Khuni juice - The Sakala

ଖୁନି ଜୁସ୍
ଏଭଳି ଏକ ଜୁସ୍‌ର ନାଁ ଶୁଣିଲେ ମନରେ ଘୃଣାଭାବ ସୃଷ୍ଟି ହେଉଥିଲେ  ମଧ୍ୟ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏହି ସ୍ବାସ୍ଥ୍ୟପ୍ରଦ ଜୁସ୍‌ଟି ହରିଆଣାରେ ବିକ୍ରି ହେଉଛି। ସାମାଜିକ ଗଣମାଧ୍ୟମରେ ନାଲି ରଙ୍ଗର ଏହି ଜୁସ୍‌ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଫୁଡ୍ ଭ୍ଲଗିଂ ଚ୍ୟାନେଲ ‘ଆର୍‌ ୟ୍ୟୁ ହଙ୍ଗ୍ରି’ ଉକ୍ତ ଭିଡିଓକୁ ପୋଷ୍ଟ୍ କରିଛି। ଏହାର ନାଁ ‘ଖୁନି ଜୁସ୍’। ଅବଶ୍ୟ ଏହି ଜୁସ୍‌ର ନାଁ ହିଁ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହରିଆଣାର ଫରିଦାବାଦ୍‌ ନିକଟସ୍ଥ ଭଗତ୍‌ ସିଂହ ଚୌକ୍‌ରେ ଏଭଳି ଏକ ଜୁସ୍‌କୁ ବିକ୍ରି କରୁଛନ୍ତି ନାଦିମ୍। ତେବେ ତାଙ୍କ ଜୁସ୍‌ କାର୍ଟରେ ବିଭିନ୍ନ ପ୍ରକାର ପନିପରିବା ରହିଛି। ପାଳଙ୍ଗ, ଧନିଆ ପତ୍ର, କଲରା, ହଳଦୀ, କମଳା, ଗାଜର, ବିଟ୍‌ ଆଦି ପନିପରିବାରେ ପ୍ରସ୍ତୁତ ହୋଇଥାଏ ଏହି ଖୁନି ଜୁସ୍।  ଗୋଟିଏ ମିନିଟ୍‌ର ଉକ୍ତ ଭିଡିଓରେ ଦେଖୀବାକୁ ମିଳୁଛି ଯେ, ସେ ଏସବୁ ପନିପରିବାକୁ ଉପଯୋଗ କରି ଏହାକୁ ପ୍ରସ୍ତୁତ କରୁଛନ୍ତି।  ଜୁସ୍‌କୁ ସୈନ୍ଧବ ଲବଣ ଓ ଲେମ୍ବୁ ରସ ସହ ପରଷନ୍ତି ନାଦିମ୍। ଖୁନି ଜୁସ୍‌ର ବଡ଼ ଗ୍ଲାସ୍‌ର ମୂଲ୍ୟ ୫୦ ଟଙ୍କା ହୋଇଥିବା ବେଳେ ଛୋଟ ଗ୍ଲାସ୍‌ ଜୁସ୍‌ର ମୂଲ୍ୟ ୨୦ ଟଙ୍କା।