black water drink benefits - The Sakala
ଆଜିକାଲି ସମସ୍ତେ ଫିଟ୍‌ ଓ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏହି ଧାରାରେ ଏବେ ବ୍ଲାକ୍‌ ୱାଟର୍‌ର ଚାହିଦା ଅଧିକ। ବଲିଉଡ୍‌ ତାରକାଙ୍କଠାରୁ ଆରମ୍ଭ କରି ଖେଳାଳିମାନେ ନିଜକୁ ଫିଟ୍‌ ଆଣ୍ଡ୍‌ ଫାଇନ୍‌ ରଖିବା ପାଇଁ ବ୍ଲାକ୍‌ ୱାଟର୍‌ର ସାହାରା ନେଉଛନ୍ତି। ବ୍ଲାକ୍‌ ୱାଟର୍‌ର ଅନ୍ୟନାମ ହେଉଛି ଆଲ୍‌କାଲାଇନ୍‌ ୱାଟର। ଏହି ପାଣିରେ ଆଣ୍ଟିଏଜିଙ୍ଗ୍‌ ଗୁଣ ରହିଥିବାରୁ ତ୍ବଚାରେ ବୟସର ଛାପ ପଡ଼ିନଥାଏ। ଏହାଦ୍ବାରା ଶରୀରରେ ପିଏଚ୍‌ ଲେଭଲ୍‌ ନିୟନ୍ତ୍ରଣରେ ରହେ ଏବଂ ବ୍ୟକ୍ତି ବୟସ୍କ ଦେଖାଯାଏନାହିଁ। କାରଣ ସାଧାରଣ ପାଣି ଅପେକ୍ଷା ବ୍ଲାକ୍‌ ୱାଟରରେ ପିଏଚ୍‌ ସ୍ତର ଓ ମିନେରାଲ୍‌ ଅଧିକ ଥାଏ। ଏହି କାରଣରୁ ଶରୀରରେ ହାନିକାରକ ଏସିଡ୍‌ ସୃଷ୍ଟି ହୋଇପାରେ ନାହିଁ। ଏହା ବ୍ୟତୀତ ଏକ ଗବେଷଣାରୁ ଜଣାଯାଇଛି ଯେ – ଆଲ୍‌କାଲାଇନ୍‌ ୱାଟର୍‌ କ୍ୟାନ୍‌ସର୍‌ ବିରୋଧୀ। ଉଚ୍ଚ ରକ୍ତଚାପ, ମଧୁମେହ ଓ ହାଇ କୋଲେଷ୍ଟ୍ରଲ୍‌ ଥିବା ରୋଗୀଙ୍କ ପାଇଁ ଏହି ବ୍ଲାକ୍‌ ୱାଟର୍‌ ଖୁବ୍ ଲାଭଦାୟକ। ଆଲ୍‌କାଲାଇନ୍‌ ୱାଟର୍‌ର ୧ ଲିଟରର ଦାମ୍ ୪୦୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହାର ଅନ୍ୟାନ୍ୟ
ଲାଭପ୍ରଦ ଗୁଣଗୁଡ଼ିକ ହେଉଛି –
-ମେଟାବୋଲିଜିମ୍‌ର ସ୍ତରକୁ ବୃଦ୍ଧି କରିବା।
-ଅମ୍ଲଜାନ ଗ୍ରହଣ କରିବାର କ୍ଷମତାରେ ବୃଦ୍ଧି କରିବା।
-ଡି-ଟକ୍ସିଫିକେସନ୍ ଓ ହଜମ ପ୍ରକ୍ରିୟା ବୃଦ୍ଧି ହେବା।
-ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି।
-ଅଧିକ ସମୟ ପର୍ଯ୍ୟନ୍ତ ଶରୀର ହାଇଡ୍ରେଡ୍‌ ରହିବା।
-ପ୍ରତିଦିନ ଏହାକୁ ପିଇବା ଦ୍ବାରା ତ୍ବଚା ସୁସ୍ଥ ରହିବା ସହିତ ଶରୀରରୁ ଟକ୍ସିନ୍ ବାହାରିଯାଏ।
-ଓଜନ ନିୟନ୍ତ୍ରଣ କ୍ଷେତ୍ରରେ ଏହା ଲାଭଦାୟକ।