Taliban Govt - The Sakala

ଆଫଗାନିସ୍ତାନରେ ନୂଆ ସରକାର ଗଠନ କଲା ତାଲିବାନ, ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ପ୍ରଧାନମନ୍ତ୍ରୀ
କାବୁଲ: ପରିଶେଷରେ ତାଲିବାନ ଘୋଷଣା କଲା ନିଜର ନୂଆ ସରକାର । କାବୁଲ ଦଖଲର ତିନି ସପ୍ତାହ ପରେ ଆଫଗାନିସ୍ତାନରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ଏକ ନୂତନ ସରକାର ଘୋଷଣା କରିଛି। ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଜାହିଦ ତାଲିବାନୀ ସରକାରର ମନ୍ତ୍ରୀମଣ୍ଡଳ କେମିତି ହେବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କାମ ଚଳା ସରକାର ଗଠନ କରାଯାଇଛି। ଏହା ସ୍ଥାୟୀ ସରକାର ନୁହେଁ। ସେହିପରି ତାଲିବାନ ସରକାରରେ ମନ୍ତ୍ରୀ ହେଉଥିବା ସବୁ ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ଦୁଇ ଜଣ ଲେଖାଏ ଡେପୁଟି ରହିବେ ବୋଲି ସେ କହିଛନ୍ତି।

ତାଲିବାନୀ ସରକାରରେ ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟ ସଦସ୍ୟମାନେ ହେଲେ :-

ତାଲିବାନୀ ଶାସନର ମୁଖ୍ୟ (ପ୍ରଧାନମନ୍ତ୍ରୀ )- ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

ଡେପୁଟି ପ୍ରଧାନମନ୍ତ୍ରୀ (୧) – ମୁଲ୍ଲା ବାରଦାର

ଡେପୁଟି ପ୍ରଧାନମନ୍ତ୍ରୀ (୨) – ଅବଦୁଲ ସଲାମ ହାନାଫି

ଗୃହମନ୍ତ୍ରୀ – ସିରାଜୁଦ୍ଦିନ ହକ୍କାନି

ପ୍ରତିରକ୍ଷା ମନ୍ତ୍ରୀ -ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ

ବୈଦେଶିକ ମନ୍ତ୍ରୀ – ମୁଲ୍ଲା ଆମୀର ଖାନ ମୁତ୍ତାକି

ନ୍ୟାୟ ମନ୍ତ୍ରୀ -ଅବଦୁଲ ହକିମ

ଅର୍ଥମନ୍ତ୍ରୀ – ମୁଲ୍ଲା ହିଦୟତୁଲ୍ଲା ବଦ୍ରି

ବୈଦେଶିକ ବ୍ୟାପାର ମନ୍ତ୍ରୀ – ମୌଲଭି ଆମୀର ଖାନ ମୁଟାକ୍କି

ଶିକ୍ଷା ମନ୍ତ୍ରୀ – ଶେଖ ମୌଲଭି ନୁରୁଲ୍ଲା ମୁନିର

ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ – ଖଲିଲୁର ରହମାନ ହକ୍କାନି

ଉପ ବୈଦେଶିକ ମନ୍ତ୍ରୀ – ଶେର ମହମ୍ମଦ ଷ୍ଟାନେକଜାଇ

ସଂସ୍କୃତି ମନ୍ତ୍ରଣାଳୟର ଉପ ମନ୍ତ୍ରୀ – ଜାବୁଲ୍ଲା ମୁଜାହିଦ୍

ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା କର୍ମଚାରୀଙ୍କ ମୁଖ୍ୟ – କାରୀ ଫାସିହୁଦ୍ଦିନ

ସେନା ମୁଖ୍ୟ – ମୁଲ୍ଲା ଫଜଲ ଅଖଣ୍ଡ

ଡେପୁଟି ଚିଫ୍ ଇଣ୍ଟେଲିଜେନ୍ସ – ମଲ୍ଲିକା ତାଜ ମୀର ଜାୱାଦ

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ମୁଖ୍ୟ – ମୁଲ୍ଲା ଅବଦୁଲ୍ ହକ୍ ୱାସିକ

ଆଫଗାନିସ୍ତାନରେ ତାଲିବାନୀ ସରକାରର ଦାୟିତ୍ୱ ସମ୍ଭାଳିବେ ମୁଲ୍ଲା ବରାଦର ଗନି
କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ। ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନର ମୁଲ୍ଲା ବରାଦର ନୂତନ ସରକାରର ମୁଖିଆ ହେବେ।

ତାଲିବାନର ଏକ ଗଣମାଧ୍ୟ ସଂସ୍ଥାର ସୂଚନା ମୁତାବକ ମୁଲ୍ଲା ବରାଦର ଆଫଗାନିସ୍ତାନର ନୂତନ ସରକାରର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଲିବାନର ଦିବଙ୍ଗତ ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ବରିଷ୍ଠ ପଦବୀରେ ରହିବେ। ମୁଲ୍ଲା ଅବଦୁଲ ଗନି ବରାଦରକୁ ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ କାବୁ କରି ନିଜ ଅଧିନକୁ ନେଇଥିଲେ। ଏହା ପରେ ଅବଦୁଲ ଗନିକୁ ୨୦୧୮ରେ ଛାଡ଼ିଦିଆଯାଇଥିଲା।

ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି
କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସୂଚନାନୁସାରେ, ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ପୁଣି ଥରେ ଆଫଗାନିସ୍ତାନ ଫେରୁଛନ୍ତି। ସେ ନୂଆ ତାଲିବାନ ସରକାରରେ ଯୋଗ ଦେଇପାରନ୍ତି ବୋଲି ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଥିବା ତାଲିବାନର ସରକାରରେ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି। ତାଲିବାନ ତା’ର ସରକାର ଗଠନ କରିବା ପରେ ଘନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି।

ସୂଚନାଯୋଗ୍ୟ ଯେ, ତାଲିବାନ ୧୫ ଅଗଷ୍ଟରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣ ହାସଲ କରିଥିଲା। ଏହା ପରେ ଆଫଗାନିସ୍ତାନ ସରକାର ପତନ ହେଲା ଏବଂ ବରିଷ୍ଠ ଅଧିକାରୀମାନେ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହେଲେ। ଅଶରଫ ଘନି ଦେଶ ଛାଡି ଯିବାପରେ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଘନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଘନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଘନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଘନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଘନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ ।