jaipur - The Sakala

ଜୟପୁରରେ NTA ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବିଭ୍ରାଟ: ଏଣ୍ଟ୍ରାନ୍ସ ପରୀକ୍ଷା ବାଧାପ୍ରାପ୍ତ, ପରୀକ୍ଷାର୍ଥୀଙ୍କ ହଙ୍ଗାମା
ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ଆଉ ଏକ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ସାମ୍ନାକୁ ଆସିଛି। ଅଗଷ୍ଟ ୨୨ ତାରିଖରେ ଜୟପୁରର ଏକ ପରୀକ୍ଷା କେନ୍ଦ୍ରରେ ଅଲ୍ ଇଣ୍ଡିଆ ଆୟୁଷ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା (AIAPGET 2026) ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ୍ କାଟ ହେବାରୁ ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା। ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ଏହି ପରୀକ୍ଷା ସମୟରେ ଲାଇନ୍ ଚାଲିଯିବାରୁ କମ୍ପ୍ୟୁଟର ବନ୍ଦ ହୋଇଯାଇଥିଲା, ଯାହା ଫଳରେ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ବାହାରେ ହଙ୍ଗାମା କରିଥିଲେ।

ପରୀକ୍ଷା କେନ୍ଦ୍ରରେ ଘୋର ଅବ୍ୟବସ୍ଥା

ସୂଚନା ଅନୁଯାୟୀ, ଜୟପୁରର ଟ୍ରାନ୍ସପୋର୍ଟ ନଗର ସ୍ଥିତ ଶ୍ରୀ ସତ୍ୟସାଇ ପିଜି କଲେଜରେ ଏହି ପ୍ରବେଶିକା ପରୀକ୍ଷା ଚାଲିଥିଲା। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୫ ମିନିଟ୍ ପରେ ଅର୍ଥାତ୍ ୧୦:୧୫ ମିନିଟ୍‌ରେ ଲାଇନ୍ କଟିଯାଇଥିଲା। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବ୍ୟାକ୍‌ଅପ୍‌ର କୌଣସି ସୁବିଧା ନଥିଲା। ପ୍ରଶାସନ ପକ୍ଷରୁ ଜେନେରେଟର ଚଲାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରେ ଡିଜେଲ ନଥିବା ଜଣାପଡ଼ିଥିଲା। ଏହି ଘୋର ଅବ୍ୟବସ୍ଥା କାରଣରୁ ପରୀକ୍ଷାର୍ଥୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ କେନ୍ଦ୍ର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

୪୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା

ଏହି ବିଦ୍ୟୁତ୍ ବିଭ୍ରାଟ କାରଣରୁ କେନ୍ଦ୍ରରେ ଉପସ୍ଥିତ ଥିବା ମୋଟ ୧୯୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୯ ଜଣ ସେମାନଙ୍କର ପରୀକ୍ଷା ଶେଷ କରିପାରିନଥିଲେ। NTA ପକ୍ଷରୁ ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। କେବଳ ପ୍ରଭାବିତ ହୋଇଥିବା ଏହି ୪୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା କରାଯିବ ବୋଲି ଏଜେନ୍ସି ଘୋଷଣା କରିଛି। ଅବଶିଷ୍ଟ ଛାତ୍ରଛାତ୍ରୀମାନେ ଲାଇନ୍ ଆସିବା ପରେ ନିଜର ପରୀକ୍ଷା ସମ୍ପୂର୍ଣ୍ଣ କରିଥିଲେ।

ସେପ୍ଟେମ୍ବର ୧ରେ ହେବ ପରୀକ୍ଷା

ଏହି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୧୦ଟା ସମୟରେ ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଜୟପୁରର ରାଜସ୍ଥାନ କଲେଜ୍ ଅଫ୍ ଇଞ୍ଜିନିୟରିଂ ଫର୍ ଓମେନ୍କୁ ନୂଆ ପରୀକ୍ଷା କେନ୍ଦ୍ର ଭାବରେ ସ୍ଥିର କରାଯାଇଛି। ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁବଶୀଘ୍ର ନୂତନ ଆଡମିଟ୍ କାର୍ଡ ଜାରି କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ୨୦୦ଟି କେନ୍ଦ୍ରରେ ମୋଟ ୩୫,୮୩୭ ଜଣ ପ୍ରାର୍ଥୀ ଏହି ଆୟୁଷ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲେ।

