jaundice - The Sakala

ଡେଲାଙ୍ଗରେ ଜଣ୍ଡିସ ଆତଙ୍କ: ୧୭ରୁ ଅଧିକ ପିଲା ଆକ୍ରାନ୍ତ, ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ
ପିପିଲି: ଡେଲାଙ୍ଗରେ ଡରାଉଛି ଜଣ୍ଡିସ । ଅଭିଭାବକମାନଙ୍କ ମନରେ ପଶିଛି ଛନକା । ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବାର ଦେଖାଦେଇଛି । ଅନେକ ପିଲା ଚିକିତ୍ସା ହେଉଥିବା ବେଳେ ଏକାଧିକ ଜିଲ୍ଲା ବାହାରକୁ ଚିକିତ୍ସା ପାଇଁ ଯାଇଛନ୍ତି । ବିଦ୍ୟାଳୟର ପାଣି କିମ୍ବା ବାହାରେ ଖାଉଥିବା ଅପରିଷ୍କାର ଖାଦ୍ୟରୁ ଏହା ପ୍ୟାପୁଛି ତାହା ଏବେ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ ଜଣ୍ଡିସ ହେବାର କାରଣ ଖୋଜୁଛି ।

ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା ଓ ଅଙ୍ଗନବାଡି ଡିଡ଼ଙ୍କୁ ଏନେଇ ନିର୍ଦେଶ ଦିଆଯାଇଛି । ପାଣି ଫୁଟେଇ ପିଇବା, ସ୍ୱଚ୍ଛ ରହିବା, ବାହାର ଖାଦ୍ୟ ଖାଇବାକୁ ବାରଣ କରିବା ସହ ଯଦି କାହାଘରେ ପିଲାଙ୍କୁ ଜଣ୍ଡିସ ହେବାର ସନ୍ଦେହ କି ଲକ୍ଷଣ ଦେଖା ଦେଉଛି ଦେବେ ଶୀଘ୍ର ମେଡିକାଲ ଯାଇ ଡାକ୍ତରଙ୍କୁ ଦେଖଇବାର ବାର୍ତ୍ତା ଓ ସଚେତନ କରାଉଛନ୍ତି ଆଶାକର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ।

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା: ୭ ଦିନ ପାଇଁ ସ୍କୁଲ୍ ଛୁଟି
ଖୋର୍ଦ୍ଧା: ନବୋଦୟ ବିଦ୍ୟାଳୟ ଦଣ୍ଡିସ ସଂକ୍ରମିତ ଘଟଣା। ୭ଦିନ ପାଇଁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଛୁଟି ଘୋଷଣା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଅଧ୍ୟକ୍ଷ ।  ଅଭିଭାବକଙ୍କୁ ନିଜ ପିଲାମାନଙ୍କୁ ସ୍କୁଲରୁ ନେଇଯିବାକୁ ନୋଟିସ । ନବୋଦୟ ବିଦ୍ୟାଳୟ ସମିତି କମିଶନରଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ସ୍ଥିତି ପରଖିଲେ। କେମିତି କେଉଁ ପରିସ୍ଥିତିରେ ରୋଗ ବଢିଲା ସେ ନେଇ ଯାଞ୍ଚ କରିଥିଲା ଟିମ୍ । ଏହାପରେ ଟିମ୍ ନିଷ୍ପତ୍ତି ନେଇଛି । ଗତ କିଛିଦିନ ଧରି ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ରୋଗକୁ ନେଇ ଆତଙ୍କ ଖେଳିଯାଇଛି । ବିଦ୍ୟାଳୟର ପ୍ରାୟ ୫୦ରୁ ଅଧିକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ବି ନେଇଥିଲେ ।

ଜାଣନ୍ତୁ ଜଣ୍ଡିସର କାରଣ ଓ କିପରି କରିବେ ନିରାକରଣ
ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍ ହୋଇଥାଏ। ଦୂଷିତ ପଦାର୍ଥ ଖାଇବା , ନିଶାଦ୍ରବ୍ୟ ଓ ମଦ୍ୟପାନ, ସଂକ୍ରମିତ ରକ୍ତ ନେବା ଦ୍ବାରା ପିତ୍ତମୁଣି ଯକୃତରେ ବାଧା ସୃଷ୍ଟି ଦ୍ବାରା କାମଳ ହୁଏ। ଶରୀରରେ ଅଧିକ ବିଲୁରିବିନ୍ ଜମା ହୋଇଯାଏ ଓ ଆଖି, ନଖ, ଚର୍ମ ଓ ପରିସ୍ରା ହଳଦିଆ ଦିଶେ। ଖାଦ୍ୟ ହଜମ ପାଇଁ ପିତ୍ତରସ ଝରୁଥିବା ନଳୀ ବା ବାଇଲ୍‌ ଡକ୍‌ଟ ଅବରୋଧ ଫଳରେ ବାଇଲ କ୍ଷୁଦ୍ରାନ୍ତକୁ ନଯାଇ ରକ୍ତରେ ପ୍ରବେଶ କରେ। ଫଳସ୍ବରୂପ ସ୍ନେହସାର ଜାତୀୟ ଖାଦ୍ୟ ହଜମ ହୁଏ ନାହିଁ, ମଳମୂତ୍ରର ରଙ୍ଗ ବଦଳିଯାଏ। ଜ୍ବର, ଦୁର୍ବଳତା, ଅଗ୍ନିମାନ୍ଦ୍ୟ, ବାନ୍ତି, ମଳବଦ୍ଧତା, ମୂତ୍ରନଳୀ ଓ ଯକୃତରେ ବେଦନା ଭଳି ଲକ୍ଷଣ ପ୍ରକାଶ ପାଏ। ଯକୃତ ବୃଦ୍ଧି ହୋଇ ପେଟର ଉପରିଭାଗ ଦରଜ ହୁଏ, ପେଟ ଭାରିଲାଗେ, ଅବସନ୍ନ ଶରୀର ବିଶ୍ରାମ ନେବାକୁ ଚାହେଁ।

