IPL-2021 - The Sakala

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା
ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଅନ୍ୟପକ୍ଷରେ ଏକ ରୋମାଞ୍ଚକ  ଲୋ ସ୍କୋରିଂ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କୋଲକାତା ମଧ୍ୟ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍‌ରେ ମୁକାବିଲା ପ୍ରତିଦ୍ବନ୍ଦିତାମୂଳକ ହେଉଥିଲାବେଳେ ପ୍ଲେ ଅଫ୍‌ରେ ଅଧିକ ରୋମାଞ୍ଚ ରହିଥାଏ। ଏଣୁ ବୁଧବାର ସମର୍ଥକଙ୍କୁ ଆଉ ଏକ ପ୍ରତିଦ୍ବନ୍ଦିତାମୂଳକ ଓ ରୋମାଞ୍ଚଭରା ମୁକାବିଲା ଯେ ଦେଖିବାକୁ ମିଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

କୋଲକାତା ମଧ୍ୟ ଆଜିର ମ୍ୟାଚ୍ ଜିତି ଟ୍ରଫି ହାତେଇବା ଦିଗରେ ଅଗ୍ରସର ହେବାକୁ ଚେଷ୍ଟା କରିବ । ତେବେ ଫଳାଫଳ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ ।

ଆଇପିଏଲ ୨୦୨୧: ଆଜି ମୁହାଁମୁହିଁ ହେବେ କୋଲକତା ଓ ବାଙ୍ଗାଲୋର
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)  ଓ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ଯରେ ଆବୁଧାବିରେ ଖେଳାଯିବ।ଏହି ୧୪ଶ ସଂସ୍କରଣର ପ୍ରଥମ ପର୍ଯ୍ଯାୟରେ କେକେଆର୍‌ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା। ସେଥିପାଇଁ ଦ୍ବିତୀୟ ପର୍ଯ୍ଯାୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ପ୍ରଥମପ ର୍ଯ୍ଯାୟରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଆରସିବି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ଯାୟରେ ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି। ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍‌ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍‌ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍‌ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା।

କୋଲ୍‌କାତା ନାଇଟ୍ ରାଇଡର୍ସକୁ ପ୍ଲେ ଅଫ୍ ଖେଳିବା ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ଅଧିନାୟକ ମୋର୍ଗାନଙ୍କ ସହ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ, ବିସ୍ଫୋରକ ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସଙ୍କ ସ୍ଥାନ ନେଇଥିବା ଟିମ୍ ସାଉଦିଙ୍କ ଉପରେ ଦଳର ଢେର ଆଶା ରହିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଅଲରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍ ଆସିବା ପରେ ଆର୍‌ସିବିର ବ୍ୟାଟିଂ ଆହୁରି ଶକ୍ତିଶଳୀ ହୋଇଛି। ଏବି ଡି’ଭିଲିୟର୍ସ , ଅଧିନାୟକ କୋହଲି ଏବଂ ଦେବିଦତ୍ତ ପଡ଼ିକଲ (୧୯୮ ରନ୍, ୭ ମ୍ୟାଚ୍) ଭଲ ଫର୍ମରେ ଅଛନ୍ତି। ମହମ୍ମଦ ସିରାଜ, କାଇଲ ଜାମିସନ୍‌ଙ୍କ ଉପସ୍ଥିତି ସହ ହର୍ଷଲ ପଟେଲ, ନଭଦୀପ ସୈନି ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲରଙ୍କ ଉପସ୍ଥିତି ପାଇଁ ଆର୍‌ସିବି ବୋଲିଂକ୍ରମ ଯେକୌଣସି ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ। ଶ୍ରୀଲଙ୍କା ସ୍ପିନର ୱ‌ାନିନ୍ଦୁ ହସରଙ୍ଗା ଓ ଦୁଷ୍ମଥ ଚାମିରା (ଆଦାମ ଜାମ୍ପା‌ ଓ କେନ୍ ରିଚାର୍ଡସନଙ୍କ ବଦଳରେ ଆସିଥିବା‌)ଙ୍କ ଉପସ୍ଥିତି ପାଇଁ ଏହି ଦଳର ବୋଲିଂ ବିବିଧତା ବି ଯଥେଷ୍ଟ ବଢ଼ିଛି।

