+3 Admission - The Sakala

ଆଜିଠୁ +୩ ପାଠ୍ୟକ୍ରମ ପାଇଁ ନାମଲେଖା ଆବେଦନ ଆରମ୍ଭ
ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ସ୍ନାତକ(+୩) ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ସାମ୍ସ ଜରିଆରେ ଅପରାହ୍ଣ ୨ଟାରୁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିବେ। ଜୁଲାଇ ୪ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ସଂଶୋଧନ କରି ପାରିବେ। ତେବେ ଜୁଲାଇ ୧୪ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.in ମାଧ୍ୟମରେ ପାଇ ପାରିବେ। +୩ ସହିତ ପିଲାମାନେ ଇଣ୍ଟିଗ୍ରେଟେଡ୍‌‌ ବିଇଡି ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପାଇଁ ଆବେଦନ କରିବେ। ଚଳିତ ବର୍ଷ +୩ରେ ୧୦୪୨ଟି ଶିକ୍ଷାନୁଷ୍ଠାନର ୨,୭୦,୩୪୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ।

କଳାରେ ୧,୫୧,୯୦୨ଟି ସିଟ୍‌‌ରେ ଛାତ୍ରଛାତ୍ରୀ ନାମଲେଖାଇବାକୁ ଥିବାବେଳେ ଫିଜିକାଲ୍‌‌ ସାଇନ୍ସରେ ୪୬,୧୩୯, ଲାଇଫ୍‌‌ ସାଇନ୍ସରେ ୨୮,୬୯୨, ବାଣିଜ୍ୟରେ ୩୨,୩୮୦, ସେଲ୍‌ଫ ଫାଇନାନିଂରେ ୨୦୮୬, ଓ ସଂସ୍କୃତରେ ୯,୧୪୮ ସିଟ୍‌‌ରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ।

ଯୁକ୍ତ ତିନି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ଆଜି, ଅକ୍ଟୋବର ୨୭ ରୁ ୩୦ ମଧ୍ୟରେ ନାମଲେଖା
ଭୁବନେଶ୍ୱର: ଯୁକ୍ତ ୩ ରେ ଖାଲି ରହିଥିବା ୧ ଲକ୍ଷ ୩ ହଜାର ସିଟ୍‌ରେ ସ୍ପଟ୍ ନାମଲେଖା ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଥିବାବେଳେ ଆଜି ମେଧା ତାଲିକା ପ୍ରକାଶ ପାଇବ। ଆଜି କଲେଜର ଇସ୍ପେସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ। ୨୪ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଫି’ ଦାଖଲ କରିବାକୁ ପଡ଼ିବ। ସେହିପରି ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର(ଡକ୍ୟୁମେଣ୍ଟ) ଯାଞ୍ଚ କରାଯିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ନେଇ ଉଚ୍ଚ ଶିକ୍ଷା ବିଭାଗ ଦର୍ଶାଇଛି।

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ଜାରି: ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନଲାଇନ୍ ଆବେଦନ
ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅଗଷ୍ଟ ୨୦ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ। ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ରୁ ସେପ୍ଟେମ୍ଵର ୪ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। samsodisha.gov.in ୱେବସାଇଟ୍‌ରେ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ। ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିସନ୍ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।