s-jaishankar - The Sakala

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଏସସିଓ ବୈଠକରେ ନେବେ ଭାଗ
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ ।

ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ କାଉନସିଲ୍ ଅଫ୍ ହେଡସ୍ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା ।

ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ନୂଆ ରେକର୍ଡ, ଆମେରିକାକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ନୂଆ ରେକର୍ଡ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର କରାଯାଉଛି। ଭାରତକୁ ଆମେରିକା ସହ ତୁଳନା କରି ସେ କହିଛନ୍ତି ଯେ ଆମେ ସେମାନଙ୍କଠାରୁ ଆଗରେ ଅଛୁ। ଆମେରିକାରେ ଗୋଟିଏ ବର୍ଷରେ କେବଳ ୪୦ କୋଟି ଟଙ୍କା ଡିଜିଟାଲ କାରବାର ହେଉଛି ।

ସେ ଆହୁରି କହିଛନ୍ତି ଯେ, ଆଜି ଆମେ ୟୁପିଆଇ ମାଧ୍ୟମରେ ନଗଦବିହୀନ ଦେୟ ପ୍ରଦାନ କରୁଛୁ। ଆମର ଏକ ମାସରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିବାବେଳେ ଆମେରିକା ଗୋଟିଏ ବର୍ଷରେ ମାତ୍ର ୪୦ କୋଟି ଟଙ୍କା ମୂଲ୍ୟର ଡିଜିଟାଲ କାରବାର କରିବାରେ ସକ୍ଷମ ହୋଇଛି। ଏହା ଦେଖିବା ଉଚିତ୍ ଯେ ଆମେ କେତେକ କ୍ଷେତ୍ରରେ କିପରି ଅଗ୍ରଗତି କରିଛୁ ଏବଂ ବିଶ୍ୱ ଏହାକୁ ପ୍ରଶଂସା କରୁଛି।

କାନାଡ଼ା କୁଟନୀତିଜ୍ଞଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଚିନ୍ତାର ବିଷୟ ଥିଲା: ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍‌ ଭାରତ ସହ ଅସହମତି ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ସେ କହିଛନ୍ତି ଯେ, ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭିଏନା ଚୁକ୍ତିର କୌଣସି ଉଲ୍ଲଂଘନ ହୋଇ ନାହିଁ। ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜୟଶଙ୍କର କହିଛି।

ଜୟଶଙ୍କର କହିଛନ୍ତି “ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯାହା ଏହା ଉପରେ ଏକ ପ୍ରାସଙ୍ଗିକ ଅନ୍ତର୍ଜାତୀୟ ନିୟମ। କିନ୍ତୁ ଆମ ଘଟଣାରେ ଆମେ ସମାନତା ରଖିଛୁ। କାରଣ କାନାଡ଼ା ରାଷ୍ଟ୍ରଦୂତଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଆମ ପାଇଁ ଚିନ୍ତାର ବିଷୟ ଥିଲା।” ହେଲେ ଏନେଇ ସବୁକଥା ଲୋକ ଲୋଚନରେ ପ୍ରକାଶ କରୁ ନାହିଁ। ସମୟ ଆସିଲେ ଲୋକେ ବୁଝିଯିବେ ଯେ ଆମକୁ କାହିଁକି ସେମାନଙ୍କର ସହ ସମସ୍ୟା ହେଲା ବୋଲି ଜୟଶଙ୍କର କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ Z ଶ୍ରେଣୀ ସୁରକ୍ଷା
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଣିକି ତାଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ୬୮ ବର୍ଷିୟ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା କର୍ଡନରେ ଦିଲ୍ଲୀ ପୁଲିସର ଏକ ସଶସ୍ତ୍ର ଦଳ ସୁରକ୍ଷା ଦେଉଥିଲେ।

ଖବର ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ)କୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ବହନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏହି ଦାୟିତ୍ୱ ତୁଲାଉଥିଲେ।

ଆମେରିକାରେ ଜୟଶଙ୍କରଙ୍କ ବଡ଼ ବୟାନ: ରାଜନୈତିକ ଫାଇଦା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି କାନାଡ଼ା
ୱାଶିଂଟନ୍: ଭାରତ-କାନାଡା ବିବାଦକୁ ନେଇ ଏବେ ତୁମ୍ବି ତୋଫାନ ଚାଲିଥିବା ବେଳେ ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବଡ଼ ବୟାନ ଜାରି କରିଛନ୍ତି। କେବଳ ରାଜନୈତିକ ଫାଇଦା ଉଠାଇବାକୁ କାନାଡା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ସେ ସ୍ପଷ୍ଟ କହିଛନ୍ତି। ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଜୟଶଙ୍କର କହିଛନ୍ତି ଯେ ଆମେ ଏ ବିଷରେ ପ୍ରମାଣ ମାଗିଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ। ଯଦି ପ୍ରମାଣ ପାଇବୁ, ତେବେ ଆମେ ଏହାର ଅନୁଧ୍ୟାନ କରିବୁ।

କାନାଡା ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ସହ ଆଲୋଚନା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ଜୟଶଙ୍କର କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆମେରିକା ପକ୍ଷରୁ ପ୍ରଶ୍ନ ଉତଥାପନ କରାଯାଇଥÒଲା ଭାରତ ପକ୍ଷରୁ ମଧ୍ୟ ଉତ୍ତର ରଖାଯାଇଥÒଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଏବଂ ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି।

ଜାତିସଂଘରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ, ଲାଡେନର ଉଦାହରଣ ଦେଇ ଭାରତ ରଖିଲା କଡ଼ା ଜବାବ
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ଯେଉଁ ଦେଶ ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଂଗଠନ ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀକୁ ସୃଷ୍ଟି କରାଇପାରିଛି ସେ ଦେଶ ଜାତିସଂଘରେ କୌଣସି ପରାମର୍ଶ ଦେବାର ଯୋଗ୍ୟତା ରଖେ ନାହିଁ ବୋଲି ଭାରତ କହିଛି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ ,ଦୁନିଆ ଯାହାକୁ ଗ୍ରହଣ କରୁନାହିଁ ତାକୁ ଠିକ୍‌ ବୋଲି କହିବାର ପ୍ରଶ୍ନ ଉଠୁ ନାହିଁ। ୨୦୦୧ ଡିସେମ୍ବରରେ ଲସ୍କର-ଏ-ତୋଏବା ଓ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ଭାରତୀୟ ସଂସଦରେ ଆକ୍ରମଣ କରିଥିଲେ। କିନ୍ତୁ ଏହିସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଶେଷକରି ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋ ସଂସ୍କାରିତ ବହୁପକ୍ଷବାଦ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଯାହାକୁ ନେଇ ଜୟଶଙ୍କର ଏଭଳି ମନ୍ତବ୍ୟ ରଖିଥିଲେ।

ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ : କେନ୍ଦ୍ର ସରକାରଙ୍କ ସମର୍ଥନରେ ସବୁ ଦଳ
ନୂଆଦିଲ୍ଲୀ: ଆଫଗାନିସ୍ତାନର ସଙ୍କଟ ଉପରେ ଆଜି କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସମସ୍ତ ଦଳର ନେତାଙ୍କୁ ଅବଗତ କରାଇଛନ୍ତି। ବୈଠକରେ ବିରୋଧୀ ଦଳମାନଙ୍କୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନାନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୈଠକରେ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ନାଗରିକମାନଙ୍କୁ ଫେରାଇ ଆଣିବ ପାଇଁ ଭାରତ ଯଥା ସମ୍ଭବ ଉଦ୍ୟମ କରୁଛି। ଏହି ସଙ୍କଟ ସମୟରେ ଭାରତ ଆଫଗାନିସ୍ତାନର ଲୋକଙ୍କ ସହ ଛିଡା ହୋଇଛି। ତେବେ ଆଫଗାନିସ୍ତାନ ପ୍ରସଙ୍ଗରେ ସବୁ ଦଳ ସରକାରଙ୍କ ସହ ଅଛନ୍ତି ବୋଲି ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ।

#WATCH "Govt strongly committed to ensuring full evacuation as soon as possible, doing everything to bring back our people from Afghanistan," says EAM Dr S Jaishankar after briefing all-party panel on the Afghanistan situation pic.twitter.com/GWkMZJUMOz

— ANI (@ANI) August 26, 2021

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଆଫଗାନିସ୍ତାନକୁ ତାଲିବାନ କବଜା ପରଠୁ ସେଠାକାରର ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଜୟଶଙ୍କର ତାଜା ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି, ଆଫଗାନିସ୍ତାନରୁ ଏବେ ସୁଦ୍ଧା ୫୬୫ ଜଣଙ୍କୁ ଭାରତ ଅଣାଯାଇଛି । ସହାୟତା ପାଇଁ ପ୍ରାୟ ୧୫,୦୦୦ ଲୋକ ସରକାରଙ୍କ ଦ୍ଵାରା ସ୍ଥାପିତ ହେଲ୍ପ ଡେସ୍କ ସହ ଯୋଗାଯୋଗ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ସ୍ପେଶାଲ୍‌ ସେଲ ଏବେ ଯାଏଁ ୩,୦୧୪ ଟି କଲ ଜବାବ ଦେଇଛି। ଏହା ବ୍ୟତୀତ ହ୍ବାଟସ୍‌ଆପ୍‌ ଜରିଆରେ ୭,୮୨୬ ଜବାବ ଦିଆଯାଇଥିବା ବେଳେ ଇମେଲ ମାଧ୍ୟମରେ ୩,୧୦୧ ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର ଏହା ସହ ଆଫଗାନିସ୍ତାନରେ ଆମେରିକା, ରୁଷ୍ ଏବଂ ଚୀନ୍ ନେଇଥିବା ପଦକ୍ଷେପ ସମ୍ପର୍କରେ ବିରୋଧୀ ଦଳମାନଙ୍କୁ ଅବଗତ କରାଯାଇଥିଲା।

Under Operation 'Devi Shakti' we've done 6 evacuation flights. We'v brought back most of the Indians but not all of them as some of them couldn't make it for the flight y'day. We'll definitely try & bring out everybody. We've also brought out some Afghan citizens: Dr S Jaishankar pic.twitter.com/IA0V6F31Wm

— ANI (@ANI) August 26, 2021

ସରକାରଙ୍କ ତରଫରୁ ୬ ଜଣ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନେ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ୍ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘୱାଲ। ସେହିପରି ଏନସିପି ନେତା ଶରଦ ପାୱାର, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାରେ କଂଗ୍ରେସ ଦଳର ନେତା ଧିର ରଂଜନ ଚୌଧୁରୀ, ଡିଏମକେର ଟିଆର ବାଲୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡ଼ା, ଅପନା ଦଳର ଅନୁପ୍ରିଆ ପଟେଲ ପ୍ରମୁଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।