ଆଜିଠାରୁ ଆଇପିଏଲ୍ ମହାସମରର ଦ୍ଵିତୀୟ ପର୍ଯ୍ୟାୟ; ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ ଧୋନି-ରୋହିତ
ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆଜିଠାରୁ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିଲାବେଳେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଏପ୍ରିଲ-ମେ’ରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତରେ ଏହା ଆଉ ସମ୍ଭବ ନହେବାରୁ ୟୁଏଇରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା। ଏଠାରେ ଗତବର୍ଷ ସଫଳତାର ସହ ଆଇପିଏଲ୍-୨୦୨୦ ଆୟୋଜିତ ହୋଇଥିବାରୁ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସୂଚାରୁରୂପେ ଏଠାରେ ଆୟୋଜିତ ହେବ ବୋଲି ବିସିସିଆଇ ଆଶା ରଖୁଛି। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ସ୍ବାର୍ଥକୁ ଆଖିଆଗରେ ରଖ୍ ବିସିସିଆଇ ଏହି ପ୍ରତିଯୋଗିତାରେ ଆଉ କିଛି ଅଘଟଣ ଯେପରି ନହୁଏ, ସେଥ୍ପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଛି । ବିଶ୍ବରେ ଏହା ସର୍ବଶ୍ରେଷ୍ଠ ଟି-୨୦ ପ୍ରତିଯୋଗିତ ହୋଇଥିବାରୁ ସମସ୍ତଙ୍କର ଏହା ଉପରେ ନଜର ରହିଛି । ଏହିଠାରେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଚୟନ ସରିଛି । କିନ୍ତୁ ଆଇପିଏଲ୍‌ରେ ଭଲ ଖେଳ ପ୍ରଦର୍ଶନ କଲେ, ଚୟନକର୍ତ୍ତାଙ୍କ ନଜରକୁ ଆସିବା ନିଶ୍ଚିତ। ଅକ୍ଟୋବର ୧୦କୁ ଖେଳାଳି ପରିବର୍ତ୍ତନ କରିବାକୁ ଆଇସିସି ଚୁଡ଼ାନ୍ତ ଦିନ ଧାର୍ଯ୍ୟକରିଛି। ଆହତ କିମ୍ବା କରୋନା ଆକ୍ରାନ୍ତ ହେଲେ ଖେଳାଳି ବାଦ୍ ପଡ଼ିଲେ ଆଇପିଏଲ୍‌ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ନିଶ୍ଚିତ ସୁଯୋଗ ମିଳିବ।

ରବିବାର ଆଇପିଏଲ୍-୨୦୨୧ର ୩୦ତମ ମୁକାବିଲା ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ପ୍ରଥମ ପର୍ଯ୍ୟାୟ ଖେଳ ବନ୍ଦ ରହିଲା ବେଳକୁ ବରିଷ୍ଠ ଖେଳାଳିମାନଙ୍କୁ ନେଇ ଗଠିତ ଚେନ୍ନାଇ ଟିମ୍ ୭ ମ୍ୟାଚ୍ରୁ ୫ଟିରେ ବିଜୟୀ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପଛକୁ ହିତୀୟ ସ୍ଥାନରେ ରହିଛି। ବିଶ୍ବର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଗଠିତ ମୁମ୍ବଇ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୪ଟି ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟରେ ଧାରାକୁ ଦେଖିଲେ ମୁମ୍ବଇ ଦ୍ଵିତୀୟାର୍ଦ୍ଧରେ ଭଲ ଖେଳିଥାଏ। ଏବେ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଥିଲାବେଳେ ଆତ୍ମବିଶ୍ଵାସର ସହ ଅଭିଯାନ ଆରମ୍ଭ କରିବେ । ଦଳର ପ୍ରସଦ୍ଧ ମିଡଲ ଅର୍ଡର ଏଯାଏ କ୍ଲିକ୍ କରିନାହିଁ । ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ହାସଲ କରିବା ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିସାନ ଓ ଲେଗ ସ୍ପିନର ରାହୁଲ ଚନ୍ଦର ଅଧିକ ଆତ୍ମବିଶ୍ବାସ ନେଇ ଏହି ଟୁଣ୍ଡାମେଣ୍ଟ ଖେଳିବେ| ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ଓ ତାଙ୍କ ବଡ଼ ଭାଇ ଜୁନାଲଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି। ସମସ୍ତ ବୋଲର ଭଲ ଫର୍ମରେ ଥିବାରୁ ଏମାନଙ୍କ ବିରୋଧରେ ଲଢେଇ କରିବା ଏତେଟା ସହଜ ନୁହେଁ |

