South Africa - The Sakala

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରିଲେ ଗିଲ, ରିଷଭ ପନ୍ତ ତୁଲାଇବେ ଅଧିନାୟକ ଦାୟିତ୍ୱ...
ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ। କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ ବଂଚାଇବାକୁ ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ସୁଧାରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗିଲ ବ୍ୟାଟିଂ କରୁଥିବା ବେଳେ ବେକରେ ଆଘାତ ପାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନ ଥିଲେ ।

ସେଠାରେ ସେ ସୁସ୍ଥ ହେବା ପରେ ଦ୍ୱିତୀୟ ଟେଷ୍ଟରେ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ଗିଲଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାଈ ସୁଦର୍ଶକ କିମ୍ବା ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି ।

ହକି ବିଶ୍ବକପ୍‌ ୨୦୨୩: ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ
ଭୁବନେଶ୍ବର: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅଷ୍ଟ୍ରେଲିଆ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଲ ବର୍ଷା କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର  ୨ଟିଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ଟି ଗୋଲ ଦେଇଥିଲା। ଫଳରେ ଷ୍ଟ୍ରେଲିଆ ୯ -୨ ରେ  ଦକ୍ଷିଣ ଆଫ୍ରିକା ଠାରୁ ଏହି ମ୍ୟାଚ ଜିତିନେଇଛି।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍, ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସେଞ୍ଚୁରିଅନ୍‍: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‍ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ବକ୍ସିଂ ଡେ’ରେ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ସ୍ଥାନୀୟ ସୁପର୍‍ ସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ କେବେ ସିରିଜ୍ ଜିତିନଥିବା ଭାରତ ଏଥର ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଭାରତ ପାଖରେ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ଅଛି । କାରଣ ଦକ୍ଷିଣ ଆଫ୍ରିକା ଦଳ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଭାରତ ତୁଳନାରେ ଅନଭିଜ୍ଞ । ପ୍ରଥମ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ପୁଣିଥରେ ସଠିକ୍ ଟିମ୍ କମ୍ବିନେସନ୍ ବାଛିବା ଗୁରୁତ୍ୱପୂର୍ଣ୍ଣ ହେବ ।

ନିକଟରେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡକୁ ୧-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ମନୋବଳ ବେଶ୍‍ ଉଚ୍ଚରେ ରହିଛି। କିନ୍ତୁ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅଧିନାୟକ କୋହଲି ଓ ଟିମ୍‍ ମ୍ୟାନେଜମେଣ୍ଟ ଚିନ୍ତାରେ ପଡ଼ିଛନ୍ତି। ବ୍ୟାଟିଂକ୍ରମରେ ୫ ନମ୍ବର ସ୍ଥାନରେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ଓ ଶ୍ରେୟାସ ଆୟରଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାହାଣେଙ୍କ ଲାଗି ଚଳିତ ବର୍ଷ ନୈରାଶ୍ୟଜନକ ରହିଛି। ବ୍ୟାଟିଂରେ ସେ ଆଶାନୁରୂପକ ପ୍ରଦର୍ଶନ କରିପାରି ନାହାନ୍ତି। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ ଓ ଅର୍ଦ୍ଧଶତକ ହାସଲ କରି ଆୟର ୫ ନମ୍ବର ସ୍ଥାନ ପାଇଁ ଦୃଢ଼ ଦାବିଦାର ରହିଛନ୍ତି। ନିୟମିତ ଓପନର୍‍ ରୋହିତ୍‍ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ ଇନିଂସ ଆରମ୍ଭ କରିବେ। ଉଭୟ ରୋହିତ୍‍ ଓ ଶୁବମାନ ଗିଲ୍‍ ଆଘାତ ଲାଗି ଏହି ସିରିଜ ଖେଳୁନାହାନ୍ତି। ସେହିଭଳି ବୋଲିଂରେ ଦୁଇ ଷ୍ଟାର୍‍ ଦ୍ରୁତ ବୋଲର ଯଶପ୍ରୀତ୍‍ ବୁମ୍‍ରା ଓ ମହମ୍ମଦ ସାମି ଚୂଡ଼ାନ୍ତ ଏକାଦଶରେ ରହିବା ଏକପ୍ରକାର ନିଶ୍ଚିତ ହୋଇଛି। ଉଭୟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ତୃତୀୟ ଦ୍ରୁତ ବୋଲର ଭାବେ ଇଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଏଥିସହ ଦକ୍ଷିଣ ଆଫ୍ରିକାର ଏହି ପିଚ୍‍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଭାରତ ଏହାର ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଭାବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବା ନିଶ୍ଚିତ ହୋଇଛି। ଅଲ୍‍ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପଞ୍ଚମ ବୋଲର ଭାବେ ଦଳରେ ସ୍ଥାନ ପାଇପାରନ୍ତି।

