Aadhaar - The Sakala
ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ବଢିଛି ମାଗଣା ଆଧାର ଅପଡେଟ୍‌ ସମୟସୀମା। ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ଅବଧ୍ଖ ୧୪ ସେପ୍ଟେମ୍ବର ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ଶେଷ ତାରିଖ ବଦଳାଇ ଦେଇଛି। ଆଧାରର ମାଗଣା ଅପଡେଟ୍ ସମୟସୀମା ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି ।
ଏହି ସମୟସୀମା ବଢ଼ିବା ପରେ ଲୋକେ ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ପୁଣି ୩ ମାସ ସମୟ ପାଇଛନ୍ତି। ଏହି ପରେ ଆଧାର ଅପଡେଟ୍ କରିବାକୁ ଫି ଦେବାକୁ ପଡିବ। ମାଇଁ ଆଧାର ଆପ୍‌ ଫୋନରେ ଡାଉନଲୋଡ୍ କରି ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ ମଧ୍ୟ କରାଯାଇପାରିବ। ଏଥିରେ ଲଗ୍‌ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଏହାକୁ ଅପଡେଟ୍ କରାଯାଇପାରିବ ।
ସେପ୍ଟେମ୍ବର ପହିଲାରୁ ନୂଆ ନିୟମ: ଆଧାର-ପିଏଫ୍ ଲିଙ୍କ୍‌ଠାରୁ ଚେକ୍‌ କ୍ଲିଅରାନ୍ସ ଯାଏ ସବୁ ବଦଳିବ
ବାଧ୍ୟତାମୂଳକ ଆଧାର-ପିଏଫ୍ ଲିଙ୍କ୍
ସେପ୍ଟେମ୍ବର ପହିଲାରୁ ନିଯୁକ୍ତିଦାତା ଭବିଷ୍ୟନିଧି ପାଣ୍ଠି (ପିଏଫ୍‌)ର ଯୋଗଦାନକୁ କ୍ରେଡିଟ୍ କରିପାରିବେ ଯଦି କର୍ମଚାରୀଙ୍କ ଆଧାର ନମ୍ବର ସେମାନଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ସହିତ ସଂଯୁକ୍ତ। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସାମାଜିକ ସୁରକ୍ଷା କୋଡ୍‌, ୨୦୨୦ର ଧାରା ୧୪୨ ରେ ସଂଶୋଧନ କରିଛି, ଯାହା ବିଭିନ୍ନ ସେବା ପାଇବା, ଦେୟ ଗ୍ରହଣ କରିବା ଏବଂ ଲାଭ ପାଇବା ପାଇଁ ଆଧାର-ପିଏଫ୍‌ ଲିଙ୍କ୍‌କୁ ବାଧ୍ୟତାମୂଳକ କରିଛି। ସୂଚନାଯୋଗ୍ୟ ଯେ, ଯଦି ଆଧାର-ପିଏଫ୍ ଲିଙ୍କ୍‌ କରାଯାଏନାହିଁ, ତେବେ ନିଯୁକ୍ତିଦାତା କିମ୍ବା କର୍ମଚାରୀଙ୍କ ଯୋଗଦାନ ପିଏଫ୍‌ ଆକାଉଣ୍ଟରେ କ୍ରେଡିଟ୍ ହୋଇପାରିବନାହିଁ।
ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଆଧାର-ପାନ୍ ଲିଙ୍କ୍ ବାଧ୍ୟତାମୂଳକ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଏହାର ସମସ୍ତ ଗ୍ରାହକ ସେପ୍ଟେମ୍ବର ୩୦ ସୁଦ୍ଧା ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍)କୁ ଆଧାର ସହିତ ଲିଙ୍କ୍ କରିବେ। ଯେଉଁମାନେ ଏହା କରିବାରେ ବିଫଳ ହେବେ , ସେମାନେ ଏସବିଆଇ ଆକାଉଣ୍ଟଧାରୀ ମାନ୍ୟତା ହରାଇବେ। ଯାହା ଦ୍ବାରା ସେମାନେ କିଛି କାରବାର କରିବାରେ ସମସ୍ୟାର ସମ୍ମୁଖୀନ ହେବେ। ଗୋଟିଏ ଦିନରେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଅର୍ଥ ଜମା କରିବା କ୍ଷେତ୍ରରେ ପାନ୍ ବାଧ୍ୟତାମୂଳକ। ଯେଉଁମାନେ ଅଧିକ ମୂଲ୍ୟର କାରବାର କରିବାକୁ ଇଚ୍ଛା କରନ୍ତି, ସେମାନେ ସେମାନଙ୍କର ଆଧାର ଏବଂ ପାନ୍‌କୁ ଆୟକର ବିଭାଗ ୱେବ୍‌ସାଇଟରେ ଧାର୍ଯ୍ୟ ତାରିଖ ସୁଦ୍ଧା ଲିଙ୍କ୍ କରିବା ଆବଶ୍ୟକ।