ଅନ୍ୟପକ୍ଷରେ ଚେନ୍ନାଇ ଟିମ୍‌ରେ ଯୁବ ଖେଳାଳି ତୁରାଜ ଗାଏକ୍ୱାଡ଼ ଓ ସାମ କୁରାନ ପ୍ରଥମ ପର୍ଯ୍ୟାୟରେ ବେଶ ସଫଳ ହୋଇଥିଲେ। ଦଳର ସ୍ପିନ୍ ବାହିନୀ ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା ଓ ମୋଇନ୍ ଅଲ୍ଲୀ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଲାଗି କଣ୍ଟା ହୋଇଛନ୍ତି। ମୋଇନ୍ ଓ ଜାଡେଜା ବ୍ୟାଟିଂରେ ମଧ୍ୟ କ୍ଲିକ୍ କରିଥିଲେ। ଏବେ ଦଳ ସଫଳତା ପାଇବାକୁ ହେଲେ ସିନିୟର ଖେଳାଳି ତଥା ଅଧିନାୟକ ଧୋନି, ଫାପ୍‌ ଡୁପ୍ଲେସି ଓ ସୁରେଶ ରାଇନାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

ଆଇପିଏଲ – ୨୦୨୧: ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ – ୨୦୨୧ର ଅବଶିଷ୍ଟ ମ୍ୟାଚ୍  ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ। ୟୁଏଇରେ ସମସ୍ତ ବଳକା ମ୍ଯାଚ ଗୁଡିକ ଖେଳାଯିବ। ସେହିପରି ଅକ୍ଟୋବର ୧୫ ତାରିଖରେ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ଯାଚ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ  ସ୍ଥଗିତ ରଖାଯାଇଥିଲା ।

ୟୁଏଇରେ ଖେଳାଯିବ ସ୍ଥଗିତ ଥିବା ଆଇପିଏଲ- ୨୦୨୧ର ଅବଶିଷ୍ଟ ମ୍ୟାଚ୍
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ – ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ହେବ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନାହିଁ ।  ଆଇପିଏଲର ବଳକା ମ୍ୟାଚ ଗୁଡିକକ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି ।

NEWS 🚨 BCCI to conduct remaining matches of VIVO IPL in UAE.

More details here – https://t.co/HNaT0TVpz1 #VIVOIPL pic.twitter.com/nua3e01RJt

— BCCI (@BCCI) May 29, 2021

ସୂଚନା ଅନୁଯାୟୀ,  ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା। ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତି ନିଆଯାଇଛି ।

କରୋନା ପାଇଁ ବାତିଲ ହେଲା ଆଇପିଏଲର ୧୪ତମ ସଂସ୍କରଣ
ନୂଆଦିଲ୍ଲୀ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି।ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ବିନା ଦର୍ଶକରେ ଏଥର ଆଇପିଏଲ କରାଯାଉଥିଲେ ମଧ୍ୟ ଖେଳାଳିମାନଙ୍କ ମଧ୍ୟରେ ସଂକ୍ରମଣ ଆରମ୍ଭ ହେବା ଯୋଗୁ ଆଇପିଏଲକୁ ବାତିଲ କରାଯାଇଛି।