ଜୟପୁର ମର୍ଡର କେସ୍: ମଦ ବିଲ୍ ଦେବାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା, ପୋଲିସରୁ ବର୍ତ୍ତିବା ପାଇଁ ୟୁଟ୍ୟୁବ୍ ସର୍ଚ୍ଚ କଲେ ଅଭିଯୁକ୍ତ
ରାଜସ୍ଥାନର ଜୟପୁର ଠାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ମଦ ପାର୍ଟିର ବିଲ୍ ଦେବାକୁ କେନ୍ଦ୍ର କରି ଦୁଇ ଜଣ ସାଙ୍ଗ ମିଶି ନିଜର ଅନ୍ୟ ଜଣେ ସାଙ୍ଗକୁ ଗଳାଚିପି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ପୋଲିସଠାରୁ କିପରି ଖସିଯିବେ ଏବଂ ଆଇନଗତ ଦଣ୍ଡବିଧାନ ବିଷୟରେ ଅଭିଯୁକ୍ତମାନେ ୟୁଟ୍ୟୁବ୍ (YouTube) ରେ ସର୍ଚ୍ଚ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ହୋଟେଲ୍ ରୁମରେ କ'ଣ ଘଟିଥିଲା?

ପୋଲିସର ସୂଚନାନୁସାରେ, ଗତ ଜୁଲାଇ ୨୫ ତାରିଖ ଦିନ ଜୟପୁରର ବିନ୍ଦାୟକା ଅଞ୍ଚଳରେ ଥିବା ଏକ ହୋଟେଲରେ ଦିନେଶ ଓରଫ ଦର୍ଶନ ନାମକ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ମୃତକ ଦିନେଶ ତାଙ୍କର ଦୁଇ ସାଙ୍ଗ ସଞ୍ଜୟ କୁମାର କାସୋଟିୟା ଏବଂ ନୀତେଶ ଗାୱରିୟାଙ୍କ ସହିତ ହୋଟେଲରେ ରହିଥିଲେ। ଏକ ଆର୍ଥିକ ଋଣ ବିଷୟରେ ଆଲୋଚନା କରିବା ପାଇଁ ସେମାନେ ଏକାଠି ହୋଇଥିଲେ। ହୋଟେଲରେ ମଦ୍ୟପାନ କରିବା ପରେ କିଏ ମଦ ବିଲ୍ ଦେବ ଏବଂ ପାର୍ଟି କେତେ ସମୟ ଚାଲିବ, ତାହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏବଂ ନୀତେଶ ମିଶି ଏକ ଓଢ଼ଣୀ ସାହାଯ୍ୟରେ ଦିନେଶଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ।

ୟୁଟ୍ୟୁବରେ ଖୋଜୁଥିଲେ ଖସିଯିବାର ଉପାୟ

ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ମୃତ ଦିନେଶଙ୍କ ମୋବାଇଲ୍ ଫୋନ୍ ନେଇଯିବା ସହ ସିମ୍ କାର୍ଡ ଭାଙ୍ଗି ଦେଇଥିଲେ। ସେମାନେ ନିଜ ନିଜର ମୋବାଇଲ୍ ଫୋନକୁ ଫ୍ଲାଇଟ୍ ମୋଡ୍ ରେ ରଖି ଫେରାର ହୋଇଯାଇଥିଲେ। ପ୍ରଥମେ ସେମାନେ ସିକର ସ୍ଥିତ ଖାଟୁ ଶ୍ୟାମ ମନ୍ଦିରକୁ ଯାଇଥିଲେ ଏବଂ ପରେ ଦୌସାସ୍ଥିତ ଏକ ହୋଟେଲରେ ଲୁଚି ରହି ଗୁଜରାଟ ଖସିଯିବାକୁ ଯୋଜନା କରିଥିଲେ। ଦୌସାରେ ଲୁଚି ରହିଥିବା ସମୟରେ ସେମାନେ ହୋଟେଲ୍ ୱାଇ-ଫାଇ (Wi-Fi) ବ୍ୟବହାର କରି ପୋଲିସ କିପରି ହତ୍ୟାକାଣ୍ଡର ତଦନ୍ତ କରେ, କିପରି ଖସିଯାଇହେବ ଏବଂ ହତ୍ୟା ଅପରାଧ ପାଇଁ କି ପ୍ରକାର ଦଣ୍ଡ ମିଳିଥାଏ, ସେସବୁ ୟୁଟ୍ୟୁବରେ ସର୍ଚ୍ଚ କରିଥିଲେ।