ଡିଫଲ୍ଟରଙ୍କ ପାଇଁ ଜିଏସ୍‌ଟିଆର୍‌ ଦାଖଲ ଉପରେ ଲାଗିବ ପ୍ରତିବନ୍ଧକ
ଦ୍ରବ୍ୟ ଏବଂ ସେବା ଟିକସ ନେଟୱାର୍କ (ଜିଏସ୍‌ଟିଏନ) ନିକଟରେ କହିଛି ଯେ, କେନ୍ଦ୍ରୀୟ ଜିଏସ୍‌ଟି ନିୟମ -୫୯ (୬) ସେପ୍ଟେମ୍ବର ପହିଲାଠାରୁ କାର୍ଯ୍ୟକାରୀ ହେବ, ଯାହା ଦ୍ବାରା ଜିଏସ୍‌ଟି -୩ ବି ରିଟର୍ଣ୍ଣ ଦାଖଲ କରି ନ ଥିବା ଟିକସଦାତାଙ୍କୁ ସେମାନଙ୍କ ଜିଏସ୍‌ଟିଆର୍‌ -୧ ରିଟର୍ଣ୍ଣ ଦାଖଲରୁ ବାଦ୍ ଦିଆଯି। ବ୍ୟବସାୟୀମାନଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମାସ ପାଇଁ ପରବର୍ତ୍ତୀ ମାସରେ ୨୦ ରୁ ୨୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସେମାନଙ୍କର ଜିଏ୍‌ଟିଆର୍‌-୩ବି ଫାଇଲ୍ କରିବାକୁ ପଡିବ, ଯେଉଁଠାରେ ମାସର ଜିଏସ୍‌ଟିଆର୍‌-୧ ଆସନ୍ତା ମାସର ୧୧ ତମ ଦିନ ଦାଖଲ କରିବାକୁ ପଡିବ।
ଏଲ୍‌ପିଜି ମୂଲ୍ୟ ବୃଦ୍ଧି
ଅଗଷ୍ଟରେ ସିଲିଣ୍ଡର ପିଛା ରନ୍ଧନ ଗ୍ୟାସର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ ଜୁଲାଇରେ ଏଳ୍‌ପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ହୋଇଥିଲା। ଯେହେତୁ ରନ୍ଧନ ଗ୍ୟାସର ମୂଲ୍ୟ କ୍ରମାଗତ ଦୁଇମାସ ବୃଦ୍ଧି ପାଇଛି, ତେଣୁ ସେପ୍ଟେମ୍ବର ପହିଲାଠାରୁ ମଧ୍ୟ ଏହି ଧାରା ଜାରି ରହିବା ଆଶଙ୍କା କରାଯାଉଛି। ଚଳିତ ବର୍ଷ ଜାନୁଆରୀଠାରୁ ଏଳ୍ପିଜି ସିଲିଣ୍ଡର ପିଛା ଦର ୧୬୫ ଟଙ୍କା ବୃଦ୍ଧି ପାଇଛି।
ନୂତନ ଚେକ୍ କ୍ଲିୟରାନ୍ସ ବ୍ୟବସ୍ଥା
କୌଣସି ଜାଲିଆତି କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚେକ୍ ପ୍ରଦାନକାରୀଙ୍କ ବିବରଣୀ ଯାଞ୍ଚ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୦ରେ ଚେକ୍ କ୍ଲିୟର କରିବା ପାଇଁ ଏକ ନୂତନ ପଜିଟିଭ୍ ପେ ସିଷ୍ଟମ ଲଗାଇଛି। ଏହି ବ୍ୟବସ୍ଥା ଚଳିତ ବର୍ଷ ଜାନୁଆରୀ ପହିଲାରେ ଲାଗୁ କରାଯାଇଥିଲ। ଦେଶର ଅନେକ ବ୍ୟାଙ୍କ ଏହି ନୂତନ ବ୍ୟବସ୍ଥା ଗ୍ରହଣ କରିସାରିଥିବାବେଳେ ଆକ୍ସିସ୍ ବ୍ୟାଙ୍କ ସେପ୍ଟେମ୍ବର ପହିଲାଠାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ବେସରକାରୀ କ୍ଷେତ୍ରର ଋଣଦାତା ଏହାର ଆକାଉଣ୍ଟଧାରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ନିୟମ ବିଷୟରେ ଅବଗତ କରାଇବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଚେକ୍ କ୍ଲିୟରାନ୍ସ ପାଇଁ ଏହି ନୂତନ ସିଷ୍ଟମରେ, ଉଚ୍ଚ ମୂଲ୍ୟର ଚେକ୍ ପ୍ରଦାନ କରୁଥିବା ଗ୍ରାହକମାନେ ଏହା କରିବା ପୂର୍ବରୁ ନିଜ ନିଜ ବ୍ୟାଙ୍କକୁ ଜଣାଇବାକୁ ପଡିବ। ଚେକ୍ ପ୍ରଦାନ ଏବଂ କ୍ଲିୟରାନ୍ସ ସମ୍ବନ୍ଧୀୟ ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ଏହା ଉଦ୍ଦିଷ୍ଟ।