Taliban Brutality - The Sakala

ମହିଳାଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ ତାଲିବାନ୍‌, କହିଲା ଆମ ସୈନ୍ୟ ନାରୀଙ୍କୁ ସମ୍ମାନ ନୁହେଁ କେବଳ ଅତ୍ୟାଚାର ହିଁ ଜାଣନ୍ତି
କାବୁଲ : ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ ।ତାଲିବାନ୍ ସୈନିକମାନେ ନାରୀମାନଙ୍କୁ ମର୍ୟ୍ୟାଦା ଦେବା ପାଇଁ ତାଲିମ୍‌ ପାଇ ନ ଥିବାରୁ ନାରୀମାନେ ଘର ଭିତରେ ରୁହନ୍ତୁ ବୋଲି ତାଲିବାନ୍‌ କହିଛି। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଏହା କ୍ଷଣସ୍ଥାୟୀ ଅବସ୍ଥା। ନାରୀମାନଙ୍କ ସୁରକ୍ଷା ନିମନ୍ତେ ସମୁଚ୍ଚିତ ନିରାପତ୍ତା ବ୍ୟବସ୍ଥା ନ ହେବା ପର୍ୟ୍ୟନ୍ତ ଆଫଗାନିସ୍ତାନର କାମିକା (ବିଭିନ୍ନ କ୍ଷେତ୍ରରେ ବା ପ୍ରତିଷ୍ଠାନରେ କାର୍ଯ୍ୟରତ) ନାରୀମାନେ ଘରେ ରୁହନ୍ତୁ।

ମଙ୍ଗଳବାର ଦିନ କାବୁଲ୍‌ରେ ଜବିହୁଲ୍ଲା ମୁଜାହିଦ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ମହିଳା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରିବା ଲାଗି ତାଲିବାନ୍ ବ୍ୟବସ୍ଥା କରୁଛି, କିନ୍ତୁ, ଏବେ ‘ସୁରକ୍ଷା’ ଦୃଷ୍ଟିରୁ ସେମାନେ ଘରେ ରହିବା ଆବଶ୍ୟକ। ମହିଳାଙ୍କୁ ଘରେ ରହିବାକୁ ବାଧ୍ୟ କରୁଥିବା ବେଳେ ତାଲିବାନ ଖୋଦ ମାନିଛି ତାଲିବାନୀ ସୈନ୍ୟ ନିଷ୍ଠୁର ଏବଂ କେବଳ ଅତ୍ୟାଚାର ହିଁ ଜାଣନ୍ତି। ସେମାନଙ୍କୁ ମହିଳାମାନଙ୍କୁ ସମ୍ମାନ କରିବାକୁ ନେଇ କୌଣିସି ପ୍ରଶିକ୍ଷଣ ଦିଆଯାଇ ନାହିଁ। ମହିଳାଙ୍କ ପ୍ରତି ଉଚିତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ମହିଳାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଛି ତାଲିବାନର ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ମଧ୍ୟ ସେ କହିଛି।

ତାଲିବାନୀ ବର୍ବରତାର ଲୋମଟାଙ୍କୁରା କାହାଣୀ; ଜୀବନ୍ତ ଲୋକଙ୍କ ଚମଡ଼ା ଉତାରି ଦେଉଛି ତାଲିବାନ !
କାବୁଲ: ତାଲିବାନୀ ବର୍ବରତାର ଆଉ ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି। କ୍ଷମତା ଦଖଲ ପରେ ତାଲିବାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଏଭଳି କଠୋର ନିର୍ଯାତନା ଦେଉଛନ୍ତି ଯାହା ଶୁଣିଲେ ବି ବିଶ୍ବାସ ହେବ ନାହିଁ। ସେମାନେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଦଣ୍ଡ ଦେବା ସ୍ବରୂପ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ଦେଉଛନ୍ତି। ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି। ବିଶେଷ କରି ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଏଭଳି ଟାର୍ଗେଟ କରାଯାଉଛି।

ତାଲିବାନୀଙ୍କ ଏଭଳି କ୍ରୁରତା ସମ୍ପର୍କରେ ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟ ମାର୍କ ୱାଲକର କହିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ସବୁବେଳେ ଭୟର ଶବ୍ଦକୁ ଘୃଣା କରେ। କିନ୍ତୁ ଏବେ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସ୍ଥିତି ତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ତାଲିବାନର ବର୍ବରତା ସବୁ ସୀମା ଟପି ଯାଇଛି। ସବୁ ଧର୍ମର ଧର୍ମଗୁରୁମାନେ ପ୍ରାର୍ଥନା ବେଳେ ୫ ମିନିଟ ପାଇଁ ଆଫଗାନ ଲୋକଙ୍କ ସୁରକ୍ଷା ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା ନିବେଦନ କରନ୍ତୁ ବୋଲି ସେ କହିଛନ୍ତି।