battery report windows 10 - The Sakala

‘ସିକ୍ରେଟ୍‌’ ଟୁଲ୍‌ ଜରିଆରେ ଜାଣନ୍ତୁ ଲାପଟପ୍‌ ବ୍ୟାଟେରୀର ସମ୍ପୂର୍ଣ୍ଣ ରିପୋର୍ଟ
ୱିନଡୋଜ୍‌ ୧୦ର ‘ସିକ୍ରେଟ୍‌’ ଟୁଲ୍‌ ଜରିଆରେ ଲାପଟପ୍‌ ବ୍ୟାଟେରୀର ଲାଇଫ୍‌ ଲାଇନ୍‌ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ଷ୍ଟାର୍ଟ ମେନ୍ୟୁ କିମ୍ବା ସେଟିଙ୍ଗ୍‌ ମେନ୍ୟୁରେ ଏହି ଟୁଲ୍‌ ଦେଖାଯାଏନାହିଁ। ତେଣୁ ଏହାକୁ ସିକ୍ରେଟ୍‌ ଟୁଲ୍‌ କୁହାଯାଏ। ଏହାକୁ ଆକ୍‌ସେସ୍ କରିବା କରିବା ପାଇଁ କିଛି ଟିପ୍‌ସ –

-ସିକ୍ରେଟ୍‌ ଟୁଲ୍‌କୁ ଆକ୍‌ସେସ୍‌ କରିବା ପାଇଁ ପ୍ରଥମେ କମାଣ୍ଡ୍‌ ପ୍ରମ୍ପଟ ଲଞ୍ଚ୍ କରିବାକୁ ହୁଏ। ଏଥିପାଇଁ ୱିଣ୍ଡୋଜ୍ ସର୍ଚ୍ଚ ବା ଷ୍ଟାର୍ଟ ମେନ୍ୟୁରେ ‘ସିଏମ୍‌ଡି’ ବା ‘କମାଣ୍ଡ୍‌ ପ୍ରମ୍ପଟ୍‌’ ସର୍ଚ୍ଚ କରନ୍ତୁ।

-ଏହାପରେ ବ୍ଲାକ୍‌ ବ୍ୟାକଗ୍ରାଉଣ୍ଡ୍‌ ସହିତ କମାଣ୍ଡ୍‌ ପ୍ରମ୍ପଟ ଖୋଲିଯିବ।

-ସେଥିରେ ପାୱାର୍‌ସିଏଫ୍‌ଜି ବା ବ୍ୟାଟେରୀ ରିପୋର୍ଟ ଟାଇପ୍ କରି ଏଣ୍ଟର୍‌ କି ଉପରେ କ୍ଲିକ୍ କରନ୍ତୁ।

-ସ୍କ୍ରିନ୍‌ରେ ଗୋଟିଏ ମେସେଜ୍‌ ଆସିବ। ଏହି ମେସେଜ୍‌ ସେଭ୍‌ ହୋଇ ରହିବ ଏବଂ ଫାଇଲ୍‌ ପାଥ୍‌ ମଧ୍ୟ ଆପଣ ଜାଣିପାରିବେ।

-ଉକ୍ତ ଫୋଲଡର୍‌ ବା ଫାଇଲ୍‌ ଖୋଲିବା ପରେ ‘ଡିଜାଇନ୍‌ କାପାସିଟି’ ଓ ‘ଫୁଲ୍‌ ଚାର୍ଜ କାପାସିଟି’ ଦେଖାଯିବ।

-ଡିଜାଇନ୍‌ କାପାସିଟିର ଅର୍ଥ ହେଉଛି ଲାପ୍‌ଟପ୍‌ କିଣିବା ସମୟରେ ବ୍ୟାଟେରି ଲାଇଫ୍ କିପରି ଥିଲା ଏବଂ ‘ଫୁଲ୍‌ ଚାର୍ଜ କାପାସିଟି’ର ଅର୍ଥ ଏବେ ବ୍ୟାଟେରୀ ଲାଇଫ୍ କିଭଳି ଅଛି। ବ୍ୟାଟେରୀର ଲାଇଫ୍‌ ଲାଇନ୍‌ ଜାଣିବା ପାଇଁ ଏହା ସବୁଠାରୁ ସହଜ ଉପାୟ।

-କିଛି ରିପୋର୍ଟ ମଧ୍ୟ ଦେଖିବାକୁ ମିଳେ, ଯାହା ଆପଣଙ୍କୁ ବ୍ୟାଟେରୀର ଲାଇଫ୍ ଲାଇନ୍ ସମ୍ପର୍କିତ ସୂଚନା ଦେଇଥାଏ।