ଅପରପକ୍ଷରେ ଡିନ୍‍ ଏଲ୍‍ଗାରଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‍ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‍ସିପ୍‍ (ଡବ୍ଲ୍ୟୁଟିସି) ସାଇକଲ୍‍ରେ ଏହାର ଅଭିଯାନ ଆରମ୍ଭ କରିବ। ତେଣୁ ଏହି ମ୍ୟାଚ୍‍କୁ ଜିତି ଦକ୍ଷିଣ ଆଫ୍ରିକା ଦଳ ଭଲ ପ୍ରାରମ୍ଭ ଲକ୍ଷ୍ୟରେ ରହିଛି। ଘରୋଇ ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ସିରିଜରୁ ଏହାର ଇନ୍‍ଫର୍ମ ଦ୍ରୁତ ବୋଲର ଏନ୍‍ରିଚ ନୋର୍ଜେଙ୍କ ସେବାରୁ ବଞ୍ଚିତ ରହିବ। ଆଘାତଜନିତ କାରଣ ଲାଗି ନୋର୍ଜେ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍‍ ପଡ଼ିଛନ୍ତି। ତେବେ କାଗିସୋ ରାବାଡା ଓ ଲୁନ୍‍ଗି ଏନ୍‍ଗିଡି ଭାରତୀୟ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖିଛନ୍ତି। ବ୍ୟାଟିଂରେ ଦଳ ଅଧିନାୟକ ଡିନ୍‍ ଏଲ୍‍ଗାରଙ୍କ ସମେତ ତେମ୍ବା ବାଭୁମା ଓ ୱିକେଟ୍‍କିପର କ୍ୱିଣ୍ଟନ ଡି କକ୍‍ଙ୍କ ଉପରେ ନିର୍ଭର କରିବ।

ଓମିକ୍ରନ୍ ଆତଙ୍କ: ସପ୍ତାହେ ଘୁଞ୍ଚିପାରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ
ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏବେ ସୂଚନା ମିଳିଛି ଯେ ଏହି ଗସ୍ତ ସପ୍ତାହକ ପାଇଁ ଘୁଞ୍ଚାଇ ଦିଆଯାଇପାରେ। ବିସିସିଆଇର ଜଣେ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡର ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସିରିଜକୁ ଘୁଞ୍ଚାଇବାକୁ ଆଲୋଚନା କରୁଛୁ |

ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘A’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି ।

କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କଲେ ଡେଲ ଷ୍ଟେନ୍
କ୍ରିକେଟକୁ ଅଲବିଦା କଲେ ଡେଲ ଷ୍ଟେନ । କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ନେଇଥିବା ଘୋଷଣା କଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ । ଟେଷ୍ଟ କ୍ରିକେଟ୍ ହେଉ ଅବା ଦିନିକିଆ ସବୁଥିରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଥିଲା । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ହେଲେ ଏବେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

Announcement. pic.twitter.com/ZvOoeFkp8w

— Dale Steyn (@DaleSteyn62) August 31, 2021