୩୦୦ରୁ ଅଧିକ ସିସିଟିଭି ଯାଞ୍ଚ କରି ପୋଲିସ କଲା ଗିରଫ

ପଶ୍ଚିମ ଜୟପୁରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ପ୍ରଶାନ୍ତ କିରଣ କହିଛନ୍ତି ଯେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ନିଜ ମୋବାଇଲ ବନ୍ଦ କରି ଫେରାର ହୋଇଯାଇଥିବାରୁ ପୋଲିସକୁ ସେମାନଙ୍କୁ ଟ୍ରାକ୍ କରିବା କଷ୍ଟକର ହୋଇଥିଲା। ତେବେ ତଦନ୍ତକାରୀ ଦଳ ବିଭିନ୍ନ ହୋଟେଲ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍ ପ୍ଲାଜାରେ ଥିବା ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲେ। ବୈଷୟିକ ଅନୁସନ୍ଧାନ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଶେଷରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଦୌସାରୁ ଗିରଫ କରିବାରେ ସଫଳ ହୋଇଥିଲା। ଜେରା ବେଳେ ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି।

ଜୟପୁରରେ ୩୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍: ଅଭିଯୁକ୍ତଙ୍କୁ ଖାଲି ପାଦରେ ଚଲାଇଲା ପୋଲିସ, ଭିଡିଓ ଭାଇରାଲ୍
ଜୟପୁରରେ ଏକ ବଡ଼ ଧରଣର ଅଳଙ୍କାର ଲୁଟ୍ ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜସ୍ଥାନର ଜୟପୁର ପୋଲିସ ୩୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଘଟଣାସ୍ଥଳରେ ଖାଲି ପାଦରେ ଚଲାଇ ଚଲାଇ ସିନ୍ ରିକ୍ରିଏସନ୍ (ଶିନାଖ୍ତ ପରେଡ୍) କରାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଅଭିଯୁକ୍ତମାନଙ୍କ ଏହି ପରେଡ୍‌ର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

କିପରି ହୋଇଥିଲା ଲୁଟ୍?

ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖ ରାତିରେ ଖୋରାବିସଲ ଅଞ୍ଚଳର ନାଙ୍ଗଲ ଲାଡି ଠାରେ ଏହି ହାଇପ୍ରୋଫାଇଲ୍ ଲୁଟ୍ ଘଟିଥିଲା। ଅଳଙ୍କାର ବ୍ୟବସାୟୀ ଶଙ୍କରଲାଲ ଶର୍ମା ନିଜ ବାଇକରେ ଘରକୁ ଫେରୁଥିବା ବେଳେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏକ କାର୍ ସାହାଯ୍ୟରେ ତାଙ୍କ ବାଇକ୍ ଆଗରେ ଗାଡି ରଖି ରାସ୍ତା ଅଟକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଲାଠି ଓ ବାଡ଼ିରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶଙ୍କରଲାଲଙ୍କ ଦୁଇ ହାତ ଭାଙ୍ଗିଯିବା ସହ ତାଙ୍କ ମୁଣ୍ଡ ଏବଂ ନାକରେ ଗଭୀର ଆଘାତ ଲାଗିଥିଲା। ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଏବଂ ୧.୫୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଲୁଟି ନେଇ ଫେରାର୍ ହୋଇଯାଇଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଭାଇରାଲ୍ ଭିଡିଓ

ଏହି ଘଟଣାର ତଦନ୍ତ କରି ଜୟପୁର ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ସେମାନଙ୍କୁ ଅପରାଧ ଘଟିଥିବା ସ୍ଥାନକୁ ଆଣି ପରେଡ୍ କରାଇଥିଲା। ଭାଇରାଲ୍ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଅଭିଯୁକ୍ତମାନେ ପୋଲିସ ଘେରବନ୍ଦୀ ମଧ୍ୟରେ ଖାଲି ପାଦରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ଏବଂ ମୁଣ୍ଡ ତଳକୁ କରି କ୍ଷମା ମାଗୁଛନ୍ତି।

ଅପରାଧୀଙ୍କ ଏଭଳି ଦଶା ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଉପସ୍ଥିତ ଜନତା ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ 'ଜୟପୁର ପୋଲିସ ଜିନ୍ଦାବାଦ' ନାରା ଲଗାଇଥିଲେ। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି: ସିସିଟିଭି ତାର କାଟିଲା, ପୋଷା କୁକୁରକୁ ମାରିଲା ବିଶ୍ୱସ୍ତ ଚାକର
ରାଜସ୍ଥାନର ଜୟପୁରରେ ଏକ ଚାଞ୍ଚଲ୍ୟକର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି ହୋଇଛି ଏବଂ ଏହି ଘଟଣାର ମାଷ୍ଟରମାଇଣ୍ଡ ବାହାରର କେହି ନୁହେଁ ବରଂ ତାଙ୍କ ଘରର ଅତି ବିଶ୍ୱସ୍ତ ଚାକର ବୋଲି ଜଣାପଡ଼ିଛି। ଚୋରିକୁ ଲୁଚାଇବା ପାଇଁ ଅଭିଯୁକ୍ତ ଜଣକ କେବଳ ସିସିଟିଭି କ୍ୟାମେରା ନଷ୍ଟ କରିନଥିଲା, ବରଂ ଘରର ପୋଷା କୁକୁରକୁ ମଧ୍ୟ ହତ୍ୟା କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ସୁମିତ ଖେତାନ (୩୮) ଏବଂ ତାଙ୍କ ସହଯୋଗୀ ଚାକରାଣୀ ସୀମା ସୈନି (୩୪)ଙ୍କୁ ଗିରଫ କରିଛି।

ମସଲା ଡବାରେ ଲୁଚା ଯାଇଥିଲା ଟଙ୍କା

ସାଙ୍ଗାନେର ସଦର ଥାନା ଅଞ୍ଚଳରେ ରହୁଥିବା ୭୮ ବର୍ଷୀୟ ଡାକ୍ତର ପ୍ରଭାକର ସେଠୀ ନିଜ ନାତୁଣୀର ଟ୍ୟୁସନ ଫି' ପାଇଁ ଗତ ଫେବୃଆରୀ ୨୨ ତାରିଖରେ ୫୦ ଲକ୍ଷ ଟଙ୍କା ଆଣି ରୋଷେଇ ଘରର ମସଲା ଡବାରେ ଲୁଚାଇ ରଖିଥିଲେ। ତେବେ ଘରେ ଗତ ୧୦ ବର୍ଷ ଧରି କାମ କରୁଥିବା ଚାକର ସୁମିତ ଏହା ଦେଖି ନେଇଥିଲା। ସେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଟଙ୍କା ରଖାଯାଇଥିବା ସଠିକ୍ ସ୍ଥାନ ଜାଣି ନେଇଥିଲା। ପରେ ରୋଷେଇ ଘରେ କାମ କରୁଥିବା ସୀମା ସହିତ ମିଶି ସେ ଚୋରିର ଯୋଜନା କରିଥିଲା। କାଳେ କାହାକୁ ସନ୍ଦେହ ହେବ, ସେଥିପାଇଁ ଏକାସାଙ୍ଗରେ ସବୁ ଟଙ୍କା ନନେଇ ସେମାନେ ପ୍ରତିଦିନ ଅଳ୍ପ ଅଳ୍ପ କରି ପ୍ରାୟ ୨୦ ଦିନ ଧରି ଟଙ୍କା ଚୋରି କରିଥିଲେ।

ପ୍ରମାଣ ନଷ୍ଟ ପାଇଁ ପୋଷା କୁକୁରକୁ ହତ୍ୟା

ଚୋରି ଘଟଣାକୁ ଲୁଚାଇବା ପାଇଁ ସୁମିତ ଅନେକ ଚାଲାକି କରିଥିଲା। ସେ ପ୍ରଥମେ ରୋଷେଇ ଘରର ସିସିଟିଭି କ୍ୟାମେରା ତାର କାଟି ଦେଇଥିଲା। ବାହାର ଲୋକ ଚୋରି କରିଥିବା ଦେଖାଇବା ପାଇଁ ନିଜ ନାବାଳକ ପୁଅକୁ ଲଗାଇ ଘରର ଝରକା କାଚ ମଧ୍ୟ ଭାଙ୍ଗିଥିଲା। ତେବେ ଘରର ସୁରକ୍ଷା କରୁଥିବା ପୋଷା କୁକୁର ତା' ପାଇଁ ବଡ଼ ବାଧକ ସାଜିଥିଲା। ତେଣୁ ମାର୍ଚ୍ଚ ୧୯ ତାରିଖରେ କୁକୁରଟିକୁ ବିଷ ଦେଇ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କୁକୁରର ସନ୍ଦେହଜନକ ମୃତ୍ୟୁ ପରେ ଡାକ୍ତର ସେଠୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ସେ ମସଲା ଡବା ଯାଞ୍ଚ କରିବାରୁ ସମସ୍ତ ୫୦ ଲକ୍ଷ ଟଙ୍କା ଗାଏବ ଥିବା ଦେଖିବାକୁ ପାଇଥିଲେ।

ପୋଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ

ମାର୍ଚ୍ଚ ୨୬ ତାରିଖରେ ଏନେଇ ସାଙ୍ଗାନେର ସଦର ଥାନାରେ ଅଭିଯୋଗ ହୋଇଥିଲା। ଚୋରି ଟଙ୍କାରେ ସୁମିତର ଜୀବନଶୈଳୀ ହଠାତ୍ ବଦଳି ଯାଇଥିଲା। ସେ ଦାମୀ ପୋଷାକ ପିନ୍ଧିବା ସହ ହୋଟେଲରେ ପାର୍ଟି କରୁଥିଲା, ଯାହା ପୋଲିସର ସନ୍ଦେହକୁ ଦୃଢ଼ କରିଥିଲା। ପୋଲିସ ସୁମିତ ଏବଂ ସୀମାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ନିକଟରୁ ୩୩ ଲକ୍ଷ ଟଙ୍କା ଜବତ କରାଯାଇଛି ଏବଂ ବାକି ୧୭ ଲକ୍ଷ ଟଙ୍କା ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ଆଜି ୭୮ତମ ସ୍ଥଳସେନା ଦିବସ; ବୀର ଯବାନଙ୍କ ବୀରତ୍ବ,ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ
ରାଜସ୍ଥାନ: ଦେଶ ପାଳୁଛି ଗୌରବମୟ ୭୮ତମ ସ୍ଥଳସେନା ଦିବସ । ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ । ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଆଉ ଚଳିତ ବର୍ଷ ଜୟପୁରରେ ସେନା ଦିବସ ପାଳନ ହେଉଛି । ରାଜସ୍ଥାନ ଜୟପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ସେନା କରୁଛନ୍ତି ଶୌର୍ଯ୍ୟ ପ୍ରଦର୍ଶନ ।

ରାଜସ୍ଥାନର ଜୟପୁର ଠାରେ ଆଜି ୭୮ତମ ସେନା ଦିବସ ଅବସରରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଇତିହାସରେ ପ୍ରଥମ ଥର ପାଇଁ ସେନା ଛାଉଣୀ ବାହାରେ ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲା ସ୍ଥାନରେ ସେନା ଦିବସ ପରେଡ୍ ଅନୁଷ୍ଠିତ ହୋଇଛି। ଏହି ଭବ୍ୟ ସମାରୋହରେ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶିତ ହୋଇଛି।

