Jayapur - The Sakala
୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦୦ ଫୁଟ୍ ବୋରୱେଲ ଭିତରେ ଫସିଥିବା ନାବାଳକ ସୁରକ୍ଷିତଭାବେ ଉଦ୍ଧାର
ଜୟପୁର: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା ।
ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ନାବାଳକଟି ଲାଖିଯାଇଥିଲା । ସୂଚନା ପାଇବା ପରେ ସକାଳ ୮ଟାରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଲକିକୁ ଦେଖିଥିଲେ । ଏହାପରେ ସିବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ମିଳିତ ଭାବେ ଅପରେଶନ ଆରମ୍ଭ କରି ଦୀର୍ଘ ୭ଘଣ୍ଟା ପରେ ଲକିକୁ ଉଦ୍ଧାର କରିଛନ୍ତି ।
ପରଲୋକରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ
ଜୟପୁର: ଚିର ନିଦ୍ରାରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁଅ ଛୁଟୁଛି। ହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର । ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ମଡ ଗୁଲର ବିଧାୟିକା ଥିଲେ। ତେବେ ଶେଷ ରାଣୀଙ୍କ ଅନ୍ତିମସଂସ୍କାର ରାଜକୀୟ ନୀତିରେ କରାଯିବ ।
ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, ମେଡିକାଲରେ ଚାଲିଛି ଚିକିତ୍ସା
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ଶରୀର ବ୍ୟଥା ହେଉଥିବା ବେଳେ ସାମାନ୍ୟ ଜ୍ୱର ରହିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ପୂର୍ବାହ୍ନ ୧୧ଟାରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ତିନି ଜଣିଆ ଡାକ୍ତରୀ ଦଳ ତାଙ୍କର ଟିକିନିଖି ପରୀକ୍ଷା ସହିତ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳାଙ୍କୁ ଦୁଇଦିନ ହେଲାଣି ଜ୍ବର ଯୋଗୁଁ ଅସୁସ୍ଥତା ଅନୁଭବ କରିଥିଲେ। ଶନିବାର ପୂର୍ବାହ୍ନରେ ଜିଲ୍ଲା ଚିକିତ୍ସାଳୟରୁ ଏକ ଆମ୍ବୁଲେନ୍ସ ତାଙ୍କ ନିଜସ୍ବ ଗ୍ରାମରୁ ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ଗ୍ରାମପଞ୍ଚାୟତର ପାତ୍ରପୁଟ ଗ୍ରାମକୁ ଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଚିକିତ୍ସାଳୟ ସୁପରିଟେଣ୍ଡଣ୍ଟ ଡା. ରବିନ୍ଦ୍ରନାଥ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାଧାନରେ ଡା. ସୁନିଲ କୁମାର ଭତ୍ରା, ଡା. ବିଭୂତି ଭୁଷଣ ଜେନା, ଡା.ରତିକାନ୍ତ ଖଟୁଆ, ଡା. ଶିବରଞ୍ଜନୀ ନାୟକ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଚିକିତ୍ସା କରୁଛନ୍ତି।
ଦୁଇଦିନ କାଳ ସାମାନ୍ୟ ଜ୍ବର ଯୋଗୁଁ ସେ ଅସୁସ୍ଥ ହୋଇଯାଇଥିଲେ। ଶନିବାର ଆମ୍ବୁଲେନ୍ସ ପାତ୍ରପୁଟ ଗ୍ରାମରେ ପହଞ୍ଚି ପଦ୍ମଶ୍ରୀ କମଳାଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇ ୬ନମ୍ବର ସ୍ବତନ୍ତ୍ର କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ସୂଚନାଥାଉକି ଦୁଇ ମାସ ପୂର୍ବରୁ ସେ ଅସୁସ୍ଥ ହୋଇଥିଲେ। କିଡନୀ ଜନିତ ସମସ୍ୟା ଆଶଙ୍କା ନେଇ କଟକ ସ୍ଥିତ ଶ୍ରାରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ହୋଇଥିଲେ। ଏହାପରି ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଜିଲ୍ଲା ଚିକିତ୍ସାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକରୁ ଖସିଛି ୪ଟି ବଗି
କୋରାପୁଟ: ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ । ଜୟପୁର ଷ୍ଟେସନ ଠାରୁ ୨ କିଲୋମିଟର ଦୂର ଛତ୍ରିପୁଟ ନିକଟରେ ଏହି ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରାକରୁ ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା ବୋଲି ଜଣାପଡିଛି |
ଜୟପୁର: ପରୀକ୍ଷାରେ କପି କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ କପି କରିବାକୁ ପରୀକ୍ଷାର୍ଥୀ ୬ ଲକ୍ଷ ଟଙ୍କାର ଚପଲ ବ୍ୟବହାର କରିବା ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନିରରେ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆୟୋଜିତ ଶିକ୍ଷକ ନିଯୁକ୍ତି ପ୍ରବେଶିକା ପରୀକ୍ଷା(ରିଟ୍) ରେ କିଛି ପରୀକ୍ଷାର୍ଥ ଏଭଳି ଚପଲ ପିନ୍ଧି ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ଏହି ଚପଲରେ ‘ବ୍ଲୁ ଟୁଥ୍’ ବ୍ୟବସ୍ଥା ସହ ସିମ୍ ସଂଯୋଗ ବ୍ୟବସ୍ଥା ରହିଛି। ଏହାକୁ ବ୍ୟବହାର କରି ସଂପୃକ୍ତ ପରୀକ୍ଷାର୍ଥୀମାନେ ଅନ୍ୟ ସହ କଥାବାର୍ତ୍ତା ହୋଇ ପରୀକ୍ଷା ପ୍ରଶ୍ନ ଉତ୍ତର ଲେଖୁଥିଲା ବେଳେ ନିରୀକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ଏନେଇ ଏକ ରାକେଟ କାର୍ଯ୍ୟ କରୁଥିଲା ବୋଲି ଜଣାପଡ଼ିଥିଲା ବେଳେ ପରୀକ୍ଷାର୍ଥୀମାନଙ୍କୁ ୬ ଲକ୍ଷ ଟଙ୍କାରେ ଏଭଳି ଚପଲ ବିକ୍ରି କରାଯାଉଥିଲା। ପୁଲିସ ଏହି ରାକେଟ ର ୫ ଜଣଙ୍କୁ ଗିରଫ କରିଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଏହି ପ୍ରବେଶିକାରେ ନକଲି ପରୀକ୍ଷାର୍ଥୀ ସାଜି କିଛି ଯୁବକ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।
କଦଳୀ ବୋଝେଇ ଗାଡ଼ିରୁ ୧ ଟନ୍ ଗଞ୍ଜେଇ ଜବତ, ୨ ଗିରଫ
କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ ।  ଜୟପୁର ସଦର ପୋଲିସ ନାକାବନ୍ଦୀ କରି ଜୟପୁରରେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ ଗଞ୍ଜେଇ ଥିବା ଜଣା ପଡିଛି l
ଜୟପୁର କୋରାପୁଟ ଘାଟରୁ ଜବତ ହୋଇଛି କଦଳୀ ବୋଝେଇ ଗଞ୍ଜେଇ ଟ୍ରକ । ବାହାର ରାଜ୍ୟକୁ ଚାଲାଣ ବେଳେ ଟ୍ରକକୁ ଜବତ କରିଛି ସଦର ପୋଲିସ । ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏକ ଟନରୁ ଉର୍ଦ୍ଧ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି ।