Smog Tower - The Sakala

ଦିଲ୍ଲୀରେ ଉଦଘାଟନ ହେଲା ଦେଶର ପ୍ରଥମ ସ୍ମଗ୍ ଟାୱାର
ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ବିଶୁଦ୍ଧ କରିବ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ “ଏହି ଟାୱାରକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ଥାପନ କରାଯାଇଛି ଏବଂ ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଧାରା ଉପଲବ୍ଧ ହେବ। ଯଦି ପାଇଲଟ୍ ପ୍ରକଳ୍ପ ସଫଳ ହୁଏ ତେବେ ଅଧିକ ସ୍ମଗ୍ ଟାୱାର ସ୍ଥାପନ କରାଯିବ”।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ପ୍ରଦୂଷଣର ମୁକାବିଲା ତଥା ଦିଲ୍ଲୀର ବାୟୁକୁ ପରିଷ୍କାର କରିବା ପାଇଁ ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାର ସ୍ଥାପନ କରାଯାଇଛି। ଆମେ ଏହି ଟେକ୍ନୋଲୋଜିକୁ ଆମେରିକାରୁ ଆମଦାନି କରିଛୁ | ଏହି ଟାୱାରଟି ୨୦ ମିଟର ଉଚ୍ଚ ଏବଂ ଏହା ୧ କିଲୋମିଟର ବ୍ୟାସାର୍ଦ୍ଧ ବାୟୁକୁ ସଫା କରିପାରିବ ।

ଜଣେ ଅଧିକାରୀ କହିଛନ୍ତି ଯେ ସ୍ମଗ ଟାୱାର କାର୍ଯ୍ୟ ଆରମ୍ଭ କରିବା ପରେ ଏହାର ପ୍ରଭାବ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଆଉ ୨୦ ମିଟର ଉଚ୍ଚତା ବିଶିଷ୍ଟ ଟାୱାର ଅଗଷ୍ଟ ୩୧ ସୁଦ୍ଧା ଆନନ୍ଦ ବିହାରରେ କାର୍ଯ୍ୟ ଆରମ୍ଭ କରିବ।