ଉପାୟ ଓ ପଥ୍ୟ

-ଦୂଷିତ ଖାଦ୍ୟ, ପାନୀୟ, ନିଶା, ମଦ୍ୟପାନ ବର୍ଜନ।

-ଗରମ ପାଣିରେ ଲେମ୍ବୁରସ ମିଶାଇ ଏନିମା ନେବ ୭ ଦିନ ପର୍ଯ୍ୟନ୍ତ।

-ଅଁଳା ଓ ମହୁକୁ ଏକତ୍ର ଚଟଣି କରି ଖାଇବ- ସକାଳ, ସନ୍ଧ୍ୟାରେ ବା ତ୍ରିଫଳା ଜଳରେ ମହୁ ମିଶାଇ ଖାଇବ।

-୩ଟି କଅଁଳ ବେଲପତ୍ରକୁ ୫ଟି ଗୋଲମରିଚ ସହ ବାଟି ଦିନକୁ ୩ଥର ସାତଦିନ ପର୍ଯ୍ୟନ୍ତ ସେବନ କରିବ।

-ଚିରେୟିତାର ପଞ୍ଚାଙ୍ଗକୁ ସିଝାଇ ଦୁଇ ଆଉନସ୍ ଦିନରେ ଦୁଇଥର ସେବନ କରିବ।

-ଭିଟାମିନ୍ ବହୁଳ ପୁନର୍ନବା ବା ଶ୍ବେତ ପୁରୁଣି ରସ ବ୍ୟବହାର କଲେ ଯକୃତ ଓ କିଡ୍‌ନିକୁ ପୁନର୍ଜୀବନ ମିଳିବ।

-ସେହିପରି କୋଇଲେଖା ପତ୍ର ରସ ସକାଳ, ସନ୍ଧ୍ୟାରେ ଦୁଇଚାମଚ ସେବନ କଲେ ଯକୃତକ୍ରିୟା ସବଳ ହୁଏ, ମୁହଁର ଶୋଥ କମିଯାଏ।

-ଘିକୁଆଁରୀ ପତ୍ର ରସକୁ ଗାଈ ଘିଅ ସହ ଭାଜି ଖାଇଲେ ପ୍ଲୀହା ଓ ଯକୃତ ବିକାର ଦୂର ହୁଏ।

-ସବୁଜ ପାଣି, ମୂଳାରସ, ଆଖୁ ରସ, ବେଦନା, ଓ ମୋସାମ୍ବି ରସ, ହରଡ଼ ପତ୍ର ରସ ଓ ପ୍ରଚୁର ବିଶୁଦ୍ଧ ଜଳ ପାନ।

-ଖାଲି ପେଟରେ କସି ବାଇଗଣ ଚୋବାଇ ଖାଇବ।

-ଗୁଳୁଚି ପତ୍ର ଓ କାଣ୍ଡକୁ ପାଣିରେ ସିଝାଇ ଏକ କପ୍ ଦିନକୁ ଦି ଥର ସେବନ କରିବ।

-ପେଟରେ ଶୀତଳ ପଟି, ହାତ ଗୋଡ଼କୁ ଗରମ ପାଣି ବ୍ୟାଗ୍‌ ବା ବୋତଲ ଦ୍ବାରା ଗରମ ରଖିବ।

-ପେଟ ଓ ଯକୃତ ଉପର ଭାଗରେ ହଟ୍‌ ଓ କୋଲ୍‌ଡ କଂପ୍ରେସ୍‌, ତଳ ଭାଗରେ ମଡ୍‌ ପ୍ୟାକ୍‌, ହଟ୍‌ ଫୁଟ୍‌ ବାଥ୍‌ ଏବଂ ଶରୀରର ସମ୍ପୂର୍ଣ୍ଣ ବିଶ୍ରାମ।