍ ଧକ୍କାରେ ଉଭୟ ଗୁରୁତର ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ସୁରଟସ୍ଥିତ ଏକ ଘରୋଇ ହସ୍‌ପିଟାଲରେ  ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସେମାନଙ୍କର  ବ୍ରେନ୍‌ ଡେଡ୍ ହୋଇଛି ବୋଲି କହିଥିଲେ।

ମୀତ୍‌ ଓ କ୍ରୀସ୍‌ଙ୍କ ବ୍ରେନ୍‌ ଡେଡ୍ ପରେ ଉଭୟ ପରିବାର ‘ଡୋନେଟ୍‌ ଲାଇଫ୍‌’ ସଂଗଠନ ମାଧ୍ୟମରେ ସେମାନଙ୍କର କିଡ୍‌ନୀ, ଯକୃତ, ହୃଦୟ, ଫୁସଫୁସ, ଆଖି ଆଦି ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଦୁଇ ସାଙ୍ଗଙ୍କ ପାଇଁ ଏବେ  ୧୨ ଜଣ ନୂତନ ଜୀବନ ପାଇଛନ୍ତି। ମୃତକଙ୍କ ଅଙ୍ଗ ଅହମଦାବାଦ ଓ ହାଇଦ୍ରାବାଦ୍‌ ପହଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ଦୁଇଟି ଗ୍ରୀନ୍‌ କରିଡର୍‌ ପ୍ରସ୍ତୁତ କରାଯାଇଥିଲା। ସୁରଟଠାରୁ ହାଇହ୍ରାବାଦର ଦୂରତା ୯୨୬ କି.ମି. ହୋଇଥିବାେବଳେ ଏଠାରେ ପହଞ୍ଚିବାକୁ ୩ଘଣ୍ଟା ସମୟ ଲାଗିଥିଲା। କ୍ରୀସ୍‌ଙ୍କ ଫୁସ୍‌ଫୁସ୍‌ ହାଇଦ୍ରାବାଦରେ ୫୪ ବର୍ଷୀୟ ସିଆର୍‌ପିଏଫ୍‌ ଯବାନଙ୍କଠାରେ ପ୍ରତିରୋପଣ କରାଯାଇଛି। ଏହି ଯବାନ ଜଣଙ୍କ ଗତ ଦେଢ଼ବର୍ଷ ଧରି ଅକ୍ସିଜେନ୍‌ ସପୋର୍ଟ ଦ୍ବାରା ଚିକିତ୍ସିତ ହେଉଥିଲେ। ସେହିପରି ମିତ୍‌ଙ୍କ ହୃଦ୍‌ଯନ୍ତ୍ର ବଡୋଦରାର ଜଣେ ୨୧ ବର୍ଷୀୟ ଯୁବତୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ସେହିଭଳି ସେମାନଙ୍କର ଅନ୍ୟାନ୍ୟ  ଅଙ୍ଗଗୁଡିକୁ ଭିନ୍ନ ଭିନ୍ନ ଲୋକଙ୍କଠାରେ ପ୍ରତିରୋପଣ କରାଯାଇଛି।