ଆଇପିଏଲ- ୨୦୨୧: ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍
ଭୁବନେଶ୍ବର: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ପୁଣି ସ୍ଥଗିତ ହେଲା ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚ। ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେପଟେ ବିସିସିଆଇ ପକ୍ଷରୁ ଏହି ମ୍ୟାଚକୁୁ ସ୍ଥଗିତ କରିଦିଆଯାଇଥିବା ସୂଚନା ମିଳିଛି। ଏହି ମ୍ୟାଚ କେବେ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଗତକାଲି ସିଏସକେର ସିଇଓ କାଶି ବିଶ୍ୱନାଥ, ବୋଲିଂ କୋଚ ଏଲ ବାଲାଜୀ ଓ ଜଣେ ବସ କ୍ଲିନର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବର୍ତ୍ତମାନ ସମସ୍ତ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଛି।

ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଜିର ଆରସିବି ଓ କେକେଆର ମ୍ୟାଚ ରଦ୍ଦ
ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର।

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ଆଇପିଏଲ ୨୦୨୧: ପ୍ରଥମ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ
ଚେନ୍ନାଇ: ଲଗାତାର ତିନୋଟି ମ୍ଯାଚ ହାରିବା ପରେ ଶେଷରେ ଆଜି ବିଜୟର ସ୍ଵାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନକୁ ଖସି ଆସିଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୯ ଓ୍ଵିକେଟ୍ ହରାଇ ୧୨୦ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦର ଜୋନି ବେୟାରଷ୍ଟୋଙ୍କ ଅପରାଜିତ ୬୩ ରନ ସହାୟତାରେ ହାଇଦ୍ରାବାଦ ୧ ଓ୍ଵିକେଟ୍ ହରାଇ ୧୮.୪ ଓଭରରେ ବିଜୟ ହାସଲ କରିଛି।

ଆଇପିଏଲ ୨୦୨୧: ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ ଦେଲା ପଞ୍ଜାବ
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୯୫ ରନ କରିଛି । ଏହି ମ୍ଯାଚକୁ ଜିତିବା ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ଆବଶ୍ଯକତା ରହିଛି।

ପଞ୍ଜବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିଥିଲେ। ଉଭୟ ଆକ୍ରମଣତ୍ମାକ ବ୍ଯାଟିଂ କରିଥିଲ। ମୟଙ୍କ ଅଗ୍ରୱାଲ୍ ୩୬ ବଲରେ ୬୯ ରନ କରି ଆଉଟ ହୋଇଥିବା ବେଳ ଲୋକେଶ ରାହୁଲ ୫୧ ରନରେ ୬୧ ରନ କରି ଆଉଟ ହୋଇଥିଲେ। କ୍ରିସ ଗେଲ ୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଦୀପକ ହୁଡା ୧୩ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଅନ୍ଯପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ରିସ ୱକ୍ସ, କାଗିସୋ ରାବାଡା, ଅଭେଶ ଖାନ୍ ଓ ଲୁକମାନ ମେରିଓ୍ବାଲା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଆଇପିଏଲ ୨୦୨୧: ଆରସିବିର ବିଜୟ ଧାରା ଜାରି, କେକଆରକୁ ୩୮ ରନରେ ପରାସ୍ତକଲା ଆରସିବି
ଚେନ୍ନାଇ: ଆଇପିଏଲ  ୨୦୨୧ରେ ବିଜୟ ଧାରା ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି। କେକେଆର ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୬୬ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଳରେ ଆରସିବି ୩୮ ରନରେ ବିଜୟ ହାସଲ କରିଛି।

ଆଇପିଏଲ ୨୦୨୧: ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ ହେବେ। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରିବ କିଙ୍ଗସ୍‌ ପଞ୍ଜାବ।