ସେନା ଦିବସ ପାଳନର ଅଂଶବିଶେଷ ଭାବରେ ଆୟୋଜିତ ‘ଶୌର୍ଯ୍ୟ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେନା ଦିବସର ପୂର୍ବଦିନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏକ ସ୍ୱତନ୍ତ୍ର ଅଳଙ୍କରଣ ସମାରୋହରେ ବୀର ଯବାନ ଓ ୟୁନିଟ୍ ଗୁଡିକୁ ସମ୍ମାନିତ କରିଥିଲେ। ଏହି ଅବସରରେ:
*   ୧୦ ଜଣଙ୍କୁ ସେନା ପଦକ (ବୀରତା) ପ୍ରଦାନ କରାଯାଇଛି।
*   ୪୯ଟି ସିଓଏଏସ୍ (COAS) ୟୁନିଟ୍ ସାଇଟେସନ୍ ପ୍ରଦାନ କରାଯାଇଛି।
*   ‘ଅପରେସନ୍ ସିନ୍ଦୂର’ ପାଇଁ ୨୬ଟି ୟୁନିଟ୍ ସମେତ ମୋଟ ୬୦ଟି ୟୁନିଟ୍‌କୁ ପ୍ରଶଂସା ପତ୍ର ଦିଆଯାଇଛି।

ଭାରତୀୟ ଷ୍ଟାଇଲରେ ରାସ୍ତା ପାର ହେଲେ ରୁଷୀୟ ଯୁବତୀ, ଭାଇରାଲ ହେଲା ଭିଡିଓ
ଜୟପୁର: ଭାରତୀୟ ରାସ୍ତାରେ ଯାତାୟାତ କରିବା ଏକ ବଡ଼ ଚ୍ୟାଲେଞ୍ଜ, ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ। କିନ୍ତୁ ନିକଟରେ ଦୁଇଜଣ ରୁଷୀୟ ଯୁବତୀ ଯେଉଁଭଳି ଭାବରେ ରାସ୍ତା ପାର କରିଛନ୍ତି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରାଜସ୍ଥାନର ଜୟପୁରସ୍ଥିତ ହାୱା ମହଲ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ରୁଷୀୟ ମହିଳା ତାଙ୍କ ବାନ୍ଧବୀଙ୍କୁ ଭାରତୀୟ ଶୈଳୀରେ ରାସ୍ତା ପାର ହେବା ଶିଖାଉଛନ୍ତି। ସେ ଆତ୍ମବିଶ୍ୱାସର ସହ ହାତ ଦେଖାଇ ଗାଡ଼ି ଅଟକାଇବା ସହ "ମୁଁ ତୁମକୁ ଶିଖାଇବି କିପରି ରାସ୍ତା ପାର ହେବାକୁ ହୁଏ" ବୋଲି କହୁଛନ୍ତି। ସଫଳତାର ସହ ରାସ୍ତା ପାର ହେବା ପରେ ସେ ହସି ହସି "ମିଶନ ସଫଳ ହେଲା" ବୋଲି କହିଥିଲେ। ଏହି ଭିଡିଓଟି ସୋସିଆଲ ମିଡ଼ିଆ ସାଇଟ 'ଏକ୍ସ' ଏବଂ ଇନଷ୍ଟାଗ୍ରାମରେ ବହୁଳ ମାତ୍ରାରେ ସେୟାର କରାଯାଉଛି।

https://twitter.com/wisdom_walkss/status/2006583467723923663?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E2006583467723923663%7Ctwgr%5Eec9c3b2de96c48b7b817f9a6381a62e29f7befc4%7Ctwcon%5Es1_&ref_url=https%3A%2F%2Fzeenews.india.com%2Findia%2Frussian-woman-goes-viral-after-teaching-friend-to-cross-road-in-india-using-desi-technique-video-3002546.html

ଏହି ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। କେହି କେହି କହିଛନ୍ତି ଯେ, "ଏବେ ଏମାନଙ୍କୁ ଆଧାର କାର୍ଡ ଦେଇଦେବା ଉଚିତ୍"। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଭାରତ ଏତେ ଉନ୍ନତ ଯେ ଏଠାରେ ଟ୍ରାଫିକ୍ ଲାଇଟ୍ ନୁହେଁ, ବରଂ ହାତ ଇସାରାରେ ଗାଡ଼ି ନିୟନ୍ତ୍ରଣ ହୁଏ"। ଅନେକ ଲୋକ ଏହାକୁ ଭାରତରେ ରାସ୍ତା ପାର ହେବାର ଏକ 'କଳା' ବୋଲି ଅଭିହିତ କରିଛନ୍ତି।

