Delhi CM Arvind Kejriwal - The Sakala

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ, ED ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କଲେ ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ମାନ୍ୟବର ସୁପ୍ରିମକୋର୍ଟ । ED ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ । EDର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତାଙ୍କୁ ନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ତାଙ୍କର ମାମଲାକୁ ଉପରିସ୍ଥ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ଏହି ମାମଲାରେ ପ୍ରଧାନ ବିଚାରପତି ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବେ। ବୃହତ ଖଣ୍ଡପୀଠରେ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

କିନ୍ତୁ ଜାମିନ ସତ୍ତ୍ବେ କେଜ୍ରିୱାଲ ଏବେ ଜେଲରୁ ମୁକୁଳିପାରିବେ ନାହିଁ । ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିବାରୁ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ, କାଲି ଜେଲ୍‌ରୁ ମୁକୁଳିବେ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ୍। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟ ଦେଲେ ଜାମିନ୍ । ୧ ଲକ୍ଷ ଟଙ୍କାର ମୁଚାଲିକାରେ ମିଳିଲା ବେଲ୍ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ। ହେଲେ ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଆମ୍ ଆଦମୀ ପାର୍ଟି ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ, ସୁପ୍ରିମକୋର୍ଟରୁ ଜୁନ ୧ ପର୍ଯ୍ୟନ୍ତ ମିଳିଛି ଜାମିନ
ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଲେ କେଜ୍ରିୱାଲ । ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଛି ଜାମିନ୍ ।

ଜେଲରୁ ବାହାରିବା ପରେ ଆପର ଶତାଧିକ କର୍ମୀ ଓ ନେତା କେଜ୍ରିୱାଲଙ୍କୁ ସ୍ବାଗତ କରିଥିଲେ। ଜେଲରୁ ବାହାରିବା ପରେ କେଜ୍ରିୱାଲ କହିଛନ୍ତି, “ମୁଁ କହିଥିଲି ମୁଁ ଶୀଘ୍ର ଆସିବି, ଆସିଗଲି। ସର୍ବପ୍ରଥମେ ମୁଁ ହନୁମାନଙ୍କ ଚରଣରେ ନତମସ୍ତକ ହେବାକୁ ଚାହୁଁଛି, ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆଜି ଆପଣଙ୍କ ଗହଣରେ ଅଛି। ”

କେଜ୍ରିୱାଲ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଦେଶର କୋଟି କୋଟି ଲୋକଙ୍କୁ ସେମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ | ମୁଁ ଆଜି ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

କେନ୍ଦ୍ରର ବିଜେପି ସରକାର ନାଁ ନନେଇ କେଜ୍ରିୱାଲ କହିଛନ୍ତି, “ଆମ ସମସ୍ତଙ୍କୁ ଏକାଠି ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବାକୁ ପଡ଼ିବ। ଏଥିପାଇଁ ମୁଁ ତନ, ମନ ଓ ଧନ ସହିତ ଲଢୁଛି, ମୁଁ ଏକଛତ୍ରବାଦୀ ଶାସନ ବିରୋଧରେ ସଂଗ୍ରାମ କରୁଛି । ଦେଶର ୧୪୦ କୋଟି ଲୋକଙ୍କୁ ବି ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼ିବାକୁ ପଡ଼ିବ।”

ଆସନ୍ତାକାଲିଠୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବ ଆପ୍‌, ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ
ନୂଆଦିଲ୍ଲୀ: ମେ’ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି।  ସୁନୀତା କେଜ୍ରିୱାଲ ଶନିବାର ଦିନ ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ରୋଡ୍ ସୋ ସହିତ ନିଜର ଅଭିଯାନ ଆରମ୍ଭ କରିବେ। ଏପ୍ରିଲ ୨୮ ରବିବାର ଦିନ ସୁନୀତା କେଜ୍ରିୱାଲ ପଶ୍ଚିମ ଦିଲ୍ଲୀରେ ଏକ ରୋଡ୍ ସୋ କରିବେ। ଦିଲ୍ଲୀ ବ୍ୟତୀତ ସୁନୀତା ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟରେ ମଧ୍ୟ ପ୍ରଚାର କରିବେ। ସୁନୀତା କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।

ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା । ଇଡି ଦ୍ୱାରା ଜାରି କରାଯାଇଥିବା ୫ଟି ସମନ କାହିଁକି ଜବାବ ଦେଇନାହାଁନ୍ତି ଏହାର ଉତ୍ତର ଦେବାକୁ ଅରବିନ୍ଦ କେଜ୍ରିୱାଲ ଆଜି ଭର୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ । ମାର୍ଚ୍ଚ ୧୬ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଗୃହରେ ଆସ୍ଥା ଭୋଟ୍‌ ହେବ, ପୁଣି ମାର୍ଚ୍ଚ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ତେଣୁ ଏହା ପରେ ଯେକୌଣସି ଦିନ ହାଜର ହେବି ବୋଲି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଦାଲତଙ୍କୁ କହିଛନ୍ତି। ଦିଲ୍ଲୀ ଅଦାଲତ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି। ଅବକାରୀ ନୀତି ମାମଲାରେ ୫ଟି ସମନ୍‌ ଏଡାଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଅଦାଲତଙ୍କ ନିକଟରେ ଅଭିଯୋଗ କରିଥିଲେ।  ସେହି ଅଭିଯୋଗ ଆଧାରରେ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ଡକାଇଥିଲେ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଅଦାଲତଙ୍କୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଲେ ଯେ, ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ଉପରେ ବିତର୍କ ଥିବାରୁ ସେ ପ୍ରତ୍ୟକ୍ଷ ଭାବେ ଅଦାଲତରେ ହାଜର ହୋଇ ପାରିଲେ ନାହିଁ। ମୁଁ ଆଜି ଯିବାକୁ ଚାହୁଁଥିଲି, କିନ୍ତୁ ହଠାତ୍‌ ଆସ୍ଥା ଭୋଟ୍‌ ପଡ଼ିଗଲା। ବଜେଟ୍‌ ଅଧିବେଶନ ବି ଚାଲିଛି, ଏବଂ ମାର୍ଚ୍ଚ ୧ ପର୍ୟ୍ୟନ୍ତ ଚାଲିବ। ତା’ପରେ ଯେକୌଣସି ତାରିଖ ଦେଲେ ଚଳିବ। ଏକଥା ଶୁଣି ଅଦାଲତ କେଜ୍ରିୱାଲ୍‌ଙ୍କୁ ମାର୍ଚ ୧୬ ତାରିଖ ଦିନ ୧୦ଟା ବେଳେ ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏଥିରେ କେଜ୍ରୱାଲ୍‌ ବି ସମ୍ମତି ଜଣାଇଛନ୍ତି।

ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍‌‌ ମାମଲାରେ ଆଜି ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କରିଛି। ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍‌‌ ବେଆଇନ୍‌‌ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌‌ ଜାନୁଆରି ୩ ତାରିଖ ସମନ୍‌‌କୁ ଏଡାଇ ଯାଇଥିଲେ। ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡିର ଦୁଇଟି ସମନ୍‌‌ ମଧ୍ୟ ସେ ଏଡାଇ ଦେଇଥିଲେ।

CBI ରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଏଥିନେଇ ଦୁଇ ଦିନ ତଳେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଏହାପରେ କେଜ୍ରିୱାଲ CBI କୁ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଜେରାରେ କେଜ୍ରିୱାଲଙ୍କୁ ଗିରଫ ହେବାର ଭୟ ଘାରିଛି। ସେ ନିଜେ ମଧ୍ୟ ଏଥିନେଇ ଶନିବାର ଇସାରା ଦେଇଛନ୍ତି। ତାଙ୍କୁ ସିବିଆଇ ନିଶ୍ଚିତ ଗିରଫ କରିବ ବୋଲି କହିଥିଲେ। ଏହିକ୍ରମରେ ବିଜେପି ଉପରେ ବର୍ଷିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କରିଥିଲେ କେଜ୍ରିୱାଲ।

