brutally murdered - The Sakala

ସରପଞ୍ଚଙ୍କ ସ୍ବାମୀ ଓ ଶଶୁରଙ୍କୁ ନିର୍ମମ ଭାବେ ହତ୍ୟାକଲେ ଦୁର୍ବୃତ୍ତ
ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲିକିଟିପଦର ପଞ୍ଚାୟତ ସାରିଗାଡା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶଶୁର ସୁମ ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ମୃତଦେହ। ହତ୍ୟାକାଣ୍ଡ କାରଣ ଅଷ୍ପଷ୍ଟ ରହିଛି। ସରପଞ୍ଚଙ୍କ ପରିବାର ଘରେ ଥିବାବେଳେ କିଛି ଲୋକ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସରପଞ୍ଚ ଜନିତ ଗମାଙ୍ଗ ଜିବନ ବିକଳରେ ଦୌଡି ପଳାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତା ଲୋଡିଛି ପୁଲିସ। ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ରାୟଗଡା, ପଦ୍ମପୁର ଓ ଗୁଣୁପୁର ପୁଲିସ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି।

ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ
ଶରତ : କପ୍ତିପଦା ବ୍ଲକ ଶରତଥାନା ଶୁଖୁଆପଟା ଗ୍ରାମର ଦୁର୍ଯୋଧନ ମହାନ୍ତ(୫୨) ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଘରକୁ ଫେରିବାରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଘରୋଇ କଳି ଉଗ୍ର ରୂପ ଧାରଣ କରିବା ପରେ, ଉତ୍ତ୍ୟକ୍ତ ସ୍ୱାମୀ ଦୁର୍ଯ୍ୟୋଧନ ଏକ କାଠ ଫାଳିଆରେ ସ୍ତ୍ରୀ ପୁଷ୍ପଲତାଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲା। ମାଡରେ ଘଟଣାସ୍ତଳରେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।