ଯଦିଓ ଏହି ଭିଡିଓଟି ମନୋରଞ୍ଜନଧର୍ମୀ ଲାଗୁଛି, ତଥାପି ଏହା ଭାରତୀୟ ସଡ଼କ ସୁରକ୍ଷା ଉପରେ ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ମତରେ, ରାସ୍ତା ପାର ହେବା ପାଇଁ ସର୍ବଦା ଜେବ୍ରା କ୍ରସିଂ କିମ୍ବା ଫୁଟ୍ ଓଭରବ୍ରିଜ୍ ବ୍ୟବହାର କରିବା ଉଚିତ୍। ଚଳନ୍ତା ଗାଡ଼ି ମଝିରେ ହାତ ଦେଖାଇ ରାସ୍ତା ପାର ହେବା ବିପଦଜନକ ହୋଇପାରେ ଏବଂ ଏହା ଦୁର୍ଘଟଣାର କାରଣ ସାଜିପାରେ।

‘ମନି ହାଇଷ୍ଟ୍’ ପାଇଁ ସେପ୍ଟେମ୍ବର ୩ ଅଫିସ ଛୁଟି
‘ମନି ହାଇଷ୍ଟ୍’ ଏକ ଲୋକପ୍ରିୟ ୱେବସିରିଜ, ଏହାର କ୍ରେଜ ସାରା ବିଶ୍ୱରେ ରହିଛି | ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ। ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ ଦୀଘଁଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ୱେବସିରିଜ କ୍ରେଜ ଦେଖି ଗୋଟେ ରାଜସ୍ଥାନ ଜୟପୁରର ଏକ କମ୍ପାନି ତା କର୍ମଚାରୀଙ୍କୁ ସେପ୍ଟେମ୍ବର ୩ ଦିନ ଛୁଟି ଘୋଷଣା କରିଛି।

View this post on Instagram

A post shared by VerveLogic (@vervelogicin)

ଆସନ୍ତା ୩ ତାରିଖ ଦିନ ଏହି କମ୍ପାନି ତାର କର୍ମଚାରୀଙ୍କ ପାଇଁ ନେଟ ଫ୍ଲିକ୍ସ ଏବଂ ଚିଲ ହଲି ଡେ ଛୁଟି ରୂପେ ଘୋଷଣା କରିଛି। କମ୍ପାନିର ସିଇଓ ଅଭିଷେକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କର୍ମଚାରୀଙ୍କ ପାଇଁ ଦିନଟିଏ ଛୁଟି ଘୋଷଣା କରିଥିବା କହିଛନ୍ତି।

‘ମନି ହାଇଷ୍ଟ୍’ ଶେଷ ସିଜିନର ଦୁଇଟି ପାର୍ଟ ଓଟିଟି ଫ୍ଲାଟପର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଥିବା ବେଳେ, ଦ୍ୱିତୀୟଟି ଡିସେମ୍ବର ୩ରେ ଆସିବ। ମନି ହାଇଷ୍ଟ ୱେବ ସିରିଜର କ୍ରେଜ କେବେଳ ଭାରତରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ୱେବ ସିରିଜଟି ଡକାୟତି କାହାଣୀ ଉପରେ ଆଧାରିତ।

ପ୍ରଫେସର ଓ ତାଙ୍କ ଗ୍ୟାଙ୍ଗ କିଭଳି ଡକାୟତି କରୁଛନ୍ତି ତାକୁ ନେଇ ତିଆରି ହୋଇଛି ଏହି ୱେବସିରିଜ୍ । ପ୍ରଫେସର ଓ ବର୍ଲିନଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିଲେ । ପୂର୍ବରୁ ଏହାର ୪ଟି ସିଜିନ ଆସିସାରିଥିବା ବେଳେ ଏହା ହେବ ଶେଷ ସିଜିନ।