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ସମେତ ରାଉଜ୍‌ ଆଭେନ୍ୟୂସ୍ଥିତ ଆମ ଆଦମୀ ପାର୍ଟି (ଆପ୍‌)ମୁଖ୍ୟାଳୟ ପରିସର ସାମ୍ନାରେ ବ୍ୟାରକେଡ୍‌ ଲଗାଯିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ ବ୍ୟତୀତ ଅର୍ଦ୍ଧ ସାମରିକ ବାହିନୀର ୧୦୦୦ ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାବ୍ୟତୀତ ଆପ୍‌ କର୍ମୀଙ୍କ ଦ୍ବାରା କୌଣସି ଗଣ୍ଡଗୋଳ କରାଯିବା ଆଶଙ୍କାରେ ସହରର ପ୍ରମୁଖ ଅଞ୍ଚଳରେ ମଧ୍ୟ ବ୍ୟାପକ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ଇଲାକାରେ ଆଇନଶୃଙ୍ଖଳା ବଜାୟ ରଖିବା ଦାୟିତ୍ବ ଦିଆଯାଇଛି।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଦିଲ୍ଲୀ ଅବକାରୀ ଘୋଟାଲାକୁ ନେଇ ସିବିଆଇ ଏବଂ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଯାହା କିଛି କୁହାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ଏଥିରେ ଅଣାକର ବି ସତ୍ୟତା ନାହିଁ। ଏହି ଦୁଇ କେନ୍ଦ୍ରୀୟ ଏଜେନ୍ସି ସବୁ କାମଧନ୍ଦା ଛାଡି କେବଳ ଅବକାରୀ ଦୁର୍ନୀତି ପଛରେ ପଡ଼ିଛନ୍ତି। ଏପରିକି ଏହି ବିଷୟକୁ ନେଇ ଅଦାଲତରେ ମଧ୍ୟ ଏହି ଦୁଇ ଏଜେନ୍ସି ଆପ୍‌ ବିରୋଧରେ ମିଛ କହିଛନ୍ତି । ଏହା ବିଜେପିର ପୁରା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କେଜ୍ରିୱାଲ କହିଥିଲେ। ଏହିକ୍ରମରେ ସେ ଯାଞ୍ଚ ଏଜେନ୍ସିମାନଙ୍କ କର୍ତ୍ତୃତ୍ବକୁ ଚ୍ୟାଲେଞ୍ଜ କରି ଏକ ଉଦାହରଣ ଦେଇ କହିଛନ୍ତି ଯେ, ‘ଧରି ନିଅନ୍ତୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗତ ସେପ୍ଟମ୍ବର ମାସ ୧୯ ତାରିଖ ସନ୍ଧ୍ୟାରେ ୧୦୦୦ କୋଟି ଟଙ୍କା ଦେଇଛି ବୋଲି ଦାବି କରୁଛି। କିନ୍ତୁ ଏହାକୁ ନେଇ କ’ଣ କୌଣସି ଯାଞ୍ଚ ଏଜେନ୍ସି ମୋଦୀଙ୍କୁ ଗିରଫ କରିବ କି’ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ମଦ ଦୂର୍ନୀତିକୁ ନେଇ ଯାଞ୍ଚ ଏଜେନ୍ସିଗୁଡିକ ଯେଉଁ ପ୍ରମାଣ ଓ ତଥ୍ୟ ପାଇଛନ୍ତି ବୋଲି କହୁଛନ୍ତି ତାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କେଜ୍ରିୱାଲ କହିଥିଲେ।

ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ କଲା CBI
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମ୍ପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯିବ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି । ଏହାକୁ ନେଇ ଆପ୍‌ ସାଂସଦ ସଞ୍ଜୟ ସିଂହ ପ୍ରେସମିଟ୍ କରିଛନ୍ତି । ପୂର୍ବରୁ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ପଚରାଉଚରା କରୁଛି । ଏବେ ସେ ରିମାଣ୍ଡରେ ଅଛନ୍ତି।

ବଜେଟ ରାଜନୀତି: ଦିଲ୍ଲୀର ପ୍ରସ୍ତାବିତ ବଜେଟ ଅଟକାଇଲେ ଏଲଜି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ:  ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ବଜେଟ ଉପରେ କେନ୍ଦ୍ରର ରୋକ । ବଜେଟରେ ରୋକ ଲାଗିବା ପରେ ଏହାକୁ କେନ୍ଦ୍ରର ଗୁଣ୍ଡାଗର୍ଦ୍ଦି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । ବିଜ୍ଞାପନ ଖର୍ଚ୍ଚ, ପୁଞ୍ଜି ବ୍ୟୟ ଓ ଆୟୁଷ୍ମାନ ଭାରତ ଆଦି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗି କେନ୍ଦ୍ର ସରକାର ଦିଲ୍ଲୀର ବଜେଟ ଅଟକାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ଦିଲ୍ଲୀ ସରକାର ।ଉପରାଜ୍ୟପାଳ ପ୍ରସ୍ତାବିତ ବଜେଟ ଫାଇଲ ମଞ୍ଜୁର ନକରିବା ଯୋଗୁ ଆଜି ବିଧାନସଭାରେ ବଜେଟ ପରିବେଷଣ ହୋଇପାରିବ ନାହିଁ ।

ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ଇତିହାସରେ ପ୍ରଥମ ଥର ଲାଗି କୌଣସି ରାଜ୍ୟର ବଜେଟ ଅଟକାଯାଇଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ବଜେଟରେ ରୋକ ଲାଗିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି କେଜ୍ରିଓ୍ବାଲ । ଚଳିତବର୍ଷ ଦିଲ୍ଲୀ ପାଇଁ ୭୮ ହଜାର ୮ ଶହ କୋଟିର ବ୍ୟୟବରାଦ ହୋଇଥିବା ବେଳେ ୨୨ ହଜାର କୋଟି ଟଙ୍କା ନିର୍ମାଣ କାର୍ଯ୍ଯପାଇଁ ରଖାଯାଇଛି । ୫୫୦ କୋଟି ଟଙ୍କା ବିଜ୍ଞାପନ ଖର୍ଚ୍ଚ ବାବଦ ବ୍ୟୟବରାଦ ପାଇଁ ରଖାଯାଇଛି । ଗତବର୍ଷ ବିଜ୍ଞାପନ ଖର୍ଚ୍ଚ ଓ ଚଳିତବର୍ଷ ବିଜ୍ଞାପନ ଖର୍ଚ୍ଚ ସମାନ ରହିଛି ବୋଲି କହିଛନ୍ତି ଦିଲ୍ଲୀ ଅର୍ଥମନ୍ତ୍ରୀ କୌଳାସ ଗେହଲଟ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ବିଜେପି: ମନୀଷ ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ଗୁଜରାଟ ଏବଂ ଏମସିଡି ନିର୍ବାଚନରେ ​​ପରାଜୟ ଭୟରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି। ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି ଅରବିନ୍ଦ ଜୀଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି ଏବଂ ଏନେଇ ପୂରା ପ୍ଲାନିଂ କରୁଛନ୍ତି। ଆପ୍ ସେମାନଙ୍କର ହୀନ ରାଜନୀତିକୁ ଭୟ କରୁନାହିଁ । ଲୋକେ ବର୍ତ୍ତମାନ ସେମାନଙ୍କ ଗୁଣ୍ଡାଗର୍ଦ୍ଦିର ଉତ୍ତର ଦେବେ।

ପୁଲିସକୁ ଅରୁଚିକର ଟିପ୍ପଣୀ ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ ଅଫିସର
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ। ଏହି ଅଭିଯୋଗ ସମଗ୍ର ଦେଶର ୩୦ ପୂର୍ବତନ ଅଇପିଏସ ଅଫିସରଙ୍କ ପକ୍ଷରୁ କରାଯାଇଛି। ଅବସରପ୍ରାପ୍ତ ଏହି ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଗୁଜରାଟ ଗସ୍ତ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ଏହି ମାମଲା ଗୁଜରାଟରେ ଘଟିଛି। କେଜ୍ରିଓ୍ଵାଲ ଭୋଜନ ପାଇଁ ଓଟୋରେ ବାହାରିଥିଲେ। ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀ ଓଟୋକୁ ଅଟକାଇ କ୍ରେଜିଓ୍ଵାଲଙ୍କୁ ଓଟୋରେ ନଯିବାକୁ କହିଥିଲେ। ଏହାକୁ ନେଇ କେଜ୍ରିଓ୍ଵାଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା।

ଅଭିଯୋଗ ହୋଇଛି ଯେ, ଏହି ସମୟରେ କେଜ୍ରିଓ୍ଵାଲ ପୋଲିସ ବିରୋଧରେ କିଛି ଅରୁଚିକର ଏବଂ ଅଭଦ୍ର ଟିପ୍ପଣୀ କରିଥିଲେ। ଏହି ଟିପ୍ପଣୀରେ ପୁଲିସ କର୍ମଚାରୀଙ୍କ ମନୋବଳକୁ ଆଘାତ ଲାଗିଛି। କେଜ୍ରିଓ୍ଵାଲ ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ପୁଲିସ୍ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବାଧ୍ୟ। ଏମିତିରେ କେବଳ ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ କେଜ୍ରିଓ୍ଵାଲ ପୁଲିସ୍ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାରେ ରୋକିବା ପୁଲିସ୍ ପାଇଁ ଅପମାନର କଥା। କେଜ୍ରିଓ୍ଵାଲଙ୍କ ଏମିତି କାର୍ଯ୍ଯ ବହୁତ ନିରାଶଜନକ ବୋଲି ଅବସରପ୍ରାପ୍ତ ଆଇପିଏସ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଗୁଜରାଟରେ ନିଜର ସାଙ୍ଗଠନିକ ମଜବୁତ କରିବା ପାଇଂ କେଜ୍ରିଓ୍ଵାଲ ଗତ ଅନେକ ମାସରେ ଗୁଜରାଟର ଅଲଗା ଅଲଗା ଜିଲ୍ଲା ଗସ୍ତ କରୁଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଏଫଆଇଆର ରୁଜୁ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେଜ୍ରିୱାଲ ଅନ୍ୟ ରାଜନୀତିକ ଦଳଗୁଡ଼ିକ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ବିପକ୍ଷ ପାର୍ଟି ଅକାଳୀ ଦଳର ଅଭିଯୋଗ ପରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଅକାଳୀ ଦଳର ଉପାଧ୍ୟକ୍ଷଙ୍କ ଦ୍ୱାରା ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଭିଡିଓ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆମ ଆଦମୀ ପାର୍ଟିର ଏକ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ବିରୋଧୀ ଦଳର ନେତାଙ୍କ ଉପରେ ଆପତ୍ତିଜନକ ଭାଷଣ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।